Home Left

କଙ୍ଗନାଙ୍କୁ ସମାଲୋଚନା କଲେ ଭାଜପା ପ୍ରବକ୍ତା

ମୁମ୍ବାଇ,୧୭।୧୧: ଇନ୍‌ଷ୍ଟାଗ୍ରାମ ପୋଷ୍ଟ ଜରିଆରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ତାଚ୍ଛଲ୍ୟ କରିଥିବା ବିବାଦୀୟ ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାନାଓ୍ବତଙ୍କୁ ସମାଲୋଚନା କରିଛନ୍ତି ଭାଜପା ପ୍ରବକ୍ତା। ଭାଜପା ଦିଲ୍ଲୀ ପ୍ରବକ୍ତା ନିଘାତ ଆବାସ ଟୁଇଟରରେ ଏକ ଭିଡିଓ ଶେୟାର କରିଛନ୍ତି। ସେଥିରେ…

ହସ୍ପିଟାଲରେ ଭର୍ତ୍ତି ହେଲେ ବିଶ୍ୱଭୂଷଣ

ଭୁବନେଶ୍ୱର,୧୭।୧୧(ବ୍ୟୁରୋ): ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଦୁଇ ଦିନ ତଳେ ଦିଲ୍ଲୀରୁ ଫେରିଥିବା ବିଶ୍ୱଭୂଷଣ ଥଣ୍ଡା ଏବଂ କାଶରେ ପୀଡ଼ିତ ହୋଇ ଅସୁସ୍ଥ ଅନୁଭବ କରିଥିଲେ। ପରେ ତାଙ୍କୁ ବୁଧବାର ବିଜୟୱାଡ଼ାରୁ ଏକ ସ୍ବତନ୍ତ୍ର ବିମାନ ଯୋଗେ…

ଠାକୁରାଣୀଙ୍କ ଯାତ୍ରା ବେଳେ ମୁହାଁମୁହିଁ ହେଲେ ୨ ଗୋଷ୍ଠୀ

ହିଞ୍ଜିଳିକାଟୁ,୧୭ା୧୧(ଡି.ଏନ୍‌.ଏ): ହିଞ୍ଜିଳିକାଟୁ ପୌରାଞ୍ଚଳ ଆଙ୍କୋରଡ଼ାଠାରେ ମା’ କାଳୁଆ ଯାତ୍ରା ଉଦ୍‌ଯାପନୀ ଦିବସରେ ବୁଧବାର ଠାକୁରାଣୀଙ୍କ ଘଟ ପରିକ୍ରମା ବେଳେ ୨ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। ଗୋଟିଏ ଗୋଷ୍ଠୀ ନିଜ ଅଞ୍ଚଳରେ ଠାକୁରାଣୀଙ୍କ ଘଟକୁ ଦୀର୍ଘ ସମୟ ଧରି ଅଟକ ରଖିବା…

ଭେଙ୍କଟଶଙ୍କୁ ମିଳିଲା ପଦାର୍ପଣ ସୁଯୋଗ

ଜୟପୁର,୧୭।୧୧: ଏଠାରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଟସ୍‌ ଜିତି ନୂଆ ଅଧିନାୟକ ରୋହିତ ଶର୍ମା ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଭଲ ପିଚ୍‌ ଓ କାକରକୁ ଦୃଷ୍ଟିରେ ଏଭଳି ନିଷ୍ପତ୍ତି ନେଇଥିବା କହିଛନ୍ତି…

ପୂର୍ବତନ ସରପଞ୍ଚଙ୍କ ହତ୍ୟା ପଛରେ ପ୍ରତିଶୋଧ

ବ୍ରହ୍ମପୁର ଅଫିସ,୧୭ା୧୧: କୁକୁଡ଼ାଖଣ୍ଡି ବ୍ଲକ ଅନନ୍ତେଇ ଗ୍ରାମର ପୂର୍ବତନ ସରପଞ୍ଚ ପ୍ରଦୀପ ବିଷୋୟୀ ହତ୍ୟା ଘଟଣାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଦୁଇ ଭାଇଙ୍କୁ ବଡବଜାର ପୋଲିସ ଗିରଫ କରିଛି। ସେମାନେ ହେଲେ ଦିଗପହଣ୍ଡି ଥାନା ଅଧୀନ ବନ୍ଥପଲ୍ଲୀ ଗ୍ରାମର ବଳି ଚରଣ ପାଢ଼ୀ…

ଅଷ୍ଟ୍ରେଲିଆରେ ଇତିହାସ ରଚିଲେ ମନ୍ଧାନା

କୁଇନ୍ସଲାଣ୍ଡ,୧୭।୧୧: ମହିଳା ବିଗ୍‌ ବାଶ ଲିଗ୍‌ (ଡବ୍ଲ୍ୟୁବିବିଏଲ୍‌)ରେ ପ୍ରଥମ ଭାରତୀୟ ଖେଳାଳି ଭାବେ ଶତକ ହାସଲ କରିଛନ୍ତି ସ୍ମ୍ରିତି ମନ୍ଧାନା। କୁଇନ୍ସଲାଣ୍ଡର ହାରପ ପାର୍କଠାରେ ବୁଧବାର ସିଡ୍‌ନୀ ଥଣ୍ଡର ଓ ମେଲବୋର୍ନ ରେନେଗାଡେସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ରେ ଭାରତୀୟ ଓପନର ଏହି…

ସ୍କୁଲ ଯାଉଥିବା ବେଳେ ଛାତ୍ରୀଛାତ୍ରଙ୍କୁ ଧକ୍କାଦେଲା ବସ୍‌

ବାସୁଦେବପୁର,୧୭ା୧୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର-ଧାମରା ରାସ୍ତା କଣ୍ଟିଆନାଳୀ ଘୋଷରାଠାରେ ବୁଧବାର ଏକ ଯାତ୍ରୀବାହୀ ବସ୍‌ ଧକ୍କାରେ ୨ ସ୍କୁଲ ଛାତ୍ରୀଛାତ୍ର ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ ବିଦେଇପୁର ଗ୍ରାମର ଶଙ୍କର୍ଷଣ କାଣ୍ଡିଙ୍କ ଝିଅ ରଶ୍ମିତା ଓ ସୁବାସ କାଣ୍ଡିଙ୍କ ପୁଅ…

ତଳକୁ ଖସିଲା ରାହୁଲଙ୍କ ମାନ୍ୟତା

ଦୁବାଇ,୧୭।୧୧: ଅନ୍ତର୍ଜାତୀୟ ଟି୨୦ ବ୍ୟାଟରଙ୍କ ତାଲିକାରେ ଭାରତୀୟ ଓପନର ଲୋକେଶ ରାହୁଲ ଗୋଟିଏ ସ୍ଥାନ ତଳକୁ ଖସିଛନ୍ତି। ପୂର୍ବରୁ ୫ମରେ ଥିବା ରାହୁଲ ଏବେ ୬ଷ୍ଠ ସ୍ଥାନକୁ ଖସିଥିବା ବେଳେ ପୂର୍ବ ଭଳି ୮ମ ସ୍ଥାନ ବଜାୟ ରଖିଛନ୍ତି ବିରାଟ କୋହଲି।…

ଏଭଳି ଭୁଲ ମଣିଷକୁ କରିଦିଏ ବରବାଦ, ଆପଣ କରୁନାହାନ୍ତି ତ…

ମହାନ ଅର୍ଥନୀତିଜ୍ଞ ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଆଜି ବି ସମୟରେ ବେଶ ପ୍ରାସଙ୍ଗିକ। ନିଜର ନୀତି ଯୋଗୁ ସେ ଜଣେ ସାଧାରଣ ବାଳକଙ୍କୁ ସମ୍ରାଟ କରିପାରିଥିଲେ। ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ଏପରି ଅନେକ ବିଷୟରେ କହିଛନ୍ତି ଯାହାର ପାଳନ କଲେ ବ୍ୟକ୍ତିଟିଏ…

ଦେଶର ଅପମାନ କରିନାହିଁ, ଭାରତୀୟ ବୋଲି ମୁଁ ଗର୍ବ କରେ: ବୀର୍‌ ଦାସ

ବମ୍ବେ: ବିବାଦରେ ଅଭିନେତା ତଥା ଷ୍ଟାଣ୍ଡ ଅପ୍‌ କମେଡିଆନ୍‌ ବୀର ଦାସ। ଓ୍ବାଶିଂଟନ ଡିସିରେ ‘ଜନ୍‌ ଏଫ୍‌ କୈନେଡି ସେଣ୍ଟର ଫର୍‌ ଦ ପରଫର୍ମିଂ ଆଟ୍ସ’ରେ ନିଜର ପର୍‌ଫର୍ମାନ୍ସରେ ଭାରତୀୟଙ୍କ ଦୋମୁହାଁ ଚରିତ୍ର ବିଷୟରେ କହିଥିଲେ। ଏହାର ଭିଡିଓ ଭାଇରାଲ ହେବା…

ସବୁଠୁ କମ୍‌ ପାରିଶ୍ରମିକ ନିଅନ୍ତି ଏହି ଅଭିନେତ୍ରୀ !

ମୁମ୍ବାଇ: ବଲିଉଡ୍‌ର ଅନେକ ଅଭିନେତ୍ରୀ ଅଛନ୍ତି, ଯେଉଁମାନେ ଗୋଟିଏ ଗୋଟିଏ ଫିଲ୍ମ ପାଇଁ କୋଟି କୋଟି ଟଙ୍କା ପାରିଶ୍ରମିକ ଦାବି କରିଥାନ୍ତି। ମାତ୍ର ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ଏମିତି ବି କିଛି ଅଭିନେତ୍ରୀ ଅଛନ୍ତି, ଯେଉଁମାନେ ଖୁବ୍‌ କମ୍‌ ଟଙ୍କା ପାରିଶ୍ରମିକ ରୂପେ…

ଭାଜପା ନେତ୍ରୀଙ୍କ କାର୍‌ ଉପରକୁ ବୋମାମାଡ଼

ଭୁବନେଶ୍ୱର,୧୭ା୧୧(ବ୍ୟୁରୋ): ଜଣେ ଭାଜପା ନେତ୍ରୀଙ୍କ କାର୍‌କୁ ଦୁର୍ବୃତ୍ତ ବୋମାମାଡ଼ କରିଥିବା ଅଭିଯୋଗ ହୋଇଛି। ଜିଲା ଭାଜପା କୋଷାଧ୍ୟକ୍ଷ ମିନତୀ ବାରିକଙ୍କ ଗାଡ଼ି ଉପରେ ପେଟ୍ରୋଲ ବୋମା ପକାଇ ଦୁର୍ବୃତ୍ତ ଜାଳି ଦେଇଥିବା ସେ ଥାନାରେ ଅଭିଯୋଗ କରିଛନ୍ତି। ନୟାପଲ୍ଲୀ ବ୍ରିଟ୍‌ କଲୋନୀସ୍ଥିତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri