Posted inଜାତୀୟ

ରାଜ ଠାକରେଙ୍କୁ ରାଲି କରିବାକୁ ମିଳିଲା ଅନୁମତି

ମୁମ୍ବାଇ,୨୯।୪: ମହାରାଷ୍ଟ୍ର ନବନିର୍ମାଣ ସେନା(ଏମ୍‌ଏନ୍‌ଏସ୍‌)ର ମୁଖ୍ୟ ରାଜ ଠାକରେଙ୍କୁ ବହୁପ୍ରତିକ୍ଷୀତ ରାଲି କରିବାକୁ ଅନୁମତି ମିଳିଛି। ମେ’୧ରେ ଔରଙ୍ଗାବାଦର ସାଂସ୍କୃତିକ ଖେଳ ପଡ଼ିଆରେ ହେବାକୁ ଥିବା ଜନସଭା ପାଇଁ ରାଜ ଠାକରେଙ୍କୁ ଅନୁମତି ପ୍ରଦାନ କରାଯାଇଛି। କିନ୍ତୁ ଏହି ରାଲିରେ ଅନେକ ସର୍ତ୍ତ ପାଳନ କରିବା ବାଧ୍ୟତାମୂଳକ ହେବ। ଏହି ଜନସଭା ମେ’୧ ସନ୍ଧ୍ୟା ସାଢ଼େ ୪ଟାରୁ ୯.୪୫ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଜନସଭାରେ ସାମିଲ ହେବାକୁ ଥିବା ରାଜ ଠାକରେଙ୍କ ସମର୍ଥକଙ୍କୁ କେତେକ ଆତ୍ମ-ଶୃଙ୍ଖଳା ଅନୁସରଣ କରିବାକୁ ପଡ଼ିବ। ରାଲି ସମୟରେ କିମ୍ବା ପରେ ଆପତ୍ତିଜନକ ସ୍ଲୋଗାନ ବା ଅଶ୍ଲୀଳ ଆଚରଣ ବ୍ୟବହାର ଯେପରି ନ ହୁଏ ସେଥିପାଇଁ ଏହାର ପାଳନ କରିବା ବାଧ୍ୟାତାମୂଳକ ରହିବ ବୋଲି ନିର୍ଦ୍ଦେଶ ଜାରି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସୋନିଆ-ରିଜିଜୁ ମୁହାଁମୁହିଁ…

ନୂଆଦିଲ୍ଲୀ,୧୧।୪ : କଂଗ୍ରେସ ନେତା ସୋନିଆ ଗାନ୍ଧୀ ଏବଂ କେନ୍ଦ୍ର ଆଇନ ମନ୍ତ୍ରୀ ମୁହାଁମୁହିଁ ହୋଇଛନ୍ତି। ଏକ ଇଂଲିଶ ଖବରକାଗଜ ପାଇଁ ଲେଖାଯାଇଥିବା ସମ୍ପାଦକୀୟରେ ସୋନିଆ...

ଲକ୍‌ଡାଉନ: ୮ ଦିନରେ ସଡ଼କ ଦୁର୍ଘଟଣାରେ ଗଲାଣି ୭୦ରୁ ଊର୍ଦ୍ଧ୍ୱ ପ୍ରବାସୀ ଶ୍ରମିକଙ୍କ ଜୀବନ

ନୂଆଦିଲ୍ଲୀ,୧୬।୫: ଲକ୍‌ଡାଉନ ସମୟରେ ନିଜ ରାଜ୍ୟ ବାହାରେ ଥିବା ପ୍ରବାସୀ ଶ୍ରମିକ ପ୍ରତିଦିନ ଦୁର୍ଘଟଣାର ଶିକାର ହେଉଥିବା ଦେଖିବାକୁ ମିଳିଛି। ଘରକୁ ଫେରୁଥିବା ଏହି ଶ୍ରମିକମାନେ...

