Home Left

ବନ୍ଦ ହେବ ସରକାରୀ ମଦ ଦୋକାନ

ନୂଆଦିଲ୍ଲୀ,୧୬ ।୧୧: ରାଜଧାନୀ ଦିଲ୍ଲୀରେ ଔପଚାରିକ ଭାବେ ଏବେ ସରକାରୀ ମଦ ଦୋକାନ ବନ୍ଦ ହେବାକୁ ଯାଉଛି । ଏବେ ଏହା କେବଳ ଘରୋଇ ଦୋକାନରେ ମିଳିପାରିବ । ମଙ୍ଗଳବାର ମଧ୍ୟରାତ୍ରୀରୁ ପାଖାପାଖି ୪୦୦ ମଦ ଦୋକାନରେ ତାଲା ପଡିବ ।…

ପାଣିରେ ପଶି ଫୁଟବଲ୍‌ ଖେଳୁଛି ହାତୀଛୁଆ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…

ଶାନ୍ତି ପାଇଁ ସହନଶୀଳତା ଅପରିହାର୍ଯ୍ୟ

ପୃଥିବୀର ବିଭିନ୍ନ ରାଷ୍ଟ୍ର ମଧ୍ୟରେ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ପାଇଁ ସହନଶୀଳତା ଅପରିହାର୍ଯ୍ୟ। ସହନଶୀଳତା ଦ୍ୱାରା ଦୁଇପକ୍ଷ ଅବା ଭିନ୍ନ ଭିନ୍ନ ଗୋଷ୍ଠୀ ମଧ୍ୟରେ ସମନ୍ବୟ ସୃଷ୍ଟି ହୁଏ। ଅପରପକ୍ଷରେ ଅସହିଷ୍ଣୁତା ବିପଦକୁ ଟାଣି ଆଣେ। ତେଣୁ ପୃଥିବୀରେ ଶାନ୍ତିର ମାର୍ଗକୁ ପ୍ରଶସ୍ତ…

ଦଳ ଚାମ୍ପିୟନ୍‌ ହେବାପରେ ଖେଳାଳିଙ୍କୁ ମିଳିଲା ଚେତାବନୀ

ମେଲବୋର୍ନ,୧୬।୧୧: ଅଷ୍ଟ୍ରେଲିଆ ଟି -୨୦ ବିଶ୍ୱକପ ୨୦୨୧ର ଅନ୍ତିମ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୮ ଉଇକେଟରେ ପରାସ୍ତ କରି ପ୍ରଥମ ଥର ପାଇଁ ଟି -୨୦ ବିଶ୍ୱ ଚାମ୍ପିୟନ ହୋଇଛି। ପରେ ଅଷ୍ଟ୍ରେଲିଆର ମୁଖ୍ୟ ଚୟନକର୍ତ୍ତା ଜର୍ଜ ବେଲି ଖୁସି ହେବା ପରିବର୍ତ୍ତେ…

ଜୟପୁରରେ ପହଞ୍ଚିଲା ନ୍ୟୁଜିଲାଣ୍ଡ ଦଳ

ଜୟପୁର,୧୬।୧୧: ଟି୨୦ ବିଶ୍ୱକପ୍‌ ଫାଇନାଲରେ ପରାସ୍ତ ହୋଇଥିବା ନ୍ୟୁଜିଲାଣ୍ଡ ସୋମବାର ଜୟପୁରରେ ପହଞ୍ଚିଛି। ଏଠାରେ ବୁଧବାରଠାରୁ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ ଆରମ୍ଭ ହେବ। ବିଶ୍ୱକପ୍‌ ବବଲରୁ ଡାଇରେକ୍ଟ ଆସିଥିବାରୁ ନ୍ୟୁଜିଲାଣ୍ଡର ଖେଳାଳିଙ୍କୁ କ୍ୱାରେଣ୍ଟିନରେ…

ନେପାଳରେ ଭାରତ ନିର୍ମାଣ କରିଛି ୫୦ ହଜାର ଘର

କାଠମାଣ୍ଡୁ, ୧୬ା୧୧: ୨୦୧୫ରେ ନେପାଳକୁ ଦୋହଲାଇ ଦେଇଥିଲା ଭୂକମ୍ପ। ଏହି ଭୟାବହ ଭୂକମ୍ପ ଯୋଗୁ ୨ଟି ଜିଲାରେ ଭାଙ୍ଗିଥିବା ୫୦ ହଜାର ଘର ପୁନଃନିର୍ମାଣ କାର୍ଯ୍ୟ ଭାରତ ଶେଷ କରିଛି। ଏ ନେଇ ଭାରତୀୟ ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି। ଜାତୀୟ…

ବ୍ୟାଟରଙ୍କ ମୁଣ୍ଡରୁ ବାହାରିଗଲା ହେଲମେଟ୍‌

ବ୍ରିସବେନ,୧୬।୧୧: ଅଷ୍ଟ୍ରେଲିଆର ଘରୋଇ ଦିନିକିଆ ଟୁର୍ନାମେଣ୍ଟ ମାର୍ଶ କପ୍‌ର ଏକ ମ୍ୟାଚ୍‌ ବେଳେ ବ୍ୟାଟ୍ସମ୍ୟାନଙ୍କ ମୁଣ୍ଡରୁ ହେଲମେଟ ଉଡାଇ ଦେଇଛନ୍ତି ବୋଲର। ଗାବାଠାରେ ସୋମବାର ଖେଳାଯାଇଥିବା ମ୍ୟାଚ୍‌ରେ ଏକ ନିଶ୍ଚିତ ଅଘଟଣରୁ ବର୍ତ୍ତି ଯାଇଛନ୍ତି କୁଇନ୍ସଲାଣ୍ଡ ବୁଲ୍ସ ଉଇକେଟକିପର ବ୍ୟାଟର ଜିମ୍ମି…

ପ୍ରଧାନମନ୍ତ୍ରୀଙ୍କ ଶିଳାନ୍ୟାସ ଫଳକ ଭାଙ୍ଗିଦେଲେ

କେନ୍ଦୁଝର,୧୫ା୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକର ଏରେଣ୍ଡେଇ ଓ ତେଲକୋଇ ବ୍ଲକ ଜଗମୋହନପୁରରେ ସୋମବାର ଦୁଇଟି ଏକଲବ୍ୟ ବିଦ୍ୟାଳୟର ଶିଳାନ୍ୟାସ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସରେ ଏହାର ଶିଳାନ୍ୟାସ କରିଥିଲେ। ତେବେ ଜଗମୋହନପୁର ଶିଳାନ୍ୟାସ କାର୍ଯ୍ୟକ୍ରମରେ ବିଜେଡିର ମନ୍ତ୍ରୀ…

୨ ଖବରଦାତାଙ୍କୁ ମିଳିଲା ଜାମିନ

ଅଗରତାଲା, ୧୫।୧୧: ତ୍ରିପୁରା ସାମ୍ପ୍ରଦାୟିକ ହିଂସା ସମ୍ପର୍କିତ ଉତ୍ତେଜନା ସୃଷ୍ଟିକାରୀ ଖବର ସୋସିଆଲ ମିଡିଆରେ ଛାଡ଼ିବା ଅଭିଯୋଗରେ ଗିରଫ ୨ ମହିଳା ଖବରଦାତାଙ୍କୁ ସୋମବାର ତ୍ରିପୁରାର ଏକ ଅଦାଲତ ଜାମିନ ପ୍ରଦାନ କରିଛନ୍ତି। ଏଚ୍‌.ଡବ୍ଲ୍ୟୁ ନ୍ୟୁଜ୍‌ ନେଟଓ୍ବର୍କ ପାଇଁ କାର୍ଯ୍ୟ କରୁଥିବା…

ସାମସଙ୍ଗ ସର୍ଭିସ ସେଣ୍ଟରରେ ବଡ଼ ଧରଣର ଅଗ୍ନିକାଣ୍ଡ

ମୁମ୍ବାଇ,୧୫।୧୧: ମୁମ୍ବାଇର କାଞ୍ଜୁରମାର୍ଗସ୍ଥିତ ସାମସଙ୍ଗ ସର୍ଭିସ ସେଣ୍ଟରରେ ସୋମବାର ସନ୍ଧ୍ୟାରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ତେବେ ଏ ପର୍ଯ୍ୟନ୍ତ କୌଣସି ମୃତାହତ ରିପୋର୍ଟ ଆସି ନାହିଁ। ନିଆଁ ଲିଭାଇବା କାର୍ଯ୍ୟରେ ଏବେ ୮ ଦମକଳ ଗାଡ଼ି ମୁତୟନ କରାଯାଇଛି। ନିଆଁ…

କୋର୍ଟକୁ ଖଟିଆରେ ଆସିଲେ ବୃଦ୍ଧା

ବରଗଡ଼ ଅଫିସ୍‌,୧୫।୧୧: ଏକ ପାରିବାରିକ ବିବାଦକୁ ନେଇ ସୋମବାର ଜଣେ ବୃଦ୍ଧାଙ୍କୁ ଖଟିଆରେ ପରିବାର ଅଦାଲତକୁ ଅଣାଯିବା ଘଟଣା ବରଗଡ଼ ସହରରେ ଚର୍ଚ୍ଚାର ବିଷୟ ହୋଇଛି । ଅନ୍ୟପଟେ ପରିବାର ଅଦାଲତରେ ଏହି ବିବାଦର ସମାଧାନ ହୋଇଥିବା ସୂଚନା ମିଳିଛି ।…

ନକଲି ସୁନା ଦେଇ ବ୍ୟାଙ୍କରୁ ଠକିନେଲେ ୧୯ ଲକ୍ଷ

ସୋନପୁର,୧୫।୧୧(ନି.ପ୍ର.):ଚଞ୍ଚକତା କରି ୬ଜଣ ବ୍ୟକ୍ତି ସୋନପୁର ୟୁକୋ ବ୍ୟାଙ୍କ ଶାଖାରୁ ୧୯ଲକ୍ଷ ଟଙ୍କା ଋଣ ନେବାରେ ସକ୍ଷମ ହୋଇଛନ୍ତି। ବ୍ୟାଙ୍କ ଅଡିଟ୍‌ ସମୟରେ ଏହି ଘଟଣା ଜଣାପଡିଛି। ଶାଖା ପରିଚାଳକ ପ୍ରଶାନ୍ତ କୁମାର ନାୟକ ଏହି ସମ୍ପର୍କରେ ସୋମବାର ସୋନପୁର ଥାନାରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri