ଜର୍ଜିଆ ରାସ୍ତା ଦେଇ ୟୁକ୍ରେନ୍‌କୁ ସୈନ୍ୟ ପଠାଉଛି ରୁଷିଆ

ଓ୍ବାଶିଂଟନ୍‌,୨୬।୩: ରୁଷିଆ ଓ ୟୁକ୍ରେନ ମଧ୍ୟରେ ୩୧ଦିନ ହେଲାଣି ଯୁଦ୍ଧ ଲାଗି ରହିଛି। କିନ୍ତୁ ରୁଷିଆ ତଥାପି ୟୁକ୍ରେନକୁ ଜିତିବାରେ ସକ୍ଷମ ହୋଇନାହିଁ। ୟୁକ୍ରେନର ଅନେକ ସହର ଏବେ ବି ରୁଷୀୟ ସୈନ୍ୟଙ୍କଠାରୁ ବହୁ ଦୂରରେ ରହିଛି। ଏହି ସମୟରେ ମସ୍କୋ ସୈନ୍ୟଙ୍କୁ ବହୁ କ୍ଷତି ମଧ୍ୟ ସହିବାକୁ ପଡ଼ିଛି। ବର୍ତ୍ତମାନ ଖବର ଆସିଛି ଯେ, ରୁଷିଆ ଡୋନବାସ ଅଞ୍ଚଳକୁ ପ୍ରବେଶ କରିବା ଲାଗି ଜର୍ଜିଆ ମାର୍ଗ ଦେଇ ସୈନ୍ୟ ପଠାଉଛି। ଆମେରିକାର ଜଣେ ବରିଷ୍ଠ ପ୍ରତିରକ୍ଷା ଅଧିକାରୀ ଏନେଇ ଦାବି କରିଛନ୍ତି। ଏନେଇ ତାଙ୍କୁ କିଛି ସଙ୍କେତ ମିଳିଛି ବୋଲି ଆମେରିକାର ଅଧିକାରୀ କହିଛନ୍ତି। ସୂଚନା ମୁତାବକ ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ ଉକ୍ତ ଅଧିକାରୀ ଏନେଇ ପ୍ରତିକ୍ରିୟା ରଖିଥିଲେ। ଏପର୍ଯ୍ୟନ୍ତ ସଠିକ୍‌ ସଂଖ୍ୟା ଜଣାନାହିଁ, କିନ୍ତୁ ଜର୍ଜିଆରେ କେତେକ ରୁଷୀୟ ସୈନ୍ୟଙ୍କ ଗତିବିଧି ଦେଖିବାକୁ ମିଳିଛି ବୋଲି ସେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ରାଏଲ୍‌ ସମୁଦ୍ର କୂଳରେ ଶହ ଶହ ଜେଲି ଫିଶ୍‌: ସରକାର ଜାରି କଲେ ସତର୍କ ସୂଚନା

ଜେରୁଜେଲମ୍‌,୭।୭: ଇସ୍ରାଏଲ୍‌ ସମୁଦ୍ର କୂଳରେ ଶହ ଶହ ଜେଲି ଫିଶ୍‌ ଜମା ହେବାରେ ଲାଗିଛନ୍ତି। ସୁରକ୍ଷା ଦୃଷ୍ଟିରୁ ସରକାରଙ୍କ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।...

ଗୁରୁତର କରୋନା ସଂକ୍ରମିତଙ୍କୁ ଶାନ୍ତି ମୃତ୍ୟୁ: ବ୍ରିଟେନ୍‌ରେ ଅଫ୍‌ କରି ଦିଆଯାଉଛି ଭେଣ୍ଟିଲେଟର ସ୍ବିଚ୍‌ !

ଲଣ୍ଡନ,୧୮।୪: କରୋନା ବିରୋଧରେ ସାରା ପୃଥିବୀରେ ଲଢ଼େଇ ଜାରି ରହିଛି। ବ୍ରିଟେନ୍‌ରେ କରୋନା ସଂକ୍ରମିତଙ୍କ ଚିକିତ୍ସା କରୁଥିବା ଡାକ୍ତର, ନର୍ସ ତଥା ସ୍ବାସ୍ଥ୍ୟକ୍ରର୍ମୀ ଅଧିକ ବିସାଦଗ୍ରସ୍ତ...

ପସନ୍ଦର ଫୁଲ ଦେଲେନି ବୋଲି ମାଳିଙ୍କୁ ଏମିତି ସଜା ଦେଲେ ଉତ୍ତର କୋରିଆ ଶାସକ

ପ୍ୟୋଙ୍ଗୟୋଙ୍ଗ,୧୪।୨: ଉତ୍ତର କୋରିଆର କ୍ରୁର ଶାସକ ଭାବେ ପରିଚିତ କିମ ଜୋଙ୍ଗ ଉନ ପିତା କିମ ଜୋଙ୍ଗ ଇଲ୍‌ଙ୍କ ଜନ୍ମବାର୍ଷିକୀରେ ସ୍ମାରକ ଏବଂ ରାସ୍ତା ସଜାଇବା...

ପାକିସ୍ତାନରେ ବିଦ୍ୟୁତ୍‌ ସଙ୍କଟ, ଇଣ୍ଟରନେଟ୍‌ ବନ୍ଦ ପାଇଁ ଧମକ ଦେଲେ ଟେଲିକମ୍‌ କମ୍ପାନୀ…

ଇସଲାମାବାଦ, ୧।୭ : ପାକିସ୍ତାନରେ ବିଦ୍ୟୁତ ସଙ୍କଟ ଜାରି ରହିଛି। ଏପରିସ୍ଥଳେ ଦେଶରେ ମୋବାଇଲ ଏବଂ ଇଣ୍ଟରନେଟ ସେବାକୁ ବନ୍ଦ କରିବାକୁ ଟେଲିକମ ଅପରେଟରମାନେ ଧମକ...

ଭୁଲ୍‌ରେ ୩୫ ପୋଲିସଙ୍କ ଜୀବନ ନେଲା ଆମେରିକା

କାବୁଲ,୧୮ା୫(ଆଇଏଏନ୍‌ଏସ୍‌): ଆମେରିକା ବାୟୁସେନା ଭୁଲ୍‌ରେ ସହଯୋଗୀ ଆଫଗାନିସ୍ତାନକୁ ଟାର୍ଗେଟ କରିଛି। ଏହି ଆକ୍ରମଣରେ ୪ ଆମେରିକୀୟ କମାଣ୍ଡରଙ୍କ ସମେତ ୩୫ ପୋଲିସ କର୍ମଚାରୀ ନିହତ ହୋଇଥିବାବେଳେ...

ପରମାଣୁ ଶକ୍ତିର ବ୍ୟବହାର ବୃଦ୍ଧି ପାଇଁ ନୂତନ ନୀତି ଗ୍ରହଣ କଲା ଜାପାନ

ଟୋକିଓ,୨୩ ।୧୨: ସାରା ବିଶ୍ୱରେ ଇନ୍ଧନ ଅଭାବ ମଧ୍ୟରେ ସ୍ଥିର ବିଦ୍ୟୁତ ଯୋଗାଣକୁ ସୁନିଶ୍ଚିତ କରିବାକୁ ଏବଂ କାର୍ବନ ନିର୍ଗମନକୁ ହ୍ରାସ କରିବାକୁ ପରମାଣୁ ଶକ୍ତିର...

ପୁଣି ପୃଥିବୀ ଉପରେ ମାଡ଼ି ଆସିଲା ବିପଦ: ପାଣିରେ ବହୁ ଉପକୂଳ ସହର ବୁଡ଼ିଯିବା ଆଶଙ୍କା !…

ଲଣ୍ଡନ/ନୂଆଦିଲ୍ଲୀ,୨୦।୫: ପୃଥିବୀରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଏପରିସ୍ଥଳେ ପୃଥିବୀ ଉପରେ ପୁଣି ନୂଆ ବିପଦ ମାଡ଼ି ଆସୁଛି। ଆଣ୍ଟାର୍କଟିକାରେ...

ପାକିସ୍ତାନରେ ଗୃହ ଯୁଦ୍ଧ ପରିସ୍ଥିତି , ୫୦ ଲକ୍ଷ କୋଟି ଋଣ, ପ୍ରାକୃତିକ ବିପର୍ଯ୍ୟୟ ପରେ ଅଣ୍ଟା ଭାଙ୍ଗିଦେଉଛି ବର୍ଦ୍ଧିତ ଦରଦାମ

ଇସଲାମାବାଦ,୪ ।୯: ପାକିସ୍ତାନରେ ୪୭ ବର୍ଷ ମଧ୍ୟରେ ଏବେ ସବୁଠାରୁ ଭୟଙ୍କର ବନ୍ୟା ଆସିଛି । ରିପୋର୍ଟରେ କୁହଯାଇଛି କି ଦେଶର ଏକ ତୃତିୟାଂଶ ଭାଗ...

Advertisement
Archives

Model This Week