କୋଇଲା ଅଭାବ ଯୋଗୁ ଦିଲ୍ଲୀ ମେଟ୍ରୋ ଟ୍ରେନ୍, ହସ୍ପିଟାଲରେ ବିଜୁଳି ଯୋଗାଣରେ ଉପୁଜିପାରେ ବାଧା
ନୂଆଦିଲ୍ଲୀ,୨୯ ।୪: କୋଇଲା ଅଭାବକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ରାଜଧାନୀର ମେଟ୍ରୋ ଟ୍ରେନ୍ ଓ ହସ୍ପିଟାଲ ସମେତ କିଛି ଗୁରୁତ୍ୱପର୍ଣ୍ଣ ପ୍ରତିଷ୍ଠାନ ଗୁଡିକରରେ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣରେ ବାଧା ସୃଷ୍ଟି ହେବାର ଏକ ବଡ ଚେତାବନୀ ଦେଇଛନ୍ତି । ଦିଲ୍ଲୀର…
ଯାଜପୁରରେ ୨୭,୯୨୯ ମାଟ୍ରିକ ପରୀକ୍ଷାର୍ଥୀ
ଯାଜପୁର ଟାଉନ,୨୯ା୪(ଡି.ଏନ.ଏ.): ମାଟ୍ରିକ ପରୀକ୍ଷାରେ ଯାଜପୁର ଜିଲାର ୧୯୨ଟି କେନ୍ଦ୍ରରେ ମୋଟ୍ ୨୭,୯୨୯ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ଏହି ପରୀକ୍ଷା ୨୯ ତାରିଖ ଶୁକ୍ରବାରଠାରୁ ଆରମ୍ଭ ହୋଇ ମେ’ ୭ ତାରିଖ ପର୍ଯ୍ୟନ୍ତ ଚାଲିବ। ପରୀକ୍ଷା କେନ୍ଦ୍ରରେ କୋଭିଡ୍ ନିୟମ ଅନୁସାରେ…
ଟମକା-ମଙ୍ଗଳପୁର ରାସ୍ତା କାର୍ଯ୍ୟ ନିମ୍ନମାନର
କାଳିଆପାଣି,୨୯ା୪(ଡି.ଏନ.ଏ.): ଟମକା-ମଙ୍ଗଳପୁର ରାସ୍ତା ନିର୍ମାଣ କାର୍ଯ୍ୟ ନିମ୍ନମାନର କରାଯାଉଛି। ଠିକାଦାର ଅଧିକାରୀଙ୍କ ଛତ୍ରଛାୟା ତଳେ ରହି ଏପରି କାର୍ଯ୍ୟ କରୁଛନ୍ତି ବୋଲି ଅଭିଯୋଗ ହୋଇଛି। ଉକ୍ତ ରାସ୍ତା ପାଇଁ ପ୍ରତିବର୍ଷ କୋଟିକୋଟି ଟଙ୍କା ବ୍ୟୟ ବରାଦ କରାଯାଉଛି। ହେଲେ ବିଭାଗୀୟ ଅଧିକାରୀ…
ମଧ୍ୟପ୍ରଦେଶ ନିର୍ବାଚନ ପାଇଁ ପ୍ରସ୍ତୁତ ହେଲାଣି ଭାଜପା
ନୂଆଦିଲ୍ଲୀ,୨୯ ।୪: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ପୂର୍ଣ୍ଣ ବହୁମତରେ ବିଜୟ ଲାଭ କରିବା ପରେ ଏବେ ଭାରତୀୟ ଜନତା ପାର୍ଟି(ଭାଜପା) ନଜରରେ ୨୦୨୪ ନିର୍ବାଚନ । ଏଥିପାଇଁ ଏବେଠାରୁ ଦଳ ପ୍ରସ୍ତୁତି କଲାଣି । ତେବେ ଆସନ୍ତା ବର୍ଷ ମଧ୍ୟପ୍ରଦେଶରେ…
ଝଲସିବ ବିରଜା ମନ୍ଦିର ପରିସର
