ହ୍ୟାଣ୍ଡ ବ୍ୟାଗକୁ ନେଇ ଟ୍ରୋଲ ହେଲେ ଦିଶା
ମୁମ୍ବାଇ: ଟାଇଗର ର୍ଶଫଙ୍କ ଫିଲ୍ମ ‘ହିରୋପନ୍ତି ୨’ ଶୁକ୍ରବାର ଫାଇଡେ ରିଲିଜରେ ସାମିଲ ହେବାକୁ ଯାଉଛି । ଏହା ଟାଇଗରଙ୍କ ପାଇଁ ଖୁବ୍ ଗୁରୁତ୍ୱ ରଖେ । କାରଣ ଏହାର ପ୍ରଥମଭାଗରୁ ହିଁ ସେ ବଲିଉଡରେ ତାଙ୍କର କ୍ୟାରିୟର ଆରମ୍ଭ କରିଥିଲେ…
ବିମାନରୁ କୁକୁରକୁ ତଳକୁ ଫିଙ୍ଗିଦେଲେ ମାଲିକ, ଆଉ ତା’ ପରେ…
ଏମିତି କିଛି ଫଟୋ ଅଛି, ଯାହାକୁ ଦେଖିଲେ ଲୋମ ଟାଙ୍କୁରି ଉଠିବ। ସେମିତି ଏକ କୁକରର ଫଟୋ ଏବେ ଭାଇରାଲ ହେଉଛି। ଫଟୋରେ କୁକୁରର ମାଲିକ ବିମାନରୁ କୁକୁରକୁ ବାହାରକୁ ଠେଲି ଦେଉଥିବା ନଜର ଆସିଛି। ମାତ୍ର ପ୍ରକୃତ ସତ ଜାଣିବା…
ରିୟଲ ଲାଇଫ୍ରେ ମୋଦିଙ୍କୁ ରାମ ବୋଲି ଭାବନ୍ତି ଅଭିନେତ୍ରୀ, ଜାଣନ୍ତୁ କାରଣ…
ରମାନନ୍ଦ ସାଗରଙ୍କ ରାମାୟଣରେ ସୀତା ଭୂମିକାରେ ଅଭିନୟ କରିଥିବା ଦୀପିକା ଚିଖଲିଆ ତାଙ୍କ ଭୂମିକା ପାଇଁ ବେଶ୍ ପ୍ରଶଂସନୀୟ। ତାଙ୍କ ସହ ଅରୁନ ଗୋଭିଲ ରାମଙ୍କ ଭୂମିକାରେ ନଜର ଆସିଥିଲେ। କିନ୍ତୁ ରିୟଲ ଲାଇଫରେ ଦୀପିକା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରାମ ବୋଲି…
ଟେସ୍ଲାର ୪୪ ଲକ୍ଷ ଶେୟାର ବିକିଲେ ଏଲନ ମସ୍କ
ଓ୍ବାଶିଂଟନ୍,୨୯।୪: ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କ ଟୁଇଟର୍ କିଣିବା ପରେ ଏବେ ପାଣ୍ଠି ସଂଗ୍ରହ ଆରମ୍ଭ କରିଛନ୍ତି। ଏହା ଅଧୀନରେ ସେ ପୁଣି ଥରେ ନିଜ କମ୍ପାନୀ ଟେସଲାର ଶେୟାର ବିକ୍ରି କରିଛନ୍ତି। ଆମେରିକାର ସିକ୍ୟୁରିଟି ଫାଇଲରୁ ଏହି…
ରାଜ ଠାକରେଙ୍କୁ ରାଲି କରିବାକୁ ମିଳିଲା ଅନୁମତି
ମୁମ୍ବାଇ,୨୯।୪: ମହାରାଷ୍ଟ୍ର ନବନିର୍ମାଣ ସେନା(ଏମ୍ଏନ୍ଏସ୍)ର ମୁଖ୍ୟ ରାଜ ଠାକରେଙ୍କୁ ବହୁପ୍ରତିକ୍ଷୀତ ରାଲି କରିବାକୁ ଅନୁମତି ମିଳିଛି। ମେ’୧ରେ ଔରଙ୍ଗାବାଦର ସାଂସ୍କୃତିକ ଖେଳ ପଡ଼ିଆରେ ହେବାକୁ ଥିବା ଜନସଭା ପାଇଁ ରାଜ ଠାକରେଙ୍କୁ ଅନୁମତି ପ୍ରଦାନ କରାଯାଇଛି। କିନ୍ତୁ ଏହି ରାଲିରେ ଅନେକ…
ଓଟିଟିରେ ରିଲିଜ୍ ହେବ ‘ଆଚାର୍ଯ୍ୟ’!
