Home Left

‘ଆମେ ଖେଳିବାକୁ ଆସିଛୁ’

ଜୟପୁର,୧୫।୧୧: ଆସନ୍ତା ୧୭ ତାରିଖରୁ ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌। ବର୍ତ୍ତମାନ ନୂଆଦିଲ୍ଲୀ ଭଳି ଜୟପୁରରେ ବଢ଼ୁଥିବା ପ୍ରଦୂଷଣ ଯୋଗୁ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଆୟୋଜନ ଉପରେ ଆଶଙ୍କା ଦେଖା…

ଲଖିମପୁର ଖେରି ହିଂସାର ତଦନ୍ତ ପାଇଁ ୟୁପି ସରକାର ରାଜି

ନୂଆଦିଲ୍ଲୀ,୧୫।୧୧: ଉତ୍ତରପ୍ରଦେଶ ଲଖିମପୁର ଖେରି ହିଂସା ଘଟଣାର ଏସ୍‌ଆଇଟି ତଦନ୍ତ ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ତତ୍ତ୍ୱାବଧାନରେ କରିବା ଲାଗି ୟୁପି ସରକାର ସୋମବାର ରାଜି ହୋଇଛନ୍ତି। ଗତମାସ ୩ ତାରିଖରେ ଲଖିମପୁର ଖେରିରେ ଆନ୍ଦୋଳନରତ ଚାଷୀଙ୍କ ଉପରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅଜୟ…

ପ୍ରତିଷ୍ଠା ହେଲା ୧୯୧୩ରେ ଚୋରି ହୋଇଥିବା ମୂର୍ତ୍ତି

ବାରଣାସୀ,୧୫।୧୧: ୧୦୮ ବର୍ଷ ପରେ କାନାଡାରୁ ଫେରିଥିବା ଅନ୍ନପୂର୍ଣ୍ଣା ଦେବୀଙ୍କ ମୂର୍ତ୍ତିକୁ ବାରଣାସୀର କାଶି ବିଶ୍ୱନାଥ ମନ୍ଦିରରେ ସୋମବାର ପ୍ରତିଷ୍ଠା କରାଯାଇଛି। ଏଥିଲାଗି ଆୟୋଜିତ ଉତ୍ସବରେ ଯୋଗ ଦେଇଥିଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଦେବୀଙ୍କ ମୂର୍ତ୍ତୀକୁ ଏକ ରୂପା ପାଲଙ୍କିରେ…

ଲଗାଣ ବର୍ଷାରେ ଭାଙ୍ଗିଲା ଘର

ଛତ୍ରପୁର,୧୫ା୧୧(ଡି.ଏନ୍‌.ଏ.): ୨ଦିନ ଧରି ଲଗାଣ ବର୍ଷାରେ ଛତ୍ରପୁର ଏନ୍‌ଏସି ୯ନମ୍ବର ୱାଡ ନୂଆସାହିରେ ରହୁଥିବା କାଳୁ ଚରଣ ନାୟକଙ୍କ ଘର ସୋମବାର ଭୁଶୁଡ଼ି ପଡ଼ିଥିଲା। ହେଲେ ଦୁଇ ଶିଶୁଙ୍କ ସମେତ ମା’ ବାପ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଏପରିକି ଘରର ସମସ୍ତ ଆସବାପତ୍ର…

ପାକିସ୍ତାନରୁ ଗୁଜରାଟ ଆସିଥିଲା ୬୦୦ କୋଟି ଟଙ୍କାର ଡ୍ରଗ୍ସ

ଅହମଦାବାଦ,୧୫।୧୧: ଗୁଜରାଟରୁ ପୁଣି ଜବତ ହୋଇଛି ୧୨୦ କେଜି ଡ୍ରଗ୍ସ। ଗୁଜରାଟ ଆତଙ୍କବାଦ ନିରୋଧ ସ୍କ୍ବାଡ(ଏଟିଏସ୍‌) ମୋରବି ଜିଲା ଝିନଜୁଦା ଗ୍ରାମରୁ ଏହି ବିପୁଳ ପରିମାଣର ଡ୍ରଗ୍ସ ଜବତ କରିଛି। ଜବତ ଡ୍ରଗ୍ସର ବଜାର ମୂଲ୍ୟ ୬୦୦ କୋଟି ଟଙ୍କା ହେବ…

କଂଗ୍ରେସ ନେତା ଖୁର୍ସିଦଙ୍କ ଘର ପୋଡ଼ି ଦେଲେ

ନୂଆଦିଲ୍ଲୀ,୧୫।୧୧: ଅଯୋଧ୍ୟା ଉପରେ ପୁସ୍ତକ ଲେଖି ବିବାଦୀୟ ହୋଇପଡ଼ିଥିବା କଂଗ୍ରେସ ନେତା ସଲମାନ ଖୁର୍ସିଦଙ୍କ ନୈନିତାଲ ଘରେ ଭଙ୍ଗାରୁଜା କରିବା ସହ ନିଆଁ ଲଗାଇ ଦେଇଛନ୍ତି କିଛି ଦୁର୍ବୃତ୍ତ। ପୁସ୍ତକରେ ହିନ୍ଦୁତ୍ୱ ଓ ଆତଙ୍କବାଦୀ ସଂଗଠନକୁ ସମାନ ଦର୍ଶାଇଥିବା ବରିଷ୍ଠ କଂଗ୍ରେସ…

ଆଇସିସି ନିଷ୍ପତ୍ତିକୁ ଅନ୍ୟାୟ କହିଲେ

ଦୁବାଇ,୧୫।୧୧: ଟି୨୦ ବିଶ୍ୱକପ୍‌ର ୭ମ ସଂସ୍କରଣରେ ଚାମ୍ପିୟନ ଅଷ୍ଟ୍ରେଲିଆ ଦଳର ଓପନର ଡେଭିଡ୍‌ ଓ୍ବାର୍ନରଙ୍କୁ ପ୍ଲେୟାର ଅଫ୍‌ ଦି ଟୁର୍ନାମେଣ୍ଟ ପୁରସ୍କାର ଦିଆଯାଇଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)ର ଏହି ନିଷ୍ପତ୍ତିରେ ଅସନ୍ତୋଷ ପ୍ରକଟ କରିଛନ୍ତି ପୂର୍ବତନ ପାକିସ୍ତାନ ପେସର ଶୋଏବ…

ବାଇକ୍‌ ଚୋରି କରି ବିକୁଥିଲେ ଗ୍ୟାରେଜ୍‌ରେ

ଭଞ୍ଜନଗର/ବୁଗୁଡ଼ା,୧୫।୧୧(ଡି.ଏନ.ଏ): ଭଞ୍ଜନଗର ଉପଖଣ୍ଡ ଅଧୀନ ଭଞ୍ଜନଗର, ବେଲଗୁଣ୍ଠା ଏବଂ ବୁଗୁଡ଼ା ପୋଲିସକୁ ନେଇ ଗଠିତ ସ୍ବତନ୍ତ୍ର ଟିମ୍‌ ସୋମବାର ଏକ ଆନ୍ତଃ ଜିଲା ବାଇକ୍‌ ଲୁଟେରା ଦଳକୁ କାବୁ କରିଛି । ପୋଲିସ ଏହି ର଼୍ୟାକେଟର ୭ଜଣଙ୍କୁ ଗିରଫ କରିଛି। ସେମାନଙ୍କ…

ଆଇସିସି ଟୁର୍ନାମେଣ୍ଟର ଶ୍ରେଷ୍ଠ ଦଳରେ ନାହାନ୍ତି ଭାରତୀୟ ଖେଳାଳି

ଦୁବାଇ,୧୫।୧୧: ଟି୨୦ ବିଶ୍ୱକପ୍‌ ରବିବାର ଶେଷ ହେବା ପରେ ଆଇସିସି ପକ୍ଷରୁ ପ୍ରକାଶ ପାଇଛି ଟିମ୍‌ ଅଫ୍‌ ଦି ଟୁର୍ନାମେଣ୍ଟ। ଏହି ଦଳରେ ଚାମ୍ପିୟନ ଅଷ୍ଟ୍ରେଲିଆ, ରନର୍ସଅପ୍‌ ନ୍ୟୁଜିଲାଣ୍ଡ ସମେତ ୬ ଦେଶର ଖେଳାଳି ସ୍ଥାନ ପାଇଛନ୍ତି। କିନ୍ତୁ ସବୁଠୁ ବଡ଼…

ଗାଈ ଜୀବନ ବଞ୍ଚାଇଲେ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ,୧୫।୧୧: ପଞ୍ଜାବର ମୁଖ୍ୟମନ୍ତ୍ରୀ ହେବା ପରେ ଚରଣଜିତ ସିଂ ଚନ୍ନି ତାଙ୍କ ସାମାଜିକ କାର୍ଯ୍ୟ ପାଇଁ କ୍ରମାଗତ ଭାବରେ ଚର୍ଚ୍ଚାରେ ରହିଛନ୍ତି। ସାଧାରଣ ଲୋକଙ୍କ ପାଇଁ ତାଙ୍କ ଦ୍ୱାର ଖୋଲା ରଖିବା ବିଷୟରେ ସେ ସର୍ବଦା କହିଆସିଛନ୍ତି। ଏପରିକି ଫୋନରେ ଲୋକଙ୍କ…

ଆରଆର୍‌ଏସ୍‌ କାର୍ଯ୍ୟକର୍ତ୍ତାଙ୍କୁ ନିର୍ମମ ହତ୍ୟା

ଥିରୁଭାନନ୍ତପୁରମ୍‌,୧୫।୧୧: କେରଳର ପାଲକ୍କଡ ଜିଲାରେ ରାଷ୍ଟ୍ରିୟ ସ୍ବୟଂ ସେବକ ସଂଗଠନ (ଆରଏସଏସ) କାର୍ଯ୍ୟକର୍ତ୍ତାଙ୍କୁ ସୋମବାର ଛୁରି ଭୁସି ହତ୍ୟା କରାଯାଇଛି। ମୃତ ବ୍ୟକ୍ତିଙ୍କ ଜଣଙ୍କ ହେଲେ ୨୭ ବର୍ଷୀୟ ଏସ ସଞ୍ଜିତ। ଏହି ମୃତ୍ୟୁ ପାଇଁ ଭାଜପା ଜିଲା ସଭାପତି କେ.ଏମ…

ଆୟୁର୍ବେଦିକ ଚିକିତ୍ସାର ବିଜ୍ଞାପନ ଲାଗି କୌଣସି ଅନୁମତି ଲୋଡ଼ା ନାହିଁ…

ଥିରୁଭାନନ୍ତପୁରମ୍‌,୧୫।୧୧: କୌଣସି ସଂସ୍ଥା ପକ୍ଷରୁ ସେଠାରେ ଉପଲବ୍ଧ ଆୟୁର୍ବେଦିକ ଚିକିତ୍ସା ତଥା ସୁବିଧା ସୁଯୋଗ ସମ୍ପର୍କରେ ସର୍ବସାଧାରଣଙ୍କ ସୂଚନା ଲାଗି ବିଜ୍ଞାପନ ପାଇଁ ଅନୁମତି ଲୋଡ଼ା ନାହିଁ। ସମ୍ପୃକ୍ତ ସଂସ୍ଥା କୌଣସି ଔଷଧ ସମ୍ପର୍କରେ ବିଜ୍ଞାପନ କରୁ ନାହାନ୍ତି ବରଂ ଚିକିତ୍ସା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri