Home Left

ମୋଦିଙ୍କୁ ହତ୍ୟା ଧମକ

ମୁମ୍ବାଇ,୨ା୪: ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ)ର ମୁମ୍ବାଇ ଶାଖାକୁ ଏକ ଧମକପୂର୍ଣ୍ଣ ଇ-ମେଲ୍‌ ମିଳିଛି। ମେଲ୍‌ ପଠାଇଥିବା ବ୍ୟକ୍ତିଙ୍କ ପାଖରେ ୨୦ କିଲୋଗ୍ରାମ ଆର୍‌ଡିଏକ୍ସ ରହିଥିବା ସେ ଦାବି କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଲକ୍ଷାଧିକ ଲୋକଙ୍କୁ ହତ୍ୟା କରିବା…

ପଦୋନ୍ନତିରେ ସଂରକ୍ଷଣ ହଟିଲେ କର୍ମଚାରୀ ଅଶାନ୍ତି ସୃଷ୍ଟି ହୋଇପାରେ: କେନ୍ଦ୍ର

ନୂଆଦିଲ୍ଲୀ,୨ା୪ : ସରକାରୀ ଚାକିରିରେ ଥିବା ଅନୁସୂଚିତ ଜାତି ଓ ଜନଜାତି କର୍ମଚାରୀଙ୍କୁ ପଦୋନ୍ନତି କ୍ଷେତ୍ରରେ ମିଳୁଥିବା ସଂରକ୍ଷଣ ସୁବିଧାକୁ ହଟାଗଲେ ଅଶାନ୍ତି ଓ ବିବାଦ ସୃଷ୍ଟି ହୋଇପାରେ ବୋଲି କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି। ସମ୍ବିଧାନ ଅନୁଯାୟୀ ସଂରକ୍ଷଣ ନୀତି…

ଚକରେ ସଂଯୋଗ ହେଲା ଅଖ

ପୁରୁଣା ଭୁବନେଶ୍ୱର,୨ା୪(ଡି.ଏନ୍‌.ଏ.): ଆସନ୍ତା ଅଶୋକାଷ୍ଟମୀରେ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା। ଏ ନେଇ ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ନିର୍ମାଣ ହେଉଥିବା ରଥ ଚକରେ ନୂଆ ଅଖ ଲାଗି ହୋଇଛି। ବିଧି ମୁତାବକ ମଙ୍ଗଳ ଆଳତି,…

ଭାରତ ଯାହା କିଣିବ ରୁଷିଆ ଦେବ

ନୂଆଦିଲ୍ଲୀ,୨ା୪: ୟୁକ୍ରେନ୍‌ ଆକ୍ରମଣ ପରିପ୍ରେକ୍ଷୀରେ ମସ୍କୋ ବିରୋଧୀ ଆଭିମୁଖ୍ୟ ଗ୍ରହଣ ପାଇଁ ନୂଆଦିଲ୍ଲୀ ଉପେରେ ଚାପ ବଢ଼ିବାରେ ଲାଗିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶୁକ୍ରବାର ସନ୍ଧ୍ୟାରେ ରୁଷିଆ ବହିର୍ବ୍ୟାପାର ମନ୍ତ୍ରୀ ସେରଗି ଲାଭ୍ରୋଭ ଭେଟିଛନ୍ତି। ରୁଷିଆଠାରୁ ଭାରତ ଯାହା କିଣିବାକୁ ଚାହିଁବ…

ଆମେରିକା ପ୍ରତିନିଧି ସଭାରେ ଗଞ୍ଜେଇ ବିଲ୍‌ ଗୃହୀତ

ଓ୍ବାଶିଂଟନ୍‌,୨।୪: ଆମେରିକାର ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍‌ ଗଞ୍ଜେଇକୁ ବୈଧ କରିବା ପାଇଁ ଉଦ୍ଦିଷ୍ଟ ଏକ ବିଲ୍‌କୁ ମଞ୍ଜୁରୀ ଦେଇଛି। ମାରିଜୁଆନା ଅପର୍ଚୁନିଟି ରିଇନ୍‌ଭେଷ୍ଟମେଣ୍ଟ ଆଣ୍ଡ ଏକ୍ସପଙ୍ଗ୍‌ମେଣ୍ଟ (ଏମ୍‌ଓଆର୍‌ଇ) ଆଇନ ବଳରେ ଦେଶରେ ଗଞ୍ଜେଇ ଉପରେ ଜାରି କଟକଣା ହଟିବ। ବିଲ୍‌କୁ ହାଉସ୍‌…

ଆସନ ବଞ୍ଚାଇବାକୁ ଭାରତଠାରୁ ସାହାଯ୍ୟ ମାଗୁଛନ୍ତି ଇମ୍ରାନ: ବିଲାୱଲ

ଇସଲାମାବାଦ,୨ ।୪: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ସମସ୍ୟା ଥମିବାର ନାଁ ନେଉନି । ପାକିସ୍ତାନ ସଂସଦରେ ଇମ୍ରାନଙ୍କ ବିରୋଧରେ ଦିଆଯାଇଥିବା ଅବିଶ୍ୱାସ ପ୍ରସ୍ତାବ ଉପରେ ଭୋଟିଂ ରବିବାର ହେବ । ଏହା ପୂର୍ବରୁ ଗୁରୁବାର ବିଳମ୍ବିତ ରାତ୍ରିରେ ସେ ଦେଶକୁ…

ଇମ୍ରାନ୍‌ଙ୍କ ପୂର୍ବରୁ ଭଲ ଥିଲା ପାକ୍‌

ଇସ୍‌ଲାମାବାଦ,୨ା୪ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନଙ୍କ ଆସନ ଟଳମଳ ସ୍ଥିତିରେ ଥିବାବେଳେ ତାଙ୍କ ପୂର୍ବତନ ସ୍ତ୍ରୀ ରେହମ ଖାନ୍‌ଙ୍କ ଏକ ବୟାନ ସାମ୍ନାକୁ ଆସିଛି। ସେ କହିଛନ୍ତି, ଇମ୍ରାନଙ୍କ ଶାସନରେ ଦେଶରେ ଉପୁଜିଥିବା ଜଟିଳ ସ୍ଥିତିକୁ ଦୂର କରିବା ପାଇଁ…

ଗଞ୍ଜେଇ ଚାଲାଣର ମାଧ୍ୟମ ପାଲଟିଛି ଟ୍ରେନ୍‌

ଭୁବନେଶ୍ୱର, ୨।୪ (ବ୍ୟୁରୋ): ରାଜ୍ୟରେ ଗଞ୍ଜେଇ ଚୋରାଚାଲାଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ଗଞ୍ଜେଇ ବେପାରିମାନେ ନୂଆ ନୂଆ କୌଶଳ ଅବଲମ୍ବନ କରି ରାଜ୍ୟ ତଥା ରାଜ୍ୟ ବାହାରକୁ ଚୋରା ଚାଲାଣ କରିବାରେ ସକ୍ରିୟ ହୋଇପଡିଛନ୍ତି। କେତେବେଳେ କଖାରୁ ବୋଝେଇ ଗାଡିରୁ…

କାର୍ଯ୍ୟକାରୀ ହେଲାନି କ୍ୟାବିନେଟ ନିଷ୍ପତ୍ତି

ଯାଜପୁର ଅଫିସ,୨ା୪: ସରକାରୀ ଚାକିରିରେ ଥାଇ ମୃତ୍ୟୁ ଘଟୁଥିବା କର୍ମଚାରୀଙ୍କ ପରିବାର ସଦସ୍ୟଙ୍କୁ ପୁନଃ ଥଇଥାନ ସହାୟତା ବା ରିହାବିଲିଟେଶନ ଆସିଷ୍ଟାଣ୍ଟ (ଆର୍‌ଏ) ନିଯୁକ୍ତିରେ କେବଳ ଚତୁର୍ଥ ଶ୍ରେଣୀ ପଦବୀ ମିଳିବ ବୋଲି ୨୦୨୦ ଫେବୃୟାରୀ ୭ରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ…

ପାକ୍‌ ଉପରେ କ୍ଷୁବ୍ଧ ଶକ୍ତିଶାଳୀ ଦେଶ ଭାରତକୁ ସମର୍ଥନ କରୁଛି: ଇମ୍ରାନ୍‌

ଇସ୍‌ଲାମାବାଦ,୨ା୪ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ରବିବାର ଅନାସ୍ଥା ଭୋଟର ସମ୍ମୁଖୀନ ହେବାକୁ ଯାଉଥିବାବେଳେ ସେଠାର ରାଜନୈତିକ ଅଚଳାବସ୍ଥା ପାଇଁ ସେ ଏକ ଶକ୍ତିଶାଳୀ ଦେଶକୁ ଦାୟୀ କରିଆସୁଛନ୍ତି। ସେ ନିକଟରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କୁ ଭେଟିବାରୁ ଏଥିରେ…

ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ୍‌ରେ ରୁଦ୍ରାଂଶ

ଭୁବନେଶ୍ୱର, ୨।୪ (ବ୍ୟୁରୋ): ବୟସ ସିନା କମ୍‌, ହେଲେ ବହୁ ପ୍ରତିଭାର ଅଧିକାରୀ। ମାତ୍ର ୨ବର୍ଷ ୧୧ ମାସ ବୟସରେ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ୍‌ ହାସଲ କରିଛନ୍ତି ରୁଦ୍ରାଂଶ ମହାପାତ୍ର। ତାଙ୍କ ବୟସର ପିଲା ସ୍ପଷ୍ଟ ଭାବେ କଥା କହିପାରୁ…

ରାଜ୍ୟ ଖଣି ରାଜସ୍ବକୁ ଜେଏସ୍‌ଡବ୍ଲ୍ୟର ସର୍ବାଧିକ ଯୋଗଦାନ

କୁଜଙ୍ଗ,୨ା୪(ଡି.ଏନ୍‌.ଏ.): ଚଳିତ ବର୍ଷ ଓଡ଼ିଶା ସରକାରଙ୍କ ଦ୍ୱାରା ଆଦାୟ ହୋଇଥିବା ମୋଟ ଖଣି ରାଜସ୍ବରେ ଜେଏସ୍‌ଡବ୍ଲ୍ୟୁ ପୁଣି ସର୍ବାଧିକ ଯୋଗଦାନକାରୀ ହୋଇପାରିଛି। ଚଳିତ ଆର୍ଥିକ ବର୍ଷରେ ଜେଏସ୍‌ଡବ୍ଲ୍ୟୁ ଖଣି ରାଜସ୍ବ ବାବଦକୁ ୧୮ହଜାର ୨୮୪କୋଟି ଟଙ୍କା ଦେଇଛି। ୨୦୨୧-୨୨ ଆର୍ଥିକ ବର୍ଷରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?