ସାଉଥ୍ ଅଭିନେତା ଚିରଞ୍ଜୀବୀ ଏବଂ ରାମ ଚରଣଙ୍କ ଅଭିନୀତ ଫିଲ୍ମ‘ଆଚାର୍ଯ୍ୟ’ ଆଜି ପ୍ରେକ୍ଷାଳୟରେ ରିଲିଜ୍ ହେବାକୁ ଯାଉଛି। ତେବେ ଫିଲ୍ମଟି ଆଗାମୀ କିଛି ସପ୍ତାହ ମଧ୍ୟରେ ଓଟିଟିରେ ରିଲିଜ୍ ହେବା ନେଇ କୁହାଯାଉଛି। ଏ ନେଇ ଏକ ସରକାରୀ ଘୋଷଣା ହେବାର…
‘ସଂରକ୍ଷିତ ପ୍ରାର୍ଥୀ ଅଧିକ ନମ୍ବର ରଖିଥିଲେ ସାଧାରଣ ବର୍ଗ ପଦବୀ ପାଇଁ ହକ୍ଦାର’
ଗୁଆହାଟୀ,୨୯।୪: ସଂରକ୍ଷିତ ବର୍ଗ ପ୍ରାର୍ଥୀ ସାଧାରଣ ବର୍ଗର ଅନ୍ତିମ ପ୍ରାର୍ଥୀଙ୍କଠାରୁ ଅଧିକ ନମ୍ବର ରଖିଥିଲେ, ସେ ଜେନେରାଲ କାଟାଗୋରି ପାଇଁ ଉଦ୍ଦିଷ୍ଟ ପଦବୀ କିମ୍ବା ସିଟ୍ ପାଇବାକୁ ହକ୍ଦାର ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏନେଇ ରାଜସ୍ଥାନ ହାଇକୋର୍ଟଙ୍କ ରାୟକୁ ସର୍ବୋଚ୍ଚ ଅଦାଲତ…
ବକେୟା ପାଉଣା ଦାବିରେ ଡିଆରଡିଏ ଅଫିସ ଘେରିଲେ ଶ୍ରମିକ
ବଲାଙ୍ଗୀର ଅଫିସ,୨୯ା୪: ବଲାଙ୍ଗୀର ଡିଆରଡିଏ ଅଫିସ ସମ୍ମୁଖରେ ଶ୍ରମିକମାନେ ଅଭିନବ ଢଙ୍ଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଦୀର୍ଘଦିନର ବକେୟା ପାଉଣା ଦାବିରେ ଆନ୍ଦୋଳନକୁ ଓହ୍ଲାଇଥିଲେ ବଲାଙ୍ଗୀର ଜିଲା ବେଲପଡ଼ା ବ୍ଲକ ସୁଲେକେଲା ପଞ୍ଚାୟତର ଶ୍ରମିକ। ହାତରେ ଡାଲାଭାର ଧରି ଶ୍ରମିକମାନେ ଶୋଭାଯାତ୍ରା…
ରାୟଗଡ଼ା ଗସ୍ତରେ ରାଜ୍ୟ ଖାଦ୍ୟ କମିଶନ
ରାୟଗଡ଼ା ଅଫିସ,୨୯ା୪: ରାୟଗଡ଼ାକୁ ଦିନିକିଆ ଗସ୍ତ କରି ରାଜ୍ୟ ଖାଦ୍ୟ କମିଶନ ପି.କେ.ମେରକାପ ଖାଦ୍ୟ ଯୋଜନାର ସମୀକ୍ଷା କରିଛନ୍ତି। ରାୟଗଡ଼ା ବ୍ଲକରେ ଆଇଓ୍ବାଇସିଏଫ୍ କାର୍ଯ୍ୟକ୍ରମ, ସୁଲଭ ମୂଲ୍ୟ ଦୋକାନ,ଅଙ୍ଗନଓ୍ବାଡି କେନ୍ଦ୍ର, ପୁଷ୍ଟି ବଗିଚା,ରୋଷେଇ ବଗିଚା ଓ ଶିଶୁଯତ୍ନ ଗୋଷ୍ଠୀଗୁଡ଼ିକ ପରିଦର୍ଶନ କରିଛନ୍ତି।
୨ଦିନ ଆହୁରି ବଢିବ ତାତି!
ଭୁବନେଶ୍ୱର,୨୯।୪(ବ୍ୟୁରୋ): ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ଅସହ୍ୟ ତାତିରେ କଲବଲ ହୋଉଛନ୍ତି ଲୋକେ। ତେବେ ୨ଦିନ ମଧ୍ୟରେ ତାତିରେ ବିଶେଷ ପରିବର୍ତ୍ତନ ହେବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏଥିପାଇଁ ଶନିବାର ପର୍ଯ୍ୟନ୍ତ ୧୧ ଜିଲାକୁ…
୧୫ ଆକାଉଣ୍ଟ ଅଚଳ, ଜବତ ହେବ ସମ୍ପତ୍ତି
ସମ୍ବଲପୁର,୨୯ା୪(ବ୍ୟୁରୋ): ସମ୍ବଲପୁର ପୋଲିସ ଗତ ୨୬ ତାରିଖରେ ଏକ ଆନ୍ତଃ ରାଜ୍ୟ ଗଞ୍ଜେଇ ଚୋରା ଚାଲାଣ ର଼୍ୟାକେଟର ପର୍ଦ୍ଦାଫାଶ କରିଥିଲା। ଏହି ର଼୍ୟାକେଟର ମୁଖ୍ୟ ଅଭିଯୁକ୍ତ ସଦର ଥାନା ପୁଟିବନ୍ଧ ଶ୍ରୀରାମନଗରର ସୁଶାନ୍ତ କୁମାର ଲେଙ୍କା (୪୪)ଙ୍କ ସମେତ ୭ଜଣଙ୍କୁ ପୋଲିସ…
‘ମୋର ରାଷ୍ଟ୍ରପତି ହେବାର ସ୍ବପ୍ନ ନାହିଁ କିନ୍ତୁ…’
ଲକ୍ଷ୍ନୌ,୨୯।୪: ଦେଶରେ ରାଷ୍ଟ୍ରପତି ନିର୍ବାଚନ ତାରିଖ ପାଖେଇ ଆସୁଥିବାରୁ ଉତ୍ତରପ୍ରଦେଶରେ କଳ୍ପନାଜଳ୍ପନା ଜାରି ରହିଛି। ନିକଟରେ ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ସଭାପତି ଅଖିଳେଶ ଯାଦବ କହିଥିଲେ, ବହୁଜନ ସମାଜ ପାର୍ଟି (ବିଏସପି) ର ଭୋଟ ଭାରତୀୟ ଜନତା ପାର୍ଟି (ଭାଜପା)କୁ ଟ୍ରାନ୍ସଫର୍…

