ଏହି ୪ ଗଛକୁ ଘରେ ଲଗାଇବା ଭାରି ଶୁଭ: ରୋଗ- ଧାରଉଧାରରୁ ମିଳେ ମୁକ୍ତି; ବଢେ ସୁଖ ସମୃଦ୍ଧି
ଆଜିକାଲି ଅଧିକାଂଶ ଲୋକ ଘରେ ଗଛଲତା ରଖିବାକୁ ପସନ୍ଦ କରୁଛନ୍ତି। ଏହାଦ୍ୱାରା ଘରର ବାତାବରଣ ସ୍ବଚ୍ଛ ହେବା ସହ ସକରାତ୍ମକ ଉର୍ଜା ଆସିଥାଏ। ବାସ୍ତୁ ଶାସ୍ତ୍ର ଅନୁଯାୟୀ କିଛି ଗଛ ଏପରି ରହିଛି ଯାହାକୁ ଘରେ ଲଗାଇବା ଦ୍ୱାରା ସମସ୍ତ ଚିନ୍ତା…
କିରାଣିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
ବଲାଙ୍ଗୀର ଅଫିସ,୧୮ା୧୧: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁବର୍ଣ୍ଣପୁର ଉପଜିଲାପାଳ ଅଫିସର ମୁଖ୍ୟ କିରାଣି ରମେଶ କୁମାର ନାଗଙ୍କ ଘରେ ଗୁରୁବାର ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ରମେଶଙ୍କ ବଲାଙ୍ଗୀରସ୍ଥିତ ଶାନ୍ତିପଡ଼ା ଘର, ତାଲପାଲିପଡ଼ାର ପୈତୃକ ଘର ସହ ସୁବର୍ଣ୍ଣପୁର…
ଆଲିଆଙ୍କ ଯା’ ହେବେ ଏହି ଅଭିନେତ୍ରୀ
ବଲିଉଡ୍ ଅଭିନେତା ରଣବୀର କପୁରଙ୍କ ଭାଇ ତଥା ଅଭିନେତା ଆଦର ଜୈନ ଖୁବଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ଦୀର୍ଘ ଦିନ ଧରି ଅଭିନେତ୍ରୀ ତାରା ସୁତାରିଆଙ୍କୁ ଡେଟ୍ କରୁଛନ୍ତି। ଉଭୟ ରଣବୀର-ଆଲିଆ ଭଟ୍ଟଙ୍କ ପୂର୍ବରୁ ବିବାହ କରିବେ ବୋଲି…
କୁଲଗାମ ଏନକାଉଣ୍ଟରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା: ଟପ୍ କମାଣ୍ଡର ଶାକିର ନଜାରଙ୍କ ସମେତ ୩ ଆତଙ୍କବାଦୀ ନିହତ
ଜମ୍ମୁ,୧୮ ।୧୧: ଜମ୍ମୁ-କଶ୍ମୀରର କୁଲଗାମରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା ମିଳିଛି । କଶ୍ମୀର ଆଇଜିପି ବିଜୟ କୁମାରଙ୍କ ସୂଚନା ଅନୁଯାୟୀ, କୁଲଗାମରେ ଚାଲିଥିବା ଏନକାଉଣ୍ଟରେ ହିଜବୁଲ ମୁଜାହିଦ୍ଦିନର ଡିଷ୍ଟ୍ରିକ୍ଟ କମାଣ୍ଡର ଶାକିର ନଜାର ନିହତ ହୋଇଛନ୍ତି । ସେ ୨୦୧୮ରୁ ଆତଙ୍କବାଦୀ…
ହଠାତ୍ ଚାଲିଗଲା ବିଦ୍ୟୁତ୍, ପ୍ରେମିକାଙ୍କୁ ପ୍ରପୋଜ କରିବା ବଦଳରେ ପ୍ରେମିକ କଲେ ଏମିତି କାମ
ଜଣେ ପ୍ରେମିକ ପ୍ରେମିକାଙ୍କୁ ପ୍ରପୋଜ୍ କରିବା ପାଇଁ ଗୋଲାପ ଫୁଲ ଧରି ପହଞ୍ଚିଥିଲେ। ଠିକ୍ ସେହି ସମୟରେ ବିଦ୍ୟୁତ୍ ଚାଲିଗଲା। ପରେ ଯାହା ଘଟିଲା ଜାଣିଲେ ହସିହସି ଗଡ଼ିବେ… ଚାଇନାର ଜଣେ ପ୍ରେମିକ ମନେ ମନେ ଭଲ ପାଉଥିବା ଜଣେ ଯୁବତୀଙ୍କୁ…
ଭୁଟାନରେ ଡ୍ରାଗନର ଅବୈଧ ପ୍ରବେଶ: ବର୍ଷକରେ ଗଢିଛି ଚାରି ଗାଁ
ଥିମ୍ପୁ,୧୮ ।୧୧: ଏସିଆ ମହାଦେଶରେ ନିଜର ପ୍ରଭୁତ୍ୱ ବିସ୍ତାର କରୁଥିବା ଚାଇନାର ପୁରୁଣା ନୀତି ଲଗାତାର ଜାରି ରହିଛି । ସଦ୍ୟ ମିଳିଥିବାସୂଚନା ଅନୁଯାୟୀ ଭାରତ ସହ ସୀମା ବିବାଦ ମଧ୍ୟରେ ଚାଇନା ଏବେ ପଡୋଶୀ ଦେଶ ଭୁଟାନର ସୀମାରେ ମଧ୍ୟ…
ଆଜି କେନ୍ଦୁଝରରେ ବିଜୁ ସ୍ମାର୍ଟ ହେଲ୍ଥ କାର୍ଡର ଶୁଭାରମ୍ଭ
ଭୁବନେଶ୍ବର,୧୮।୧୧(ବ୍ୟୁରୋ): ସ୍ବାସ୍ଥ୍ୟ କ୍ଷେତ୍ରକୁ ସୃଦୁଢ କରିବାକୁ ରାଜ୍ୟ ସରକାର ରାଜ୍ୟରେ ସ୍ମାର୍ଟ ହେଲ୍ଥ କାର୍ଡର ଶୁଭାରମ୍ଭ କରିଛନ୍ତି। ଅନେକ ଜିଲାରେ ଲୋକଙ୍କୁ ସ୍ମାର୍ଟ ହେଲଥ୍ କାର୍ଡ ବିତରଣ ଜାରି ରହିଛି। ତେବେ ଗୁରୁବାର କେନ୍ଦୁଝରରେ ଭର୍ଚୁଆଲ ମାଧ୍ୟମରେ ବିଜୁ ସ୍ମାର୍ଟ ହେଲଥ୍…
ରୋହିତ ଶର୍ମା କଲେ ଏମିତି କାମ, ପ୍ରଶଂସକ ଆଶ୍ଚର୍ଯ୍ୟ: ଦେଖନ୍ତୁ ଭିଡିଓ
ଜୟପୁର,୧୮।୧୧: ରୋହିତ ଶର୍ମା ଟି -୨୦ ଅଧିନାୟକ ଭାବରେ ପ୍ରଥମ ମ୍ୟାଚରେ ଭାରତ ନ୍ୟୁଜିଲାଣ୍ଡ ବିପକ୍ଷରେ ୫ ଉଇକେଟ୍ରେ ଜିତିଥିଲା। ଏହାସହ ତିନି ମ୍ୟାଚ ବିଶିଷ୍ଟ ଟି -୨୦ ସିରିଜରେ ଭାରତ ୧-୦ରେ ଅଗ୍ରଣୀ ହାସଲ କରିଛି। ଏହି ମ୍ୟାଚ ସମୟରେ…
ବାଳୀର ପ୍ରେମ କାହାଣୀ
ବାଳୀ ଜଣେ ସାଧାରଣ ଯୁବକ। ଅନ୍ୟମାନଙ୍କ ଦୁଃଖ ସୁଖରେ ଠିଆହୁଏ। ଏକ ବସ୍ତିରେ ରହୁଥିବା ଲୋକଙ୍କ ପାଇଁ ସେ ଢାଲ ସଦୃଶ ଛିଡ଼ା ହୋଇଛି। ଆଉ ସେତିକି ବେଳେ ଜଣେ ସୁନ୍ଦରୀ ସହ ତାହାର ଭେଟ ହେଉଛି। ଏପଟେ ପ୍ରେମ ଆଉ…
ଆନ୍ଦୋଳନ କରିଥିବା କୃଷକଙ୍କ ପାଇଁ ଆଉ ଏକ ଘୋଷଣା କଲେ ଚନ୍ନି
ଚଣ୍ଡିଗଡ଼,୧୮ ।୧୧: କେନ୍ଦ୍ର ସରକାରଙ୍କ ୩ କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ କରିଥିବା କୃଷକଙ୍କ ମଧ୍ୟରେ ସଂଘର୍ଷ ଯୋଗୁ କେତେଜଣଙ୍କ ନାଁରେ ମାମଲା ରୁଜୁ କରାଯାଇଥିଲା । ଏବେ କିନ୍ତୁ କୃଷକଙ୍କ ନାଁରେ ଥିବା ସମସ୍ତ ମାମଲାକୁ ରଦ୍ଦ କରିଦିଆଯିବ…
ଇତିହାସ ରଚିଲା ଭାରତ
ଜୟପୁର,୧୮।୧୧: ରୋହିତ ଶର୍ମା ଟି -୨୦ ଅଧିନାୟକ ଭାବରେ ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଚମତ୍କାର ବିଜୟ ହାସଲ କରିଥିଲେ। ବୁଧବାର ଜୟପୁରରେ ଖେଳାଯାଇଥିବା ଏହି ମ୍ୟାଚରେ ଭାରତ ନ୍ୟୁଜିଲାଣ୍ଡକୁ ୫ ଉଇକେଟରେ ପରାସ୍ତ କରି ତିନି ମ୍ୟାଚ ବିଶିଷ୍ଟ ଟି…
ପୁଣି ୟୁନେସ୍କୋକୁ ନିର୍ବାଚିତ ହେଲା ଭାରତ
ନୂଆଦିଲ୍ଲୀ,୧୮।୧୧: ମିଳିତ ଜାତିସଂଘର ଶିକ୍ଷା ଓ ସାଂସ୍କୃତିକ ସଂଗଠନର କାର୍ଯ୍ୟନିର୍ବାହୀ ବୋର୍ଡକୁ ଭାରତ ପୁନଃ ନିର୍ବାଚିତ ହୋଇଛି। ୟୁନେସ୍କୋ କାର୍ଯ୍ୟ ନିର୍ବାହୀ ବୋର୍ଡରେ ଭାରତ ୨୦୨୧-୨୫ ଯାଏ କାର୍ଯ୍ୟ କରିବ। ଭାରତ ସପକ୍ଷରେ ୧୬୪ ଖଣ୍ଡ ଭୋଟ ଥିଲା। ବୁଧବାର କାର୍ଯ୍ୟନିର୍ବାହୀ…
Archives


