ହିଣ୍ଡାଲ୍କୋ, ଜିଏମ୍ଆର୍କୁ ୧୦କୋଟି ଜରିମାନା
ସମ୍ବଲପୁର,୧୦ା୧୨(ବ୍ୟୁରୋ): ସମ୍ବଲପୁର ଜିଲା ରେଙ୍ଗାଲି ତହସିଲ ତଲାବିରା କୋଇଲାଖଣି ୧ରେ ପୂର୍ବରୁ ଉତ୍ତୋଳନ କରୁଥିବା ହିଣ୍ଡାଲ୍କୋ କମ୍ପାନୀ ଓ ଛତିଶଗଡ଼ର ଜିଏମ୍ଆର୍ କମ୍ପାନୀ ନ୍ୟାଶନାଲ ଗ୍ରୀନ୍ ଟ୍ରିବ୍ୟୁନାଲ (ଏନ୍ଜିଟି)ରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏନ୍ଜିଟି ରାୟ ପ୍ରକାଶ କରି ଦୁଇ କମ୍ପାନୀକୁ…
ଓମିକ୍ରନ୍ ବିରୋଧରେ କାମ ଦେଉନି ବୁଷ୍ଟର ଡୋଜ୍
ସିଙ୍ଗାପୁର,୧୦।୧୨: କରୋନାର ନୂଆ ଭାରିଆଣ୍ଟ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି। ଏବେ କରୋନାର ବୁଷ୍ଟର ଡୋଜ୍ ଟିକି ନେବା ପାଇଁ ମଧ୍ୟ ଚର୍ଚ୍ଚା ହେଉଛି। କିନ୍ତୁ ଏହି ବୁଷ୍ଟର ଡୋଜ୍ ଓମିକ୍ରନ୍ ବିରୋଧରେ ସଫଳ ସାବ୍ୟସ୍ତ ହେଉନାହିଁ। ନିକଟରେ ସିଙ୍ଗାପୁରରେ…
ଆଜି ବସିବ ଶ୍ରୀମନ୍ଦିର ଛତିଶାନିଯୋଗ ବୈଠକ
ପୁରୀ ଅଫିସ,୧୦।୧୨: ଶ୍ରୀମନ୍ଦିର ଛତିଶାନିଯୋଗ ବୈଠକ ଶୁକ୍ରବାର ବସିବ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରୀଶନ କୁମାରଙ୍କ ଅଧ୍ୟକ୍ଷତାରେ ଅପରାହ୍ନ ସାଢେ ୪ଟା ବେଳେ ନିଳାଦ୍ରୀ ଭକ୍ତ ନିବାସରେ ବୈଠକ ବସିବା ନେଇ ସୂଚନା ରହିଛି । ଜିଲାପାଳ, ଏସ୍ପି ଓ…
ମାହାଙ୍ଗା ଡବଲ ମର୍ଡର ଘଟଣା: କୋର୍ଟରେ ହାଜର ହେଲେ ଥାନାଧିକାରୀ
ନିଶ୍ଚିନ୍ତକୋଇଲି,୧୦ା୧୨(ସ୍ବ.ପ୍ର.): କଟକ ଜିଲା ମାହାଙ୍ଗା ଡବଲ ମର୍ଡର ଘଟଣା ଦିନକୁ ଦିନ ରୋଚକ ମୋଡ଼ ନେଉଛି। ଶେଷରେ ଜେଏମ୍ଏଫ୍ସି ଆଦେଶ ଆଗରେ ମୁଣ୍ଡ ନୁଆଇଁଛି ପୋଲିସ। ଶୁକ୍ରବାର କୋର୍ଟରେ ହାଜର ହୋଇଛନ୍ତି ମାହାଙ୍ଗା ଥାନାଧିକାରୀ। ମାହାଙ୍ଗା ଡବଲ ମର୍ଡର ଘଟଣାରେ ଜେଏମ୍ଏଫ୍ସି…
ଏହି ବ୍ୟକ୍ତିଙ୍କ ମ୍ୟାଚ୍ ଦେଖିବାକୁ ହାଇଦ୍ରାବାଦ୍ ଗଲେ ସାରା, ୟୁଜର୍ସ କହିଲେ, ଶୁଭମନ୍ଙ୍କୁ ଦେଲ ଧୋକା
ଦୁନିଆର ସର୍ବଶ୍ରେଷ୍ଠ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ସେ ନିକଟରେ ମଡେଲିଂରେ ଯୋଗ ଦେଇଛନ୍ତି। ସାରା ସୋସିଆଲ ମିଡିଆରେ ବହୁତ ସକ୍ରିୟ। ସେ ଡ୍ୟାସିଂ ବ୍ୟାଟ୍ସମ୍ୟାନ ଶୁଭମନ ଗିଲଙ୍କୁ ଡେଟ୍ କରୁଥିବା କୁହାଯାଉଛି। ସାରା…
ଦିନ ୧୧.୩୦ ଟା ଯାଏ ଗୃହ ମୁଲତବୀ
ଭୁବନେଶ୍ୱର,୧୦।୧୨(ବ୍ୟୁରୋ): ଆଜି ବି ଚାଲି ପାରିଲାନି ବିଧାନସଭା। ଅଧିବେଶନ ଆରମ୍ଭରୁ ଗୃହ ମଧ୍ୟ ଭାଗରେ ପ୍ଲାକାର୍ଡ ପ୍ରଦର୍ଶନ ସହ ଘଣ୍ଟ ବଜାଇ ବିରୋଧୀଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଛି। ଦିନ ୧୧.୩୦ ଟା ଯାଏ ଗୃହକୁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ମୁଲତବୀ…
ଅଦିନିଆ ବର୍ଷାରେ ବ୍ୟାପକ ଧାନଫସଲ ନଷ୍ଟ
କର୍ଲାମୁଣ୍ଡା,୧୦ା୧୨(ଡି.ଏନ୍.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ଗାଁରେ ଅଦିନିଆ ବର୍ଷା ଚାଷୀଙ୍କ ଚିନ୍ତା ବଢ଼ାଇଛି। ପାଚିଲା ଧାନ ନଷ୍ଟ ହେବାକୁ ବସିଥିବାରୁ ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଧାନ ପାଚି ଯାଇଥିବାରୁ ଚାଷୀମାନେ ତରତର ହୋଇ ଧାନ କାଟି…
ମର୍ମନ୍ତୁଦ ସଡକ ଦୁର୍ଘଟଣା ୪୯ ମୃତ
ମେକ୍ସିକୋ,୧୦।୧୨: ଦକ୍ଷିଣ ମେକ୍ସିକୋର ଜାତୀୟ ରାଜପଥରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଗୋଟିଏ କାର୍ଗୋ ଟ୍ରକ ଶତାଧିକ ଲୋକଙ୍କୁ ନେଇ ଯାଉଥିବା ବେଳେ ଭୟଙ୍କର ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଟ୍ରକ୍ଟି ଭାରସାମ୍ୟ ହରାଇ ଓଲଟି ପଡିବା ସହ ଏକ ବ୍ରିଜ୍କୁ…
ନୂଆ ରୂପ ନେବ ନନ୍ଦନକାନନ ବସ୍ଷ୍ଟାଣ୍ଡ
ବାରଙ୍ଗ,୧୦ା୧୨(ଡି.ଏନ୍.ଏ.): ନୂଆ ରୂପ ନେବ ନନ୍ଦନକାନନ ବସ୍ଷ୍ଟାଣ୍ଡ। ଏହାର ଉନ୍ନତୀକରଣ କରାଯିବ। ବସ୍ଷ୍ଟାଣ୍ଡରେ ରହିବ ମାର୍କେଟ କମ୍ପ୍ଲେକ୍ସ। ମାର୍କେଟ କମ୍ପ୍ଲେକ୍ସରେ ନନ୍ଦନକାନନ ବସ୍ଷ୍ଟାଣ୍ଡ ବଣିକ ସଂଘର ବ୍ୟବସାୟୀଙ୍କୁ ଥଇଥାନ କରାଯିବ। ଏନେଇ ନନ୍ଦନକାନନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଭୁବନେଶ୍ୱର ଆର୍ଆଣ୍ଡବି…
ରାଜ୍ୟରେ ୧୦୩୩ ପ୍ରଫେସର ପଦବୀ ଖାଲି
ହର୍ଷବର୍ଦ୍ଧନ ବେହେରା ଯାଜପୁର ଅଫିସ,୧୦ା୧୨: ରାଜ୍ୟର ବିଭିନ୍ନ ସରକାରୀ ବିଶ୍ୱବିଦ୍ୟାଳୟରେ ଅଧ୍ୟାପକଙ୍କଠାରୁ ଆରମ୍ଭ କରି ପ୍ରଫେସର ପର୍ଯ୍ୟନ୍ତ ସ୍ଥାୟୀ ପଦବୀ ସୃଷ୍ଟି କରିବାକୁ ସରକାରଙ୍କ ରାଜକୋଷରୁ ବିପୁଳ ପରିମାଣର ଅର୍ଥ ବ୍ୟୟ ହେଉଛି। କିନ୍ତୁ ବିଡମ୍ବନା, ରାଜ୍ୟର ୧୧ଟି ସରକାରୀ ବିଶ୍ୱବିଦ୍ୟାଳୟରେ…
ହଟ୍ଟଗୋଳରେ ଖର୍ଚ୍ଚ ଦାବି ପାରିତ
ଭୁବନେଶ୍ୱର, ୧୦ା୧୨(ବ୍ୟୁରୋ): ଥମୁନି ମମିତା ମେହର ହତ୍ୟାକାଣ୍ଡ ତାତି କି ସ୍ବାଭାବିକ ହୋଇପାରୁନି ବିଧାନସଭା। ଦୀର୍ଘ ୭ଦିନ ଧରି ଗୃହରେ ଅଚଳାବସ୍ଥା ଲାଗି ରହିଥିବାବେଳେ ଗୁରୁବାର ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ମଧ୍ୟରେ ଗିଲୋଟିନ ମାଧ୍ୟମରେ ପାରିତ ହୋଇଛି ୩୯ ବିଭାଗର ଖର୍ଚ୍ଚ…
ଆଶା ବାନ୍ଧି ବସିଛନ୍ତି ଆଶାୟୀ କନିଷ୍ଠ ଶିକ୍ଷକ
ଭୁବନେଶ୍ୱର,୧୦ା୧୨(ବ୍ୟୁରୋ): ଚୁକ୍ତିଭିତ୍ତିକ ନିଯୁକ୍ତି ନିମନ୍ତେ ତୁରନ୍ତ ବିଜ୍ଞପ୍ତି ପ୍ରକାଶ, ନିଯୁକ୍ତି ବୟସ ସୀମା ୪୨ବର୍ଷକୁ ବୃଦ୍ଧି, ସ୍କୁଲ ବନ୍ଦ ନିଷ୍ପତ୍ତି ପ୍ରତ୍ୟାହାର ଓ ବେଆଇନ ଭାବେ ଚାଲୁଥିବା ସ୍କୁଲ୍କୁ ବନ୍ଦ ଦାବି କରି ପୁଣି ଆନ୍ଦୋଳନକୁ ଓହ୍ଲାଇଛି ଓଡ଼ିଶା କନିଷ୍ଠ ଶିକ୍ଷକ…
Archives


