ପୁଲୱାମା ଏନକାଉଣ୍ଟରରେ ସୁରକ୍ଷାକର୍ମୀଙ୍କୁ ସଫଳତା, ଆଉ ଜଣେ ଆତଙ୍କବାଦୀ ମୃତ ୨ ଏକେ ୪୭ ଜବତ
ପୁଲୱାମା,୨୮ ।୪: ଜମ୍ମୁ-କଶ୍ମୀର ପୁଲୱାମାର ମିତ୍ରିଗାମ ଅଞ୍ଚଳରେ ବୁଧବାର ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲା । ଏଥିରେ ଜଣେ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲା । ହେଲେ ଗୁରୁବାର ପୁଣିଥରେ ପୋଲିସ ପକ୍ଷରୁ ସୂଚନା ମିଳିଛି କି…
କୋଭିଡ-୧୯ ଭ୍ୟାକ୍ସିନର ଦ୍ୱିତୀୟ ଓ ବୁଷ୍ଟର ଡୋଜ ମଧ୍ୟରେ ଅନ୍ତର ୯ ମାସରୁ ୬ ମାସ କରିପାରନ୍ତି ସରକାର
ନୂଆଦିଲ୍ଲୀ,୨୮ ।୪: କେନ୍ଦ୍ର ସରକାର କୋଭିଡ-୧୯ ଭ୍ୟାକ୍ସିନର ଦ୍ୱିତୀୟ ଡୋଜ ଓ ବୁଷ୍ଟର ଡୋଜ ମଧ୍ୟରେ ଅନ୍ତର ୯ ମାସରୁ କମାଇ ୬ ମାସ କରିପାରନ୍ତି । ଅଧିକାରୀଙ୍କ ସୂତ୍ରରୁ ବୁଧବାର ମିଳିଥିବା ସୂଚନାରୁ ଏହା ଜଣାପଡିଛି । ଏମାନେ କହିଛନ୍ତି…
ଗୁଜରାଟର ରୋମାଞ୍ଚକ ବିଜୟ
ମୁମ୍ବାଇ,୨୭।୪: ଆଇପିଏଲ୍ରେ ୨୦୨୨ରେ ୪୦ତମ ମ୍ଯାଚରେ ଗୁଜରାଟ ଟାଇଟାନ୍ସ ଏକ ରୋମାଞ୍ଚକ ମୁକାବିଲାରେ ୪ ଉଇକେଟରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି। ୧୯୬ର ବିଜୟ ଲକ୍ଷ୍ୟକୁ ପିଛା କରି ଗୁଜରାଟ ଭଲ ବ୍ୟାଟିଂ ଆରମ୍ଭ କରିଥିଲା। ଦଳ ପକ୍ଷରୁ ରିଦ୍ଧିମାନ୍ ସାହା…
ଗୁଜରାଟକୁ ୧୯୬ ରନ୍ର ବିଜୟ ଲକ୍ଷ୍ୟ
ମୁମ୍ବାଇ,୨୭।୪: ଆଇପିଏଲ୍ରେ ୨୦୨୨ରେ ୱାଙ୍ଖେଡେ ଷ୍ଟାଡିୟମରେ ଗୁଜରାଟ ଟାଇଟାନ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଉଛି। ସନରାଇଜର୍ସ ହାଇଦ୍ରାବାଦ ଗୁଜରାଟ ଟାଇଟାନ୍ସ ସମ୍ମୁଖରେ ୧୯୬ ରନ ଲକ୍ଷ୍ୟ ଧାର୍ଯ୍ୟ କରିଛି। ଟସ ହରାଇବା ପରେ ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ ଦଳ…
କ୍ୟାନ୍ସର ବେଡ୍ରୁ ଚାକିରି ପାଇଁ ସାକ୍ଷାତକାର ଦେଲେ ଆଇଟି ପ୍ରଫେସନାଲ୍
ନିକଟରେ ଜଣେ କ୍ୟାନ୍ସର ରୋଗୀଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଫଟୋରେ ରୋଗୀ ଜଣକ ହସ୍ପିଟାଲ ବେଡ ଉପରେ ବସି ଚାକିରି ପାଇଁ ସାକ୍ଷାତକାର ଦେଉଥିବାର ଦେଖାଯାଇଛି। କେମୋଥେରାପି ସେସନରେ ରୋଗୀଟି ଚାକିରି ପାଇଁ ଅନଲାଇନ ସାକ୍ଷାତକାର ଦେଇଥିଲେ। ଏହି…
ଶାସ୍ତ୍ରୀଙ୍କ ଭବିଷ୍ୟବାଣୀ; ଖୁବ୍ଶୀଘ୍ର ଭାରତୀୟ ଟିମ୍ରେ ସ୍ଥାନ ପାଇବେ…
ମୁମ୍ବାଇ,୨୭।୪: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍) ୨୦୨୨ରେ ବାମ ହାତୀ ଯୁବ ଦ୍ରୁତ ବୋଲର ଅର୍ଶଦୀପ ସିଂ ଉଲ୍ଲେଖନୀୟ ପ୍ରଦର୍ଶନ କରି ଆସୁଛନ୍ତି। ଗତ ତିନି ସିଜନରେ କ୍ରମାଗତ ଭାବେ ପ୍ରଦର୍ଶନ ଭଲ ରଖିଥିବାରୁ ସେ ଖୁବ୍ଶୀଘ୍ର ଜାତୀୟ ଟି-୨୦ ଦଳରେ ସ୍ଥାନ…
