ଏପଟୁ ରୋହିତ, ସେପଟୁ ବାଦ୍ ପଡ଼ିଲେ ଷ୍ଟାର ଖେଳାଳି
ନୂଆଦିଲ୍ଲୀ,୧୩।୧୨: ଚଳିତ ମାସର ଅନ୍ତିମ ଭାଗରୁ ଆରମ୍ଭ ହେବାକୁ ଯାଉଛି ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍। ଏହି ସିରିଜ୍ ଆରମ୍ଭ ହେବା ପୂର୍ବରୁ ଦୁଇ ଦଳର ଜଣେ ଲେଖାଏ ଷ୍ଟାର ଖେଳାଳି ବାଦ୍…
ଜଷ୍ଟିସ୍ ଗୋଗୋଇଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ପ୍ରସ୍ତାବ
ନୂଆଦିଲ୍ଲୀ, ୧୩।୧୨: ଭାରତର ପୂର୍ବତନ ପ୍ରଧାନ ବିଚାରପତି (ସିଜେଆଇ) ଜଷ୍ଟିସ୍ ରଞ୍ଜନ ଗୋଗୋଇ ନିକଟରେ ଏକ ଗଣମାଧ୍ୟମକୁ ସାକ୍ଷାତ୍କାରରେ ଏକ ବିବୃତି ଦେଇଥିଲେ। ଏନେଇ ତାଙ୍କ ବିରୋଧରେ ତୃଣମୂଳ କଂଗ୍ରେସର ରାଜ୍ୟ ସଭା ସଦସ୍ୟ ମୌସମ ନୂର୍ ସ୍ବାଧିକାର ଭଙ୍ଗ ପ୍ରସ୍ତାବ…
ବଳାତ୍କାର ପରେ ମହିଳାଙ୍କୁ ଫିଙ୍ଗି ଦେଲେ
ଲୋଇସିଂହା,୧୩।୧୨(ଡି.ଏନ.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅଞ୍ଚଳରେ ଜଣେ ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ସୁବାସ ଭୁଏ(୩୦)ଙ୍କୁ ଗିରଫ କରିଛି ପୋଲିସ। ସୋମବାର ଅଭିଯୁକ୍ତ ଏବଂ ପୀଡିତାଙ୍କ ଡାକ୍ତରୀ ମାଇନା ଲୋଇସିଂହା…
‘ଜୟ ଶ୍ରୀ ରାମ’ ସ୍ଲୋଗାନ ସହ ବିବାହ ଭୋଜିରେ ପଶି ପୂର୍ବତନ ସରପଞ୍ଚଙ୍କୁ ହତ୍ୟା
ଭୋପାଳ,୧୩।୧୨: ‘ଜୟ ଶ୍ରୀ ରାମ’ ସ୍ଲୋଗାନ ସହକିଛି ଲୋକ ମଧ୍ୟପ୍ରଦେଶର ମନ୍ଦସାଉର ଅଞ୍ଚଳରେ ରବିବାର ଆୟୋଜିତ ଏକ ବିବାହ କାର୍ଯ୍ୟକ୍ରମରେ ପ୍ରବେଶ କରି ପୂର୍ବତନ ସରପଞ୍ଚଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଏ ଘଟଣାକୁ କେନ୍ଦ୍ର କରି ସହରରେ ବିକ୍ଷୋଭ ପ୍ରଦର୍ଶନ…
ନୂଆ ଭାରିଆଣ୍ଟ ବିଶ୍ୱ ପାଇଁ ବଡ଼ ବିପଦ: ଡବ୍ଲ୍ୟୁଏଚ୍ଓ
ଜେନେଭା,୧୩।୧୨: ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିବା କୋଭିଡ୍ର ନୂଆ ଭାରିଆଣ୍ଟ ଓମିକ୍ରନ୍ ବର୍ତ୍ତମାନ ସୁଦ୍ଧା ୬୧ ଦେଶକୁ ବ୍ୟାପିଲାଣି। ଏହି ଭାରିଆଣ୍ଟ ବିଶ୍ୱକୁ ବଡ଼ ବିପଦ ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍ଓ) କହିଛି। କୋଭିଡ୍ ଟିକା ଏହାର ସଂକ୍ରମଣକୁ ରୋକିପାରୁ…
କୋଭିଡ୍ ମୃତକଙ୍କ ସଂଖ୍ୟା ଲୁଚାଇଥିବା ସ୍ବୀକାର କଲା ଗୁଜରାଟ
ନୂଆଦିଲ୍ଲୀ,୧୩।୧୨: କୋଭିଡ୍-୧୯ କାରଣରୁ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ବେଳେ ପ୍ରକୃତ ମୃତକଙ୍କ ସଂଖ୍ୟା ଲୁଚାଇଥିବା ଗୁଜରାଟ ସରକାର ସ୍ବୀକାର କରିଛନ୍ତି। ରାଜ୍ୟରେ କୋଭିଡ୍ ମୃତକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ କରାଯାଇଥିବା ରିପୋର୍ଟ ସୋମବାର ସୁପ୍ରିମକୋର୍ଟରେ ଦାଖଲ କରିଛନ୍ତି…
୪ ଦିନ ହେଲା ସୁମିତଙ୍କ ପତ୍ତା ମିଳୁନି
ବ୍ରହ୍ମପୁର ଅଫିସ,୧୩।୧୨: ବହୁଚର୍ଚ୍ଚିତ ତପସ୍ବିନୀ ଦାଶ ଓ ତାଙ୍କ ସ୍ବାମୀ ଡାକ୍ତର ସୁମିତ ସାହୁଙ୍କ ବିବାଦ ମାମଲା ଏବେ ନୂଆ ମୋଡ଼ ନେଇଛି। ଗତ ୧୦ ତାରିଖରୁ ତପସ୍ବିନୀଙ୍କୁ ଛାଡି ସୁମିତ କେଉଁଆଡେ ଚାଲି ଯାଇଛନ୍ତି। ଏକାକୀ ନିଜକୁ ଅସୁରକ୍ଷିତ ମନେ…
‘ସଂରକ୍ଷିତ ଶିକ୍ଷକ ପଦବୀ ପାଇଁ ମିଳୁ ନାହାନ୍ତି ଯୋଗ୍ୟ ପ୍ରାର୍ଥୀ’
ଭୁବନେଶ୍ୱର,୧୩।୧୨(ବ୍ୟୁରୋ): ରାଜ୍ୟରେ ଶିକ୍ଷକ ପଦବୀ ପୂରଣ କରିବା ପାଇଁ ଯୋଗ୍ୟ ପ୍ରାର୍ଥୀ ମିଳୁ ନାହାନ୍ତି। ବିଶେଷ କରି ସଂରକ୍ଷିତ ପଦବୀ ପାଇଁ ଯୋଗ୍ୟ ପ୍ରାର୍ଥୀ ମିଳୁ ନ ଥିବା ସୋମବାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା…
କ୍ୟାଟ୍ରିନାଙ୍କ ଭାଇଙ୍କୁ ପସନ୍ଦ ଏହି ଅଭିନେତ୍ରୀ
ମୁମ୍ବାଇ: ବଲିଉଡ୍ର ବହୁ ଚର୍ଚ୍ଚିତ କପୁଲ କ୍ୟାଟ୍ରିନା କୈଫ ଓ ଭିକ୍କି କୌଶଲଙ୍କ ଗ୍ରାଣ୍ଡ ଇଣ୍ଟିମେଣ୍ଟ ୱେଡିଂ ପରେ ଏବେ ଏହାର କିଛି ଫଟୋ ଭାଇରାଲ ହେବାରେ ଲାଗିଛି । ଉଭୟ କିଛି କିଛି ଫଟୋ ଶେୟାର କରୁଥିବା ବେଳେ ଏହା…
ଟିମ୍ ଇଣ୍ଡିଆକୁ ବଡ଼ ଝଟ୍କା
ନୂଆଦିଲ୍ଲୀ,୧୩।୧୨: ଦକ୍ଷିଣ ଆଫ୍ରିକା ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ସୋମବାର ଏକ ଶକ୍ତ ଧକ୍କା ଲାଗିଛି। ଆସନ୍ତା ୨୬ ତାରିଖରୁ ଆରମ୍ଭ ହେବାକୁ ଥିବା ଟେଷ୍ଟ ସିରିଜ୍ରୁ ବାଦ୍ ପଡ଼ିଛନ୍ତି ଉପଅଧିନାୟକ ରୋହିତ ଶର୍ମା।…
ସିଲାବସ୍ ବାହାରୁ ଆସିଥିବା ପ୍ରଶ୍ନ ଉପରେ ମିଳିବ ଫୁଲ୍ ମାର୍କ
ଭୁବନେଶ୍ୱର,୧୩।୧୨(ବ୍ୟୁରୋ): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସ୍ଇ)ର ଦଶମ ଶ୍ରେଣୀର ଗତ ୧୧ ତାରିଖରେ ହୋଇଥିବା ଇଂରାଜୀ ଭାଷା ଓ ସାହିତ୍ୟ ପରୀକ୍ଷା ପ୍ରଶ୍ନପତ୍ରରେ ଗୋଟିଏ ପ୍ରଶ୍ନ ସିଲାବସ୍ ଓ ଧାର୍ଯ୍ୟ ଗାଇଡ଼ଲାଇନ୍ ବାହାରୁ ଆସିଥିଲା। ଏ ନେଇ ସୋମବାର ସିବିଏସ୍ଇ କର୍ତ୍ତୃପକ୍ଷ…
ଧୋନୀଙ୍କୁ କୋହଲିଙ୍କ ପ୍ରଶଂସା ଟୁଇଟ୍କୁ ମିଳିଛି ସର୍ବାଧିକ ଲାଇକ୍
ନୂଆଦିଲ୍ଲୀ,୧୩।୧୨: ଚଳିତ ବର୍ଷ ଭାରତରେ ଖେଳ ଉପରେ କରାଯାଇଥିବା ଟୁଇଟ୍ ମଧ୍ୟରୁ ଗତ ଆଇପିଏଲ ବେଳେ ମହେନ୍ଦ୍ର ସିଂ ଧୋନୀଙ୍କ ପ୍ରଶଂସା ଲାଗି ଭାରତୀୟ ଟେଷ୍ଟ ଅଧିନାୟକ ବିରାଟ କୋହଲି କରିଥିବା ଟୁଇଟ୍କୁ ମିଳିଛି ସର୍ବାଧିକ ରିଟୁଇଟ୍ ଏବଂ ଲାଇକ୍। ଦିଲ୍ଲୀ…
Archives


