Home Left

ଏମିତି ଦେଶ, ଯେଉଁଠି କାନ୍ଥରେ ଲାଗିଥାଏ ସ୍ତ୍ରୀଙ୍କ ଫଟୋ

ଦୁନିଆର ଅଧିକାଂଶ ଦେଶରେ ଅଜବଗଜବ ଘଟଣା ସବୁ ଦେଖିବାକୁ ମିଳିଥାଏ। ପ୍ରତ୍ୟେକ ଦେଶର ରୀତିନୀତି ପରମ୍ପରା ବି ଭିନ୍ନ ହୋଇଥାଏ। ବିଶ୍ୱରେ ଏମିତି ଏକ ଦେଶ ଅଛି, ଯାହା ସମ୍ପର୍କରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ। ଏହା ଏକ ମୁସ୍‌ଲିମ୍‌ ଦେଶ। ଏଠାରେ…

ରାଜସ୍ଥାନରେ ବିବାହ କରିବେ କାଟ୍ରିନା!

ମୁମ୍ବାଇ: ଏବେ ବଲିଉଡର ଅନେକ ସେଲିବ୍ରିଟିଙ୍କ ବିବାହକୁ ନେଇ ଚର୍ଚ୍ଚା ମଧ୍ୟ ଜୋର ଧରୁଛି। ଏଥିରେ ସବୁଠାରୁ ଆଗରେ ଅଛନ୍ତି ଅଭିନେତ୍ରୀ କାଟ୍ରିନା କୈଫ ଏବଂ ଭିକ୍କି କୌଶଲ। ଉଭୟ ଡିସେମ୍ବରରେ ବିବାହ କରିବେ ବୋଲି ଚର୍ଚ୍ଚା ହେଉଛି। କୁହାଯାଉଛି ଯେ,…

କୋହଲିଙ୍କୁ ଚେତାବନୀ ଦେଲେ ଗମ୍ଭୀର

ନୂଆଦିଲ୍ଲୀ,୩।୧୧: ଟି -୨୦ ବିଶ୍ୱକପରେ ଆଜି ବିରାଟ କୋହଲି ବାହିନୀ ଆଫଗାନିସ୍ତାନକୁ ଭେଟିବ। ପ୍ରଥମ ଦୁଇଟି ମ୍ୟାଚ ହାରିଯିବା ପରେ ସେମିଫାଇନାଲ ଦୌଡ଼ରେ ଭାରତ ପଛରେ ରହିଛି। ତେଣୁ ସେମିଫାଇନାଲ ଆଶାକୁ ବଞ୍ଚାଇ ରଖିବା ପାଇଁ ଟିମ ଇଣ୍ଡିଆକୁ ଯେକୌଣସି ଭାବରେ…

ମହିଳାଙ୍କ ବାଥ୍‌ରୁମ୍‌ରେ ଗୁପ୍ତ କ୍ୟାମେରା ଲଗାଇଥିଲେ ପ୍ଲମ୍ବର ମ୍ୟାନ୍‌, ଆଉ ତା’ ପରେ…

ଲଣ୍ଡନ,୩ା୧୧: ବ୍ରିଟେନର ଜଣେ ମହିଳାଙ୍କ ବାଥ୍‌ରୁମ୍‌ରେ ଜଣେ ୫୭ ବର୍ଷୀୟ ପ୍ଲମ୍ବର ଗୁପ୍ତ କ୍ୟାମେରା ଲଗାଇଥିଲେ। ଏହା ଦ୍ୱାରା ମହିଳାଙ୍କ ସମସ୍ତ ବାଥ୍‌ରୁମ୍‌ ଦୃଶ୍ୟ ଏହି କ୍ୟାମେରାରେ ରେକର୍ଡ କରିଥିଲେ। ଦିନେ ମହିଳାଙ୍କ ନଜର ଏହି କ୍ୟାମେରା ଉପରେ ପଡ଼ିଥିଲା। ଏହା…

୮୮ ବଲ୍‌ରେ ୫୨ ରନ୍‌ କଲେ ଅନୁଷ୍କା ଶର୍ମା

ନୂଆଦିଲ୍ଲୀ,୩।୧୧: କ୍ରିକେଟ ଏବଂ ଟିମ ଇଣ୍ଡିଆ ସହିତ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ସାଧାରଣତଃ ଯୋଡା ଯାଇଥାଏ। କାରଣ ଅଧିନାୟକ ବିରାଟ କୋହଲିଙ୍କ ସ୍ତ୍ରୀ ହେଉଛନ୍ତି ଅନୁଷ୍କା। ଖରାପ ଫର୍ମ ପାଇଁ ସୋସିଆଲ ମିଡିଆର ପ୍ରଶଂସକମାନେ ଅନୁଷ୍କାଙ୍କୁ ଦାୟୀ କରନ୍ତି। ବର୍ତ୍ତମାନ…

ଟ୍ରକ ମାଡିଯାଇ ୬ ଜଣଙ୍କ ମୃତ୍ୟୁ

ଲକ୍ଷ୍ନୌ,୩।୧୧: ଉତ୍ତର ପ୍ରଦେଶର ଗାଜିପୁର ଅହରାଉଲି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଏକ ଚା’ ଦୋକାନରେ ଟ୍ରକ ମାଡିଯାଇ ୬ ଜଣଙ୍କ ମୃତ୍ୟୁ ଘଟିଛି॥ ଏଥିସହ ୨ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନାନୁସାରେ,…

ଅନ୍ୟ ଉପରେ ସହଜରେ ବିଶ୍ୱାସ କରୁଛନ୍ତି କି? ମନେରଖନ୍ତୁ ଚାଣକ୍ୟଙ୍କ ଏହି ୪ କଥା, ନଚେତ…

ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ମନୁଷ୍ୟ ଜୀବନ ସହ ଜଡ଼ିତ ବିଭିନ୍ନ ବିଷୟରେ ଉଲ୍ଲେଖ କରାଯାଇଛି। ଏହାକୁ ମାନିଲେ ଯେକେହି ସଫଳ ଏବଂ ସୁଖୀ ଜୀବନ ଅତିବାହିତ କରିପାରିବ। ସେଭଳି ଗୋଟିଏ ବିଷୟ ହେଲା ବିଶ୍ୱାସ। ଚାଣକ୍ୟ କୁହନ୍ତି କାହା ଉପରେ…

କୁନି ବାଳକଙ୍କ ସ୍ବଦେଶୀ କୌଶଳରେ ନିର୍ମିତ ଜେସିବି, ଭାଇରାଲ ହେଉଛି ଫଟୋ

ଜେସିବି ସାହାଯ୍ୟରେ ମାଟି ଖୋଳା ଯାଉଥିବା ପ୍ରାୟ ସମସ୍ତେ ଦେଖିଥିବେ। ମାତ୍ର ଏବେ ସୋସିଆଲ ମିଡିଆରେ ଏମିତି ଏକ ଜେସିବି ଭାଇରାଲ ହେଉଛି ଯାହା ଦେଖିଲେ ଆଶ୍ଚର୍ଯ୍ୟ ହେବେ। ଏହି ମେଶିନି ସ୍ବଦେଶୀ କୌଶଳରେ ନିର୍ମାଣ କରାଯାଇଛି। ଏହି ଜେସିବକୁ ଜଣେ…

ଏଠାରେ ଦୀପାବଳିରେ ପୂଜା ହୁଅନ୍ତି କୁକୁର; କାରଣ ଜାଣିଲେ…

ଦେଶଦୁନିଆରେ ଅଜବ ପରମ୍ପରାମାନ ରହିଛି। ସେଥିରୁ କିଛି ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ଲାଗିଥାଏ। ସେଭଳି ଗୋଟିଏ ହେଲା ଦୀପାବଳିରେ କୁକୁର ପୂଜା। ସାଧାରଣତଃ ଲକ୍ଷ୍ମୀ-ଗଣେଷଙ୍କ ପୂଜା କରିଥାନ୍ତି। ହେଲେ ନେପାଳରେ ଲୋକମାନେ ଦୀପାବଳିରେ କୁକୁରଙ୍କୁ ପୁଜା କରାଯାଏ। ଆଶ୍ଚର୍ଯ୍ୟ ଲାଗିଲେ ବି…

ପୋଲିସ ଭ୍ୟାନରେ କାଠ ଚାଲାଣ

ପାରଳାଖେମୁଣ୍ଡି,୩।୧୧(ଡି.ଏନ୍‌.ଏ.): ଗଜପତି ଜିଲା ପାରଳାଖେମୁଣ୍ଡି ବନ ବିଭାଗ ଦ୍ବାରା ଟ୍ରକ ସହ ବିପୁଳ ପରିମାଣର ଶାଗୁଆନ କାଠ ଜବତ ହୋଇଛି। ଭୋର ସମୟରେ ବନ ବିଭାଗର କର୍ମଚାରୀମାନେ ରାମସାଗର ଛକ ନିକଟରେ ପାଟ୍ରୋଲିଂ କରୁଥିବା ସମୟରେ ଟ୍ରକକୁ ଅଟକାଇ ଥିବା ବେଳେ…

ଭାରତ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିପାରନ୍ତି ଏହି କ୍ରିକେଟର୍‌

ଦୁବାଇ,୩।୧୦: ଆଜି ଟି -୨୦ ବିଶ୍ୱକପରେ ଭାରତ ଆଫଗାନିସ୍ତାନକୁ ଭେଟିବ। ସେମିଫାଇନାଲ ଆଶାକୁ ବଞ୍ଚାଇ ରଖିବା ପାଇଁ ଟିମ ଇଣ୍ଡିଆକୁ ଯେକୌଣସି ଭାବରେ ଏହି ମ୍ୟାଚ ଜିତିବାକୁ ପଡିବ। କିନ୍ତୁ ଆଫଗାନିସ୍ତାନର ରସିଦ ଖାନଙ୍କ ବ୍ୟତୀତ ଅନ୍ୟ ଜଣେ ବୋଲର ଟିମ…

କ୍ରମାଗତ ଚତୁର୍ଥ ବିଜୟ ପରେ ବି ଖୁସି ନାହାନ୍ତି ପାକିସ୍ତାନ ଅଧିନାୟକ

ଆବୁଧାବି,୩।୧୧: ଟି-୨୦ ବିଶ୍ୱକପ୍‌ରେ ବାବର ଆଜାମଙ୍କ ଅଧିନାୟକତ୍ୱରେ ପାକିସ୍ତାନ ଦଳର ପ୍ରଦର୍ଶନ ଭଲ ରହିଛି। ଦଳ ମଧ୍ୟ ଟୁର୍ନାମେଣ୍ଟର ସେମିଫାଇନାଲରେ ପ୍ରବେଶ କରିଛି । ମଙ୍ଗଳବାର ଦଳ ନାମ୍ବିଆକୁ ୪୫ ରନରେ ପରାସ୍ତ କରିଛି। ଏହା ଦଳର କ୍ରମାଗତ ଚତୁର୍ଥ ବିଜୟ,…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri