ପରିବା ଖାଇଦେବାରୁ ହତ୍ୟା
ପାପଡାହାଣ୍ଡି,୨୧।୧୧(ଡି.ଏନ୍.ଏ.): ଫେରାର ହତ୍ୟା ଅଭିଯୁକ୍ତଙ୍କୁ ପାପଡ଼ାହାଣ୍ଡି ପୋଲିସ ଶନିବାର ବିଳମ୍ବିତ ରାତିରେ ଗିରଫ କରିଛି। ଅଭିଯୁକ୍ତ ହେଲେ ପାପଡ଼ାହାଣ୍ଡି ବ୍ଲକ ଗାଦବାକତରା ଗ୍ରାମର ହତ୍ୟା ପ୍ରହଲ୍ଲାଦ ଜାନୀ। ସୂଚନାନୁଯାୟୀ, ଦୁଇ ଦିନ ତଳେ ସନ୍ନ୍ୟାସୀଙ୍କ ବାଡିରେ ଲାଗିଥିବା ପରିବାକୁ ପ୍ରହଲ୍ଲାଦଙ୍କ ଗୋରୁ…
ସ୍ତ୍ରୀଙ୍କ ପାଇଁ ତାଜମହଲ ଭଳି ଘର
ଭୋପାଳ,୨୨।୧୧: ମଧ୍ୟପ୍ରଦେଶର ବୁର୍ହାନପୁରର ଜଣେ ବସିନ୍ଦା ଆନନ୍ଦ ପ୍ରକାଶ ଚୋକସି ତାଙ୍କ ସ୍ତ୍ରୀ ମଞ୍ଜୁଶା ଚୋକସିଙ୍କୁ ଉପହାର ଆକାରରେ ଦେଇଛନ୍ତି ତାଜମହଲ ଭଳି ଘର। ୪ ବେଡ୍ରୁମ୍ ବିଶିଷ୍ଟ ଘର ନିର୍ମାଣ ପୂର୍ବରୁ ଏହି ଦମ୍ପତି ତାଜମହଲ ଦେଖିବା ଲାଗି ଆଗ୍ରା…
ଅନ୍ତିମ ବଲରେ ମ୍ୟାଚ୍ ଛଡ଼ାଇ ଆଣିଲେ ଶାହରୁଖ ଖାନ
ନୂଆଦିଲ୍ଲୀ,୨୨।୧୧: ଚଳିତ ସୟଦ ମୁସ୍ତାକ ଅଲି ଟି୨୦ ଟୁର୍ନାମେଣ୍ଟର ଟ୍ରଫି ହାତେଇଛି ତାମିଲନାଡୁ। ସୋମବାର ଅରୁଣ ଜେଟଲି ଷ୍ଟାଡିୟମରେ ଖେଳାଯାଇଥିବା ରୋମାଞ୍ଚକ ଫାଇନାଲରେ ତାମିଲନାଡୁ ୪ ଉଇକେଟରେ କର୍ନାଟକକୁ ହରାଇ ଦେଇଛି। ବିଜୟ ପାଇଁ ୧୫୨ ରନ୍ର ଟାର୍ଗେଟ ପିଛା କରୁଥିବା…
କାର୍ ଦୁର୍ଘଟଣା: ହସ୍ପିଟାଲରେ ଭର୍ତ୍ତି ହେଲେ ଏହି ଅଭିନେତ୍ରୀ
ମୁମ୍ବାଇ: ବିଗ୍ ବସ-୧୪ ଫେମ ଅଭିନେତ୍ରୀ ଅର୍ଶି ଖାନ ଏକ ସଡକ ଦୁର୍ଘଟଣାର ଶିକାର ହୋଇଛନ୍ତି। ତାଙ୍କ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦିଲ୍ଲୀର ମାଲବିୟ ନଗରରେ ଏହି ଦୁର୍ଘଟଣା ଘଟିଛି। ସେ ନିଜ…
‘ଓୱାଇସି-ଭାଜପା ସମ୍ପର୍କ ମାମୁ-ଭଣଜା ଭଳି’
ଲକ୍ଷ୍ନୌ,୨୨।୧୧: କୃଷକ ଆନ୍ଦୋଳନର ନେତୃତ୍ୱ ନେଉଥିବା ରାକେଶ ଟିକାଏଟ କୃଷକ ମହାପଞ୍ଚାୟତରେ ଯୋଗଦେବା ପାଇଁ ଲକ୍ଷ୍ନୌରେ ପହଞ୍ଚିଛନ୍ତି। ସୋମବାର କୃଷକ ମହାପଞ୍ଚାୟତ ପୂର୍ବରୁ ସିଏଏ ବିଷୟରେ ପଚରାଯାଇଥିବା ଏକ ପ୍ରଶ୍ନରେ ରାକେଶ ଟିକାଏତ କହିଛନ୍ତି ଯେ, ଏଆଇଏମଆଇଏମ ସଭାପତି ଅସଦୁଦ୍ଦିନ ଓୱାଇସି…
ବି. ଫାର୍ମା ଛାତ୍ରୀ ଆତ୍ମହତ୍ୟା: ଅଭିଯୁକ୍ତ ଗିରଫ
ସାଲେପୁର, ୨୨।୧୧ (ଡି.ଏନ୍.ଏ.): ବି. ଫାର୍ମା ଛାତ୍ରୀ ଆତ୍ମହତ୍ୟା ମାମଲାରେ ଅଭିଯୁକ୍ତ ସିପୁନଙ୍କୁ ଗିରଫ କରାଯାଇଛି। ସୂଚନାଯୋଗ୍ୟ, ଗତ ୯ ତାରିଖରେ କଟକ ଜିଲା ସାଲେପୁର ଥାନା ସୁନାଖଣ୍ଡି ଗାଁର ବି. ଫାର୍ମା ଛାତ୍ରୀ ଆତ୍ମହତ୍ୟା କରିଥିଲେ । ପରେ ତାଙ୍କ…
ହଟ୍ ଲୁକ୍ରେ ଏହି ଅଭିନେତ୍ରୀ
ଦକ୍ଷିଣ ଭାରତୀୟ ଅଭିନେତ୍ରୀ ସାମନ୍ଥା ରୁଥ୍ ପ୍ରଭୁ ବେଶ୍ ଜଣାଶୁଣା। ବଲିଉଡ୍ରେ ମଧ୍ୟ ତାଙ୍କର ନାମ ଚର୍ଚ୍ଚା ହେଉଛି। ତାଙ୍କର ଅନେକ ଫ୍ୟାନ ଫଲୋଅର୍ସ ଅଛନ୍ତି। ସାମନ୍ଥାଙ୍କ ପ୍ରତ୍ୟେକ ଫଟୋ ଅପେକ୍ଷାରେ ରହିଥାନ୍ତି ପ୍ରଶଂସକ। ଏବେ ସାମନ୍ଥାଙ୍କ କିଛି ଫଟୋ ସୋସିଆଲ…
ଭାଜପା କର୍ମୀଙ୍କୁ ଟେକିନେଲା ପୋଲିସ
ଭୁବନେଶ୍ୱର,୨୨।୧୧(ବୂ୍ୟରୋ): କଳାହାଣ୍ଡି ଜିଲା ଶିକ୍ଷୟିତ୍ରୀ ମମିତା ମେହେର ମର୍ଡର ମିଷ୍ଟ୍ରିକୁ ନେଇ ତାତି ଥମିବାର ନାଁ ନେଉନି। ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଗୋବିନ୍ଦ ସାହୁ ଓ ସହଯୋଗୀ ରାଧେ ଗିରଫ ହେବା ପରେ ବି ରାଜନୀତି ଥମୁନି । ଗୃହ…
ଚଳନ୍ତା ଟ୍ରେନ୍ରୁ ଖସିପଡ଼ିଲେ ମହିଳା
ମୁମ୍ବାଇ,୨୨ା୧୧: ସ୍ଥାନୀୟ ବାଇକୁଲା ରେଳ ଷ୍ଟେଶନରେ ଚଳନ୍ତା ଟ୍ରେନ ଧରିବାବେଳେ ଜଣେ ମହିଳା ହଠାତ୍ ଖସିପଡ଼ିଥିଲେ। ସୌଭାଗ୍ୟ ବଶତଃ ଜଣେ ଆରପିଏଫ ମହିଳା କର୍ମଚାରୀ ତାଙ୍କ ଜୀବନ ରକ୍ଷା କରିଛନ୍ତି। ରେଳବାଇ ପକ୍ଷରୁ ଏହି ଘଟଣାର ଭିଡିଓ ଟୁଇଟର ପେଜ୍ରେ ଶେୟାର…
‘ପ୍ରତି ମହିଳାଙ୍କୁ ମାସକୁ ମିଳିବ ହଜାର ଟଙ୍କା’
ମୋଗା,୨୨।୧୧: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଏକ ବଡ ନିର୍ବାଚନ ପ୍ରତିଶୃତି ଦେଇଛନ୍ତି। ପଞ୍ଜାବର ମୋଗାରେ ଏକ ସମାବେଶକୁ ସମ୍ବୋଧିତ କରିବାବେଳେ ସେ କହିଛନ୍ତି ଯେ, ଯଦି ପଞ୍ଜାବରେ ଆମ ଆଦମୀ ପାର୍ଟି ସରକାର ଗଠନ ହୁଏ ତେବେ ୧୮ ବର୍ଷରୁ…
ସ୍ତ୍ରୀଙ୍କୁ ଏମିତି ଉପହାର ଦେଲେ ସ୍ବାମୀ, ଦେଖିଲେ କହିବେ…
ମଧ୍ୟପ୍ରଦେଶରେ ରହୁଥିବା ଶିକ୍ଷାବିତ୍ ଆନନ୍ଦ ପ୍ରକାଶ ଚକ୍ସି ତାଙ୍କ ସ୍ତ୍ରୀଙ୍କୁ ଏକ ଘର ଉପହାର ଦେଇଛନ୍ତି। ଏହି ଘରଟି ଦେଖିବାକୁ ତାଜମହଲ ପରି। ମଧ୍ୟପ୍ରଦେଶର ଐତିହାସିକ ସହର ବୁରହାନପୁରର ବାସିନ୍ଦା ଆନନ୍ଦ ପ୍ରକାଶଙ୍କ କହିବାନୁସାରେ, ସେ ଦୀର୍ଘ ସମୟ ଧରି ଏପରି…
ଦେଶର ଅର୍ଥନୀତିକୁ ହାତୀ ସହ ତୁଳନା କଲେ ଆନନ୍ଦ ମହିନ୍ଦ୍ରା: ଦେଖନ୍ତୁ ମଜାଦାର ଭିଡିଓ
ନୂଆଦିଲ୍ଲୀ,୨୨।୧୧: ମହିନ୍ଦ୍ରା ଗ୍ରୁପ୍ର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡିଆରେ ବହୁତ ସକ୍ରିୟ। ସେ ପ୍ରତିଦିନ କିଛି ନୂଆ ନୂଆ ମଜାଦାର ଶିକ୍ଷଣୀୟ ଭିଡିଓ ଶେୟାର କରନ୍ତି। ବିଶେଷ କଥା ହେଉଛି ତାଙ୍କ ପୋଷ୍ଟ ଦେଖିବାକୁ ଲୋକଙ୍କ ମଧ୍ୟରେ ଆଗ୍ରହ ଥାଏ।…
Archives


