‘ମୋର ରାଷ୍ଟ୍ରପତି ହେବାର ସ୍ବପ୍ନ ନାହିଁ କିନ୍ତୁ…’
ଲକ୍ଷ୍ନୌ,୨୯।୪: ଦେଶରେ ରାଷ୍ଟ୍ରପତି ନିର୍ବାଚନ ତାରିଖ ପାଖେଇ ଆସୁଥିବାରୁ ଉତ୍ତରପ୍ରଦେଶରେ କଳ୍ପନାଜଳ୍ପନା ଜାରି ରହିଛି। ନିକଟରେ ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ସଭାପତି ଅଖିଳେଶ ଯାଦବ କହିଥିଲେ, ବହୁଜନ ସମାଜ ପାର୍ଟି (ବିଏସପି) ର ଭୋଟ ଭାରତୀୟ ଜନତା ପାର୍ଟି (ଭାଜପା)କୁ ଟ୍ରାନ୍ସଫର୍…
ଆଜି ଜାମିନ୍ ଆବେଦନର ରାୟ ଶୁଣାଇବେ କୋର୍ଟ
ଗାନ୍ଧିନଗର,୨୯।୪: ଗୁଜୁରାଟର ବିଧାୟକ ଜିଗ୍ନେଶ ମଓ୍ବୋନୀଙ୍କ ଗିରଫ ମାମଲାରେ ଆଜି ଜାମିନ୍ ଆବେଦନର ରାୟ ଶୁଣାଇବେ କୋର୍ଟ। ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଟୁଇଟ୍ କରି ସେ ଗିରଫ ହୋଇଥିଲେ। ଆସାମ ବାରପେଟା ଜିଲାର ଏକ ସ୍ଥାନୀୟ ଅଦାଲତ ଗୁରୁବାର ତାଙ୍କ ଜାମିନ ଆବେଦନର…
ବଲିଉଡ୍ରେ ଡେବ୍ୟୁ କରିବେ ଶେହନାଜ୍
ବିଗ ବସ ୧୩ ପରଠାରୁ ଅଭିନେତ୍ରୀ ଶେହନାଜ ଗିଲ ସବୁଆଡେ ଚର୍ଚ୍ଚାରେ ଅଛନ୍ତି। ଶୋ’ ପରେ ଶେହନାଜ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ବିଗ ବସ୍ରେ ଦର୍ଶକଙ୍କ ସହ ଶୋ’ର ହୋଷ୍ଟ ସଲମାନ ଖାନ ମଧ୍ୟ ଶେହନାଜଙ୍କୁ ପସନ୍ଦ…
ଝିଅ ସାମ୍ନାରେ ବାପାଙ୍କୁ ହାଣିଲେ
ପଦ୍ମପୁର,୨୯ା୪(ଡି.ଏନ୍.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଆନ୍ଦଲା ପଞ୍ଚାୟତର ଜୋରଗଡ଼ିଆ ଗ୍ରାମର କରୁଣାକର ପ୍ରଧାନ(୫୦)ଙ୍କୁ ଗ୍ରାମର କିଛି ଦୁର୍ବୃତ୍ତ ସଙ୍ଗବଦ୍ଧ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣରେ ଗୁରୁତର ହୋଇ ଚିକିତ୍ସା ପାଇଁ କଟକ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା କରୁଣାକରଙ୍କ ମୃତ୍ୟୁ…
ରାଜଧାନୀ କଲେଜରୁ ଚିହ୍ନଟ ହେଲେ ୬ ନକଲି ଦିବ୍ୟାଙ୍ଗ ଛାତ୍ର
ଭୁବନେଶ୍ୱର,୨୯ା୪(ବ୍ୟୁରୋ): ବିଜେବି କଲେଜ ପରେ ରାଜଧାନୀ କଲେଜରୁ ଚିହ୍ନଟ ହୋଇଛନ୍ତି ୬ ନକଲି ଦିବ୍ୟାଙ୍ଗ ଛାତ୍ର। କଟକ, ଖୋର୍ଦ୍ଧା ଓ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଦ୍ୱାରା ନକଲି ଛାତ୍ର ଚିହ୍ନଟ ହୋଇଥିବା ଜଣାପଡ଼ିଛି। ସରକାର ଗାଇଡ୍ଲାଇନ୍ ଅନୁସାରେ ସେମାନଙ୍କ ଆଡ୍ମିଶନ…
୨୮ ସହରରେ ଲକ୍ଡାଉନ୍ ଘୋଷଣା
ବେଜିଂ,୧୯।୪: ଚାଇନାରେ କରୋନା ଏବେ ବ୍ୟାପିବାରେ ଲାଗିଛି। ପରିସ୍ଥିତି ଏପରି ହୋଇଛି ଯେ ଏଠାରେ ୨୮ଟି ସହରରେ ଲକ୍ଡାଉନ୍ ଘୋଷଣା କରାଯାଇଛି। ଲକ୍ଡାଉନ୍ ସମୟରେ ନିୟମ ଏତେ କଠୋର ରହିଛି, ୧୬.୫ କୋଟି ଲୋକ ନିଜ ଘରେ ରହିବାକୁ ବାଧ୍ୟ ହେଉଛନ୍ତି।…
ଫାଣ୍ଡିରୁ ଅଭିଯୁକ୍ତ ଫେରାର ହେବା କନଷ୍ଟେବଳଙ୍କୁ ମହଙ୍ଗା ପଡ଼ିଲା
ସଇଁତଳା,୨୯ା୪(ଡି.ଏନ.ଏ.): ବିନ୍ଧନବାହାଲି ମଦଭାଟି ଡକାୟତି ଘଟଣାରେ ବଲାଙ୍ଗୀର ଜିଲା ସଇଁତଳା ଥାନା ଅଧୀନ ବଡ଼ମାଳ ଫାଣ୍ଡି ପୋଲିସ ଅଟକ ରଖିଥିବା ୨ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି। ଦାୟିତ୍ୱରେ ଅବହେଳା ପାଇଁ ୩ ଜଣ କନଷ୍ଟେବଳଙ୍କୁ ଏସ୍ପି ନୀତିନ କୁଶଲକର ନିଲମ୍ବିତ କରିଛନ୍ତି।…
ଆଜି ରିଲିଜ୍ ହେବ ‘ହିରୋପନ୍ଥି-୨’
ବଲିଉଡ୍ ଷ୍ଟାର୍ ଟାଇଗର ଶ୍ରଫ ଏବଂ ତାରା ସୁତାରିଆଙ୍କ ଅଭିନୀତ ଫିଲ୍ମ ‘ହେରୋପନ୍ଥି- ୨’ ଶୁକ୍ରବାର ରିଲିଜ୍ ହେବାକୁ ଯାଉଛି। ଅହମ୍ମଦ ଖାନଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମକୁ ପ୍ରମୋଶନ ପାଇଁ ସମସ୍ତେ ଲାଗି ପଡିଛନ୍ତି। ବର୍ତ୍ତମାନ ଫିଲ୍ମର ଗୀତଗୁଡ଼ିକ ମଧ୍ୟ ରିଲିଜ୍…
ଆଜି ରାଜ୍ୟରୁ ୧୦ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର,୨୯ା୪(ବ୍ୟୁରୋ): ରାଜ୍ୟରୁ ଶୁକ୍ରବାର ୧୦ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୮,୦୩୪ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୬ ଜଣ ଚିହ୍ନଟ ହୋଇଥିବା…
ଆଇପିଏଲ୍ ଇତିହାସ ରଚିଲେ ଓ୍ବାର୍ଣ୍ଣର
ମୁମ୍ବାଇ,୨୯।୪: ଆଇପିଏଲ ୨୦୨୨ରେ ଡେଭିଡ ୱାର୍ଣ୍ଣର ନିଜର ପ୍ରଭାବଶାଳୀ ପ୍ରଦର୍ଶନ ବଜାୟ ରଖିଛନ୍ତି। ସେ ୬ଟି ମ୍ୟାଚରେ ୩ଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ଡିସି ଏବଂ କେକେଆର ଖେଳାଯାଇଥିବା ଏକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ଏହି ଓପନର୍ ବ୍ୟାଟ୍ସମ୍ୟାନ କୋଲକାତା ନାଇଟ…
ପୁଣି ବଢୁଛି ଦେଶରେ କରୋନା ସଂକ୍ରମଣ
ନୂଆଦିଲ୍ଲୀ,୨୯।୪: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢିବାରେ ଲାଗିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩,୩୭୭ ଜଣ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ଏଥିସହ ୬୦ ଜଣଙ୍କ ମୃତ୍ୟୁ ଘଟିଛି। ନୂତନ…
ହିନ୍ଦୀ ଭାଷା ବିବାଦକୁ ନେଇ ମୁହଁ ଖୋଲିଲେ ସୋନୁ
ମୁମ୍ବାଇ: କନ୍ନଡ ସୁପରଷ୍ଟାର କିଚ୍ଚା ସୁଦିପ ଏବେ ଖୁବ୍ ଚର୍ଚ୍ଚାରେ । ହିନ୍ଦୀ ରାଷ୍ଟ୍ରୀୟ ଭାଷାକୁ ନେଇ ସେ ଦେଇଥିବା ବିବାଦୀୟ ବୟାନ ମଧ୍ୟରେ ଏବେ ସାଉଥ ଓ ନର୍ଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ହଇଚଇ ସୃଷ୍ଟି ହୋଇଛି । କିଚ୍ଚା ସୁଦିପ…