ଚର୍ଚ୍ଚାରେ ସଲମାନଙ୍କ ଭାଣିଜୀ
ମୁମ୍ବାଇ: ଫିଲ୍ମ ଇଣ୍ଡଷ୍ଟ୍ରିରେ ଷ୍ଟାର୍ କିଡ୍ମାନେ କୌଣସି ବଡ଼ ଷ୍ଟାରଙ୍କଠାରୁ କମ୍ ନୁହନ୍ତି। ଏହି ଷ୍ଟାର୍ କିଡ୍ମାନେ ପ୍ରାୟତଃ ଫିଲ୍ମରେ ନିଜର କ୍ୟାରିୟର କରନ୍ତି ଏବଂ ଫିଲକୁ ଆସିବା ପୂର୍ବରୁ ବି ଲୁକ୍ ଆଉ ଷ୍ଟାଇଲ୍କୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ଏବେ…
ଅଜୟ ଦେବଗନ-କିଚା ସୁଦୀପ ମୁହାଁମୁହିଁ
ବମ୍ବେ: ଆଜିକାଲି ସମୟରେ ବଲିଉଡ୍ ସିନେମାଠାରୁ ଭଲ ବ୍ୟବସାୟ କରୁଛି ଦକ୍ଷିଣ ଭାରତୀୟ ସିନେମା। ନିକଟରେ ରିଲିଜ ହୋଇଥିବା ଆର୍ଆର୍ଆର୍, ପୁଷ୍ପା ଏବଂ କେଜିଏଫ୍-୨ ଆଦିକୁ ପାନ୍ ଇଣ୍ଡିଆ ଫିଲ୍ମ ବୋଲି କୁହାଯାଉଛି। ଏଭଳି ସମୟରେ ଦକ୍ଷିଣ ଭାରତୀୟ ଅଭିନେତା କିଚା…
ବୃଦ୍ଧାଙ୍କୁ ପିଠିରେ ବସାଇ ୫ କି.ମି. ଚାଲିଲେ ମହିଳା ପୋଲିସ
ଜନସାଧାରଣଙ୍କ ସେବା କରିବା ପୋଲିସର କାମ। ବେଳେବେଳେ ପୋଲିସର ଏମିତି ସେବା ନଜରକୁ ଆସିଥାଏ ଯାହାକୁ ସମସ୍ତେ ପ୍ରଶଂସା କରିଥାନ୍ତି। ଏବେ ସେମିତି ଏକ ଫଟୋ ଭାଇରାଲ ହେଉଛି। ଯେଉଁଥିରେ ଜଣେ ମହିଳା ପୋଲିସ ଜଣେ ବୃଦ୍ଧାଙ୍କୁ ପିଠିରେ ବୋହି ଘରକୁ…
ଅପରାଜିତାଙ୍କ ଶୋଭାଯାତ୍ରା ଉପରକୁ ଟମାଟୋ ମାଡ଼
ପୁରୀ ଅଫିସ,୨୭।୪: ଏମ୍ପି ଅପରାଜିତା ଷଡଙ୍ଗୀଙ୍କ ପୁରୀ ଗସ୍ତକୁ ନେଇ ରାଜନୈତିକ ମହଲରେ ବିତର୍କ ଆରମ୍ଭ ହୋଇଛି। ସେ ଐତିହ୍ୟ କରିଡର ପ୍ରକଳ୍ପକୁ ବିରୋଧ କରି ଶ୍ରୀମନ୍ଦିର ବଞ୍ଚାଅ ଅଭିଯାନ ପଦଯାତ୍ରାରେ ସାମିଲ ହେବା କାର୍ଯ୍ୟକ୍ରମ ରହିଥିଲା। ହେଲେ ପୁରୀ ପ୍ରଶାସନ…
ଟସ୍ ଜିତିଲା ଗୁଜରାଟ ଟାଇଟାନ୍ସ
ମୁମ୍ବାଇ,୨୭।୪: ଆଇପିଏଲ୍ ୨୦୨୨ର ୪୦ତମ ମ୍ୟାଚ୍ରେ ବୁଧବାର ୱାଙ୍ଖେଡେ ଷ୍ଟାଡିୟମରେ ଗୁଜରାଟ ଟାଇଟାନ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଉଛି। ଗୁଜରାଟ ଟାଇଟାନ୍ସ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ଫଳରେ ସନରାଇଜର୍ସ ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରିବ। ହାର୍ଦ୍ଦିକ…
ମନରେଗା କାର୍ଯ୍ୟରେ ଅନିୟମିତତା ଅଭିଯୋଗ ଆଣିଲେ ଗ୍ରାମବାସୀ
କେନ୍ଦୁଝର,୨୭ା୪(ସ୍ବ.ପ୍ର.): କେନ୍ଦୁଝର ଜିଲା ଘଟଗାଁ ବ୍ଲକ ପୁରୁମୁଣ୍ତା ପଞ୍ଚାୟତରେ ୨୦୧୭ ମସିହା ମଧ୍ୟରେ ପଟାବାରୀ ଗ୍ରାମରେ ଚାଲିଥିବା ମନରେଗା ଯୋଜନାରେ ବ୍ୟାପକ ଅନିୟମିତତା ହୋଇଥିବା ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି। ଏହି ଘଟଣାରେ ଜିଲା ପ୍ରଶାସନ ତୁରନ୍ତ ତଦନ୍ତ କରିବାକୁ ଦାବି ହୋଇଛି।…

