ବିରାଟ କୋହଲିଙ୍କ ହାତ ଖାଲି
ନୂଆଦିଲ୍ଲୀ,୭।୧୧: ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ଟି -୨୦ ବିଶ୍ୱକପ ପରେ ଟି -୨୦ ଦଳର ଅଧିନାୟକତ୍ୱ ଛାଡିବେ। ଚଳିତ ବିଶ୍ୱକପ୍ରେ ନ୍ୟୁଜିଲାଣ୍ଡ ରବିବାର ଏକ ମ୍ୟାଚରେ ଆଫଗାନିସ୍ତାନକୁ ୮ ଉଇକେଟରେ ପରାସ୍ତ କରିଛି। ଏହା ସହିତ ଟିମ…
ମର୍ଡନ୍ ମାଙ୍କଡ଼ ଶୋଇବା ପାଇଁ କରୁଛି ଏପରି
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…
ବିଶ୍ୱକପ୍ରେ ଏକମାତ୍ର ଅପରାଜେୟ ଦଳ ପାକିସ୍ତାନ
ଆବୁଧାବି,୭।୧୧: ଚଳିତ ଟି୨୦ ବିଶ୍ୱକପ୍ରେ ରବିବାର ଖେଳାଯାଇଥିବା ମ୍ୟାଚ୍ରେ ସ୍କଟଲାଣ୍ଡକୁ ୭୨ ରନ୍ରେ ହରାଇ ପାକିସ୍ତାନ ତା’ର ଅପରାଜେୟ ଧାରା ଜାରି ରଖିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିସାରିଥିବା ପାକିସ୍ତାନ ସୁପର ୧୨ ପର୍ଯ୍ୟାୟରେ ପରାଜୟର ମୁହଁ ଦେଖିନାହିଁ। ପାକିସ୍ତାନ…
୫ ଗ୍ରାମବାସୀଙ୍କୁ ଉଠାଇ ନେଲେ ମାଓବାଦୀ
ମାଲକାନଗିରି,୭ା୧୧(ଡି.ଏନ.ଏ.): ମାଲକାନଗିରି ଜିଲା ସୀମାନ୍ତ କୋଣ୍ଟା ବ୍ଲକ ଅଧୀନ ବଟେର ଗ୍ରାମରୁ ୫ ଜଣଙ୍କୁ ମାଓବାଦୀ ଅପହରଣ କରିନେଇଛନ୍ତି। ମାଓବାଦୀମାନେ ଶନିବାର ରାତିରେ ଗ୍ରାମକୁ ଆସି ଗ୍ରାମର ୫ ଜଣଙ୍କୁ ଘରୁ ଜୋରଜବରଦସ୍ତ ଉଠାଇ ନେଇଥିଲେ। ତେବେ ବର୍ତ୍ତମାନ ସୁଦ୍ଧା ତାଙ୍କୁ…
ପଶ୍ଚିମବଙ୍ଗରେ ଭାଜପା ନେତାଙ୍କୁ ନିର୍ଯାତନା ଦେଇ ହତ୍ୟା
କୋଲକାତା, ୭।୧୧: ପଶ୍ଚିମବଙ୍ଗର ଉତ୍ତର ଦିନାଜପୁର ଜିଲାରେ ଭାଜପା ଯୁବମୋର୍ଚ୍ଚାର ଜଣେ ନେତାଙ୍କୁ ଗୁଳିକରି ହତ୍ୟା କରିବାର କିଛିଦିନ ପରେ ଶନିବାର ରାତିରେ ପୂର୍ବ ମେଦିନିପୁର ଜିଲାର ଭଗବାନପୁରଠାରେ ଅନ୍ୟ ଜଣେ ଭାଜପା ନେତାଙ୍କୁ ହତ୍ୟା କରାଯାଇଛି। ଚାନ୍ଦିପୁର ବିଧାନସଭା କ୍ଷେତ୍ରର…
ଦିନକର ବର୍ଷାରେ ବୁଡ଼ିଲା ତାମିଲନାଡୁ
ଚେନ୍ନାଇ, ୭।୧୧: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ତାମିଲନାଡୁ ଉତ୍ତର ଉପକୂଳ ଅଞ୍ଚଳରେ ଶନିବାର ରାତିରୁ ପ୍ରବଳ ବର୍ଷା ଜାରି ରହିଛି। ଫଳରେ ବହୁ ଅଞ୍ଚଳ ଜଳମଗ୍ନ ହେବା ସହ ଲୋକଙ୍କ ଘରେ ପାଣି ପଶିଛି। ଏନେଇ ଜୀବନଯାତ୍ରା ପ୍ରଭାବିତ…
କଏଦୀଙ୍କ ମୃତ୍ୟୁ ପରେ ଜେଲରେ ହିଂସା, ୩୦ ପୋଲିସ ଆହତ
ଫାରୁଖାବାଦ(ୟୁପି),୭।୧୧: ଉତ୍ତରପ୍ରଦେଶର ଫାରୁଖାବାଦ ଜେଲ୍ରେ ରବିବାର ଜଣେ କଏଦୀ ଡେଙ୍ଗୁରେ ପ୍ରାଣ ହରାଇବା ପରେ ଏହାକୁ ନେଇ ଉତ୍ତେଜନା ଦେଖାଦେଇଥିଲା। ଜେଲ୍ ଅନ୍ତେବାସୀମାନଙ୍କ ଆକ୍ରମଣରେ ୩୦ ଜଣ ପୋଲିସ କର୍ମଚାରୀ ଓ ୬ ବନ୍ଦୀ ଆହତ ହୋଇଛନ୍ତି। ସାଇଫାଇ ମେଡିକାଲ କଲେଜରେ…
ଭିଣେଇ ଭାଇଙ୍କ ରେକର୍ଡ
ଆବୁଧାବି,୭।୧୧: ଭାରତରେ ଭିଣେଇ ଭାଇ ଭାବେ ଜଣାଶୁଣା ପାକିସ୍ତାନ ଅଲରାଉଣ୍ଡର ଶୋଏବ ମଲିକ ରବିବାର ସ୍କଟଲାଣ୍ଡ ବିପକ୍ଷ ମ୍ୟାଚ୍ରେ ଖେଳିଛନ୍ତି ବିସ୍ଫୋରକ ଅର୍ଦ୍ଧଶତକୀୟ ପାଳି। ମାତ୍ର ୧୮ ବଲର ସମ୍ମୁଖୀନ ହୋଇ ୧ ଚୌକା ଓ ୬ ବିଶାଳ ଛକା ସହାୟତାରେ…
ଟି୨୦ରେ ରଶିଦଙ୍କ ରେକର୍ଡ
ଆବୁଧାବି,୭।୧୧: ଟି୨୦ କ୍ରିକେଟ ଇତିହାସରେ ତୃତୀୟ ବୋଲର ଭାବେ ୪୦୦ ଉଇକେଟ ପୂରଣ କରିଛନ୍ତି ଆଫଗାନିସ୍ତାନର ଲେଗ୍ ସ୍ପିନର ରଶିଦ ଖାଁ। ଚଳିତ ଟି୨୦ ବିଶ୍ୱକପ୍ରେ ରବିବାର ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍ରେ ମାର୍ଟି ଗୁପଟିଲଙ୍କୁ କ୍ଲିନ ବୋଲ୍ଡ କରି ସେ ଏହି…
ଭାଲୁ ଗୋଡାଇବାରୁ ଡେଁଇଲେ ପୋଖରୀକୁ
ସଜନାଗଡ଼,୭।୧୧(ଡି.ଏନ.ଏ.): ବାଲେଶ୍ୱର ଜିଲା ନୀଳଗିରି ସହରରେ ରବିବାର ଭାଲୁ ଆତଙ୍କ ଦେଖିବାକୁ ମିଳିଥିଲା। ପ୍ରାତଃ ଭ୍ରମଣରେ ଯାଉଥିବା ଜଣେ ଯୁବକଙ୍କୁ ଭାଲୁଟି ଗୋଡ଼ାଇବାରୁ ସେ ଜୀବନ ବଞ୍ଚାଇବାକୁ ଯାଇ ପୋଖରୀ ମଧ୍ୟକୁ ଡେଇଁ ପଡ଼ିଥିଲେ। କିଛି ସମୟ ଧରି ଭାଲୁ ସହର…
ଚଢ଼ାଉ ବେଳେ ପୋଲିସକୁ ଧରି ଛେଚିଲେ
ମୋତିହାରି,୭।୧୧: ବିହାରର ମୋତିହାରିରେ ଦୀପାବଳି ଦିନ ସନ୍ଧ୍ୟାରେ ଜଣେ ପୋଲିସ ଅଫିସରଙ୍କୁ ଏକ ଗୋଷ୍ଠି ବାନ୍ଧି ବାଡେଇଥିଲା। ଘଟଣାର ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା। ଭିଡିଓରେ କ୍ୟାମେରା ଧରିଥିବା ବ୍ୟକ୍ତି ପୋଲିସ ଅଧିକାରୀଙ୍କୁ ବାରମ୍ବାର ପଚାରିଥିଲେ, କାହା କଥାରେ ଚଢ଼ାଉ କରିଛ…
ବଢୁଛି ଜିକା ଭାଇରସ୍ ସଂକ୍ରମିତଙ୍କ ସଂଖ୍ୟା
କାନପୁର,୭।୧୧: ଉତ୍ତରପ୍ରଦେଶର କାନପୁରରେ ଜିକା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ରବିବାର ଏଠାରେ ଆଉ ୧୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ଜିଲାରେ ସଂକ୍ରମିତଙ୍କ ସଂଖ୍ୟା ୮୯ରେ ପହଞ୍ଚିଛି । ମାମଲା ବଢୁଥିବାରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୁରୁତ୍ୱପୂର୍ଣ୍ଣ…
Archives


