Home Left

ଅଯଥା ଘରୁ ନ ବାହାରିବାକୁ ଡିଜିପିଙ୍କ ଅନୁରୋଧ

ଚେନ୍ନାଇ:,୯।୧୧: ବର୍ଷାରେ ତାମିଲନାଡୁରେ ସ୍ଥିତି ବିଗିଡିବାରେ ଲାଗିଛି। ବିଭିନ୍ନ ସ୍ଥାନରେ ବନ୍ୟା ସୃଷ୍ଟି ହୋଇଥିବା ବେଳେ ଲୋକମାନେ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଦିନକୁ ଦିନ ବର୍ଷାର ପରିମାଣ ବଢୁଥିବାରୁ ରାଜ୍ୟର ୯ଟି ଜିଲାରେ ସ୍କୁଲଗଡିକ ଦୁଇ ଦିନ ପାଇଁ ଛୁଟି ଘୋଷଣା…

ମିଳୁନି ପାଣି,୧୦୦ ପରିବାର ହନ୍ତସନ୍ତ

କଣ୍ଟାପଡା, ୧୦ା୧୧(ଡି.ଏନ୍‌.ଏ.):ପ୍ରତି ଗ୍ରାମକୁ ପାନୀୟ ଜଳ ଯୋଗାଇ ଦିଆଯିବା ପାଇଁ ସରକାର ବହୁ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ପ୍ରକଳ୍ପ ଥାଇ ମଧ୍ୟ କଣ୍ଟାପଡା ବ୍ଲକ ଶିଶୁଆ ଗ୍ରାମର ୧୦୦ରୁ ଊର୍ଦ୍ଧ୍ୱ ପରିବାର ପାନୀୟଜଳ ପାଇଁ ପ୍ରତିଦିନ ହନ୍ତସନ୍ତ ହେଉଛନ୍ତି।…

ପୋଲିସ ଗୁଇନ୍ଦା ସୂଚନାଦାତାଙ୍କୁ ହତ୍ୟା କଲେ ମାଓବାଦୀ

ମାଲକାନଗିରି,୧୦ା୧୧(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସୀମାନ୍ତ ଦାନ୍ତଓ୍ବୋଡ଼ାଠାରେ ପୋଲିସର ଗୁଇନ୍ଦା ସୂଚନାଦାତା ସମ୍ବନ୍ଧରେ ଜଣଙ୍କୁ ହତ୍ୟା କରିଛନ୍ତି ମାଓବାଦୀ । ଯବାନ ଜଣଙ୍କ ହେଲେ ଟାଟୁମ ଗ୍ରାମର ବାସିନ୍ଦା ଉମେଶ ମାର୍କମ। ମଙ୍ଗଳବାର ରାତିରେ ଗାଁକୁ କିଛି ମାଓବାଦୀ ଆସି ଉମେଶଙ୍କୁ ହତ୍ୟା କରିଥିଲେ।…

ଅଭିଷେକଙ୍କ ଏହି ଗୁଣ ଦେଖି ପ୍ରେମରେ ପଡିଯାଇଥିଲେ ଐଶ୍ଚର୍ଯ୍ୟା

ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ଏବଂ ଅଭିନେତା ଅଭିଷେକ ବଚ୍ଚନ ବଲିଉଡ ଇଣ୍ଡଷ୍ଟ୍ରିର ଜଣେ ପାଓ୍ବାରଫୁଲ୍‌ ଦମ୍ପତି। ଦୁହେଁ ଏକାଠି ଅନେକ ଚଳଚ୍ଚିତ୍ରରେ କାମ କରିଛନ୍ତି, କିନ୍ତୁ ଅଭିଷେକ ଏବଂ ଐଶ୍ୱର୍ଯ୍ୟାଙ୍କ ପାଇଁ ଫିଲ୍ମ ‘ଧୁମ’ ଅତ୍ୟନ୍ତ ସ୍ବତନ୍ତ୍ର, କାରଣ ଏକ ଫିଲ୍ମର…

ନୌସେନା ମୁଖ୍ୟ ହେବେ ଆର ହରିକୁମାର

ନୂଆଦିଲ୍ଲୀ,୧୦।୧୧: ୱେଷ୍ଟର୍ଣ୍ଣ ନାଭାଲ କମାଣ୍ଡ ମୁଖ୍ୟ ଭାଇସ ଆଡମିରାଲ ଆର ହରିକୁମାରଙ୍କୁ ଦେଶର ପରବର୍ତ୍ତୀ ନୌସେନା ମୁଖ୍ୟ ଭାବେ ନିଯୁକ୍ତ କରାଯାଇଛି । ନଭେମ୍ବର ୩୦ରେ ବର୍ତ୍ତମାନ ନୌସେନା ମୁଖ୍ୟ ଭାବେ କାର୍ଯ୍ୟ କରୁଥିବା ଆଡମିରାଲ କରମବୀର ସିଂହଙ୍କ ଠାରୁ ଦାୟିତ୍ୱ…

କାଟ୍ରିନାଙ୍କ ସିକ୍ରେଟ କହିଲେ ଏହି କ୍ରିକେଟର

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କାଟ୍ରିନା କୈଫ୍‌ଙ୍କ ସିକ୍ରେଟ କହିଛନ୍ତି ଭାରତର ପୂର୍ବତନ କ୍ରିକେଟର ମହମ୍ମଦ କୈଫ୍‌। କାଟ୍ରିନା କୈଫ୍‌ଙ୍କ ସହ ମହମ୍ମଦ କୈଫ୍‌ଙ୍କର କ’ଣ ସମ୍ପର୍କ ଏହି ପ୍ରଶ୍ନ ଲୋକଙ୍କ ମନରେ ସବୁବେଳେ ଆସିଥାଏ। ସୋସିଆଲ ମିଡିଆରେ ମହମ୍ମଦଙ୍କୁ ବହୁତ ଥର…

ରାଗିଗଲେ ହରଭଜନ ସିଂ, କହିଲେ ଲଜ୍ଜା

ନୂଆଦିଲ୍ଲୀ,୧୦।୧୧: ଭାରତୀୟ ଭେଟେରାନ ଅଫ ସ୍ପିନର ହରଭଜନ ସିଂ ସୋସିଆଲ ମିଡିଆରେ ବହୁତ ସକ୍ରିୟ ଏବଂ ଖୋଲାଖୋଲି ଭାବରେ ସମଗ୍ର ବିଶ୍ୱ ସାମ୍ନାରେ ନିଜର ମତ ରଖନ୍ତି। ମଙ୍ଗଳବାର ଟିମ ଇଣ୍ଡିଆର ଚୟନକର୍ତ୍ତାମାନେ ନଭେମ୍ବର ୧୭ରୁ ନ୍ୟୁଜିଲାଣ୍ଡ ବିପକ୍ଷ ୩ ମ୍ୟାଚ…

ଚାକିରିରୁ ବାହାର କରିଦେଇଥିଲା କମ୍ପାନୀ, ନକଲି ନିଶ ଲଗାଇ ପୁଣି ଇଣ୍ଟରଭ୍ୟୁ ଦେବାକୁ ଗଲେ; ଆଉ ତା’ ପରେ…

ଆମେରିକାର ଏକ କମ୍ପାନୀ ଜଣେ ବ୍ୟକ୍ତିଙ୍କୁ ଚାକିରିରୁ ବାହାର କରିଦେଇଥିଲା। ଯେଉଁ ବ୍ୟକ୍ତିଙ୍କୁ ଚାକିରିରୁ ବାହାର କରିଦେଇଥିଲା ସେ ପୁଣି ନକଲି ନିଶ ଲଗାଇ ଇଣ୍ଟରଭ୍ୟୁ ପାଇଁ ପହଞ୍ଚିଥିଲେ। ଏଥିରେ ସେ ଚୟନ ବି ହୋଇଥିଲେ। ଏହି କଥା ଜଣାପଡ଼ିଥିଲା ଯେତେବେଳେ…

ଆଇଆଇସି କହୁଛି କହି ଲକ୍ଷାଧିକ ଟଙ୍କାର ଲୁହାରଡ୍‌ ଲୁଟିଲେ ଦୁର୍ବୃତ୍ତ

ଗଞ୍ଜାମ,୧୦ା୧୧(ଡି.ଏନ୍‌.ଏ.): ଗଞ୍ଜାମ ଥାନା ଆଇଆଇସି କହୁଛି କହି ଜଣେ ଟ୍ରେଡର୍ସମାଲିକଙ୍କଠାରୁ ଲକ୍ଷାଧିକ ଟଙ୍କାର ଲୁହାରଡ୍‌ ଠକେଇ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି l ଟ୍ରେଡର୍ସ ମାଲିକ ଆଇଆଇସିଙ୍କୁ ଟଙ୍କା ମାଗିବା ପରେ ଖୋଲିଛି ଠକେଇର ଗୁମର। ଆଇଆଇସି ଶୁଭେନ୍ଦୁ କୁମାର ସାହୁ…

ବିବାହ କଲେ ମଲାଲା

ବର୍ମିଂହାମ,୧୦।୧୧:ନୋବେଲ ଶାନ୍ତି ପୁରସ୍କାର ବିଜେତା ମଲାଲା ୟୁସୁଫଜାଇ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ବର୍ମିଂହାମରେ ଏକ ଛୋଟ ସମାରୋହରେ ତାଙ୍କ ବିବାହ ଅନୁଷ୍ଠିତ ହୋଇଥିଲା। ମଲାଲା ଏକ ଟୁଇଟ୍‌ରେ ଏହି ସୂଚନା ଦେଇଛନ୍ତି। ଟଉଟ୍‌ ଯୋଗେ ସେ ବିବାହର ଫଟୋ ଶେୟାର…

ଆଶଙ୍କାରେ ଚଣ୍ଡିଖୋଲ ଭୂତଳ ତୈଳଭଣ୍ଡାର

ଚଣ୍ଡିଖୋଲ,୧୦।୧୧(ଡି.ଏନ.ଏ.): ଯାଜପୁର ଜିଲା ଚଣ୍ଡିଖୋଲଠାରେ ପ୍ରସ୍ତାବିତ ଭୂତଳ ତୈଳ ଭଣ୍ଡାର ନିର୍ମାଣ ନେଇ ୨୦୧୬-୧୭ରୁ ଘୋଷଣା କରାଯାଇଥିଲେ ବି ଏ ପର୍ଯ୍ୟନ୍ତ କାର୍ଯ୍ୟ ପାଦେ ବି ଆଗେଇ ପାରିନି। ଏପରି କି ପ୍ରସ୍ତାବିତ ପ୍ରକଳ୍ପର ଜମି ଅଧିଗ୍ରହଣ କାର୍ଯ୍ୟ ମଧ୍ୟ ହୋଇ…

ବ୍ୟାସନଗର ମ୍ୟୁନିସିପାଲିଟି ୱାର୍ଡ ପୁନର୍ଗଠିତ

ଯାଜପୁର ଅଫିସ,୧୦।୧୧: ୨୬ ୱାର୍ଡ ବିଶିଷ୍ଟ ବ୍ୟାସନଗର ମ୍ୟୁନିସିପାଲିଟିର ପଛୁଆବର୍ଗଙ୍କ ପାଇଁ ୭ଟି ୱାର୍ଡ ସଂରକ୍ଷିତ ରହିଥିବାବେଳେ ସେଥିରୁ ୪ଟି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ତଫସିଲଭୁକ୍ତ ଜାତିଙ୍କ ପାଇଁ ସଂରକ୍ଷିତ ୩ଟି ୱାର୍ଡରୁ ୨ ମହିଳା ଓ ତଫସିଲଭୁକ୍ତ ଜନଜାତିଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri