୭୦୦୦ ଗ୍ରାମକୁ ହେବ ମୋବାଇଲ ସୁବିଧା: କେନ୍ଦ୍ର ମନ୍ତ୍ରୀ
ନୂଆଦିଲ୍ଲୀ,୧୭।୧୧: ବୁଧବାର ଅନୁଷ୍ଠିତ ମୋଦି କ୍ୟାବିନେଟ ବୈଠକରେ ଦେଶର ଗ୍ରାମଗୁଡ଼ିକୁ ମୋବାଇଲ ସଂଯୋଗ ସହ ଯୋଡିବା ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ସୂଚନା ଦେଇ କହିଛନ୍ତି ଯେ, ଯେଉଁଠାରେ ବର୍ତ୍ତମାନ ମୋବାଇଲ ସଂଯୋଗ ନାହିଁ, ସେହି…
ବଲିଉଡ୍ ଅଭିନେତାଙ୍କଠାରୁ କମ୍ ନୁହନ୍ତି କଟ୍ରିନାଙ୍କ ବଡିଗାର୍ଡ; ଏକାଧିକ ଫିଲ୍ମ ଅଫର୍କୁ…
ବମ୍ବେ: ବଲିଉଡ୍ ଅଭିନେତ୍ରୀ କଟ୍ରିନା କୈଫଙ୍କ ପ୍ରଶଂସକ କାହିଁରେ କେତେ। ସେ ଯେତେବେଳେ ବାହାରକୁ ଯାଆନ୍ତି ପ୍ରଶଂସକ ଘେରି ଯାଆନ୍ତି। ଏଣୁ ତାଙ୍କ ସୁରକ୍ଷା ଲାଗି ପାଖେ ପାଖେ ଥାନ୍ତି ତାଙ୍କ ବଡିଗାର୍ଡ ଦୀପକ ସିଂହ। ଅଭିନେତ୍ରୀଙ୍କ ପରି ସେ ମଧ୍ୟ…
୧୮ ବର୍ଷରୁ ଊର୍ଦ୍ଧ୍ୱ ଲୋକଙ୍କୁ ଦିଆଯିବ ବୁଷ୍ଟର ଡୋଜ୍
ବ୍ରାସିଲିଆ,୧୭ା୧୧: ବ୍ରାଜିଲର ସ୍ବାସ୍ଥ୍ୟମନ୍ତ୍ରୀ ମାର୍ସେଲୋ କ୍ୱିରୋଗା ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, ୧୮ ବର୍ଷରୁ ଅଧିକ ସମସ୍ତ ବ୍ରାଜିଲୀୟଙ୍କୁ କୋଭିଡ୍-୧୯ ଏକ ବୁଷ୍ଟର୍ ଡୋଜ୍ ଦିଆଯିବ। ଏକ ରିପୋର୍ଟ ଅନୁଯାୟୀ, କେବଳ ୧୮ ବର୍ଷରୁ ଅଧିକ ଲୋକଙ୍କୁ ବୁଷ୍ଟର୍…
ଧର୍ମନଗରୀରେ ପ୍ରିୟଙ୍କା
ଲକ୍ଷ୍ନୌ,୧୭।୧୧: କଂଗ୍ରେସର ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ ବୁଧବାର ଧର୍ମନଗରୀ ଚିତ୍ରକୂଟରେ ପହଞ୍ଚିଛନ୍ତି। ପ୍ରିୟଙ୍କା ସ୍ବାମୀ ମତ୍ସ୍ୟଗଜେନ୍ଦ୍ରନାଥ ମନ୍ଦିରରେ ପୂଜା କରି ସମସ୍ତଙ୍କୁ ଅଭିବାଦନ ଜଣାଇଥିଲେ। ମନ୍ଦିରରେ ପୂଜା କରିବା ପରେ ପ୍ରିୟଙ୍କା ମନ୍ଦାକିନି କୂଳରେ ପ୍ରସ୍ତୁତ ମଞ୍ଚରେ ପହଞ୍ଚିଥିଲେ। ପ୍ରିୟଙ୍କା…
ଅଭିନେତ୍ରୀଙ୍କୁ ଆକ୍ରମଣ
ମୁମ୍ବାଇ: ନିକଟରେ ଜଣେ ଅଜଣା ଆକ୍ରମଣର ଶିକାର ହୋଇଛନ୍ତି ଅଭିନେତ୍ରୀ ଶାଲୁ ଚୌରାସିଆ। ତାଙ୍କୁ ଏକ ଅଜଣା ବ୍ୟକ୍ତି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ତାଙ୍କ ମୋବାଇଲ ଫୋନ ଛଡ଼ାଇ ନେବା ସହିତ ତାଙ୍କୁ ଆକ୍ରମଣ କରାଯାଇଛି । ଟୋନି ବନଜାରା…
‘ସମ୍ବିଧାନ ସୁରକ୍ଷାରେ ବାଚସ୍ପତିଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’
ଭୁବନେଶ୍ୱର,୧୭ା୧୧(ବ୍ୟୁରୋ): ହିମାଚଳ ପ୍ରଦେଶର ସିମ୍ଲାଠାରେ ଅନୁଷ୍ଠିତ ହୋଇଥିବା ଦୁଇଦିନିଆ ସର୍ବଭାରତୀୟ ବାଚସ୍ପତି ସମ୍ମିଳନୀରେ ଓଡ଼ିଶା ବିଧାନସଭା ବାଚସ୍ପତି ଡଃ ସୂର୍ଯ୍ୟନାରାୟଣ ପାତ୍ର ଯୋଗ ଦେଇଛନ୍ତି। ୧୯୨୧ ମସିହାରେ ପ୍ରଥମଥର ପାଇଁ ସିମ୍ଲାଠାରେ ସର୍ବ ଭାରତୀୟ ବାଚସ୍ପତି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ୧୭…
ଆସନ୍ତା ୨୦ରେ ଅନୁଗୋଳ-ଢେଙ୍କାନାଳ ଜିଲା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୧୭।୧୧(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୨୦ ତାରିଖରେ ଅନୁଗୋଳ ଏବଂ ଢେଙ୍କାନାଳ ଜିଲା ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାଯର୍ର୍ୟାଳୟ ସୂତ୍ରରୁ ସୂଚନା ମିଳିଛି। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବାଣ୍ଟିବା ପାଇଁ…
କଂଗ୍ରେସକୁ ବଡ଼ ଝଟ୍କା
ଶ୍ରୀନଗର,୧୭।୧୧: ଜମ୍ମୁ-କଶ୍ମୀରରେ କଂଗ୍ରେସକୁ ବଡ଼ ଝଟ୍କା ଲାଗିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦ କ୍ୟାମ୍ପ ସହିତ ଜଡିତ କଂଗ୍ରେସର ବରିଷ୍ଠ ନେତା ତଥା କାର୍ଯ୍ୟାଳୟର ଅଧିକାରୀମାନେ ନିଜ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ରାଜ୍ୟ କଂଗ୍ରେସ ସଭାପତି ଜିଏ…
ଘର ଆଗରେ ବୋମାମାଡ଼,କାର ନଷ୍ଟ
ନିଶ୍ଚିନ୍ତକୋଇଲି,୧୭।୧୧: (ସ୍ବ.ପ୍ର): କଟକ ଜିଲା ସାଲେପୁର ଥାନା ଅଧିନସ୍ଥ ରାମକୃଷ୍ଣପୁର ପଞ୍ଚାୟତ ପଟପରୀ ଗ୍ରାମରେ ବୋମାମାଡ ହୋଇଛି। ବୁଧବାର ଭୋରୁ ଅଶୋକ ସାମଲଙ୍କ ଘରେ ବୋମାମାଡ ହୋଇଥିବା ତାଙ୍କ ପୁତୁରା ରମେଶ ଚନ୍ଦ୍ର ଥାନାରେ ଅଭିଯୋଗ କରିଛନ୍ତି। ଏହି ବୋମାମାଡ଼ରେ ତାଙ୍କ…
ଭାରତ ଚାମ୍ପିୟନ୍ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ କି, ଖେଳ ମନ୍ତ୍ରୀ କହିଲେ..
ନୂଆଦିଲ୍ଲୀ,୧୭।୧୧:ଆସନ୍ତା ୧୦ ବର୍ଷ ପାଇଁ ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଏକ ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ଘୋଷଣା କରିଛି। ୨୦୨୫ ଚାମ୍ପିଅନ୍ସ ଟ୍ରଫି ପାକିସ୍ତାନରେ ଆୟୋଜିତ ହେବ। ଆଇସିସି ଟୁର୍ନାମେଣ୍ଟ ଆୟୋଜନ କରୁଥିବା ପାକିସ୍ତାନ ଏକ ପ୍ରମୁଖ ଆଲୋଚନାର ବିଷୟ ଏବଂ କ୍ରୀଡ଼ା…
ନାଇଜେରିଆ ଲିଙ୍କ ଥିବା ସ୍ପଷ୍ଟ କଲା କ୍ରାଇମ୍ବ୍ରାଞ୍ଚ
ଭୁବନେଶ୍ୱର, ୧୭।୧୧(ବ୍ୟୁରୋ): ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ ସେଣ୍ଟର(ଓକାକ୍) ମୁଖ୍ୟଙ୍କ ହ୍ବାଟ୍ସଆପ୍ ହ୍ୟାକ୍ କରି ୭ ଲକ୍ଷ ଟଙ୍କା ଠକେଇ ମାମଲାରେ ନାଇଜେରିଆ ଲିଙ୍କ ଥିବା କ୍ରାଇମବ୍ରାଞ୍ଚ ସ୍ପଷ୍ଟ କରିଛି। ବାଙ୍ଗାଲୋରରେ ରହି ଉକ୍ତ ହ୍ୟାକର ଅପରେଟ୍ କରୁଥିଲେ। ଏହି ଗ୍ୟାଙ୍ଗର ମୁଖ୍ୟ…
ଏହି ଅଭିନେତ୍ରୀଙ୍କୁ ଚୁମ୍ବନ ଦେବା ବେଳେ ଡରି ଯାଇଥିଲେ ସୈଫ୍
ବଲିଉଡ୍ ଅଭିନେତା ସୈଫ୍ ଅଲ୍ଲୀ ଖାନ୍ ଏବଂ ଅଭିନେତ୍ରୀ ରାଣୀ ମୁଖାର୍ଜୀ ତାଙ୍କର ଆଗାମୀ ଫିଲ୍ମ ‘ବଣ୍ଟି ଔର ବବ୍ଲି-୨’କୁ ନେଇ ଏବେ ଚର୍ଚ୍ଚାରେ। ଏହି ଫିଲ୍ମର ପ୍ରମୋଶନ ସମୟରେ ଦୁହେଁ କିଛି ଲୁକ୍କାୟିତ କଥା ଖୁଲାସା କରିଛନ୍ତି। ଏକଥା ରାଣୀ…
Archives


