ଇରାକ ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ
ବାଗଦାଦ, ୮ା୧୧: ଇରାକ ପ୍ରଧାନମନ୍ତ୍ରୀ ମୁସ୍ତାଫା ଅଲ୍-କାଦିମିଙ୍କ ବାସଭବନକୁ ଟାର୍ଗେଟ କରି ରବିବାର ରକେଟ୍ ଓ ଡ୍ରୋନ ଯୋଗେ ବିସ୍ଫୋରଣ କରାଯାଇଛି। ତାଙ୍କୁ ହତ୍ୟା କରିବାକୁ ଏଭଳି ଆକ୍ରମଣ ହୋଇଥିବା କୁହାଯାଉଛି। ସେହି ସମୟରେ ଅଲ୍-କାଦିମି ଘରେ ଥିଲେ। ତେବେ ସୌଭାଗ୍ୟବଶତଃ…
୧୦ବର୍ଷର ପୁଅ ହୃତ୍ପିଣ୍ଡରେ ଛିଦ୍ର
ସିମୁଳିଆ, ୮।୧୧(ଡି.ଏନ.ଏ.) କଥାରେ ଅଛି ଦୁଃଖ ଯେତେବେଳେ ଆସେ ନିଜର ବନ୍ଧୁ ବାନ୍ଧବଙ୍କୁ ନେଇଆସେ। ଏଭଳି ଏକ ଦୁଃଖର ପାହାଡ ଛିଣ୍ଡିପଡିଛି ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ବଙ୍ଗାଳପୁର ପଞ୍ଚାୟତ ଭଗିଆ ଗ୍ରାମର ଭାରତୀ ଦେବନାଥ(୩୦)ଙ୍କ ପରିବାରରେ। ଗତ ୩ବର୍ଷ ପୂର୍ବେ…
ଜବରଦଖଲରେ ବଳଦେବଜୀଉଙ୍କ ସମ୍ପତ୍ତି
କେନ୍ଦୁଝର, ୮।୧୧(ଡି.ଏନ.ଏ.) କେନ୍ଦୁଝରର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ବଳଦେବଜୀଉଙ୍କ କୋଟି କୋଟି ଟଙ୍କା ମୂଲ୍ୟର ମୂଲ୍ୟବାନ ଜମି ଜବରଦଖଲ ଥିଲେ ବି ଦେବୋତ୍ତର ବିଭାଗ ନିଜ ଖାତାକୁ ଆଣିବା ଦିଗରେ ଯେମିତ ଉଦ୍ୟମ କରିବା କଥା ତାହା କରୁନାହିଁ ବୋଲି ଅଭିଯୋଗ…
ଆତଙ୍କବାଦୀ ଆକ୍ରମଣ ଆଶଙ୍କା: ଦିଲ୍ଲୀରେ ବେଆଇନ ଭାବେ ରହୁଥିବା ବିଦେଶୀଙ୍କୁ ଖୋଜୁଛି ପୋଲିସ
ନୂଆଦିଲ୍ଲୀ,୮ ।୧୧: ରାଜଧାନୀ ଦିଲ୍ଲୀରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା କରି ପୋଲିସ ଦିଲ୍ଲୀରେ ବେଆଇନ ଭାବେ ରହୁଥିବା ବିଦେଶୀ ନାଗରିକଙ୍କ ଡାଟା ସଂଗ୍ରହ କରିବାରେ ଲାଗି ପଡିଛି । ଏହାସହ ଯେଉଁମାନଙ୍କର ଭିଜା ଅବଧି ଶେଷ ହେବା ପରେ ବି ସେମାନେ…
ଶୋଇବା ଘରେ ରଖୁଛନ୍ତି କି ବହି
ଜୀବନରେ ଜ୍ଞାନ ଏପରି ଏକ ଜିନିଷ ଯାହା କେବେ ଶେଷ ହୋଇପାରିବ ନାହିଁ। ଯାହାକୁ କେହି ନେଇପାରିବେ ନାହିଁ। ବା ଯାହା ବାଣ୍ଟିଲେ ବଢ଼େ। ଏହି ଜ୍ଞାନ ଆହରଣରେ ପୁସ୍ତକଗୁଡ଼ିକ ମାର୍ଗଦର୍ଶନ କରନ୍ତି। ତେଣୁ ଘରେ ବହିର ସ୍ଥାନ କେଉଁଠି ହେବା…
ତଦନ୍ତ ସରିଲା, ଅଡୁଆ ବଢ଼ିଲା
ଭୁବନେଶ୍ୱର, ୮।୧୧(ବ୍ୟୁରୋ): ଆଠଗଡ଼ ବନଖଣ୍ଡ ଅନ୍ତର୍ଗତ ସୁବାସୀ ଜଙ୍ଗଲରେ ୨୦୨୦ ଅଗଷ୍ଟ ୨୭ରେ ଏକ ୧୫ବର୍ଷୀୟ ଦନ୍ତାର ମୃତ୍ୟୁ ଘଟିଥିଲା। ବିଳମ୍ବିତ ରାତିରେ ବନ କର୍ମଚାରୀମାନେ ହାତୀଟିର ଦୁଇଟି ଦାନ୍ତକୁ କାଟି ରଖିବା ପରେ ତାହାକୁ ପୋତି ଦେଇଥିଲେ। ଏପରିକି ଘଟଣାକୁ…
ଫଟୋରେ ଥିବା ଶିଶୁ ଏବେ ବଲିଉଡ୍ର ପ୍ରଖ୍ୟାତ ନାମ, ଚିହ୍ନିଲେ କିଏ
ମୁମ୍ବାଇ: ଫିଲ୍ମ ଇଣ୍ଡଷ୍ଟ୍ରି ସହିତ ଜଡ଼ିତ ସମସ୍ତ କଳାକାରଙ୍କ ଫଟୋ ଦେଖିବା ପାଇଁ ପ୍ରଶଂସକମାନେ ପସନ୍ଦ କରିଥାନ୍ତି। ପିଲାଦିନେ ଏମାନେ କେମିତି ଦେଖାଯାଉଥିଲେ, କ’ଣ କରୁଥିଲେ, ତାଙ୍କ ଲାଇଫ୍ଷ୍ଟାଇଲ୍ କେମିତି ଥିଲା ସେ ସମ୍ପର୍କରେ ଜାଣିବା ପାଇଁ ପ୍ରଶଂସକଙ୍କ ମଧ୍ୟରେ ବେଶ୍…
ସିଆର୍ପିଏଫ୍ କ୍ୟାମ୍ପରେ ଯବାନଙ୍କ ଗୁଳିରେ ଟଳି ପଡିଲେ ୪ ସାଥି, ୩ ଆହତ
ସୁକମା,୮ ।୧୧: ଛତିଶଗଡ଼ର ସୁକମାରେ ଜଣେ ଯବାନ ନିଜ ସାଥି ଯବାନଙ୍କ ଉପରକୁ ଗୁଳି ଚାଳନା କରିଥିବା ଖବର ମିଳିଛି । ଯେଉଁଥିରେ ୪ ଯବାନଙ୍କ ମୃତ୍ୟୁ ହେବା ସହ ୩ ଆହତ ହୋଇଥିବା ସୂଚନା ରହିଛି । ସମାଚାର ଏଜେନ୍ସି…
ଆସନ୍ତା ଦୁଇଦିନ ଚେନ୍ନାଇରେ ପ୍ରବଳ ବର୍ଷା ସମ୍ଭାବନା: ସ୍କୁଲ ବନ୍ଦ
ଚେନ୍ନାଇ,୮ ।୧୧: ପ୍ରବଳ ବର୍ଷା ଯୋଗୁ ତାମିଲନାଡୁର ସ୍ଥିତି ବେଳକୁ ବେଳ ବିଗିଡିବାରେ ଲାଗିଛି । କିଛି ଜିଲାରେ ଏବେବି ପ୍ରବଳ ବର୍ଷା ଜାରି ରହିଛି । ଚେନ୍ନାଇ ସମେତ ୩ ଜିଲାରେ ପ୍ରବଳ ବର୍ଷା ସମ୍ଭାବନାକୁ ଦେଖି ରେଡ ଆଲର୍ଟ…
କୃଷକ ଆନ୍ଦୋଳନକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ସତ୍ୟପାଲ କହିଲେ ଗୋଟିଏ ମିନିଟରେ ଛାଡିଦେବେ ପଦ
ନୂଆଦିଲ୍ଲୀ,୮ ।୧୧: ମେଘାଳୟର ରାଜ୍ୟପାଳ ସତ୍ୟପାଲ ମଲିକ କହିଛନ୍ତି କୃଷକ ଆନ୍ଦୋଳନର ସମର୍ଥନରେ ସେ ତାଙ୍କ ପଦ ଛାଡିବାକୁ ପ୍ରସ୍ତୁତ ଅଛନ୍ତି । ସେ କହିଛନ୍ତି ଦିଲ୍ଲୀରେ କୁକୁରର ମୃତ୍ୟୁ ହେଲେ ନେତା ଶୋକ ପ୍ରକାଶ କରୁଛନ୍ତି ହେଲେ କୃଷକଙ୍କ ମୃତ୍ୟୁରେ…
ଚିକିତ୍ସା ବିଜ୍ଞାନକୁ ସହଜ କରିଛି ରେଡିଓଲୋଜି
ଚିକିତ୍ସା ବିଜ୍ଞାନରେ ରେଡିଓଲୋଜି ଏବେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ହାସଲ କରିଛି । ଏକ୍ସ-ରେ ଦ୍ୱାରା ରେଡିଓଲୋଜି ସହଜ ହୋଇପାରିଛି। ୧୮୯୫ ନଭେମ୍ବର ୮ରେ ୱିଲହେଲମ କନରାଡ ରୋଣ୍ଟଜେନ ଜର୍ମାନୀର ୟୁୟେର୍ଜବୁର୍ଗ ବିଶ୍ୱବିଦ୍ୟାଳୟରେ କ୍ୟାଥୋଡ ରଶ୍ମିର ଉଦ୍ଭାବନ କରିଥିଲେ। ଏହି ସମୟରେ…
ସକାଳୁ ସକାଳୁ କଫି ପିଇବା ଲାଭଦାୟକ ନା କ୍ଷତିକାରକ
ଅଧିକାଂଶ ଲୋକେ ସକାଳୁ କଫି ନ ପିଇଲେ ବେଡ୍ରୁ ଉଠନ୍ତି ନାହିଁ। କଫି ପିଇବା ପରେ ନିଦ ଛାଡିବା ସହ ଶରୀରରେ ନୂତନ ଶକ୍ତି ବିସ୍ତାର ହୁଏ। ଏସବୁର ମୁଖ୍ୟ କାରଣ ହେଉଛି କଫିରେ ମିଳୁଥିବା କଫିନ। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁସାରେ,…
Archives


