Home Left

ଶ୍ରୀସନ୍ନ୍ୟାସୀଜୀଙ୍କୁ ରାଜ୍ୟସ୍ତରୀୟ ‘ସଂସ୍କୃତି ସାରଥୀ’ ସମ୍ମାନ

କଟକ ଅଫିସ,୧୬ା୪: ରାଜ୍ୟ କଳା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (ସ୍କାର୍ଟ ) ଦ୍ୱାରା ଓଡ଼ିଶାର ବିଶିଷ୍ଟ ଆଧ୍ୟାତ୍ମିକ ସ୍ତମ୍ଭକାର, ବାଗ୍ମୀ, ପ୍ରବକ୍ତା ତଥା ଆଧ୍ୟାତ୍ମିକ ପତ୍ରିକା ‘ଦିବ୍ୟାଲୋକ ସନ୍ଧାନେ’ ର ସମ୍ପାଦକ ଶ୍ରୀସନ୍ନ୍ୟାସୀ ଜୀଙ୍କୁ ରାଜ୍ୟସ୍ତରୀୟ ‘ସଂସ୍କୃତି ସାରଥୀ’ ସମ୍ମାନରେ…

ରାଜଧାନୀରୁ କୋକେନ୍‌ କାରବାର : ୨ ଅଭିଯୁକ୍ତ ଯିବେ ରିମାଣ୍ଡରେ

ଭୁବନେଶ୍ୱର,୧୬।୪(ବ୍ୟୁରୋ): ରାଜଧାନୀରୁ କୋକେନ୍‌ ମିଳିବା ଘଟଣାରେ ଗିରଫ ଅଭିଯୁଙ୍କୁ ରିମାଣ୍ଡରେ ଆଣି କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଟିମ୍‌ ଖୋଳତାଡ଼ କରିବ। ୨ ଅଭିଯୁକ୍ତ ରବି ଓ ସନ୍ନିଙ୍କୁ ୫ ଦିନ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ ହୋଇଥିବା ବେଳେ ଶନିବାର ରିମାଣ୍ଡ ନେଇ…

ମଣିପୁର କ୍ୟାବିନେଟର ସମ୍ପ୍ରସାରଣ

ଗୁଆହାଟୀ,୧୬।୪: ମଣିପୁରରେ କ୍ଷମତାକୁ ଫେରିବାର ମାତ୍ର ଏକ ମାସ ପରେ ଭାରତୀୟ ଜନତା ପାର୍ଟି ନେତୃତ୍ୱାଧୀନ ସରକାରଙ୍କ କ୍ୟାବିନେଟର ସମ୍ପ୍ରସାରଣ ହୋଇଛି। ଶନିବାର ୬ଜଣ ନୂତନ ମନ୍ତ୍ରୀ ଏନ୍‌.ବିରେନ ସିଂଙ୍କ ସରକାରରେ ଯୋଗଦେଇଛନ୍ତି। ମଣିପୁର ରାଜ୍ୟପାଳ ଲା ଗଣେଶନ ଏହି ୬ନୂତନ…

ଜରୁରୀ ବୈଠକ ଡକାଇଲେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ,୧୬।୪: କଂଗ୍ରେସକୁ ପୁଣି ଥରେ ଟ୍ରାକ୍‌କୁ ଫେରାଇ ଆଣିବା ପାଇଁ ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଶନିବାର ମଧ୍ୟାହ୍ନରେ ଦଳର ଏକ ଜରୁରୀ ବୈଠକ ଡକାଇଥିଲେ। ଦିଲ୍ଲୀର ଜନପଥ ୧୦ ସ୍ଥିତ ସୋନିଆ ଗାନ୍ଧୀଙ୍କ ବାସଭବନରେ ଘରେ ମଧ୍ୟାହ୍ନ ୧୨ଟାରୁ ଆରମ୍ଭ…

ମା’ ହେଲେ ଏହି ଅଭିନେତ୍ରୀ

ହିନ୍ଦୀ ସିରିଏଲ ‘ୟେ ରିସ୍ତା କ୍ୟା କେହଲାତା ହୈ’ ର ଫେମ ଅଭିନେତ୍ରୀ ମୋହିନା କୁମାରୀ ସିଂ ମା’ ହୋଇଛନ୍ତି ବୋଲି ସୂଚନା ମିଳିଛି। ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ମୋହିନା କିଛି ମାସ ପୂର୍ବରୁ ସୋସିଆଲ ମିଡିଆରେ…

ଦିଲ୍ଲୀରେ ପୁଣି ଡରାଇଲାଣି କରୋନା: ନୋଏଡାରେ ୧୪ଶିଶୁଙ୍କ ସମେତ ୭୦ପଜିଟିଭ୍‌

ନୂଆଦିଲ୍ଲୀ,୧୬।୪: ରାଜଧାନୀ ଦିଲ୍ଲୀ ଓ ଏନ୍‌ସିଆରରେ ପୁଣି ଥରେ କରୋନା ସଂକ୍ରମଣ ମୁଣ୍ଡ ଟେକିଲାଣି। ଦିଲ୍ଲୀ ନିକଟରେ ଥିବା ଗାଜିଆବାଦ ଓ ନୋଏଡାର ଅନେକ ସ୍କୁଲରେ କରୋନା ପଜିଟିଭ୍‌ ମାମଲା ସାମ୍ନାକୁ ଆସିଛି। ଏହାପରେ ସୁରକ୍ଷା ଦୃଷ୍ଟିରୁ ଉକ୍ତ ସ୍କୁଲଗୁଡ଼ିକରେ ଅନ୍‌ଲାଇନ…

ଡ୍ରେସିଂ ସେନ୍ସକୁ ନେଇ ପୁଣି ଟ୍ରୋଲ ହେଲେ ରାକ୍ଷୀ

ବଲିଉଡ୍‌ ଅଭିନେତ୍ରୀ ରାକ୍ଷୀ ସାଓ୍ବନ୍ତ ତାଙ୍କ କୌଣସି ନା କୌଣସି କାର୍ଯ୍ୟ ପାଇଁ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି। ସେ ତାଙ୍କ ଅତରଙ୍ଗୀ ଷ୍ଟାଇଲକୁ ଦେଖାଇବା ପାଇଁ କୌଣସି ସୁଯୋଗ ଛାଡନ୍ତି ନାହିଁ। ତେବେ ରାକ୍ଷୀଙ୍କୁ ଏଥି ଲାଗି ଖୁବ ଟ୍ରୋଲ ହେବାକୁ…

୧୬ରେ ଆକାଶରେ ଚମକିବ କି ଫିଙ୍କ୍‌ ମୁନ୍‌

ଭୁବନେଶ୍ୱର,୧୬।୪ (ବ୍ୟୁରୋ): ଶନିବାର ଚୈତ୍ର ପୂର୍ଣ୍ଣିମାରେ ‘ଗୋଲାପୀ ଜହ୍ନ’ (ପିଙ୍କ୍‌ ମୁନ୍‌) ଆକାଶରେ ଚମକିବ। ଏ ନେଇ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ତେବେ ଏହାର ସତ୍ୟତା ଉପରେ ପଠାଣିସାମନ୍ତ ପ୍ଲାନେଟାରିୟମ ଉପନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ ତାଙ୍କ ମତ ରଖିଛନ୍ତି। ସେ…

ଜୁନ୍‌ରେ ୧୦ ଦିନ ଖରାଛୁଟି

ଭୁବନେଶ୍ୱର,୧୬।୪(ବ୍ୟୁରୋ): ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ଏହାକୁ ଦୃଷ୍ଟିରେ ରଖି ଜୁନ୍‌ ୬ରୁ ୧୬ ପର୍ଯ୍ୟନ୍ତ ସ୍କୁଲ୍‌ରେ ଖରାଛୁଟି ପାଇଁ ନିଷ୍ପତ୍ତି ନେଇଛନ୍ତି ସରକାର। ବର୍ତ୍ତମାନ ପୂର୍ବଭଳି ସକାଳୁଆ ସ୍କୁଲ୍‌ ଚାଲୁ ରହିବ। ସେହିପରି ସକାଳୁଆ ସ୍କୁଲ୍‌ ସମୟରେ ମଧ୍ୟ…

ସମୁଦ୍ରରେ ବୁଡ଼ି ଯୁବକ ନିଖୋଜ

ପୁରୀ ଅଫିସ,୧୬।୪: ପୁରୀ ସମୁଦ୍ରରେ ଗାଧୋଇବା ବେଳେ ଶନିବାର ଜଣେ ଯୁବକ ନିଖୋଜ ହୋଇ ଯାଇଛନ୍ତି। ନିଖୋଜ ଯୁବକ ଜଣକ ହେଲେ ବାଲେଶ୍ୱର ଜିଲା ସିଙ୍ଗିଳା ଥାନା ଅଞ୍ଚଳର ବଂଶୀଧର ବେହେରା । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ଲାଇଫ ଗାର୍ଡ…

୨୧ ଲକ୍ଷ ଟଙ୍କା ମୂଲ୍ୟର ପିତାଙ୍କ ଘଡି ପିନ୍ଧି ବିବାହ କଲେ ରଣବୀର

ମୁମ୍ବାଇ: ଷ୍ଟାର କପୁଲ ଆଲିଆ ଭଟ୍ଟ ଓ ରଣବୀର କପୁରଙ୍କ ପାଇଁ ଏପ୍ରିଲ ୧୪ ଏକ ସ୍ମୃତିର ଦିନ ହୋଇ ରହିଗଲା । ଆଲିଆ ଭଟ୍ଟ ହେଲେ କପୁର ଖାନଦାନର ବୋହୂ । ଏହି ବିବାହ ଖୁବ୍ ଧୁମ ଧାମରେ ହୋଇଥିବା…

୧୦୮ ଫୁଟ୍‌ ଉଚ୍ଚତାର ହନୁମାନ ମୂର୍ତ୍ତିର ଉଦ୍‌ଘାଟନ କଲେ ମୋଦି

ଗାନ୍ଧୀନଗର,୧୬।୪: ସାରାଦେଶରେ ଶନିବାର ହନୁମାନ ଜୟନ୍ତୀ ବହୁ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭକାମନା ଜଣାଇଛନ୍ତି। ଏଥିସହ ପବନପୁତ୍ରଙ୍କ ଆଶୀର୍ବାଦ ସର୍ବଦା ସମସ୍ତଙ୍କ ଉପରେ ରହିଥାଉ ବୋଲି ମୋଦି କହିଛନ୍ତି। ଅନ୍ୟପଟେ ଶନିବାର ଗୁଜରାଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?