Home Left

୨୦ ବର୍ଷର ପରମ୍ପରା ଭାଙ୍ଗିଲେ ଶାହରୁଖ ଖାନ୍‌

ବଲିଉଡ୍‌ ବାଦ୍‌ଶାହା ଶାହରୁଖ ଖାନ ନିକଟରେ ୫୬ତମ ଜନ୍ମଦିନ ପାଳନ କରିଛନ୍ତି। ଜନ୍ମଦିନରେ ତାଙ୍କ ପ୍ରଶଂସକ ଶାହରୁଖଙ୍କ ଟିକେ ଝଲକ ପାଇବାକୁ ସାରା ଦିନ ଅପେକ୍ଷା କରିଥିଲେ, କିନ୍ତୁ ସେ ଶାହରୁଖ ସବୁଥର ପରି ମନ୍ନତର ଟେରେସ ବାଲକୋନିକୁ ଆସି ପ୍ରଶଂସକଙ୍କୁ…

ଘର ଭଡା ନେଲେ ମାଧୁରୀ: ମାସକୁ ଦେବାକୁ ଏତିକି ଟଙ୍କା

ବଲିଉଡ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ କେବଳ ଅଭିନୟ ନୁହେଁ, ନୃତ୍ୟରେ ବି ଦର୍ଶକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ୯୦ ଦଶକର ସୁପରହିଟ ଅଭିନେତ୍ରୀମାନଙ୍କ ମଧ୍ୟରେ ମାଧୁରୀ ଦୀକ୍ଷିତଙ୍କ ନାମ ଗଣାଯାଏ ଏବେ ଅନେକ ଡ୍ୟାନ୍ସ ରିୟଲିଟି ଶୋ’ରେ…

ବୃହତ୍‌ ବିଜୟ ସହ ଖୋଲିଲା ପଏଣ୍ଟ ଖାତା

ଆବୁଧାବି,୩।୧୧: ଲଗାତାର ଦୁଇ ପରାଜୟ ପରେ ଚଳିତ ଟି୨୦ ବିଶ୍ୱକପ୍‌ରେ ବିଜୟ ସ୍ବାଦ ଚାଖିଛି ଭାରତୀୟ ଦଳ। ବୁଧବାର ଖେଳାଯାଇଥିବା ସୁପର-୧୨ ପର୍ଯ୍ୟାୟର ମ୍ୟାଚ୍‌ରେ ବିରାଟ କୋହଲିଙ୍କ ଦଳ ୬୬ ରନ୍‌ରେ ଆଫଗାନିସ୍ତାନକୁ ହରାଇ ଦେଇଛି। ଏହି ବିଜୟ ସହ ଟିମ୍‌…

ପ୍ରମୋଶନ ପାଇଲେ ଓ୍ବିଙ୍ଗ୍‌ କମାଣ୍ଡର ଅଭିନନ୍ଦନ

ନୂଆଦିଲ୍ଲୀ,୩ା୧୧: ପାକିସ୍ତାନର ଆତଙ୍କବାଦୀ କ୍ୟାମ୍ପ୍‌ରେ ୨୦୧୯ ଫେବୃୟାରୀରେ ହୋଇଥିବା ଏୟାର ଷ୍ଟ୍ରାଇକ୍‌ର ହିରୋ ତଥା ଓ୍ବିଙ୍ଗ୍‌ କମାଣ୍ଡର ଅଭିନନ୍ଦନଙ୍କୁ ଭାରତୀୟ ବାୟୁସେନା ପକ୍ଷରୁ ଗ୍ରୁପ୍‌ କ୍ୟାପ୍‌ଟେନ୍‌ ଭାବେ ପଦୋନ୍ନତି ମିଳିଛି। ଏହି ଦୁଃସାହସିକତା ପାଇଁ ତାଙ୍କୁ ସୌର୍ଯ୍ୟଚକ୍ର ସମ୍ମାନରେ ସମ୍ମାନିତ କରାଯାଇଥିଲା।…

ପେଗାସସ୍‌କୁ ବ୍ଲାକ୍‌ ଲିଷ୍ଟରେ ରଖିଲା ଆମେରିକା

ଓ୍ବାଶିଂଟନ୍‌,୩ା୧୧: ବିଶ୍ୱବ୍ୟାପୀ ଝଡ଼ ସୃଷ୍ଟି କରିଥିବା ଇସ୍ରାଏଲର ପେଗାସସ୍‌ ସ୍ପାଏଓ୍ବେର ପ୍ରସ୍ତୁତକର୍ତ୍ତା ଏନ୍‌ଏସ୍‌ଓ ଗ୍ରୁପ୍‌କୁ ବୁଧବାର ଆମେରିକା କଳା ତାଲିକାଭୁକ୍ତ କରିଛି। ଗତ ଜୁଲାଇ ୧୮ରେ ପେଗାସସ୍‌ ଗୁପ୍ତଚରଗିରି ସାମ୍ନାକୁ ଆସିଥିଲା। ଭାରତ ଓ ଆମେରିକା ସମେତ ବିଭିନ୍ନ ଦେଶର ଖବରଦାତା,…

ଭାଙ୍ଗିଲା ୧୪ ବର୍ଷ ତଳର ରେକର୍ଡ

ଆବୁଧାବି,୩।୧୧: ଚଳିତ ଟି୨୦ ବିଶ୍ୱକପ୍‌ରେ ବୁଧବାର ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ରେ ପ୍ରଥମ ଉଇକେଟ ପାଇଁ ୧୪୦ ରନ୍‌ ଯୋଡ଼ି ଥିଲେ ରୋହିତ ଶର୍ମା ଓ ଲୋକେଶ ରାହୁଲ। ଟି୨୦ ବିଶ୍ୱକପ୍‌ ଇତିହାସରେ ଏହା ଭାରତ ପାଇଁ ସବୁଠୁ ବଡ଼ ଭାଗିଦାରୀ। ଏଥିପୂର୍ବରୁ…

ସୁଇସାଇଡ୍‌ ନୋଟରେ ଏମିତି ଲେଖିଛନ୍ତି ଆତ୍ମହତ୍ୟା କରିଥିବା ଛାତ୍ରୀ

ଚଣ୍ଡିଖୋଲ,୩ା୧୧(ଡି.ଏନ.ଏ.): ବଡ଼ଚଣା ଥାନା ଅଧୀନ ଚଣ୍ଡିଖୋଲସ୍ଥିତ ଏକ ଘରୋଇ କଲେଜ ହଷ୍ଟେଲରେ ଜଣେ ଛାତ୍ରୀ ବୁଧବାର ଆତ୍ମହତ୍ୟା କରିଛନ୍ତି। ସେ ହେଲେ ଯାଜପୁରରୋଡ ଥାନା ଅଧୀନ କରଡ଼ିଗ୍ରାମର ରବୀନ୍ଦ୍ର ଦାସଙ୍କ ବଡ଼ଝିଅ ସ୍ମୃତିଶ୍ରୀ ଦାସ(୧୮)। ସ୍ମୃତିଶ୍ରୀ ଏହି କଲେଜର ଯୁକ୍ତ ଦୁଇ…

ଡ୍ରାଭିଡ୍‌ ହେଲେ ଭାରତୀୟ ଦଳର ମୁଖ୍ୟ କୋଚ୍‌

ନୂଆଦିଲ୍ଲୀ,୩।୧୧: ପୂର୍ବତନ ଅଧିନାୟକ ରାହୁଲ ଡ୍ରାଭିଡ୍‌ଙ୍କୁ ବୁଧବାର ଭାରତୀୟ ଦଳର ମୁଖ୍ୟ କୋଚ୍‌ ଭାବେ ନିଯୁକ୍ତ କରାଯାଇଛି। ଚଳିତ ଟି୨୦ ବିଶ୍ୱକପ୍‌ ଶେଷ ହେବା ପରେ ସେ ରବି ଶାସ୍ତ୍ରୀଙ୍କ ସ୍ଥାନ ନେବେ। ଆସନ୍ତା ୧୭ ତାରିଖରୁ ଭାରତରେ ଖେଳାଯିବାକୁ ଥିବା…

ମମିତା ହତ୍ୟା ମାମଲା: ଛାତ୍ରୀନିବାସରେ ପହଞ୍ଚିଲା ପ୍ରଶାସନିକ ଟିମ୍‌

ଭବାନୀପାଟଣା/ଗୋଲାମୁଣ୍ଡା,୩।୧୧(ସ୍ବ.ପ୍ର./ଡି.ଏନ୍‌.ଏ.): ମମିତା ମେହେର ହତ୍ୟା ଘଟଣାରେ ଦିନକୁ ଦିନ ନୂଆ ତଥ୍ୟ ପଦାକୁ ଆସୁଛି। ସୋମବାର ମହାଲିଙ୍ଗ କଲେଜରେ ପହଞ୍ଚତ୍ କଳାହାଣ୍ଡି ଜିଲା ଧର୍ମଗଡ଼ ଉପଜିଲାପାଳ ପାୱାର ସଚିନ ପ୍ରକାଶ ତଦନ୍ତ କରିଥିବା ବେଳେ ଜାତୀୟ ଶିଶୁ ସୁରକ୍ଷା ଆୟୋଗ (ଏନ୍‌ସିପିସିଆର୍‌)ଙ୍କ…

କରୋନା ନେଇଗଲା ଦେଢ଼ବର୍ଷ ଶିଶୁର ଜୀବନ

ଭୁବନେଶ୍ୱର,୩।୧୧(ବ୍ୟୁରୋ): ରାଜ୍ୟରେ ଜଣେ ଦେଢ଼ବର୍ଷ ଶିଶୁର କରୋନାରେ ମୃତ୍ୟୁ ଘଟିଛି। ସ୍ବାସ୍ଥ୍ୟ ବିଭାଗ ସୂଚନା ଅନୁସାରେ, ଆଉ ୩ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ଖୋର୍ଦ୍ଧା, ମୟୂରଭଞ୍ଜ ଓ ନୂଆପଡ଼ା ଜିଲାରେ ଜଣେ ଲେଖାଏ ରହିଛନ୍ତି। ତେବେ ନୂଆପଡ଼ାରୁ ଜଣେ…

ଟି୨୦ ବିଶ୍ୱକପ୍‌ରେ ସର୍ବାଧିକ ସ୍କୋର ଛିଡ଼ାକଲା ଭାରତ

ଆବୁଧାବି,୩।୧୧: ଚଳିତ ଟି୨୦ ବିଶ୍ୱକପ୍‌ରେ ଲଗାତାର ଦୁଇ ମ୍ୟାଚ୍‌ରେ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିବା ଭାରତୀୟ ଦଳର ବ୍ୟାଟରମାନେ ବୁଧବାର ଖେଳାଯାଇଥିବା ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ରେ କମାଲ ଦେଖାଇଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା ଟିମ୍‌ ଇଣ୍ଡିଆ ୨୦ ଓଭରରେ ୨ ଉଇକେଟ ହରାଇ…

ଲିଚୁ ଲାଇଟ୍‌ ଲଗାଇବା ବେଳେ ଚାଲିଗଲା ଜୀବନ

ବାସୁଦେବପୁର, ୩।୧୧(ଡି.ଏନ.ଏ.): ଦୀପାବଳି ପାଇଁ ଘର ସଜାଉଥିବା ବେଳେ ବିଦ୍ୟୁତ୍‌ ତାର ଲାଗି ବୁଧବାର ସନ୍ଧ୍ୟାରେ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଭଦ୍ରକ ଜିଲା ବାସୁଦେବପୁର ପୌରପାଳିକାର ମନ୍ଦାରୀ ନିକଟସ୍ଥ ପ୍ରବୋଧପୁର ଗ୍ରାମର ପ୍ରସନ୍ନ ବେହେରାଙ୍କ ପୁଅ ରଣଜିତ୍‌(୧୪)।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri