Posted inଜାତୀୟ

କମୁଛି ସଂକ୍ରମଣ

ନୂଆଦିଲ୍ଲୀ,୨୯।୩: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧,୨୫୯ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ଏଥିସହ ୩୩ ଜଣଙ୍କ ମୃତ୍ୟୁ ଘଟିଛି। ନୂତନ ମାମଲା ଆସିବା ପରେ ଦେଶରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୪୩୦,୨୧,୯୮୨ରେ ପହଞ୍ଚିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଏବେ ସୁଦ୍ଧା ଦେଶରେ ୪,୨୪,୭୦,୫୧୫ ଜଣ ଲୋକ ସୁସ୍ଥ ହୋଇଥିବାବେଳେ ୧୫,୩୭୮ ସକ୍ରିୟ ମାମଲା ରହିଛି। ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୫,୨୧,୦୭୦କୁ ବୃଦ୍ଧି ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଫାଇଜର କୋଭିଡ୍‌ ଟିକା ୯୦% ପ୍ରଭାବୀ

ନୂଆଦିଲ୍ଲୀ, ୧୦।୧୧: ଆମେରିକୀୟ ଫାର୍ମା କମ୍ପାନୀ ଫାଇଜର ଏବଂ ଜର୍ମାନ ସହଯୋଗୀ ବାୟୋଏନ୍‌ଟେକ୍‌ ମିଳିତ ଭାବେ ପ୍ରସ୍ତୁତ କରିଥିବା କୋଭିଡ୍‌-୧୯ ଟିକା ତୃତୀୟ ପର୍ଯ୍ୟାୟ ପରୀକ୍ଷାରେ...

ସିଦ୍ଦାରାମାୟା-ଜୟଶଙ୍କର ମୁହାଁମୁହିଁ

ନୂଆଦିଲ୍ଲୀ,୧୯।୪: ସୁଦାନରେ ୩୧ ଜଣ ହକ୍କି ପିକ୍କି ଆଦିବାସୀ ଫସିରହିଥିବା କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ସିଦ୍ଦାରାମାୟା ମଙ୍ଗଳବାର ଟୁଇଟ୍‌ କରିଛନ୍ତି।...

ଦିଲ୍ଲୀ ଜନସାଧାରଣଙ୍କୁ ପାଣିରେ ବୁଡ଼ାଇ ମାରିବାକୁ ଚାହୁଁଛି ଭାଜପା: ଏଏପି…

ନୂଆଦିଲ୍ଲୀ,୧୫।୭ : ଦେଶର ରାଜଧାନୀ ଦିଲ୍ଲୀ ବର୍ତ୍ତମାନ ଯମୁନା ନଦୀ ଦ୍ୱାରା ବିପର୍ଯ୍ୟୟର ଶିକାର ହେଉଛି। ଦିଲ୍ଲୀର ଅଧିକାଂଶ ଅଞ୍ଚଳ ଜଳବନ୍ଦୀ ହୋଇ ରହିଛି। ବର୍ଷା...

ଆମେରିକା ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରିବାରେ ବାଜପେୟୀଙ୍କୁ ଟପିଲେ ମୋଦି, ନେଲସନ ମଣ୍ଡେଲାଙ୍କ ହେବେ ସମକ୍ଷକ…

ନୂଆଦିଲ୍ଲୀ,୩।୬ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୁବ ଶୀଘ୍ର ଆମେରିକା ଗସ୍ତ କରିବାକୁ ଯାଉଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କ ଗସ୍ତରେ ଆମେରିକା ସଂସଦର ମିଳିତ ଅଧିବେଶନକୁ ମଧ୍ୟ...

ଗ୍ରେଟର ନୋଏଡାରେ ବଡ ଦୁର୍ଘଟଣା: ନିର୍ମାଣାଧିନ ବିଲଡିଂର ଲିପ୍ଟ ଖସି ୪ ଶ୍ରମିକ ମୃତ

ଗେଟର ନୋଏଡା,୧୫।୯: ଗ୍ରେଟର ନୋଏଡାରେ ଏକ ବଡ ଦୁର୍ଘଟଣା ହୋଇଥିବା ଖବର ଆସିଛି। ଗ୍ରେଟର ନୋଏଡା ୱେଷ୍ଟର ଡ୍ରିମ ଭ୍ୟାଲି ପ୍ରୋଜେକ୍ଟର ନିର୍ମାଣ ସ୍ଥଳରେ ଲିଫ୍ଟ...

ରୋହିଣୀଙ୍କୁ ଖୁବ୍ ପ୍ରଶଂସା କଲେ ଭାଜପା ନେତା ଗିରିରାଜ ସିଂହ

ନୂଆଦିଲ୍ଲୀ,୬ ।୧୨: ରାଷ୍ଟ୍ରୀୟ ଜନତା ଦଳ ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବଙ୍କର ସୋମବାର ଅର୍ଥତ୍ ୫ ଡିସେମ୍ବର ୨୦୨୨ରେ ସିଙ୍ଗାପୁରରେ କିଡ୍‌ନୀ ଟ୍ରାନ୍ସପ୍ଲାଣ୍ଟ କରାଯାଇଛି ।...

ମଣିପୁର ଘଟଣାକୁ ନେଇ ରାଜ୍ୟ ସଭାରେ ହଙ୍ଗାମା: ଖାର୍ଗେ କହିଲେ ରାଜ୍ୟରେ ମରିଯାଇଛି ମାନବିକତା

ନୂଆଦିଲ୍ଲୀ,୨୦।୭: ଗତ ଦୁଇମାସ ଧରି ମଣିପୁର ହିଂସା ଚର୍ଚ୍ଚାରେ ରହିଥିଲା। କିନ୍ତୁ ଜୁଲାଇ ୧୯ରେ ଏଭଳି ଘଟଣା ସାମ୍ନାକୁ ଆସିଥିଲା ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା।...

ନୁହେଁ ଆମେ ହିନ୍ଦୁ ଅବା ମୁସଲମାନ୍‌: ହିନ୍ଦୁସ୍ତାନୀ ଆମେ ଦେଶ ଆମ ହିନ୍ଦୁସ୍ତାନ

ଆମେଠି,୨୭।୨: ଦେଶରେ ହିନ୍ଦୁ-ମୁସଲମାନ୍‌ ନେଇ ହିଂସା ଘଟୁଥିବାବେଳେ ଉତ୍ତରପ୍ରଦେଶ ଆମେଠିର ପିଢ଼ି ଗାଁରେ ଭାଇଚାରାର ନିଆରା ଉଦାହରଣ ସୃଷ୍ଟି କରିଛନ୍ତି ଦୁଇ ବାଲ୍ୟ ବନ୍ଧୁ କୃଷ୍ଣଦତ୍ତ...

Advertisement
Archives

Model This Week