ସୋନାକ୍ଷୀଙ୍କ ନାଁରେ ମାନହାନି ମାମଲା

ମୁମ୍ବାଇ: ବଲିଉଡ ଦବଙ୍ଗ ଗର୍ଲ ଏବେ ଅଡୁଆରେ । ନିକଟରେ ଜଣେ ଇଭେଣ୍ଟ ମ୍ୟାନେଜର ସୋନାକ୍ଷୀଙ୍କ ନାଁରେ ଏକ ଠକେଇ ମାମଲା ରୁଜୁ କରିଥିଲେ । ଏହି ମାମଲା ଗଣମାଧ୍ୟମ ସାମ୍ନାକୁ ଆସିବା ପରେ ସୋନାକ୍ଷୀ ଏହାକୁ ମିଛ ବୋଲି କହିଥିଲେ । ଏବେ ସୋନାକ୍ଷୀ ତାଙ୍କର ଏହି ବୟାନକୁ ନେଇ ପୁଣିଥରେ ଅଡୁଆରେ ପଡିଯାଇଛନ୍ତି । ମୁରାଦାବାଦର ଇଭେଣ୍ଟ ମ୍ୟାନେଜର ଅଭିନେତ୍ରୀଙ୍କ ନାଁରେ ଆପତ୍ତିଜନକ ବୟାନ ଦେଇଥିବା ଅଭିଯୋଗରେ ଏସିଜେଏମ-୫ କୋର୍ଟରେ ଏକ ପ୍ରାର୍ଥନା ପତ୍ର ଦାଖଲ କରିଛନ୍ତି । ମ୍ୟ।।ନେଜର ଅଭିଯୋଗ କରିଛନ୍ତି କି ଅଭିନେତ୍ରୀ ତାଙ୍କ ବୟାନରେ ଅପଶବ୍ଦ ବ୍ୟବହାର କରିଛନ୍ତି, ଯାହା ତାଙ୍କ ଇମେଜ ଉପରେ ପ୍ରଭାବ ପକାଇଛି । ଏହି ଅଭିଯୋଗ କ୍ରମେ କୋର୍ଟ ଅଭିଯୋଗକାରୀଙ୍କ ଆବେଦନକୁ ଗ୍ରହଣ କରିବା ସହ ଏପ୍ରିଲ ୪, ୨୦୨୨ରେ ମାମଲାର ଶୁଣାଣି କରିବେ ବୋଲି କହିଛନ୍ତି ।
ସୂଚନାଯୋଗ୍ୟ, ୩୦ ସେପ୍ଟେମ୍ବର ୨୦୧୮ରେ ଦିଲ୍ଲୀରେ ଏକ ଇଭେଣ୍ଟ ଆୟୋଜନ କରାଯାଇଥିଲା । ଏହି ଇଭେଣ୍ଟକୁ ସୋନାକ୍ଷୀ ସିହ୍ନା ଆସିବାର ଥିଲା । ଏଥିପାଇଁ ସେ ଏୟାରପ୍ଲେନ ଟିକେଟ ଓ ସମସ୍ତ ରାଶି ନେଇଯାଇଥିଲେ କିନ୍ତୁ ଇଭେଣ୍ଟକୁ ଆସି ନ ଥିଲେ । ଏହାକୁ ନେଇ ମ୍ୟାନେଜର ପ୍ରମୋଦ ଶର୍ମା କଟଘରରେ ୨୨ ଫେବୃୟାରୀ ୨୦୧୯ରେ ସୋନାକ୍ଷୀଙ୍କ ସମେତ ୫ ଜଣଙ୍କ ନାଁରେ ଠକେଇ ମାମଲା ରୁଜୁ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ସବୁଠାରୁ ୟୁନିକ ହେଜେଲଙ୍କ ପୁଅର ନାମ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ହେଜେଲ କେଚ ଓ ପୂର୍ବତନ କ୍ରିକେଟର ଯୁବରାଜ ସିଂଙ୍କ ଘରକୁ ଚଳିତ ବର୍ଷ ଜାନୁଆରୀରେ ଆସିଥିଲେ ଜଣେ ନୂଆ ଅତିଥି ।...

ଏହି ଟିମ୍‌ର ବ୍ରାଣ୍ଡ୍‌ ଆମ୍ବାସାଡର ହେଲେ ସନି ଲିଓନି

ଦୁବାଇ,୩୧।୧୦: ଟି-୨୦ କ୍ରିକେଟ ପରେ ଏବେ ଟି-୧୦ ଲିଗ୍‌ ଆରମ୍ଭ ହେବାକୁ ଯାଉଛି। ନଭେମ୍ବର ୧୪ରୁ ଦୁବାଇରେ ହେବାକୁ ଥିବା ଏହି ଲିଗ୍‌ ପାଇଁ ସମସ୍ତ...

କରିନାଙ୍କୁ ପସନ୍ଦ ନ ଥିଲେ ବିବାହିତ ପୁରୁଷ

ମୁମ୍ବାଇ: ବଲିଉଡ୍‌ ବେବୋ କରିନା କପୁର ଖାଁ ୩୯ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୮୦ ସେପ୍ଟେମ୍ବର ୨୧ରେ ମାୟାନଗରୀରେ ଜନ୍ମନେଇଥିବା ଏହି ନାୟିକା ବେବୋ ନାଁରେ...

ପ୍ରତିକ ବାବରଙ୍କ ଗର୍ଲ ଫ୍ରେଣ୍ଡ ଭାବେ ଚର୍ଚ୍ଚାରେ ଥିଲେ ଏମି

ମୁମ୍ବାଇ: ଏମି ଜ୍ୟାକସନ ୩୦ ବର୍ଷରେ ପଦାର୍ପଣ କରିଛନ୍ତି । ‘୨.୦ ଦ ଭିଲେନ’ ମୁଭିରେ ଏମିଙ୍କର ଅଭିନୟକୁ ଦର୍ଶକେ ବେଶ୍ ପସନ୍ଦ କରିଥିଲେ ।...

‘୮୩’ ଫ୍ଲପ ହେବା ପରେ ବି ରଣବୀରଙ୍କ ହାତରେ ୫ ବାୟୋପିକ ଅଫର୍‌

ମୁମ୍ବାଇ: ବଲିଉଡ୍ ନାୟକ ରଣବୀର ସିଂ ଏବେ ଖୁବ୍ ଚର୍ଚ୍ଚାରେ । ତାଙ୍କ ଅଭିନୀତ ଫିଲ୍ମ ‘୮୩’ ୨୪ ଡିସେମ୍ବରରେ ରିଲିଜ୍ ହୋଇଛି । ଯାହା...

ସିଦ୍ଧାର୍ଥଙ୍କ ପାଇଁ ଶେହନାଜଙ୍କ ଶେଷ ଶବ୍ଦ ଶୁଣି ଆଖିରେ ଆସିଯିବ ଲୁହ

ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କ ଅଚାନକ ମୃତ୍ୟୁ ପରେ ତାକୁ ସହଜେ ଗ୍ରହଣ କରି ପାରୁ ନାହାନ୍ତି ତାଙ୍କ ପ୍ରଶଂସକ। ଏହି ଘଟଣା ପରଠୁ ସବୁବେଳେ ହସ...

ପ୍ରେମିକଙ୍କ ସହ ମଲାଇକାଙ୍କ ରୋମାଣ୍ଟିକ ଡ୍ୟାନ୍ସ

ବମ୍ବେ: ଅଗଷ୍ଟ ୨୮ରେ ହାତକୁ ଦୁଇ ହାତ ହେବେ ଫ୍ୟାଶନ ଡିଜାଇନର କୃଣାଳ ରାଓ୍ବଲ ଏବଂ ଅର୍ପିତା ମେହେଟ୍ଟା। ପାରିବାରିକ ସମାରୋହରେ ଏହି ବିବାହ ଅନୁଷ୍ଠିତ...

ଚୁମ୍ବନ ଦେବା କାର୍ତ୍ତିକଙ୍କୁ ଭାରି କଷ୍ଟ: ୩୭ ଟେକ୍‌ ପରେ…

ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ଖୁବ କମ ସମୟ ମଧ୍ୟରେ ଇଣ୍ଡଷ୍ଟ୍ରିରେ ନିଜର ପରିଚୟ ସୃଷ୍ଟି କରିଛନ୍ତି । ସେ ‘ପ୍ୟାର କା ପଞ୍ଚନାମା’ ଫିଲ୍ମ...

Advertisement
Archives

Model This Week