Home Left

ଅଭିନୟ କରୁ କରୁ ସତସତିକା ପଡ଼ିଛନ୍ତି ପ୍ରେମରେ

ବମ୍ବେ: ଅଭିନୟ କରୁ କରୁ ସତ ସତିକା ସହକଳାକାରଙ୍କ ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ। ଆମେ କଥା ହେଉଛୁ ଆଲିସ୍‌ କୌଶିକଙ୍କ ବିଷୟରେ। ଟେଲିଭିଜନ ଧାରାବାହିକ ‘ପାଣ୍ଡ୍ୟା ଷ୍ଟୋର’ରେ ରାବି ଭୂମିକାରେ ନଜର ଆସୁଛନ୍ତି। ଏଥିରେ ତାଙ୍କ ପ୍ରେମିକ ତଥା ସ୍ବାମୀ ସାଜିଛନ୍ତି…

ବ୍ୟକ୍ତିଗତ ଜୀବନରେ ବଡ଼ ନିଷ୍ପତ୍ତି ନେଇ ଚମକାଇଲେ ଅନୁଷ୍କା

ବମ୍ବେ: ବ୍ୟକ୍ତିଗତ ଜୀବନରେ ବଡ଼ ନିଷ୍ପତ୍ତି ନେଇ ଚମକାଇଲେ ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା। ସେ ନିଜର ପ୍ରଯୋଜନା ସଂସ୍ଥା କ୍ଲିନ୍‌ ସ୍ଲେଟ୍‌ ଫିଲ୍ସରୁ ହଟିବାକୁ ନିଷ୍ପତ୍ତି ନେଇଛନ୍ତି। ପରିବାର ଏବଂ ଅଭିନୟରେ ମନୋନିବେଶ କରିବା ଲାଗି ସେ ସମ୍ପୂର୍ଣ୍ଣ ଭାବେ…

ବରଯାତ୍ରୀ ହୋଇ ଆସୁଥିଲେ,ବାଇକ୍‌ ଧକ୍କାରେ ଚାଲିଗଲା ଜୀବନ

ଠାକୁରମୁଣ୍ଡା,୧୯।୩ (ଡି.ଏନ୍‌.ଏ.): ବରଯାତ୍ରୀ ହୋଇ ଆସୁଥିଲେ। ହେଲେ ଦୁର୍ଘଟଣାରେ ଚାଲିଗଲା ଜୀବନ। ଶନିବାର ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ବାଲିପୋଷୀ ଗ୍ରାମ ନିକଟରେ। ମୃତକ ହେଲେ ଜିଲାର ଭଣ୍ଡା ନିକଟ ରରୁଆଁଗୁଡ଼ା ଗ୍ରାମର ବହ୍ଲବ…

ପ୍ରିଣ୍ଟିଂ ପେପର ଅଭାବ, ପରୀକ୍ଷା ଦେଇପାରିବେନି ଲକ୍ଷ ଲକ୍ଷ ପରୀକ୍ଷାର୍ଥୀ

କଲମ୍ବୋ,୧୯ ।୩: ଶ୍ରୀଲଙ୍କାରେ ଦେଖାଦେଇଛି ପ୍ରିଣ୍ଟିଂ ପେପର ଅଭାବ । ଫଳରେ ଲକ୍ଷାଧିକ ଛାତ୍ରୀଛାତ୍ର ପରୀକ୍ଷା ଦେବାରୁ ବଞ୍ଚିତ ହେବେ । ଏହାସହ ପେପର କ୍ରୟ କରିବା ପାଇଁ ବି ଶ୍ରୀଲଙ୍କା ସରକାରଙ୍କ ପାଖରେ ଡଲାରର ଅଭାବ ଥିବାରୁ ଏହି ସମସ୍ୟାର…

ପୁଟିନ କରିଛନ୍ତି ମସ୍ତବଡ ଭୁଲ: ଜନସନ

ଲଣ୍ଡନ,୧୯ ।୩: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ୨୯ ଦିନ ହୋଇ ଯାଇଥିବା ବେଳେ ଅନେକ ଦେଶ ରୁଷିଆର ଆକ୍ରମଣକୁ ନିନ୍ଦା କରିଛନ୍ତି । ଏହି କ୍ରମରେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ କହିଛନ୍ତି ୟୁକ୍ରେନ ଉପରେ ଆକ୍ରମଣ କରି ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର…

କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ଘଟଣା: ଶର୍ମିଷ୍ଠାଙ୍କୁ ଧରିବା ପାଇଁ ୩ ଟିମ୍‌ ଗଠନ

ଭୁବନେଶ୍ୱର,୧୯ା୩(ବ୍ୟୁରୋ): କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲା ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କୁ ଧରିବା ପାଇଁ ଭଦ୍ରକ ଏସ୍‌ପି ଚରଣ ସିଂହ ମୀନା ୩ଟି ଟିମ୍‌ ଗଠନ କରିଛନ୍ତି। ଦୁଇଟି ଟିମ୍‌ ରାଜ୍ୟ ଭିତରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଥିବା ବେଳେ…

