ଟେସ୍‌ଲାର ୪୪ ଲକ୍ଷ ଶେୟାର ବିକିଲେ ଏଲନ ମସ୍କ

ଓ୍ବାଶିଂଟନ୍‌,୨୯।୪: ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କ ଟୁଇଟର୍‌ କିଣିବା ପରେ ଏବେ ପାଣ୍ଠି ସଂଗ୍ରହ ଆରମ୍ଭ କରିଛନ୍ତି। ଏହା ଅଧୀନରେ ସେ ପୁଣି ଥରେ ନିଜ କମ୍ପାନୀ ଟେସଲାର ଶେୟାର ବିକ୍ରି କରିଛନ୍ତି। ଆମେରିକାର ସିକ୍ୟୁରିଟି ଫାଇଲରୁ ଏହି ସୂଚନା ମିଳିଛି। ଏଥିରେ କୁହାଯାଇଛି ଯେ ମସ୍କ ଟେସଲା ଇଙ୍କ୍‌ର ୪୪ ଲକ୍ଷ ଶେୟାର ବିକ୍ରି କରିଛନ୍ତି ଏବଂ ଏହାର ବିକ୍ରି ୩.୯୯ ଅରବ ଡ଼ଲାରରେ ଅର୍ଥାତ୍‌ ୩୦ ହଜାର କୋଟି ଟଙ୍କାରୁ ଅଧିକ ହୋଇଛି। ମସ୍କ ପୂର୍ବରୁ ମଧ୍ୟ ଅନେକ ଥର ଟେସଲାର ଶେୟାର ବିକ୍ରି କରିଛନ୍ତି। ଏଲନ ମସ୍କଙ୍କ ଟୁଇଟର୍‌ କାରବାର ପାଇଁ ପାଣ୍ଠି ସଂଗ୍ରହ କରିଥିବା କୁହାଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

୨ରୁ ୩ ବର୍ଷରେ ୫୦୦ ଖଣିଜ ବ୍ଲକ ନିଲାମ ହେବ

ନୂଆଦିଲ୍ଲୀ: ଆଗାମୀ ୨ରୁ ୩ ବର୍ଷ ମଧ୍ୟରେ ସାରା ଦେଶରେ ପ୍ରାୟ ୫୦୦ ଖଣିଜ ବ୍ଲକ ନିଲାମ କରିବା ଲାଗି ସରକାର ଲକ୍ଷ୍ୟ ରଖିଛନ୍ତି। ଖଣି...

ଘରେ ପଶି ହାଇତି ରାଷ୍ଟ୍ରପତିଙ୍କୁ ହତ୍ୟା

ପୋର୍ଟ-ଅଉ-ପ୍ରିନ୍ସ (ହାଇତି),୭।୭: ହାଇତି ରାଷ୍ଟ୍ରପତି ଜୋଭେନେଲ ମୋଇସଙ୍କୁ ହତ୍ୟା କରାଯାଇଛି। ବୁଧବାର ସକାଳେ ତାଙ୍କ ଘର ଉପରେ ଆକ୍ରମଣ ହୋଇଥିଲା। ଏହି ଘଟଣାରେ ରାଷ୍ଟ୍ରପତିଙ୍କ ସ୍ତ୍ରୀ...

ପିଏଲ୍‌ଆଇ ସ୍କିମ୍‌ରେ ବୟନ କ୍ଷେତ୍ର ସାମିଲ

ନୂଆଦିଲ୍ଲୀ, ୯।୯: ଦେଶର ବୟନ ଶିଳ୍ପ କ୍ଷେତ୍ରକୁ ସରକାର ଉତ୍ପାଦନ ସଂଯୋଗୀ ପ୍ରୋତ୍ସାହନ ଯୋଜନା(ପିଏଲ୍‌ଆଇ) ସ୍କିମ୍‌ରେ ସାମିଲ କରିଛନ୍ତି। ଏହି କ୍ଷେତ୍ରରେ ମାନୁଫାକ୍‌ଚରିଂ ଏବଂ ରପ୍ତାନି...

କିମ୍‌ଙ୍କ କ୍ରୁରତା ମାନବିକତା ଲଂଘିଲା: ଜେନେରାଲଙ୍କୁ ପିରାନ୍ନା ମାଛ ଟ୍ୟାଙ୍କ୍‌ରେ ପିଙ୍ଗିଲେ

ପୋୟଙ୍ଗ୍‌ୟାଙ୍ଗ୍‌,୧୨।୬: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ୍‌ ଉନ୍‌ଙ୍କ କ୍ରୁରତା ମାନବିକତା ଲଂଘିଛି। ସେ ତାଙ୍କ ଜେନେରାଲଙ୍କୁ ମଣିଷକୁ ମାରି ଖାଉଥିବା ପିରାନ୍ନା ମାଛ...

ମୋରାଟୋରିୟମ ବଢ଼ିଲେ ବିତ୍ତୀୟ ସଙ୍କଟ

ନୂଆଦିଲ୍ଲୀ,୧୧।୧୦: କୋଭିଡ୍‌-୧୯ ଯୋଗୁ ଉପୁଜିଥିବା ସଙ୍କଟ ସମୟରେ ଲୋକଙ୍କୁ ଆଶ୍ୱସ୍ତି ଦେବା ଲାଗି ସରକାର ୬ ମାସର ମୋରାଟୋରିୟମ ସୁବିଧା ଘୋଷଣା କରିଥିଲେ। ଏହି ଅବଧିରେ...

କୋପ୍‌-୨୭ରେ ସହମତି, ତୈଳ-ଗ୍ୟାସ କମ୍ପାନୀ ଉପରେ ଲାଗିବ ଟିକସ…

କାଏରୋ,୯।୧୧ : ପୃଥିବୀକୁ ବଞ୍ଚାଇବା ପାଇଁ କଡା କାର୍ଯ୍ୟାନୁଷ୍ଠାନର ଚାହିଦା ବୃଦ୍ଧି ପାଇବାରେ ଲାଗିଛି। ମିଳିତ ଜାତିସଂଘର ଜଳବାୟୁ ସମ୍ମିଳନୀ କୋପ୍‌-୨୭ରେ ଯୋଗଦେଇ ବିଶ୍ୱ ନେତୃବୃନ୍ଦ...

ଆଉ ୨ ଯୁଦ୍ଧ ଅପରାଧୀଙ୍କୁ ୧୧ ବର୍ଷ ଜେଲ

କିଭ୍‌, ୧ା୬: ୟୁକ୍ରେନ୍‌ରେ ଯୁଦ୍ଧ ଅପରାଧ କରିଥିବା ଆଉ ଦୁଇ ରୁଷୀୟ ସୈନ୍ୟଙ୍କୁ କିଭ୍‌ର ଏକ କୋର୍ଟ ମଙ୍ଗଳବାର ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନେ ହେଲେ...

ମୋଦି-ସୁନକ ଭେଟ ପରେ ଭାରତୀୟଙ୍କ ପାଇଁ ୩୦୦୦ ଭିଜାକୁ ସବୁଜ ସଙ୍କେତ…

ବାଲି/ନୂଆଦିଲ୍ଲୀ,୧୬।୧୧ : ବ୍ରିଟେନରେ କାମ କରିବାକୁ ଚାହୁଁଥିବା ଭାରତୀୟଙ୍କ ପାଇଁ ଖୁସି ଖବର ସାମ୍ନାକୁ ଆସିଛି। ବ୍ରିଟେନରେ କାର୍ଯ୍ୟ କରିବା ପାଇଁ ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି...

Advertisement
Archives

Model This Week