ପୁଟିନ କରିଛନ୍ତି ମସ୍ତବଡ ଭୁଲ: ଜନସନ

ଲଣ୍ଡନ,୧୯ ।୩: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ୨୯ ଦିନ ହୋଇ ଯାଇଥିବା ବେଳେ ଅନେକ ଦେଶ ରୁଷିଆର ଆକ୍ରମଣକୁ ନିନ୍ଦା କରିଛନ୍ତି । ଏହି କ୍ରମରେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ କହିଛନ୍ତି ୟୁକ୍ରେନ ଉପରେ ଆକ୍ରମଣ କରି ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ମସ୍ତବଡ ଭୁଲ କରିଛନ୍ତି । ତେବେ ବ୍ରିଟେନ ସବୁବେଳେ ୟୁକ୍ରେନକୁ ସମର୍ଥନ କରି ଆସିଛି ଓ କରିବ ମଧ୍ୟ । ଜନସନ କହିଛନ୍ତି ପୁଟିନ ୟୁକ୍ରେନକୁ ଭୟ କରିଯିବା ଫଳରେ ଏଭଳି ପରିସ୍ଥିତି ଉପୁଜିଛି । ଜନସନ କହିଛନ୍ତି ୟୁକ୍ରେନରେ ଏକ ସ୍ୱତନ୍ତ୍ର ପ୍ରେସ ରହିଛି, ୟୁକ୍ରେନ୍‌ରେ ପ୍ରତିବର୍ଷ ସ୍ୱତନ୍ତ୍ର ନିର୍ବାଚନ କରାଯାଇଥାଏ । ଏବେ ୟୁକ୍ରେନ୍ ପ୍ରଗତିର ପଥେ ଆଗେଇ ଚାଲିଛି । ଏହାକୁ ଦେଖି ରୁଷିଆ ଭୟ କରିଥିବାରୁ ୟୁକ୍ରେନ୍ ଉପରେ ଆକ୍ରମଣ କରିଛି । ତେଣୁ ପୁଟିନ ଯାହା କରିଛନ୍ତି ତାହା ମସ୍ତବଡ ଭୁଲ ବୋଲି କହିଛନ୍ତି ବୋରିସ ଜନସନ ।


Enter your email to get our daily news in your inbox.

All Right Reserved By Dharitri.Com

ଭିଡ଼ ଅଣାୟତ୍ତ, ସେନା ନରମ

କଲମ୍ବୋ/ନୂଆଦିଲ୍ଲୀ,୧୪ା୭: ଗୃହଯୁଦ୍ଧ ମୁହଁ। କଲମ୍ବୋ ଆକାଶରେ ଉଡ଼ୁଥିଲା ସେନା ହେଲିକପ୍ଟର। ଅଣାୟତ୍ତ ଭିଡ଼କୁ ନିୟନ୍ତ୍ରଣ ପାଇଁ ସୈନ୍ୟ ଛାଡ଼ୁଥିଲେ ତୁହାକୁ ତୁହା ଲୁହବୁହା ବାଷ୍ପ। ଉତ୍ତ୍ୟକ୍ତ...

କରୋନାରୁ ଦୂରେଇ ରହିବା ପାଇଁ ଖୋଲା ପବନ, ସ୍ବଚ୍ଛତା ଅପରିହାର୍ଯ୍ୟ: ସର୍ଭେ

ତିବିଲିସି, ୧।୧୦: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ଥମିବାର ନା ଧରୁନି। କେତେକ ଦେଶରେ କରୋନା ସଂକ୍ରମଣର ଦୋହରା ମାଡ଼ ମଧ୍ୟ ଆରମ୍ଭ ହୋଇଛି। ତେବେ...

ବ୍ୟାଙ୍କ ମ୍ୟାନେଜରଙ୍କ ଚାକିରି ଗଲା

ତେହରାନ,୨୮ା୧୧: ଇରାନରେ ୧୯୭୯ ବିପ୍ଳବ ପରେ ଆମେରିକା ସମର୍ଥତ୍ତ ରାଜତନ୍ତ୍ରର ଅବସାନ ଘଟିଥିଲା। ଏହାର ୪ ବର୍ଷ ପରେ ପ୍ରତିଷ୍ଠିତ ଇସ୍‌ଲାମୀୟ ଗଣତନ୍ତ୍ରରେ ହିଜାବ ପରିଧାନକୁ...

ଦୋହଲିଗଲା କ୍ୱିଭ: ୫୦ ବିସ୍ଫୋରଣ ସହ ଗର୍ଜିଲା ମେଶିନ ଗନ

କ୍ୱିଭ,୨୬ ।୨: କିଛି ସମୟର ନିରବତା ପରେ ପୁଣି ୟୁକ୍ରେନ ଉପରେ ଗର୍ଜିଛି ରୁଷିଆ । ୟୁକ୍ରେନର ରାଜଧାନୀ କ୍ୱିଭର ଶୁଲ୍ୟାବକା ଓ ବେରେଷ୍ଟିସ୍କାରେ ମେଶିନ...

ହାତୀ ମାରିବାକୁ ଆଦେଶ ଦେଲେ ବୋଟସଓ୍ବାନା ସରକାର

ଗାବୋରୋନେ,୯।୨: କେଉଁଠି କେଉଁଠି ହାତୀଙ୍କ ସଂଖ୍ୟା କମିଯିବା ଶୁଣାଯାଉଥିବା ବେଳେ ଏମାନେ ଖାଦ୍ୟାଭାବରୁ ଜଙ୍ଗଲ ଛାଡି ଜନବସତି ମୁହାଁ ହେଉଥିବା ମଧ୍ୟ ଦେଖାଯାଇଛି। ବେଳେ ବେଳେ...

ରାଷ୍ଟ୍ରପତି ରାକାଫୋସା ଏଏନ୍‌ସି ନେତା ନିର୍ବାଚିତ

ଜୋହାନ୍ସବର୍ଗ ,୧୯।୧୨: ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସିରିଲ୍‌ ରାମାଫୋସା ସୋମବାର ଶାସକ ଦଳ ଆଫ୍ରିକାନ୍‌ ନ୍ୟାଶନାଲ କଂଗ୍ରେସ (ଏଏନ୍‌ସି) ଅଧ୍ୟକ୍ଷ ଭାବେ ପୁନଃ ନିର୍ବାଚିତ ହୋଇଛନ୍ତି।...

ଇମ୍ରାନ ଖାଁ ଗାଦିଚ୍ୟୁତ ହେବା ପରେ ପାକିସ୍ତାନକୁ ମିଳୁଛି ଲାଭ

ଇସଲାମାବାଦ,୨ ।୫: ଗତ ପ୍ରାୟ ୧ ବର୍ଷ ହେବ ପାକିସ୍ତାନ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛି । ଏଥିରୁ ବାହାରିବା ପାଇଁ ଚେଷ୍ଟା...

ଭାରତ-ଅଷ୍ଟ୍ରେଲିଆ ପ୍ରତିରକ୍ଷା କାର୍ଯ୍ୟକ୍ରମର ଶୁଭାରମ୍ଭ ୭ ଫେବୃୟାରୀରୁ…

ମେଲବୋର୍ନ/ନୂଆଦିଲ୍ଲୀ,୧।୨ : ଭାରତ-ଅଷ୍ଟ୍ରେଲିଆ ପକ୍ଷରୁ ଏକ ନୂତନ ପ୍ରତିରକ୍ଷା କାର୍ଯ୍ୟକ୍ରମ ଘୋଷଣା କରାଯାଇଛି। ଫେବୃଆରୀ ୭ ରେ ଏହା କାନବେରାରେ ଶୁଭାରମ୍ଭ ହେବ। ଏହି କାର୍ଯ୍ୟକ୍ରମର...

Advertisement
Archives

Model This Week