ଖରସ୍ରୋତାରେ ୬ ଯୁବକ ବୁଡ଼ିଯିବା ଘଟଣା: ବର୍ତ୍ତମାନ ସୁଦ୍ଧା ୪ ଜଣଙ୍କ ମୃତ୍ୟୁ

ଯାଜପୁର ଅଫିସ,୧୯ା୩: ଯାଜପୁର ଥାନା ଅନ୍ତର୍ଗତ ବଡ଼ସୁଆର ଗ୍ରାମର ମଙ୍ଗଳା ମନ୍ଦିର ନିକଟ ଖରସ୍ରୋତାକୁ ହୋଲି ଖେଳି ସାରି ଗାଧୋଇ ଯାଇଥିବା ୬ ଯୁବକ ପାଣିରେ ବୁଡ଼ି ଯାଇଥିଲେ। ସେମାନଙ୍କ ମଧ୍ୟରୁ ଶନିବାର ଅପରାହ୍ନ ସୁଦ୍ଧା ଓଡ୍ରାଫ ଟିମ୍‌, ଦମକଳ ବାହିନୀ…

ରାଜ୍ୟରୁ ସୁସ୍ଥ ହେଲେ ଆଉ ୮୬ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧୯ା୩(ବ୍ୟୁରୋ): ରାଜ୍ୟରୁ ବୁଧବାର ଆଉ ୮୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍‌ ୧୨,୭୭,୩୫୭ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି। ଏନେଇ ଟୁଇଟ୍‌ ଯୋଗେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା…

ଜୟ ଶାହାଙ୍କ କାର୍ଯ୍ୟକାଳ ବଢ଼ିଲା

କଲମ୍ବୋ,୧୯।୩: ବିସିସିଆଇ ସଚିବ ଜୟ ଶାହାଙ୍କ ଏସିଆନ୍‌ କ୍ରିକେଟ୍‌ ପରିଷଦ (ଏସିସି) ସଭାପତି ଭାବରେ କାର୍ଯ୍ୟକାଳ ଶନିବାର ଗୋଟିଏ ବର୍ଷ ପାଇଁ ବୃଦ୍ଧି କରାଯାଇଛି। ଏସିସିର ବାର୍ଷିକ ସାଧାରଣ ସଭା(ଏଜିଏମ୍‌)ରେ ସର୍ବସମ୍ମତିକ୍ରମେ ଏହି ନିଷ୍ପତ୍ତି ନିଆଯାଇଛି। ଶାହା ଗତ ବର୍ଷ ଜାନୁୟାରୀରେ…

ଚାଇନାରେ ବଢୁଛି ଓମିକ୍ରନ ଭାରିଆଣ୍ଟଙ୍କ ସଂଖ୍ୟା

ବେଜିଂ,୧୯ା୩: ସମଗ୍ର ବିଶ୍ୱରେ କରୋନା ମାମଲା ପୁଣି ଥରେ ବୃଦ୍ଧି ପାଇଲାଣି। ଦୁଇ ବର୍ଷ ପରେ ଚାଇନା ସବୁଠାରୁ ଖରାପ କରୋନା ପରିସ୍ଥିତିର ମୁକାବିଲା କରୁଛି। ଆଜିକାଲି ଚାଇନାରେ ମିଳୁଥିବା କରୋନା ମାମଲାଗୁଡ଼ିକ ଓମିକ୍ରନ ପ୍ରକାରର। ଶନିବାର ଚାଇନାର ସ୍ବାସ୍ଥ୍ୟ କର୍ତ୍ତୃପକ୍ଷ…

ଭାରତ ହାତରୁ ମ୍ୟାଚ୍‌ ଛଡ଼ାଇ ନେଲେ ଅଷ୍ଟ୍ରେଲିଆ ଅଧିନାୟିକା, ପୁଣି ହାରିଲା…

ଅକ୍‌ଲ୍ୟାଣ୍ଡ,୧୯।୩: ଆଇସିସି ମହିଳା ବିଶ୍ୱକପର ଆଉ ଏକ ମୁକାବିଲାରେ ପୁଣି ହାରିଛି ଭାରତ। ସ୍ଥାନୀୟ ଇଡେନ୍‌ ପାର୍କରେ ଶନିବାର ଖେଳାଯାଉଥିବା ମ୍ୟାଚ୍‌ରେ ଭାରତୀୟ ମହିଳା ଟିମ ଚ୍ୟାଲେଞ୍ଜିଂ ୨୭୮ ରନ୍‌ର ଟାର୍ଗେଟ ଦେଇଥିଲା। ହେଲେ ଅଷ୍ଟ୍ରେଲିଆ ଟିମ୍‌ ୪ ଉଇକେଟ ହରାଇ…

ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ହାଣିଲେ

ନିମାପଡ଼ା,୧୯ା୩(ଡି.ଏନ୍‌.ଏ.): ପୁରୀ ଜିଲା କଣାସ ବ୍ଲକ ଗଡ଼ିଶାଗଦା ଥାନା ଜାଗୁଳାଇ ପଦର ଗାଁରେ ଗୋଷ୍ଠୀ ସଂଘର୍ଷ ଘଟିଛି। ଗୋଡ଼ାଇ ଗୋଡ଼ାଇ ଗାଁ ଦାଣ୍ଡରେ ଫାର୍ସାରେ ମୁଣ୍ଡକୁ ହାଣିଛନ୍ତି ଗୋଟିଏ ଗୋଷ୍ଠୀର ଲୋକ। ଫଳରେ ଏହି ଗୋଷ୍ଠୀ ସଂଘର୍ଷରେ ୩ ଗୁରୁତର ହୋଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?