ଫେରିଲା ନାଇଟ୍ କର୍ଫ୍ୟୁ
ଶ୍ରୀନଗର,୧୭।୧୧: ଜମ୍ମୁ-କଶ୍ମୀରରେ ଆଜିଠୁ ନାଇଟ୍ କର୍ଫ୍ୟୁ ଲାଗୁ ହେବ। ତେବେ କରୋନା ସଂକ୍ରମଣ ବଢୁଥିବାରୁ କର୍ଫ୍ୟୁ ଲାଗୁ କରିବା ପାଇଁ ପ୍ରଶାସନ ନିଷ୍ପତ୍ତି ନେଇଛି। ରାତି ୧୦ଟାରୁ ସକାଳ ୬ଟା ଯାଏ କର୍ଫ୍ୟୁ ବଳବତ୍ତର ରହିବ। ଜମ୍ମୁ, ଉଧମପୁର, କାଠୁଆ, ଶ୍ରୀନଗର,…
ଗାଙ୍ଗୁଲିଙ୍କୁ ମିଳିଲା ବଡ଼ ପଦବୀ
ନୂଆଦିଲ୍ଲୀ,୧୭।୧୧: ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କୁ ଆଇସିସି ପକ୍ଷକୁ ବଡ଼ ପଦବୀରେ ନିଯୁକ୍ତ କରାଯାଇଛି। ତାଙ୍କୁ ଆଇସିସି ପୁରୁଷ କ୍ରିକେଟ୍ କମିଟିର ଚେୟାରମ୍ୟାନ୍ ଭାବେ ବୁଧବାର ନିଯୁକ୍ତ କରାଯାଇଛି। ଆଇସିସି ପକ୍ଷରୁ ଟୁଇଟ୍ ଯୋଗେ ଏହି ସୂଚନା ଦିଆଯାଇଛି। ଫଳରେ ଗାଙ୍ଗୁଲି…
କ୍ରିସ୍ମାସ ଦ୍ୱୀପରେ ୫ କୋଟିରୁ ଅଧିକ ନରଭକ୍ଷୀ କଙ୍କଡ଼ା…
ମେଲବୋର୍ନ,୧୭।୧୧: ଅଷ୍ଟ୍ରେଲିଆର କ୍ରିସ୍ମାସ ଦ୍ୱୀପରେ ୫ କୋଟିରୁ ଅଧିକ ଲାଲ୍ ରଙ୍ଗର ନରଭକ୍ଷୀ କଙ୍କଡ଼ା ଜମା ହୋଇଛନ୍ତି। କଙ୍କଡ଼ା ବ୍ରିଜ ପାର୍ ହୋଇ ରାସ୍ତାକ ପଳାଇ ଆସିଛନ୍ତି। ଏହାକୁ ନେଇ ଅଷ୍ଟ୍ରେଲିଆରେ ଥିବା ପର୍ଯ୍ୟଟକମାନେ ଆତଙ୍କିତ ହୋଇପଡ଼ିଛନ୍ତି। ଏହି କଙ୍କଡ଼ା ପ୍ରତିବର୍ଷ…
୧୫୦୦ କୋଟି ଟଙ୍କା ସଞ୍ଚିବ ବିସିସିଆଇ
ନୂଆଦିଲ୍ଲୀ,୧୭।୧୧: ଆଇସିସି ୨୦୨୪ ରୁ ୨୦୩୧ମଧ୍ୟରେ ୮ଟି ବଡ ଇଭେଣ୍ଟ୍ ଆୟୋଜନ କରିବାକୁ ଯାଉଛି। ଭାରତକୁ ୩ଟି ଆଇସିସି ଟୁର୍ନାମେଣ୍ଟର ଦାୟିତ୍ୱ ଦିଆଯାଇଛି। ଭାରତରେ ୨୦୨୬ ଟି -୨୦ ବିଶ୍ୱକପ, ୨୦୨୯ ଚାମ୍ପିଅନ୍ସ ଟ୍ରଫି ଏବଂ ୨୦୩୧ ଦିନିକିଆ ବିଶ୍ୱକପ ରହିବ।…
ନକଲି ଗୁଟ୍ଖା କାରଖାନା ଠାବ : ୫୦ ଲକ୍ଷ ଟଙ୍କାର ଗୁଟ୍ଖା ଜବତ
କୋରାପୁଟ,୧୭।୧୧(ସ୍ବ.ପ୍ର.): କୋରାପୁଟ ଜିଲା ଦାମନଯୋଡ଼ି ରାସ୍ତାରେ ଏକ ନକଲି ଗୁଟଖା କାରଖାନା ଠାବ ହୋଇଛି। କାରଖାନା ପରିସରରୁ ପ୍ରାୟ ୫୦ ଲକ୍ଷ ଟଙ୍କାର ନକଲି ଗୁଟଖା ଜବତ ହୋଇଛି। ପୋଲିସ କାରଖାନାରେ ଥିବା ୧୧ଟି ମେଶିନକୁ ଜବତ କରିବା ସହ ଜଣେ…
ପୁଣି ବିମାନରେ ମିଳିବ ଭୋଜନ ସୁବିଧା
ନୂଆଦିଲ୍ଲୀ: ପୁଣି ସବୁ ବିମାନରେ ଭୋଜନ ଓ ସମ୍ବାଦପତ୍ର ମିଳିବ। ଏ ନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଦେଶରେ ଚଳାଚଳ କରୁଥିବା ସମସ୍ତ ବିମାନରେ ଭୋଜନ ଏବଂ ସମ୍ବାଦପତ୍ର ସେବା ଆରମ୍ଭ କରିବାକୁ କେନ୍ଦ୍ର ସରକାର…
ପୃଥିବୀଠାରୁ ୬୦୦୦ ଫୁଟ ଉଚ୍ଚରେ ରହିଛି ଏହି ହୋଟେଲ, ରାତିକୁ ଦେବାକୁ ପଡ଼େ…
ପୃଥିବୀରେ ଅନେକ ଅଦ୍ଭୁତ ଏବଂ ଅନନ୍ୟ ନିର୍ମାଣ ଦେଖିବାକୁ ମିଳିଥାଏ। ଯାହା କଳ୍ପନା କରିବା ବି କଷ୍ଟକର। ପୃଥିବୀପୃଷ୍ଠରୁ ପ୍ରାୟ ୬୦୦୦ ଫୁଟ ଉଚ୍ଚରେ ମଧ୍ୟ ମଣିଷ ଏକ ଚମତ୍କାର ନିର୍ମାଣ କରିଛି। ମଣିଷମାନଙ୍କ ଦ୍ୱାରା କରାଯାଇଥିବା ଏହି ଆଶ୍ଚର୍ଯ୍ୟଜନକ ନିର୍ମାଣ…
କେବେ ହୋଇଥିଲା ଦ୍ରାଭିଡ-ରୋହିତଙ୍କ ପ୍ରଥମ ସାକ୍ଷାତ: ଦେଖନ୍ତୁ ଭିଡିଓ
ନୂଆଦିଲ୍ଲୀ,୧୭।୧୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଟି -୨୦ ସିରିଜର ପ୍ରଥମ ମ୍ୟାଚ ବୁଧବାର ଜୟପୁରରେ ଖେଳାଯିବ। ଏହି ମ୍ୟାଚରେ ଏକ ନୂତନ ଭାରତୀୟ ଦଳ ଦେଖିବାକୁ ମିଳିବ। ଭାରତୀୟ ଟି -୨୦ ଦଳ ରୋହିତ ଶର୍ମାଙ୍କ…
ବିପାଶାଙ୍କୁ ପ୍ରେମିକ ମିଳିବନି ବୋଲି କହିଥିଲେ ନିର୍ଦ୍ଦେଶକ, କାରଣ ଜାଣିଲେ
ବିପାଶା ବସୁ ୨୦୦୧ରେ ‘ଅଜନବି’ ଚଳଚ୍ଚିତ୍ରରୁ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ। ଏହି ଚଳଚ୍ଚିତ୍ରରେ ସେ ଅକ୍ଷୟ କୁମାରଙ୍କ ଗର୍ଲଫ୍ରେଣ୍ଡ ସୋନିଆ ଚରିତ୍ରରେ ଅଭିନୟ କରିଥିଲେ। ତେବେ ଏହି ଚଳଚ୍ଚିତ୍ର ବିପାଶାଙ୍କୁ ସେପରି ସଫଲତା ମିଳି ନ ଥିଲା ଯେପରି ସେ…
ବିନା ଅନୁମତିରେ ରାଜ୍ କପୁରଙ୍କ ବେଡ୍ରୁମ୍କୁ ପଶିଯାଇଥିଲେ ନର୍ଗିସ: ପରେ ଯାହା ଘଟିଲା…
ଅଭିନେତା ରାଜ କପୁର ଏବଂ ନର୍ଗିସ ଅନେକ ଚଳଚ୍ଚିତ୍ରରେ ଏକାଠି କାମ କରିଥିଲେ। ସେମାନଙ୍କର ଯୋଡିକୁ ମଧ୍ୟ ଦର୍ଶକମାନେ ଭଲ ପାଉଥିଲେ। ଉଭୟଙ୍କ ସମ୍ପର୍କକୁ ନେଇ ଅନେକ ଆଲୋଚନା ହୋଇଥିଲା। ଏପରିକି କୁହାଯାଇଥିଲା ଯେ ନର୍ଗିସ ପୂର୍ବରୁ ବିବାହିତ ରାଜ କପୁରଙ୍କ…
ବେଆଇନ ପାହାଡ଼ ବ୍ଲାଷ୍ଟିଂକୁ ଲଗାମ ନାହିଁ
ନୟାଗଡ଼ ଅଫିସ,୧୭।୧୧: ନୟାଗଡ଼ ଜିଲାରେ ୧୫ଟି କଳାମୁଗୁନି ପଥର ଖଣି ଲିଜ୍ ଦିଆଯାଇଛି। ହେଲେ ଲିଜ୍ ଖଣିରେ ବେଆଇନ ଖନନ ଓ ବିସ୍ଫୋରଣରେ ଲଗାମ ନ ଥିବାରୁ ସରକାର କ୍ଷତି ସହୁଛନ୍ତି। ୩ ମାସରେ ଥରେ ମାପଚୁପ କରି ଅପଡେଟ୍ କରାଯିବାକୁ…
ନନ୍ଦନକାନନରେ ଚାଲିଲା ଶିଶୁ ରେଳଗାଡ଼ି
ବାରଙ୍ଗ,୧୭।୧୧(ଡି.ଏନ୍.ଏ.):ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ପର୍ଯ୍ୟଟକମାନଙ୍କର ଅନ୍ୟତମ ଆକର୍ଷଣ ଶିଶୁ ରେଳଗାଡ଼ି ମଙ୍ଗଳବାରଠାରୁ ବିଧିବଦ୍ଧଭାବେ ଚାଲିଛି। ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ସହ ସେମାନଙ୍କୁ ସୁଲଭ ମୂଲ୍ୟ ଓ ସୁବିଧାରେ ନନ୍ଦନକାନନ ବୁଲିବା ସୁଯୋଗ ଦେବା ଲକ୍ଷ୍ୟରେ ଏହି ଯୋଜନା ଆରମ୍ଭ କରାଯାଇଛି। ଏହି…
Archives


