Home Left

ଫେସ୍‌ବୁକ୍‌ ଡିଲିଟ୍‌ କରିବ ୧ ବିଲିୟନରୁ ଅଧିକ ଲୋକଙ୍କ ଫେସ୍‌ ପ୍ରିଣ୍ଟ୍‌

ଓ୍ବାଶିଂଟନ,୩ା୧୧: ଫେସ୍‌ବୁକ୍‌ ଏହାର ଚେହେରା ଚିହ୍ନଟ ପ୍ରଣାଳୀ ବନ୍ଦ କରିବ ଏବଂ ୧ ବିଲିୟନରୁ ଅଧିକ ଲୋକଙ୍କ ଫେସପ୍ରିଣ୍ଟ ବିଲୋପ କରିବ ବୋଲି କହିଛି। ସମଗ୍ର ବିଶ୍ୱରେ ଏହି ଟେକ୍ନୋଲୋଜି ବିଷୟରେ ଚିନ୍ତା କରାଯିବା ପରେ ଫେସ୍‌ବୁକ୍‌ ଏହି ପଦକ୍ଷେପ ନେଇଛି।…

ନାମ୍ବିଆ ଡ୍ରେସିଂ ରୁମ୍‌ରେ ହଠାତ୍‌ ପଶିଗଲେ ପାକିସ୍ତାନ ଖେଳାଳି

ଦୁବାଇ,୩।୧୧: ସଂଯୁକ୍ତ ଆରବ ଏମିରେଟ୍ସ ଏବଂ ଓମାନରେ ଖେଳାଯାଉଥିବା ଆଇସିସି ଟି -୨୦ ବିଶ୍ୱକପରେ ପାକିସ୍ତାନ ଏବଂ ନାମ୍ବିଆ ମଧ୍ୟରେ ଏକ ମ୍ୟାଚ ଖେଳାଯାଇଥିଲା। ଏହି ମ୍ୟାଚ୍‌ରେ ପାକିସ୍ତାନ କ୍ରିକେଟ ଦଳ ପଡ଼ିଆ ଭିତରେ ଏବଂ ବାହାରେ କ୍ରିକେଟ ପ୍ରଶଂସକଙ୍କ ହୃଦୟ…

ବାଣ ଭିଡୁଥିବା ବେଳେ ବିସ୍ଫୋରଣ: ୩ ଗୁରୁତର

କଟକ ଅଫିସ,୩।୧୧: କଟକ ଆଠଗଡ଼ ତିଗିରିଆ ଅଞ୍ଚଳରେ ବାଣ ଭିଡୁଥିବା ବେଳେ ବିସ୍ଫୋରଣ ଘଟି ୩ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କ ମଧ୍ୟରେ ଜଣେ ବ୍ୟକ୍ତି, ଜଣେ ମହିଳା ଓ ଜଣେ ଦେଢ଼ ବର୍ଷର ଶିଶୁ ଥିବା ଜଣାପଡ଼ିଛିି। ତିଗିରିଆ ବାଣେଶ୍ୱରପଡ଼ା…

ସୁନା ସ୍ମଗଲିଂ ଆତଙ୍କବାଦୀ କାର୍ଯ୍ୟକଳାପ ନୁହେଁ, ହାଇକୋର୍ଟ…

ଥିରୁଭାନନ୍ତପୁରମ୍‌,୩।୧୧: ସୁନା ସ୍ମଗଲିଂ ଆତଙ୍କବାଦୀ କାର୍ଯ୍ୟକଳାପ ନୁହେଁ। ଏହା ଦ୍ୱାରା ଦେଶର ଆର୍ଥିକ ସ୍ଥିତି ଖରାପ ହେବାର ଆଶଙ୍କା ରହିଥାଏ। ମାତ୍ର ଦେଶର ସୁରକ୍ଷା ଉପରେ ପ୍ରଶ୍ନ ଚିହ୍ନ ଲାଗି ନ ଥାଏ ବୋଲି କେରଳ ହାଇକୋର୍ଟ କହିଛନ୍ତି। ଏହା ସହିତ…

ଭାରତକୁ ହରାଇବାକୁ ସଜ ହେଲାଣି ଆଫଗାନିସ୍ତାନ

ଦୁବାଇ,୩।୧୧: ଆଫଗାନିସ୍ତାନର ନଜର ସେମିଫାଇନାଲରେ ଅଛି ବୋଲି କହିଛନ୍ତି ଦ୍ରୁତ ବୋଲର ହାମିଦ ହସନ। ଏହାଛଡ଼ା ଦଳ ବୁଧବାର ଟି୨୦ ବିଶ୍ୱକପ୍‌ର ଭାରତ ବିପକ୍ଷ ମ୍ୟାଚ୍‌ରେ ବିଜେତା ହେବା ପାଇଁ ଚେଷ୍ଟା କରିବେ ବୋଲି ସେ ମଧ୍ୟ କହିଛନ୍ତି। ଆଫଗାନିସ୍ତାନ ଏବେ…

ଆଲିଆଙ୍କ ଦୀପାବଳି ଲୁକ୍‌

ମୁମ୍ବାଇ: ଆଲୋକର ପର୍ବ ଦୀପାବଳି ଅବସରରେ ବଲିଉଡ୍‌ ଅଭିନେତ୍ରୀମାନେ କିଏ କ’ଣ କେମିତି ଡ୍ରେସ୍‌ ଗହଣା ପିନ୍ଧି ସୁନ୍ଦର ଦିଶିବେ ସେ ନେଇ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଏମାନଙ୍କ ମଧ୍ୟରୁ ଆଲିଆ ଭଟ୍ଟ ହେଉଛନ୍ତି ଅନ୍ୟତମ। ଆଲିଆ ଦୀପାବଳି ଉପଲକ୍ଷେ ଏକ…

କରୋନା ସଂକ୍ରମଣ ପାରୋଲ ସମୟ ସୀମା ବଢ଼ାଇବା ଲାଗି ଯୁକ୍ତିସଙ୍ଗତ ନୁହେଁ…

ବେଙ୍ଗାଲୁରୁ,୩।୧୧: କରୋନା ସଂକ୍ରମଣ ପାରୋଲ ସୀମା ବଢ଼ାଇବା ଲାଗି ଯୁକ୍ତିସଙ୍ଗତ ନୁହେଁ ବୋଲି କର୍ନାଟକ ହାଇକୋର୍ଟ ରାୟ ଦେଇଛନ୍ତି। ଆଜୀବନ କାରାଦଣ୍ଡ ଭୋଗୁଥିବା ଜଣେ କଏଦୀ ସେ କରୋନାରେ ଆକ୍ରାନ୍ତ ହୋଇଥିବା ଦର୍ଶାଇ ତାଙ୍କ ପାରୋଲ ସମୟକୁୁ ବୃଦ୍ଧି କରିବା ଲାଗି…

ନିୟମ ମାନୁନାହାନ୍ତି ଲୋକେ: ଦୀପାବଳି ପୂର୍ବରୁ ୫ ଲକ୍ଷ ଟଙ୍କାର ବାଣ ଜବତ

କଟକ ଅଫିସ,୩।୧୧: ଦୀପାବଳି ପୂର୍ବରୁ କଟକ ଜିଲା ଗୋପାଳ ସାହିରୁ ବିପୁଳ ପରିମାଣର ବାଣ ଜବତ ହୋଇଛି। ଜବତ ହୋଇଥିବା ବାଣର ମୂଲ୍ୟ ୫ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି। ଏହି ଘଟଣାରେ ଜଣଙ୍କୁ ଅଟକ…

ଏହି ଜିଲାର ଚାଷୀ ପାଇବେ କାଳିଆ ସହାୟତା

ପୁରୀ ଅଫିସ,୩।୧୧: ୨୦୨୧-୨୨ ରବି ଋତୁ ପାଇଁ ପୁରୀ ଜିଲାର ଚାଷୀଙ୍କ ମଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର କାଳିଆ ସହାୟତା ଘୋଷଣା କରିଛନ୍ତି। ପ୍ରତ୍ୟେକ ଚାଷୀ ୨୦୦୦ ଟଙ୍କା ଲେଖାଏ ସହାୟତା ପାଇବେ । ଏଥିପାଇଁ ୩୩.୦୩ କୋଟି ଟଙ୍କା ଖର୍ଚ୍ଚ…

ନିର୍ବାଚନ ପୂର୍ବରୁ ଏକାଠି ହେବେ ମୂଲାୟମଙ୍କ ପରିବାର!

ଲକ୍ଷ୍ନୌ,୩।୧୧:ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ସମାଜବାଦୀ ପାର୍ଟି ନେତା ମୁଲାୟମ ସିଂ ଯାଦଙ୍କ ପରିବାର ଏକାଠି ହେବାକୁ ଯାଉଛନ୍ତି। ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ସବୁ ଝଗଡା ଭୁଲି ଦାଦାଙ୍କ ଦଳ ସହ ମିଶିବାକୁ ଯାଉଛନ୍ତି। ପ୍ରତିବର୍ଷ ଭଳି ଏସପି…

ମାଛ ଧରୁଥିବା ବେଳେ ଯୁବକଙ୍କୁ ଟାଣିନେଲା କୁମ୍ଭୀର, ମିଳୁନି ପତ୍ତା

ବରୀ,୩ା୧୧(ଡି.ଏନ୍‌.ଏ.): ଯାଜପୁର ଜିଲା ବରୀ ଅଞ୍ଚଳର ତନ୍ତୀ ଘାଇ ଶାଖା ଚିଙ୍ଗୁଡ଼ିଆ ନାଳରେ ଏକ କୁମ୍ଭୀର ଜଣେ ଯୁବକଙ୍କୁ ବୁଧବାର ଟାଣି ନେଇଛି। ସେ ହେଲେ ଉଦୟନାଥପୁର ପଞ୍ଚାୟତର କହରାଗଣ୍ଡ ଗ୍ରାମର ମୁରଲୀଧର ମଲ୍ଲିକଙ୍କ ପୁଅ ନିଶିକାନ୍ତ(୪୦)। ସେ ତାଙ୍କ ଭାଇଙ୍କ…

ସ୍ବାମୀ ଦେଖୁଥିଲେ ଅଶ୍ଲୀଳ ଭିଡିଓ, ସ୍ତ୍ରୀ ବିରୋଧ କରିବାରୁ…

ବେଙ୍ଗାଲୁରୁ,୩।୧୧: କର୍ନାଟକର ବେଙ୍ଗାଲୁରୁରେ ମହିଳା ନିର୍ଯାତନାର ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ସ୍ବାମୀ ଅଶ୍ଲୀଳ ଫିଲ୍ମ ଦେଖୁଥିବାବେଳେ ସ୍ତ୍ରୀ ମନା କରିବାରୁ ତାଙ୍କୁ ସଢା ଖାଦ୍ୟ ଖାଇବାକୁ ପଡିଛି। ୩୬ ବର୍ଷୀୟା ମହିଳା ତାଙ୍କ ସ୍ବାମୀଙ୍କ ବିରୋଧରେ ପ୍ରଥମ ଅତିରିକ୍ତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri