Posted inଫୁରସତ

ଲେମ୍ବୁର ସ୍ଥାନ ନେଲା ରସୁଣ

ଦେଶରେ ଲେମ୍ବୁର ଦାମ ଲଗାତର ଭାବେ ବୃଦ୍ଧି ପାଉଛି। ଅନେକ ସ୍ଥାନରେ କିଲୋ ପିଛା ଲେମ୍ବୁ ୪୦୦ରୁ ଅଧିକ ଟଙ୍କାରେ ବିକ୍ରି ହେଉଛି। ବଜାରରେ ଗୋଟିଏ ଲେମ୍ବୁ ୧୦ରୁ ୨୦ ଟଙ୍କାରେ ମିଳୁଛି। ଗ୍ରୀଷ୍ମଦିନେ ଚାହିଦା ରହିଥିବା ବେଳେ ହଠାତ୍‌ ଲେମ୍ବୁର ଦରବୃଦ୍ଧି ଲୋକଙ୍କୁ ଚିନ୍ତାରେ ପକାଇଛି। ପରିସ୍ଥିତି ଏଭଳି ଯେ ରୋଷେଇ ଘରୁ ଏକପ୍ରକାର ଗାଏବ ହୋଇଯାଇଛି ଲେମ୍ବୁ। ସୋସିଆଲ ମିଡିଆରେ ଏହାକୁ ନେଇ ଏବେ ଏକ ଫଟୋ ବେଶ୍‌ ଭାଇରାଲ ହେଉଛି।

ରୁପିନ ଶର୍ମା ନିଜର ଟୁଇଟରରେ ଏହି ଫଟୋକୁ ଶେୟାର କରିଛନ୍ତି। ଫଟୋରେ ଲେମ୍ବୁ ସ୍ଥାନରେ ଲଙ୍କା ସହ ରସୁଣକୁ ଟଙ୍ଗା ଯାଇଥିବା କୁଦୃଷ୍ଟି ପାଇଁ ଲଗାଯାଇଥିବା ଦେଖାଯାଉଛି। ଏହାକୁ ଶେୟାର କରି ସେ ଲେଖିଛନ୍ତି, ଲେମ୍ବୁର ଦାମ ବୃଦ୍ଧିକୁ ଦେଖି ତା ସ୍ଥାନରେ ରସୁଣକୁ ପ୍ରତିନିଯୁକ୍ତିରେ ଲଗା ଯାଇଛି। ଆଜି ସେ ଦାୟିତ୍ୱ ଗ୍ରହଣ କରିଛନ୍ତି।

ରୁପିନଙ୍କ ପୋଷ୍ଟଟି ବେଶ ଭାଇରାଲ ହେଉଥିବା ବେଳେ କିଛି ଲୋକ ରସୁଣ କୁଦୃଷ୍ଟି ଦୂର କରିପାରିବ ନାହିଁ ବୋଲି କହିଛନ୍ତି। ଏହାଛଡ଼ା କିଛି ଲୋକ ମଜାଳିଆ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି। ଆପଣ ବି ଦେଖନ୍ତୁ:


Enter your email to get our daily news in your inbox.

All Right Reserved By Dharitri.Com

ଷ୍ଟାଚ୍ୟୁ, ଷ୍ଟାଡିୟମ୍‌ ପରେ ଗୁଜରାଟରେ ହେବ ବିଶ୍ୱର ସବୁଠାରୁ ଉଚ୍ଚ ମନ୍ଦିର

ଅହମଦାବାଦ: ବିଶ୍ୱର ସବୁଠାରୁ ବଡ଼ କ୍ରିକେଟ ଷ୍ଟାଡିୟମ୍‌ ମୋଟେରା ଓ ବିଶ୍ୱର ସବୁଠାରୁ ଉଚ୍ଚ ପ୍ରତିମା ଷ୍ଟାଚ୍ୟୁ ଅଫ୍‌ ୟୁନିଟି ପରେ ଏବେ ଗୁଜରାଟରେ ସବୁଠାରୁ...

ସାତଫେରା ନେବା ପୂର୍ବରୁ କନ୍ୟାଙ୍କ ମୃତ୍ୟୁ: ଶାଳୀଙ୍କୁ ବିବାହ କଲେ ବର

ଇଟାଓ୍ବା,୨୭।୫: ଉତ୍ତରପ୍ରଦେଶର ଇଟାଓ୍ବାରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ବେଶ୍‌ ଧୁମ୍‌ଧାମ୍‌ରେ ଚାଲୁଥିବା ବିବାହ ସମାରୋହରେ ଏକ ଦୁଃଖର ପାହାଡ଼ ଭାଙ୍ଗିପଡ଼ିଛି। ବିବାହର ସମସ୍ତ...

ଭଲ ନିଦ ଆଣିବ ସ୍ମାର୍ଟ ପାଇଜାମା

ୟୁନିଭର୍ସିଟି ଅଫ୍‌ ମାସାଚ୍ୟୁସେଟସ୍‌ର ଗବେଷକ ତ୍ରିଶା ଆଣ୍ଡ୍ର୍ୟୁ ଓ ତାଙ୍କ ସାଥୀ ଗବେଷକମାନେ ସ୍ମାର୍ଟ ପାଇଜାମା ଓ ସାର୍ଟ ପ୍ରସ୍ତୁତ କରିଛନ୍ତି ଯେଉଁଥିରେ ସ୍ବୟଂ ଚାଳିତ...

ଏଠି ବର୍ଷସାରା ପର୍ଯ୍ୟଟନ ଋତୁ

ଭାରତରେ ପର୍ଯ୍ୟଟନସ୍ଥଳୀର ଅଭାବ ନାହିଁ। କିନ୍ତୁ ତନ୍ମଧ୍ୟରୁ ବି ଏମିତି କିଛି ସ୍ଥାନ ରହିଛି; ଯେଉଁଠାରେ ବର୍ଷକ ବାରମାସ ପର୍ଯ୍ୟଟକଙ୍କର ବେଶ୍‌ ଭିଡ଼ ଲାଗି ରହୁଥିବା...

ପ୍ରତାରଣା କରିଥିବା କହି, ପ୍ରେମିକାଙ୍କୁ ମଝି ରାସ୍ତାରେ ନିସ୍ତୁକ ପିଟିଲେ ପ୍ରେମିକ

ପ୍ରତାରଣା କରିଥିବା ଅଭିଯୋଗରେ ପ୍ରେମିକାଙ୍କୁ ରାସ୍ତା ମଝିରେ ମାଡ଼ ମାରିଛନ୍ତି ପ୍ରେମିକ। ଏହି ଘଟଣା ସୋସିଆଲ ମିଡିଆରେ ଏବେ ଭାଇରାଲ୍‌ ହେବାରେ ଲାଗିଛି। ପ୍ରେମିକା ହେଲେ...

ନିଜ ବିବାହରେ କ୍ୟାମେରାମ୍ୟାନ୍‌ ପାଲଟିଲେ ବର; କନ୍ୟାଙ୍କ ଏଭଳି ଫଟୋଶୁଟ୍‌ କଲେ ଯେ ଭିଡିଓ ହେଉଛି…

ନୂଆଦିଲ୍ଲୀ: ଆପଣ କେବେ ଦେଖିଛନ୍ତି କି ଶୁଣିଛନ୍ତି ଯେ ବର ନିଜ ବିବାହରେ ନିଜେ ଫଟୋଶୁଟ୍‌ କରୁଛନ୍ତି। ଉତ୍ତର ବୋଧହୁଏ ନା ହେବ। ହେଲେ ଇନ୍‌ଷ୍ଟାଗ୍ରାମରେ...

ମୋବାଇଲ ଦ୍ୱାରା ବ୍ୟାପୁଛି କରୋନା!

କରୋନା ଭାଇରସ ସମଗ୍ର ବିଶ୍ୱରେ କାୟା ବିସ୍ତା କରିବାରେ ଲାଗିଛି। ଦେଖୁ ଦେଖୁ ଏହା ଚାଇନାରୁ ଆମେରିକା, ବ୍ରିଟେନ, ଭାରତ ସମେତ ବିଶ୍ୱର କୋଣ ଅନୁକୋଣରେ...

ପେଙ୍ଗୁଇନ୍‌କୁ ଓଜନ କରାଇ ମହିଳା ନାକେଦମ୍‌

ନୂଆଦିଲ୍ଲୀ : ମଣିଷ ଅନେକ ପୋଷା ପ୍ରାଣୀକୁ ରଖିବାକୁ ପସନ୍ଦ କରିଥାନ୍ତି। ଏଥିସହ ତାଙ୍କର ସମ୍ପୂର୍ଣ୍ଣ ଧ୍ୟାନ ମଧ୍ୟ ରଖିଥାନ୍ତି। ତାଙ୍କ ପାଇଁ ସବୁ ପ୍ରକାର...

Advertisement
Archives

Model This Week