ପ୍ରିଣ୍ଟିଂ ପେପର ଅଭାବ, ପରୀକ୍ଷା ଦେଇପାରିବେନି ଲକ୍ଷ ଲକ୍ଷ ପରୀକ୍ଷାର୍ଥୀ

କଲମ୍ବୋ,୧୯ ।୩: ଶ୍ରୀଲଙ୍କାରେ ଦେଖାଦେଇଛି ପ୍ରିଣ୍ଟିଂ ପେପର ଅଭାବ । ଫଳରେ ଲକ୍ଷାଧିକ ଛାତ୍ରୀଛାତ୍ର ପରୀକ୍ଷା ଦେବାରୁ ବଞ୍ଚିତ ହେବେ । ଏହାସହ ପେପର କ୍ରୟ କରିବା ପାଇଁ ବି ଶ୍ରୀଲଙ୍କା ସରକାରଙ୍କ ପାଖରେ ଡଲାରର ଅଭାବ ଥିବାରୁ ଏହି ସମସ୍ୟାର ସମାଧାନ ହେବା ବି କଷ୍ଟକର ପାଠ ବୋଲି କୁହାଯାଉଛି । ତେଣୁ ପରୀକ୍ଷା ଦେବାକୁ ଥିବା ଛାତ୍ରୀଛାତ୍ରଙ୍କ ମଧ୍ୟରୁ ଏକ ତୃତିୟାଂଶ ପରୀକ୍ଷାର୍ଥୀ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଥିବାରୁ ପରୀକ୍ଷାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ କରାଯାଇଥିବା ଜଣାପଡିଛି ।


Enter your email to get our daily news in your inbox.

All Right Reserved By Dharitri.Com

ମୁଣ୍ଡରେ କେଶ ନ ଥିବା ପୁରୁଷଙ୍କୁ କରୋନା ସଂକ୍ରମଣ ଆଶଙ୍କା ଅଧିକ

ଓ୍ବାଶିଂଟନ, ୬।୬: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଅଚଳାବସ୍ଥା ସୃଷ୍ଟି ହୋଇଛି। ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଏବଂ ମୃତକଙ୍କ ସଂଖ୍ୟା ପ୍ରତିଦିନ ବଢ଼ିଚାଲିଛି। ଶିଶୁ,...

୫୦ ଜଣଙ୍କୁ ଗୁଳିକରି ହତ୍ୟା

ଆବୁଜା,୭ା୪: ଉତ୍ତର-କେନ୍ଦ୍ରୀୟ ନାଇଜେରିଆର ଏକ ଗାଁରେ କେତେକ ବନ୍ଧୁକଧାରୀ ପ୍ରବେଶ କରି ଆଖିବୁଜା ଗୁଳି ଚଳାଇଛନ୍ତି। ଫଳରେ ଘଟଣାସ୍ଥଳରେ ୫୦ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ଅନ୍ୟପକ୍ଷେ...

ଦେବଦୂତ ସାଜିଲେ ଡେଲିଭରୀ ବୟ

ବେଜିଂ,୨୩।୭-ଦୁର୍ଘଟଣାରେ ଗୁରୁତର ହୋଇଥିବା ଜଣେ ମହିଳାଙ୍କ ପାଇଁ ଦେବଦୂତ ସାଜିଛନ୍ତି କିଛି ଡେଲିଭରୀ ବୟ। ଫଳରେ ମହିଳାଙ୍କ ଜୀବନ ଅଳ୍ପକେ ବର୍ତ୍ତି ଯାଇଛି। ଏପରି ଘଟଣା...

ଟୁଇଟରରୁ ପରାଗ, ବିଜୟା ବିଦା

ନ୍ୟୁୟର୍କ,୨୯ା୧୦(ପି.ଟି.): ପକ୍ଷୀ ମୁକ୍ତହେଲା ବୋଲି ୪୪ ବିଲିୟନ ଡଲାରରେ ଟୁଇଟର କିଣିବା ପରେ ଟେସ୍‌ଲା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଏଲନ୍‌ ମସ୍କ ଟୁଇଟ୍‌ କରିଛନ୍ତି।...

ବାଂଲାଦେଶରେ ବିଜୁଳି ସଙ୍କଟ: ସପ୍ତାହରେ ୨ ଦିନ ବନ୍ଦ ରହିବ ସ୍କୁଲ, କାର୍ଯ୍ୟାଳୟ ସମୟରେ ହେବ ପରିବର୍ତ୍ତନ

ଢାକା,୨୩ ।୮: ବାଂଲାଦେଶରେ ଆର୍ଥିକ ସଙ୍କଟ ବେଳକୁ ବେଳ ବଢିବାରେ ଲାଗିଛି । ମହଙ୍ଗା ମାଡରେ ଉବୁଟୁବୁ ହେଉଥିବା ଜନତାଙ୍କୁ ଏବେ ବିଜୁଳିବି ମିଳିବା କଷ୍ଟକର...

ଜବାବ ଦେବ ୟୁକ୍ରେନ୍‌

କିଭ୍‌, ୩ା୧୦: ମସ୍କୋର ରେଡ୍‌ ସ୍କୋୟାରରେ ବିଜୟ ବ୍ୟାନର ଲଗାଇଥିଲା ରୁଷିଆ। ଏଥିରେ ଲେଖାଥିଲା ଡୋନେସ୍କ, ଲୁହାନ୍‌ସ୍କ, ଜାପୋରିଝିଆ, ଖେରସୋନ୍‌, ରୁଷିଆ! ସବୁଦିନ ପାଇଁ ଏକାଠି...

ଆଇଏସର ଧମକ: ଭାରତ-ଚାଇନା-ଇରାନ ଦୂତାବାସରେ ହେବ ଆକ୍ରମଣ…

ଜେନେଭା,୯।୨ : ଇସଲାମିକ ଷ୍ଟେଟ (ଖୋରାସାନ) ଅର୍ଥାତ ଆଇଏସଆଇଏଲ-କେ ଆଫଗାନିସ୍ତାନ ଭାରତ, ଇରାନ ଏବଂ ଚାଇନା ଦୂତାବାସ ଉପରେ ଆତଙ୍କବାଦୀ ଆକ୍ରମଣ କରିବ ବୋଲି ଧମକ...

ନାସାର ଚେତାବନୀ: ୩ ଦିନ ପରେ ପୃଥିବୀ ସହ ମାଡ଼ ହେବ ବିଶାଳକାୟ ଗ୍ରହ, ୧୦ ମହଲାଠାରୁ ବି ବଡ଼

ଓ୍ବାଶିଂଟନ,୧୧ା୩: ଅନେକ ଥର ଏମିତି ଖବର ସାମ୍ନାକୁ ଆସିଥାଏ, ଯେଉଁଥିରେ ସୃଷ୍ଟି ଧ୍ୱଂସ ହେବାର  ସମ୍ଭାବନା ପ୍ରକାଶ ପାଇଥାଏ। କୁହାଯାଏ, ବିଶ୍ୱ ଏପରି ଦିନେ ନା...

Advertisement
Archives

Model This Week