ଫେଲ ମାରିଲା ପାଣିପାଗ ବିଭାଗ
ଚେନ୍ନାଇ,୯।୧୧: ଗତ ୬ ତାରିଖ ରାତିରେ ଚେନ୍ନାଇରେ ୨୦ ସେଣ୍ଟିମିଟର ବର୍ଷା ହୋଇଥିଲା। ୨୦୧୫ ବନ୍ୟା ପରେ ଏଭଳି ବର୍ଷା ଦେଖି ନ ଥିଲା ଚେନ୍ନାଇ। ତେବେ ବନ୍ୟାର କ୍ଷୟକ୍ଷତିକୁ ରୋକାଯାଇ ପାରିଥାନ୍ତା। ମାତ୍ର ସ୍ଥାନୀୟ ପାଣିପାଗ ବିଭାଗର ଆକଳନ ହିଁ…
ମା’ ଆଗରେ କୂଅରେ ପଡ଼ିଗଲେ ୨ ପୁଅ
ସମ୍ବଲପୁର,୯ା୧୧(ବ୍ୟୁରୋ): ସମ୍ବଲପୁର ଟାଉନ ଥାନା ଅଧୀନ ସାହୁ କଲୋନୀରେ ଏକ ଦୁଃଖଦ ଘଟଣା ଘଟିଛି। ମା’ଙ୍କ ଆଖି ଆଗରେ କୂଅରେ ପଡ଼ି ଜୀବନ ହାରିଛନ୍ତି ୨ ପୁଅ। ସେମାନେ ହେଲେ ସୁଶୀଲ ତ୍ରିପାଠୀ(୪୦) ଓ ସୁନୀଳ ତ୍ରିପାଠୀ (୩୭)। ପୋଲିସ ମୃତଦେହ…
ବିଗ୍ ବିଙ୍କୁ ଚାରି ଘଣ୍ଟା ଅପେକ୍ଷା କରାଇଲେ କପିଲ
ବମ୍ବେ: ବିଗ୍ ବି ଅମିତାଭ ବଚ୍ଚନଙ୍କୁ ଘଣ୍ଟାଏ କିମ୍ବା ଦୁଇଘଣ୍ଟା ନୁହେଁ, ବରଂ ସାଢ଼େ ଚାରିଘଣ୍ଟା ଅପେକ୍ଷା କରାଇଲେ କମେଡିକିଙ୍ଗ କପିଲ ଶର୍ମା। କଥାଟି ଆମେ କହୁନାହୁଁ। ସୋନି ଚ୍ୟାନେଲ ପକ୍ଷରୁ କୌନ ବନେଗା କରୋଡପତିର ଆଗାମୀ ଏପିସୋଡ ଲାଗି ଶେୟାର…
୭ ହଜାର ଲାଞ୍ଚ ପାଇଁ ଆର୍ଆଇଙ୍କୁ ୩ ବର୍ଷ ଜେଲ
ଫୁଲବାଣୀ ଅଫିସ, ୯।୧୧- ଏକ ଲାଞ୍ଚ ମାମଲାର ବିଚାର କରି ମଙ୍ଗଳବାର ଫୁଲବାଣୀ ଭିଜିଲାନ୍ସ ସ୍ବତନ୍ତ୍ର ବିଚାରପତି ଶୁଭଦର୍ଶୀ ପଟ୍ଟନାୟକ ଜଣେ ରାଜସ୍ବ ନିରୀକ୍ଷକ(ଆର୍ଆଇ)ଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ୧୦ ହଜାର ଟଙ୍କା ଜରିମାନା କରିଛନ୍ତି।…
କମେଣ୍ଟ୍ରି ବକ୍ସକୁ ଫେରିବେ କି ଶାସ୍ତ୍ରୀ? ଦେଲେ କିଛି ଏଭଳି ସଙ୍କେତ
ଦୁବାଇ,୯।୧୧: ଭାରତର ମୁଖ୍ୟ ପ୍ରଶିକ୍ଷକ ଭାବେ କାର୍ଯ୍ୟକାଳ ଶେଷ ହେବା ପରେ ରବି ଶାସ୍ତ୍ରୀ ସେ ପୁଣି କ୍ରିକେଟ କମେଣ୍ଟ୍ରିକୁ ଫେରିପାରନ୍ତି। ୫୯ ବର୍ଷୀୟ ଶାସ୍ତ୍ରୀ ମୁଖ୍ୟ ପ୍ରଶିକ୍ଷକ ହେବା ପୂର୍ବରୁ ଜଣେ ସମୀକ୍ଷକ ଭାବରେ ନିଜର ସ୍ବତନ୍ତ୍ର ସ୍ଥାନ ନିରୂପଣ…
ଟିମ୍ ଇଣ୍ଡିଆ ପାଇଁ କ୍ଷତିରେ ପଡ଼ିପାରେ ଟି୨୦ ବିଶ୍ୱକପ୍
ମୁମ୍ବାଇ,୯।୧୧: ଭାରତୀୟ ଦଳ ବିଦାୟ ନେଇଥିବାରୁ ଚଳିତ ଟି୨୦ ବିଶ୍ୱକପ୍କୁ ଆର୍ଥିକ କ୍ଷତିକୁ ସହିବାକୁ ପଡ଼ିପାରେ। ଚଳିତ ଥର ଭଳି ୨୦୦୭ ବିଶ୍ୱକପ୍ରେ ମଧ୍ୟ ପ୍ରଥମ ରାଉଣ୍ଡରୁ ବିଦାୟ ନେଇଥିଲା ଭାରତ। ସୌଭାଗ୍ୟବଶତଃ ଏଥର ଅଧିକ ମ୍ୟାଚ୍ ବାକି ନାହିଁ। ୨୦୦୭ରେ…
ମୋପେଡରେ ଥିଲେ ଜେଜେ ନାତି, ମାଡ଼ିଗଲା ବସ୍
ଶେରଗଡ଼/ହିଞ୍ଜିଳିକାଟୁ ,୯ା୧୧(ଡି.ଏନ୍.ଏ.): ଗଞ୍ଜାମ ଜିଲା ଶେରଗଡ଼ ଥାନା ତଥା ହିଞ୍ଜିଳିକାଟୁ ବ୍ଲକ ବୁରୁପୋଡା ଭଗବତୀ ହାଇସ୍କୁଲ ନିକଟରେ ମଙ୍ଗଳବାର ଏକ ଘରୋଇ ବସ୍ ମୋପେଡକୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ଯାଉଥିବା ମୋପେଡରେ ଯାଉଥିବା ଜେଜେଙ୍କ ମୃତ୍ୟୁ ଘଟିଥିବା ବେଳେ…
ବିରାଟ କି ବିସିସିଆଇ ନୁହେଁ; ଯିବା ପୂର୍ବରୁ ଏହି ଖାସ୍ ବ୍ୟକ୍ତିଙ୍କୁ ଧନ୍ୟବାଦ ଜଣାଇଲେ ଶାସ୍ତ୍ରୀ
ଦୁବାଇ,୯।୧୧: ଭାରତୀୟ ଦଳର ମୁଖ୍ୟ କୋଚ୍ ଭାବେ ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ଶେଷ ହୋଇଛି। ଟି୨୦ ବିଶ୍ୱକପ୍ ୨୦୨୧ ଶାସ୍ତ୍ରୀଙ୍କ ଶେଷ ଟୁର୍ନମେଣ୍ଟ ଥିଲା। ଏଥିରେ ଭାରତ ସେମିଫାଇନାଲ ଦୌଡ଼ରୁ ବାଦ ପଡ଼ିଛି। ତେବେ ମ୍ୟାଚ୍ ପରେ ଶାସ୍ତ୍ରୀ ନିଜର ବିଦାୟୀ…
ଲୋକଙ୍କ ଉପରେ ମାଡ଼ିଗଲା ଅଡି କାର
ଯୋଧପୁର,୯।୧୧: ରାଜସ୍ଥାନ ଯୋଧପୁର ସହରର ଏମ୍ସ ରୋଡରେ ମଙ୍ଗଳବାର ଏକ ଭୟଙ୍କର ଦୃର୍ଘଟଣା ଘଟିଛି। ଦ୍ରୁତ ଗତିରେ ଆସୁଥିବା ଏକ ଅଡି କାର ରାସ୍ତାରେ ଯାଉଥିବା ଲୋକଙ୍କୁ ଦଳି ଦେବା ସହ ପଶି ଯାଇଛି ଏକ ଝୁମ୍ପୁଡି ଘରେ। ଘଟଣାସ୍ଥଳରେ ଜଣେ…
ଅକ୍ଟୋବର ମାସର ଶ୍ରେଷ୍ଠ କ୍ରିକେଟର: ବାଜି ମାରିଲେ ଏହି ଦୁଇ ଖେଳାଳି
ଦୁବାଇ,୯।୧୧: ପାକିସ୍ତାନ ବ୍ୟାଟ୍ସମ୍ୟାନ ଆସିଫ ଅଲି ଏବଂ ଆୟର୍ଲାଣ୍ଡର ଅଲରାଉଣ୍ଡର ଲୌରା ଡେଲାନିଙ୍କୁ ଅକ୍ଟୋବର ମାସ ପାଇଁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦର (ଆଇସିସି)ର ଯଥାକ୍ରମେ ଶ୍ରେଷ୍ଠ ପୁରୁଷ ଏବଂ ମହିଳା ଖେଳାଳି ଭାବେ ଚୟନ କରାଯାଇଛି। ପୁରୁଷ ବର୍ଗରେ ଆସିଫ ବାଂଲାଦେଶର…
ରେକର୍ଡରେ ଭାରତ-ପାକିସ୍ତାନ ମ୍ୟାଚ୍
ମୁମ୍ବାଇ,୯।୧୧: ଅକ୍ଟୋବର ୨୪ ତାରିଖରେ ଚଳିତ ଟି୨୦ ବିଶ୍ୱକପ୍ରେ ମୁହଁାମୁହିଁ ହୋଇଥିଲେ ଭାରତ ଓ ପାକିସ୍ତାନ। ଏହି ମ୍ୟାଚ୍ର ଭୁୟର୍ସ(ଦେଖଣାହାରୀ)ଙ୍କ ସଂଖ୍ୟା ରେକର୍ଡ ଭାଙ୍ଗିଛି। ପୂରା ବିଶ୍ୱରେ ମ୍ୟାଚ୍କୁ ୧୬୭ ନିୟୁତ ଦର୍ଶକ ଉପଭୋଗ କରିଥିଲେ। ଅନ୍ତର୍ଜାତୀୟ ଟି୨୦ କ୍ରିକେଟର ଇତିହାସରେ…
୨୦୨୨ ଆଇପିଏଲ୍ ପୂର୍ବରୁ ଆର୍ସିବିର ବଡ଼ ଘୋଷଣା
ବାଙ୍ଗାଲୋର,୯।୧୧: ୨୦୨୨ ଆଇପିଏଲ୍ ପୂର୍ବରୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍ସିବି) ପକ୍ଷରୁ କୋଚ୍ ପଦ ନେଇ ବଡ଼ ଘୋଷଣା କରାଯାଇଛି। ମଙ୍ଗଳବାର ଆରିସିବି ଆଗାମୀ ଦୁଇ ବର୍ଷ ପାଇଁ ସଞ୍ଜୟ ବାଙ୍ଗରଙ୍କୁ ଦଳର ମୁଖ୍ୟ କୋଚ ଭାବେ ନିଯୁକ୍ତି ଦେଇଛି। ତେବେ ମାଇକ…
Archives


