ହାଇଓ୍ବା ପଛରେ ପିଟିଲା ଆରଏମ୍‌ସି ଟ୍ରକ୍‌, ୨ ଗୁରୁତର

ସାକ୍ଷୀଗୋପାଳ,୨୬ା୩(ଡି.ଏନ୍‌.ଏ.): ଭୁବନେଶ୍ୱର-ପୁରୀ ୩୧୬ ନଂ ଜାତୀୟ ରାଜପଥର ସାକ୍ଷୀଗୋପାଳ କଲେଜ ଛକ ନିକଟରେ ଅଟକିଥିବା ଏକ ମାଲ୍‌ ବୋଝେଇ ହାଇଓ୍ବା ପଛରେ ଅନ୍ୟ ଏକ ରେଡିମିକ୍ସ ସିମେଣ୍ଟ କଙ୍କ୍ରିଟ ଟ୍ରକ୍‌ ଶନିବାର ଭାରସାମ୍ୟ ହରାଇ ପିଟି ହୋଇଥିଲା। ଦୁର୍ଘଟଣାରେ ଟ୍ରକ ଚାଳକ ଓ ସହାୟକ କିଛି ସମୟ ପର୍ଯ୍ୟନ୍ତ ଚାପି ହୋଇ ରହିଥିଲେ। ସ୍ଥାନୀୟ ଲୋକଙ୍କଠାରୁ ଖବରପାଇ ସାକ୍ଷୀଗୋପାଳ ଅଗ୍ନିଶମ କର୍ମଚାରୀମାନେ କଟର ମେଶିନରେ ଟ୍ରକର କିଛି ଅଂଶ କାଟି ସେମାନଙ୍କୁ ଉଦ୍ଧାର କରିଥିଲେ। ସହାୟକ କ୍ଷୀରୋଦ ଭୋଇଙ୍କୁ ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି କରାଯାଇଥିବା ବେଳେ ଚାଳକ ତାପସଙ୍କୁ ସାକ୍ଷୀଗୋପାଳ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଓଡି ୧୩ ୦୫୯୩ ଏବଂ ଓଡି ୩୩ ଏଡି ୩୪୬୫ ଦୁର୍ଘଟଣାଗ୍ରସ୍ତ ଗାଡ଼ି ଦୁଇଟିକୁ ପୋଲିସ ଜବତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବଡପାରୀରେ ଏମ୍‌ପି ଅପରାଜିତାଙ୍କୁ ନାଗରିକ ସମ୍ବର୍ଦ୍ଧନା

ଟାଙ୍ଗୀ(ଖୋର୍ଦ୍ଧା),୧୯ା୮(ଡି.ଏନ.ଏ.)-ଟାଙ୍ଗୀ ବ୍ଲକ ଅନ୍ତର୍ଗତ ବଡପାରୀ ଗ୍ରାମସ୍ଥିତ ସିଭିଲ୍‌ ସୋସାଇଟି ତରଫରୁ ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀଙ୍କୁ ରବିବାର ନାଗରିକ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଅଛି। ଷଡ଼ଙ୍ଗୀ ଗ୍ରାମରେ...

କୁରାଳ ପଞ୍ଚାୟତକୁ ଶଟ୍‌ଡାଉନ୍‌ ଘୋଷଣା କଲେ ସରପଞ୍ଚ

ଓଡ଼ଗାଁ,୨୨ା୫(ସ୍ବ.ପ୍ର.): ନୟାଗଡ଼ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ସର୍ବାଗ୍ରେ କୁରାଳ ପଞ୍ଚାୟତ ରହିଛି। ଲଗାତାର ଦୁଇ ଦିନରେ ଏହି ପଞ୍ଚାୟତ ଅଧୀନରେ ଥିବା ସଙ୍ଗରୋଧ କେନ୍ଦ୍ରରୁ...

ପ୍ରଶାସନର ଦୃଷ୍ଟି ଆଢୁଆଳରେ ଶତାୟୁ ମହିଳା

ପ୍ରୀତିପୁର,୨୯ା୮(ଡି.ଏନ.ଏ.): ସରକାର ଦରିଦ୍ର, ଭିନ୍ନକ୍ଷମ, ନିଆଶ୍ର୍ରୀ ଓ ଅସହାୟଙ୍କୁ ବିଭିନ୍ନ ଯୋଜନା ମାଧ୍ୟମରେ ଥଇଥାନ କରୁଛନ୍ତି। ସେମାନଙ୍କ ନିକଟରେ ସରକାରୀ ଯୋଜନାର ସୁଫଳ ପହଞ୍ଚାଇବାର ବ୍ୟବସ୍ଥା...

ଶ୍ରୀଦେବୀଙ୍କୁ ମହାପ୍ରଭୁ ଦେଇଯାନ୍ତି କଳମ ଶାଗ

ପୁରୀ ଅଫିସ,୨୫ା୬: ଘୋଷଯାତ୍ରାରେ ବାହାରିଥିବା ଦାରୁଦିଅଁ ଏବେ ଆଡ଼ପ ମଣ୍ଡପରେ। ଏପଟେ ଶ୍ରୀମନ୍ଦିର ଖଁା ଖଁା। ଏମିତି ବି ୩ ମାସରୁ ଊର୍ଦ୍ଧ୍ୱ ହେଲାଣି କରୋନା...

ମେଗା ମିଲିଅନ ଭୋଟର ତାଲିକା ଯାଞ୍ଚ ପ୍ରକ୍ରିୟାର ଶୁଭାରମ୍ଭ

ଯାଜପୁର ଅଫିସ,୨ା୯: ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ରବିବାର ଭୋଟର ତାଲିକା ଯାଞ୍ଚ ପ୍ରକ୍ରିୟା ପାଇଁ ମେଗା ମିଲିଅନ ଲଞ୍ଚ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। ଜିଲାପାଳ...

ମହୁଲ ଗୋଟାଇବା ହେଲା କାଳ, ଗଲା ମହିଳାଙ୍କ ଜୀବନ

ଦେବଗଡ଼,୨୯।୩(ଡି.ଏନ୍‌.ଏ.): ଦେବଗଡ ବନଖଣ୍ଡ ରିଆମାଳ ବନାଞ୍ଚଳ କୁଣ୍ଢେଇଗୋଳା ସେକ୍ସନ ଖଣ୍ଡାଧୁଆଁ ଗ୍ରାମରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ହାତୀ ଦଳିଦେବାରୁ ଜଣେ ମହିଳାଙ୍କ ମୃତ୍ୟୁ...

ବିକାଶ ପ୍ରକଳ୍ପରେ ମଣିଖମ୍ବ, ଶୌଚାଳୟ ନିର୍ମାଣ ଦାବି

ଖଣ୍ଡପଡ଼ା,୧ା୫(ସ୍ବ.ପ୍ର.): ଶ୍ରୀ ନୀଳମାଧବ ପୀଠର ବିକାଶ ପାଇଁ ରାଜ୍ୟ ସରକାର ୧୦୦ କୋଟି ଟଙ୍କାର ଅନୁଦାନ ଘୋଷଣା କରିଛନ୍ତି । ଇତିମଧ୍ୟରେ ଠାକୁରଙ୍କ ଚନ୍ଦନ ପୋଖରୀର...

ବଜ୍ରପାତରେ ଆହତ ଯୁବକଙ୍କ ମୃତ୍ୟୁ

ବଡ଼ଗାଁ,୩୦।୮(ଡି.ଏନ୍‌.ଏ.) : ସୁନ୍ଦରଗଡ଼ ଜିଲା ବଡ଼ଗାଁ ବ୍ଲକ ଅନ୍ତର୍ଗତ ପାମରା ଗ୍ରାମର ୪ ଜଣ ଯୁବକ ଗତ ରବିବାର ଏକମା ଗାଁରୁ ପାମରାକୁ ଚାଲିକି ଆସୁଥିବାବେଳେ...

Advertisement
Archives

Model This Week