ଗରିବ ମେଧାବୀ ଛାତ୍ରୀଛାତ୍ରଙ୍କୁ ମାଗଣା କୋଚିଂ
ଭୁବନେଶ୍ୱର,୧୩ା୧୨: ରାଜ୍ୟର ୩୦ ଜିଲାର ଗରିବ ମେଧା ବିଦ୍ୟାର୍ଥୀଙ୍କୁ ମାଗଣା କୋଚିଂ ମିଳିବ। ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଶିକ୍ଷାନୁଷ୍ଠାନରେ ଏକାଦଶ ଶ୍ରେଣୀରେ ପଢୁଥିବା ଗରିବ ମେଧାବୀ ଛାତ୍ରୀଛାତ୍ରଙ୍କୁ ବିଭିନ୍ନ ଜାତୀୟସ୍ତରୀୟ ପ୍ରବେଶିକା ପରୀକ୍ଷା ପାଇଁ ମାଗଣାରେ…
୧୫ରେ‘ବ୍ରହ୍ମାସ୍ତ୍ର’ର ପୋଷ୍ଟର ରିଲିଜ୍
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ ଅଭିନୀତ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ପୋଷ୍ଟର ଡିସେମ୍ବର ୧୫ରେ ରିଲିଜ୍ ହେବାକୁ ଯାଉଛି। ଏ ନେଇ ନିଜେ ଆଲିଆ ସୋସିଆଲ ମିଡିଆରେ ପ୍ରକାଶ କରିଛନ୍ତି। ଏହି ଫିଲ୍ମଟିର ଶୁଟିଂ ଅନେକ ଦିନ…
ଆଶାୟୀ ଶିକ୍ଷକଙ୍କ ପାଇଁ ଖୁସି ଖବର: ଏକା ଥରକେ ନିଯୁକ୍ତି ପାଇବେ ୭ ହଜାର
ଭୁବନେଶ୍ୱର,୧୩।୧୨(ବ୍ୟୁରୋ): ଆଶାୟୀ ଶିକ୍ଷକଙ୍କ ପାଇଁ ଖୁସି ଖବର । ଏକା ଥରକେ ୭ ହଜାର ଶିକ୍ଷକ ପାଇବେ ନିଯୁକ୍ତି। ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି। ୧୬ ତାରିଖରେ ନିଯୁକ୍ତି ପାଇବା ନେଇ…
ନିଜଠାରୁ ୧୫ ବର୍ଷ ସାନ ପ୍ରେମିକଙ୍କୁ ଏମିତି ଦାମୀ ଉପହାର ଦେଲେ ମହିଳା
ଆମେରିକାର ଜଣେ ୪୪ ବର୍ଷୀୟା ମହିଳା ତାଙ୍କଠାରୁ ୧୫ ବର୍ଷ ସାନ ବୟଫ୍ରେଣ୍ଡ ବା ପ୍ରେମିକଙ୍କୁ ଏକ ଦାମୀ କାର୍ ଗିଫ୍ଟ ଦେଇଛନ୍ତି। ଜୁଲି ନାମକ ଏହି ମହିଳା ତାଙ୍କ ପ୍ରେମିକ ଜ୍ୟାକ୍ଙ୍କ ପାଇଁ ସବୁବେଳେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚରେ…
୪ ଘର ଭାଙ୍ଗିଲେ ହାତୀପଲ: ଧାନ ଚାଉଳ ଖାଇଲେ, ନଷ୍ଟ କଲେ ଆଖୁ କ୍ଷେତ
ପାଟଣା,୧୩ା୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୨୬ ଟିକିଆ ହାତୀପଲ ୪ ଦିନ ହେବ ବିଭିନ୍ନ ଅଞ୍ଚଳରେ ଉପଦ୍ରବ ଜାରି ରଖିଛନ୍ତି। ରବିବାର ବିଳମ୍ବିତ ରାତିରେ ହାତୀପଲ ମାଛଗଡ଼ ଓ ତଣ୍ଡବିଟର ଫୁଲପାହାଡ଼ି ଗାଁର ବାବୁନ ମୁଣ୍ଡାଙ୍କ ଖପର ଘର, ବଡ଼…
ବିରୁଷ୍କାଙ୍କ ବଡିଗାର୍ଡଙ୍କ ମାସିକ ଦରମା ଜାଣି ହେବେ ଆଶ୍ଚର୍ଯ୍ୟ
ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ କ୍ରିକେଟର ବିରାଟ କୋହଲିଙ୍କର ଲକ୍ଷ ଲକ୍ଷ ପ୍ରଶଂସକ ଅଛନ୍ତି। ଉଭୟ ଇଣ୍ଡଷ୍ଟ୍ରିର ଷ୍ଟାର୍ ଦମ୍ପତିମାନଙ୍କ ମଧ୍ୟରୁ ଅନ୍ୟତମ। ବିରୁଷ୍କାଙ୍କ ସୁରକ୍ଷା ପାଇଁ ଥିବା ପ୍ରକାଶ ସିଂ ଓରଫ ସୋନୁ ମଧ୍ୟ ଉଭୟଙ୍କ ସହ ଅତି…
ଚାଇନାରେ ପୁଣି ଲକ୍ଡାଉନ୍…
ବେଜିଂ, ୧୩।୧୨: କରୋନା ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ୍ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଏପରିସ୍ଥଳେ କରୋନାର ଏନ୍ତୁଡିଶାଳ ପାଲଟିଥିବା ଚାଇନାରେ ପୁଣି ଲକ୍ଡାଉନ୍ ଜାରି ହୋଇଛି। ଓମିକ୍ରନ ଭାରିଆଣ୍ଟ୍ର ଆ୍ରକାନ୍ତଙ୍କ ସଂଖ୍ୟ ବଢ଼ିବାରେ ଲାଗିଥିବାରୁ ଚାଇନାର ଜେଜିଆଙ୍ଗ ଅଞ୍ଚଳରେ ପୁନର୍ବାର…
ରୋହିତ ଶର୍ମାଙ୍କୁ ଚେତାବନୀ ଦେଇଥିଲେ ଯୁବରାଜ, ମୋ ଭଉଣୀଙ୍କୁ ଆଖି ପକାଇଲେ…
ଭାରତୀୟ ଓପନର୍ ରୋହିତ ଶର୍ମା ଏବଂ ତାଙ୍କ ସ୍ତ୍ରୀ ରିତିକା ସଜଦେହ ଷ୍ଟାର୍ ଦମ୍ପତି ଭାବରେ ଜଣାଶୁଣା। ଆଜି ଉଭୟ ବିବାହର ଷଷ୍ଠ ବାର୍ଷିକୀ ପାଳନ କରୁଛନ୍ତି। ଯେତେବେଳେ ବି ରୋହିତ ପଡ଼ିଆରେ ଥାଆନ୍ତି, ସେତେବେଳେ ରିତିକା ଷ୍ଟାଡିୟମରେ ବିବ୍ରତ ଦେଖାଯାନ୍ତି।…
ମାଂସପେଶୀକୁ ମଜଭୁତ ରଖେ ଭିଟାମିନ୍-ଡି’
ହର୍ମୋନ୍ର ପ୍ରାକୃତିକ ଉପାଦାନ ହେଉଛି ଭିଟାମିନ ‘ଡି’। ଏହା ଶରୀରରେ ଅସ୍ଥି ଓ ମାଂସପେଶୀକୁ ମଜଭୁତ ରଖିବାରେ ସାହାଯ୍ୟ କରେ। ହେଲେ, ଶରୀରରେ ଯେତେବେଳେ ଏହି ଭିଟାମିନ୍ର ଅଭାବ ଘଟେ, ସେତେବେଳେ କେତେକ ସ୍ବାସ୍ଥ୍ୟଜନିତ ସମସ୍ୟା ସୃଷ୍ଟି ହୋଇଥାଏ। ୟୁନିଭରସିଟି ଅଫ୍…
ଯୁବପିଢ଼ି ଓ ହୃଦ୍ରୋଗ
ବର୍ତ୍ତମାନ ହୃଦ୍ରୋଗ ବୟସ୍କମାନଙ୍କଠାରୁ ଯୁବଗୋଷ୍ଠୀଙ୍କ ପାଖରେ ଅଧିକ ଦେଖାଯାଉଛି ବୋଲି ଏକ ସର୍ଭେରୁ ଜଣାପଡିଛି। ‘ଯୁବପିଢ଼ି ଓ ହୃଦ୍ରୋଗ’ ଶୀର୍ଷକ ବିଷୟକୁ ନେଇ ୟୁନିଭର୍ସିଟି ଅଫ୍ କାଲିଫର୍ନିଆର ବିଶେଷଜ୍ଞମାନେ ଏକ ସର୍ଭେ କରିଥିଲେ। ଅସନ୍ତୁଳିତ ଜୀବନଶୈଳୀ, ଖାଦ୍ୟପେୟ ଏବଂ ନିଜ ଶାରୀରିକ…
ଅନୁଷ୍କା ନୁହେଁ, ଏହି ଅଭିନେତ୍ରୀଙ୍କ ସହ ନାଚିଥିଲେ ବିରାଟ କୋହଲି: ଦେଖନ୍ତୁ ଭିଡିଓ
ଭାରତୀୟ କ୍ରିକେଟର ରୋହିତ ଶର୍ମା ତାଙ୍କର ଦୀର୍ଘ ଦିନର ଗର୍ଲଫ୍ରେଣ୍ଡ ରିତିକା ସଜଦେହଙ୍କୁ ୧୩ ଡିସେମ୍ବର ୨୦୧୫ରେ ବିବାହ କରିଥିଲେ। ଆଜି ରୋହିତ ଏବଂ ରିତିକା ବିବାହର ୬ ବର୍ଷ ପୂରଣ କରିଛନ୍ତି। ସେମାନଙ୍କର ଏକ ଝିଅ ସମାୟରା ମଧ୍ୟ ଅଛନ୍ତି।…
ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ଶୁଭାରମ୍ଭ କଲେ ବିଧାୟକ
ଗଞ୍ଜାମ,୧୩।୧୨(ଡି.ଏନ୍.ଏ.): ଗଞ୍ଜାମ ଜିଲା ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ସୋମବାର ଗଞ୍ଜାମ ଏନଏସିରେ ଏହି ବିଜୁ ସ୍ବାସ୍ଥ୍ୟ କଲ୍ୟାଣର ଶୁଭାରମ୍ଭ କରିଛନ୍ତି। ଏହା ସହ ହିତାଧିକାରୀଙ୍କୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡ ବଣ୍ଟନ କରିଥିଲେ l ବିଡ଼ିଓ ବିଶ୍ୱଜିତ ରାୟ, ଏନଏସି…
Archives