୩୭୦ ଉଚ୍ଛେଦ ନିଷ୍ପତ୍ତିର ଗୁରୁତ୍ୱ ଲୋକଙ୍କୁ ଜଣାଇବ ଭାଜପା

ନୂଆଦିଲ୍ଲୀ,୨୭ା୮(ପି.ଟି.): ସମ୍ବିଧାନର ଅନୁଚ୍ଛେଦ ୩୭୦ ଏବଂ ୩୫ଏ ଉଚ୍ଛେଦ ପାଇଁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିର ଗୁରୁତ୍ୱ ସମ୍ପର୍କରେ ଭାଜପା ଜନସାଧାରଣଙ୍କୁ ଜଣାଇବ। ଏଥିପାଇଁ ମାସେ ବ୍ୟାପୀ...

ରାମମନ୍ଦିର ପାଇଁ ଅଯୋଧ୍ୟାରେ ପହଞ୍ଚିଲା ୬୧୩ କିଲୋଗ୍ରାମ ଓଜନର ଘଣ୍ଟି; ୮ କିମି ପର୍ଯ୍ୟନ୍ତ ଶୁଭିବ ଧ୍ୱନି

ଅଯୋଦ୍ଧା, ୭।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ରାମେଶ୍ୱରମରୁ ବାହାରିଥିବା ରାମରଥ ଯାତ୍ରା ୪,୫୫୫ କିଲୋମିଟର ଅତିକ୍ରମ କରି ଅଯୋଧ୍ୟାରେ ପହଞ୍ଚିଛି। ଏହି ଯାତ୍ରାରେ...

ସକ୍ରିୟ ରାଜନୀତିରୁ ଛୁଟି ନେଇ ଏବେ ଏହି କାମ କରୁଛନ୍ତି କେଜ୍‌ରିଓ୍ବାଲ୍‌

ଜୟପୁର,୧।୯: ରାଜନୀତି ଯୋଗୁ ଦିନକୁ ଦିନ ବୃଦ୍ଧି ପାଉଥିବା ଚାପକୁ ଦୂର କରିବା ପାଇଁ ରାଜନେତାମାନେ ବିଭିନ୍ନ ପଦକ୍ଷେପ ନେଉଛନ୍ତି। କିଛି ନେତା ପରିବାର ସହିତ...

ହଲାଇଦେଲା ଟୁଇଟ୍‌

ନୂଆଦିଲ୍ଲୀ,୬ା୨: କୃଷି ଆଇନ ପ୍ରତ୍ୟାହାର ଦାବିରେ ଧାରଣାରେ ବସିଥିବା କୃଷକମାନଙ୍କୁ କଣ୍ଟକିତ ତାରବାଡ଼ ଦେଇ ଘେରିବା ଭାରତକୁ ଅନ୍ତର୍ଜାତୀୟ ଲଜ୍ଜା ଆଣିଦେଇଥିବାବେଳେ ସେଲିବ୍ରିଟିଙ୍କ ଟୁଇଟ୍‌ କେନ୍ଦ୍ର...

ଛାତ୍ରୀଙ୍କୁ ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କ ଅସଦାଚରଣ ମାମଲା: ଜିଲାପାଳ, ଏସ୍‌ପିଙ୍କୁ ରିପୋର୍ଟ ତଲବ

ଲକ୍ଷ୍ନୌ, ୨୯ା୮(ପି.ଟି.): ଉତ୍ତରପ୍ରଦେଶ(ୟୁପି)ର ଶାହଜାହାନ୍‌ପୁର ଜିଲାରେ ଜଣେ ଆଇନ ଛାତ୍ରୀଙ୍କୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ବାମୀ ଚିନ୍ମୟାନନ୍ଦ ଅସଦାଚରଣ କରିବା ନେଇ ଭିଡିଓ କ୍ଲିପ ସାମ୍ନାକୁ ଆସିବା...

ବୀରଭୁମର ନିର୍ମାଣାଧିନ ଘରୁ ମିଳିଲା ୪୦ ଦେଶୀ ବୋମା

କୋଲକାତା,୨୭ ।୩: ପଶ୍ଚିମବଙ୍ଗ ବିରଭୂମ ଜିଲା ରାମପୁରହାଟର ମାରଗ୍ରାମରେ ଶନିବାର ୪୦ ଦେଶି ବୋମା ଜବତ କରାଯାଇଛି । ସେଠାକାର ପୋଲିସ ଅଧିକ୍ଷକ(ଏସପି) ନଗେନ୍ଦ୍ର ନାଥ...

Advertisement
Archives

Model This Week