ପ୍ରଥମରୁ ଫିକା ପଡ଼ିଲା ‘ବଚ୍ଚନ ପାଣ୍ଡେ’

ବମ୍ବେ: ହୋଲି ଅବସରରେ ସୁପରଷ୍ଟାର ଅକ୍ଷୟ କୁମାରଙ୍କ ଫିଲ୍ମ ‘ବଚ୍ଚନ ପାଣ୍ଡେ’ ରିଲିଜ ହୋଇଥିଲା। ଦୀର୍ଘଦିନରୁ ଅଭିନେତାଙ୍କ ପ୍ରଶଂସକମାନେ ଏହାର ରିଲିଜକୁ ଅପେକ୍ଷା କରିଥିଲେ। ଏଣୁ ଫିଲ୍ମ ବକ୍ସ ଅଫିସରେ ଭଲ ବ୍ୟବସାୟ କରିବ ବୋଲି ଆଶା କରାଯାଉଥିଲା। ହେଲେ ପ୍ରଥମରୁ ହିଁ ଫିକା ପଡ଼ିଛି ଫିଲ୍ମ। କାରଣ ହେଲା ‘ଦ କଶ୍ମୀର ଫାଇଲ୍ସ’। ବହୁତ କମ୍‌ ସ୍କ୍ରିନ୍‌ରେ ବିବେକ ଅଗ୍ନିହୋତ୍ରୀଙ୍କ ଏହି ଫିଲ୍ମକୁ ରିଲିଜ କରାଯାଇଥିଲେ ହେଁ ଏହା ସୁପରହିଟ୍‌ ସାବ୍ୟସ୍ତ ହୋଇଛି। ଖୁବ୍‌ କମ୍‌ ଦିନରେ ଫିଲ୍ମଟି ଶହେ କୋଟି କ୍ଲବରେ ସାମିଲ ହେବ। ପ୍ରତିଦିନ ଏହାକୁ ନେଇ ଦର୍ଶକଙ୍କ କ୍ରେଜ ବଢ଼ିବାରେ ଲାଗିଛି। ଏଣୁ ଅକ୍ଷୟଙ୍କ ଫିଲ୍ମ ପ୍ରଥମରୁ ହିଁ ମାନ୍ଦା ପଡ଼ିଛି। ଶୁକ୍ରବାର ରିଲିଜର ପ୍ରଥମ ଦିନରେ ଫିଲ୍ମଟି ୧୩.୨୫ କୋଟି ଟଙ୍କା ରୋଜଗାର କରିଥିବା ବେଳେ ଦ କଶ୍ମୀର ଫାଇଲ୍ସ ୨୨ କୋଟି ବ୍ୟବସାୟ କରିଛି। ଏଥିରୁ ଆଗାମୀ ଦିନରେ ମଧ୍ୟ ଏଭଳି ସ୍ଥିତି ରହିବ ବୋଲି ଫିଲ୍ମ କ୍ରିଟିକ୍‌ ଆଶା ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଫଳ ଅଭିନେତ୍ରୀ ତାପସୀ

ମୁମ୍ବାଇ: ଗତ ବର୍ଷ ବଲିଉଡ୍‌ ନାୟିକା ତାପସୀ ପନ୍ନୁଙ୍କ ପାଖାପାଖି ୫ଟି ଫିଲ୍ମ ରିଜ୍‌ ହେବା ସହ ଏହା ବକ୍ସ ଅଫିସରେ ମଧ୍ୟ ସଫଳ ହୋଇଛି।...

କବିତା ଲେଖୁଛନ୍ତି ଜାହ୍ନବୀ

ଏବେ ତ କରୋନା ଆତଙ୍କରେ ସମଗ୍ର ବିଶ୍ୱ ଆତଙ୍କିତ। ତେଣୁ ଲକ୍‌ଡାଉନ୍‌ ସମୟରେ କେବଳ ସାଧାରଣ ଜନତା ନୁହନ୍ତି, କଳାକାର ମଧ୍ୟ ନିଜକୁ ଘର ଭିତରେ...

ସଲମାନଙ୍କ ଗୋଟିଏ ପରାମର୍ଶ ବଦଳାଇ ଦେଇଥିଲା ଏହି ଅଭିନେତାଙ୍କ କ୍ୟାରିୟର

ବଲିଉଡ ଅଭିନେତା ବବି ଦେଓଲ ଆଜି ୫୩ ବର୍ଷରେ ପଦାର୍ପଣ କରିଛନ୍ତି। ବବି ‘ବରସାତ୍‌’ ଫିଲ୍ମ ଜରିଆରେ ନିଜର କ୍ୟାରିଅର୍‌ ଆରମ୍ଭ କରିଥିଲେ। ଏହାପୂର୍ବରୁ ସେ...

ଫେରୁଛନ୍ତି ଟିନା, ଜୟଙ୍କ ସହ ଜମିବ ଯୋଡ଼ି

ବମ୍ବେ: ଟେଲି ପରଦାକୁ ଫେରୁଛନ୍ତି ବିଗ୍‌ବସ୍‌ ୧୬ ପ୍ରତିଯୋଗୀ ତଥା ଅଭିନେତ୍ରୀ ଟିନା ଦତ୍ତା। ରିଆଲିଟି ଶୋ’ରୁ ଲୋକପ୍ରିୟତା ମିଳିବା ପରେ ଟିନାଙ୍କୁ ପ୍ରଥମ କାମ...

ସୋନୁଙ୍କୁ ମିଳୁନି ନେଗେଟିଭ ରୋଲ

ମୁମ୍ବାଇ: ବଲିଉଡ ଅଭିନେତା ସୋନୁ ସୁଦ ଏବେ ନିଜ ସମ୍ପର୍କରେ ପ୍ରଶଂସକଙ୍କ ସହ ଖୋଲାଖୋଲି କଥା ହୋଇଛନ୍ତି । କରୋନା ମହାମାରୀ ସମୟରେ ଅନେକଙ୍କ ପାଇଁ...

ପ୍ରିୟଙ୍କାଙ୍କ ଅନୁରୋଧ

ମୁମ୍ବାଇ: ବଲିଉଡ୍ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା କେବଳ ବଲିଉଡ୍ ନୁହେଁ ହଲିଉଡ୍‌ରେ ବି ବେଶ୍ ପରିଚିତ । ଏହି ନାୟିକା ଭିନ୍ନ ଭିନ୍ନ ଅଭିନୟରେ...

‘କଳାକାରଙ୍କୁ ବିବାଦରେ ଛନ୍ଦିବା ଠିକ୍‌ ନୁହେଁ’

ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ଡିସେମ୍ବର ୩୧ରୁ ଆରମ୍ଭ ହୋଇ ୨୦୨୦ ଜାନୁୟାରୀ ୧୦ ପର୍ଯ୍ୟନ୍ତ ଚାଲିବ। କଂସ ରାଜୁତିରେ ୧୧ଦିନ...

ଭାରି ଭଲ ଲାଗୁଛନ୍ତି ଜସ୍ମିନ୍‌

ବମ୍ବେ: ଷ୍ଟାର ପ୍ଲସରେ ପ୍ରସାରିତ ହେଉଥିବା ପାରିବାରିକ ଧାରାବାହିକ ‘ୟେ ରିସ୍ତା କ୍ୟା କେହଲାତା ହେ’ରୁ ଲୋକପ୍ରିୟ ହୋଇଥିଲେ ଅଭିନେତା ମୋହସିନ ଖାନ୍‌। ସେଥିରେ ଶିବାଙ୍ଗୀ...

Advertisement
Archives

Model This Week