Posted inଜାତୀୟ

୩ ବର୍ଷ ହେଲା ଦୁଇ ଝିଅଙ୍କୁ ବଳାତ୍କାର କରୁଥିଲେ

ପାଲଘର,୧୩।୩: ୨୦୧୯ରୁ ୩ ବର୍ଷ ଧରି ଦୁଇ ନାବାଳିକା ଝିଅଙ୍କୁ ବାରମ୍ବାର ବଳାତ୍କାର କରିବା ଅଭିଯୋଗରେ ୪୫ ବର୍ଷୀୟ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଏଭଳି ଘଟଣା ମହାରାଷ୍ଟ୍ରର ପାଲଘର ଜିଲାରୁ ସାମ୍ନାକୁ ଆସିଛି।

ଦୁଇ ପୀଡ଼ିତାଙ୍କ ବୟସ ଯଥାକ୍ରମେ ୬ ଏବଂ ୧୨ ବର୍ଷ ବୋଲି ଜଣାପଡ଼ିଛି। କାହାକୁ ଜଣାଇଲେ ଛୁରି ଧରି ଅଭିଯୁକ୍ତ ବାପା ହତ୍ୟା ଧମକ ଦେଉଥିଲେ ବୋଲି ପୀଡ଼ିତାମାନଙ୍କଠାରୁ ଜଣାପଡ଼ିଥିବା ଭୋଇସର ଥାନା ଅଧିକାରୀ କହିଛନ୍ତି।

ପୀଡ଼ିତାଙ୍କ ମା’ଙ୍କ ମୃତ୍ୟୁ ପରେ ୨୦୧୯ଠାରୁ ଅଭିଯୁକ୍ତ ଜଣଙ୍କ ଦୁଇ ଝିଅଙ୍କୁ ବାରମ୍ବାର ବଳାତ୍କାର କରୁଥିଲେ ବୋଲି ସେ କହିଛନ୍ତି। ପୀଡ଼ିତାମାନେ ପ୍ରଥମେ ଅଭିଯୋଗ କରିବାକୁ ଡରୁ ଥିଲେ। କିନ୍ତୁ ଏକ ଏନ୍‌ଜିଓ ସହାୟତାରେ ଏହି ଘଟଣା ପୋଲିସ ସାମ୍ନାକୁ ଆସିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୨୯୮ ନିୟୁତ ଟନ୍‌ ଖାଦ୍ୟଶସ୍ୟ ଉତ୍ପାଦନ ଲକ୍ଷ୍ୟଧାର୍ଯ୍ୟ

ନୂଆଦିଲ୍ଲୀ, ୧୭।୪:୨୦୨୦-୨୧ ବର୍ଷରେ ୨୯୮ ନିୟୁତ ଟନ୍‌ ଖାଦ୍ୟଶସ୍ୟ ଉତ୍ପାଦନ ପାଇଁ କେନ୍ଦ୍ର ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ୨୦୧୯-୨୦ ବର୍ଷରେ ୨୯୧.୧୦ ନିୟୁତ ଟନ୍‌...

ଛାତ୍ରୀଛାତ୍ରଙ୍କୁ ଅଷ୍ଟ୍ରେଲିଆ ମନା

ନୂଆଦିଲ୍ଲୀ,୧।୧୦: ଧିରେଧିରେ କୋଭିଶିଲ୍ଡକୁ ଅନେକ ଦେଶ ମାନ୍ୟତା ଦେଉଛନ୍ତି। ଏବେ ଅଷ୍ଟ୍ରେଲିଆ ମଧ୍ୟ କୋଭିଶିଲ୍ଡକୁ ଦେଇଛି ସବୁଜ ସଙ୍କେତ। ଶୁକ୍ରବାର ଅଷ୍ଟ୍ରେଲିଆ ସେରମ୍‌ ଇନଷ୍ଟିଚ୍ୟୁଟ୍‌ ଦ୍ୱାରା...

ଏନ୍‌ଆର୍‌ସିରୁ ଧ୍ୟାନ ହଟାଇବାକୁ ବଳାତ୍କାର, ଏନ୍‌କାଉଣ୍ଟର, ପିଆଜ ମାରାତ୍ମକ ଯୋଜନା: ବିଶାଲ

ମୁମ୍ବାଇ,୯।୧୨: ବଲିଉଡ୍‌ ସିଙ୍ଗର ତଥା ମ୍ୟୁଜିକ କମ୍ପୋଜର ବିଶାଲ ଦଦଲାନି କିଛି ନା କିଛି ବିବାଦୀୟ ବୟାନ ପାଇଁ ଅନେକ ସମୟରେ ଆସିଥାଆନ୍ତି ଚର୍ଚ୍ଚାକୁ। ଏବେ...

ଆଇନମନ୍ତ୍ରୀ ଅବସର ପ୍ରାପ୍ତ ବିଚାରପତି ମୁହାଁମୁହିଁ…

ନୂଆଦିଲ୍ଲୀ, ୪।୯ : ଅଭିବ୍ୟକ୍ତିର ସ୍ବାଧୀନତା ଅଭାବ ଥିବା ମନ୍ତବ୍ୟ ପାଇଁ ଆଇନ ମନ୍ତ୍ରୀ କିରେନ ରିଜିଜୁ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ବି.ଏନ. ଶ୍ରୀକୃଷ୍ଣଙ୍କୁ...

ସମ୍ବର ହ୍ରଦରୁ ହଜାରେରୁ ଅଧିକ ପକ୍ଷୀଙ୍କ ମୃତଦେହ ଉଦ୍ଧାର

ଜୟପୁର,୧୨।୧୧: ରାଜସ୍ଥାନରେ ଥିବା ସମ୍ବର ହ୍ରଦରୁ ହଜାରେରୁ ଅଧିକ ପକ୍ଷୀଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ଏଥିରେ କେତେକ ବିଦେଶୀ ପକ୍ଷୀ ମଧ୍ୟ ରହିଥିବା କୁହାଯାଉଛି।...

ଆଜି ସିଙ୍ଗାପୁରରେ ହେବ ଲାଲୁଙ୍କ କିଡ୍‌ନୀ ପ୍ରତିରୋପଣ

ପାଟନା,୫ ।୧୨: ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କର ସୋମବାର ସିଙ୍ଗାପୁରରେ କିଡନୀ ପ୍ରତିରୋପଣ ହେବାକୁ ଯାଉଛି । ଝିଅ ରୋହିଣୀ ଆଚାର୍ଯ୍ୟ ତାଙ୍କୁ କିଡନୀ...

ଲସ୍କର-ଇ-ତୋଏବାର ୨ଆତଙ୍କବାଦୀ ଗିରଫ

ବଡଗାମ,୨୮।୩: ମଧ୍ୟ କଶ୍ମୀରର ବଡଗାମରେ ଜମ୍ମୁ-କଶ୍ମୀର ପୋଲିସକୁ ବଡ଼ ସଫଳତା ମିଳିଛି। ବଡଗାମ ଜିଲାରୁ ୨ଜଣ ଲସ୍କର-ଇ-ତୋଏବା ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ଏଥିସହ ସେମାନଙ୍କ ନିକଟରୁ...

ଏଏପି ଛାଡିଲେ ଦିଲ୍ଲୀ କାଣ୍ଟର ବିଧାୟକ

ନୂଆଦିଲ୍ଲୀ,୨୧।୧: ଦିଲ୍ଲୀ ବିଧାନସଭା ନିର୍ବାଚନର ନାମାଙ୍କନ ପତ୍ର ଦାଖଲର ଶେଷ ଦିନରେ ଆମ ଆଦମୀ ପାର୍ଟି(ଏଏପି)କୁ ବଡ଼ ଝଟ୍‌କା ଲାଗିଛି। କାଣ୍ଟର ବିଧାୟକ କମାଣ୍ଡୋ ସୁରେନ୍ଦ୍ର...

Advertisement
Archives

Model This Week