ଯାଜପୁର ଅଫିସ,୨୯ା୪: ପୁରୀ ଜଗନ୍ନାଥ ଓ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ଭଳି ଯାଜପୁର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜା ମନ୍ଦିରର ବାହ୍ୟ ପରିସର ଝଲସିବ। ଏଥିପାଇଁ ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ ହୋଇ ସାରିଛି। ଏହା ସହ ବେସରକାରୀ ଜମି କିଣିବାକୁ…
ଆବାସ ଯୋଜନାରେ ଦୁର୍ନୀତି ଅଭିଯୋଗ
ଫୁଲବାଣୀ ଅଫିସ, ୨୯ା୪: କନ୍ଧମାଳ ଜିଲା ଫୁଲବାଣୀ ପୌର ପରିଷଦରେ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଛି। ଗୋଟିଏ ଗୋଟିଏ ପରିବାର ୪ରୁ ୫ଟି ଆବାସ ହାତେଇଛନ୍ତି। ଏପରିକି ଜଣେ ପୂର୍ବତନ କାଉନସିଲର ୪ଟି ଆବାସ ନେଇଛନ୍ତି। ମାତ୍ର ସ୍ଥଳ ବିଶେଷରେ…
ପାଣି ପାଇଁ ଚୁଆ ଖୋଳିଲେ ଗାଁ ଲୋକେ
ପାରଳାଖେମୁଣ୍ଡିି,୨୯ା୪(ଡି.ଏନ.ଏ.): ବସୁଧା ଯୋଜନାରେ ସରକାର ସମସ୍ତଙ୍କୁ ପାଣି ଯୋଗାଇ ଦେବା ବ୍ୟବସ୍ଥା କରିଛନ୍ତି। ହେଲେ ମୋହନା ବ୍ଲକ ପ୍ରଶାସନ ପାନୀୟ ଜଳ ସମସ୍ୟା ଦୂର କରି ନ ପାରିବାରୁ ଗ୍ରାମବାସୀ ଚୁଆ ଖୋଳି ପାଇବା ପାଣି ସଂଗ୍ରହ କରିବାକୁ ବାଧ୍ୟ ହୋଇଛନ୍ତି।…
ଅଯୋଧ୍ୟାରେ ଦଙ୍ଗା ଷଡ଼ଯନ୍ତ୍ର ପଣ୍ଡ: ୭ ମାଷ୍ଟରମାଇଣ୍ଡ ଗିରଫ
ଆଯୋଧ୍ୟା,୨୯।୪: ଉତ୍ତର ପ୍ରଦେଶର ଅଯୋଧ୍ୟାରେ ଥିବା ବିଭିନ୍ନ ଧାର୍ମିକ ସ୍ଥାନରେ ଆପତ୍ତିଜନକ ପୋଷ୍ଟର, ମାଂସ ଏବଂ ଚିରିଯାଇଥିବା ଧାର୍ମିକ ପୁସ୍ତକ ଫିଙ୍ଗି ଦଙ୍ଗା ସୃଷ୍ଟି କରିବାକୁ ଷଡଯନ୍ତ୍ର କରିବା ଅଭିଯୋଗରେ ପୋଲିସ ୭ ଜଣଙ୍କୁ ଗିରଫ କରିଛି। ଏହି ଘଟଣାରେ ସମ୍ପୃକ୍ତ…
ଉତ୍ତର ପ୍ରଦେଶରେ ସଡ଼କ ଉପରେ ନମାଜ ପଢିବା ମନା
ଲକ୍ଷ୍ନୌ,୨୯ ।୪: ଲାଉଡ ସ୍ପିକର ବିବାଦ ମଧ୍ୟରେ ଇଦ ପୂର୍ବରୁ ଶୁକ୍ରବାର ପାଳନ କରାଯାଉଛି ଅଲବିଦା ଜୁମେ କି ନମାଜ । ଏଥିପାଇଁ ସୁରକ୍ଷାକୁ ଦୃଷ୍ଟିରେ ରଖି ପୋଲିସ ଓ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ବିବାଦକୁ ଦେଖି…
ସହାୟତା ଅପେକ୍ଷାରେ ଅନାଥ ଭଉଣୀଭାଇ
ବିରିଡି,୨୯ା୪(ଡି.ଏନ୍.ଏ.): ଜଗତ୍ସିଂହପୁର ଜିଲା ବିରିଡି ବ୍ଲକ ଅନ୍ତର୍ଗତ ଶଙ୍ଖାରିସାହି ଗଁାର ରଘୁନାଥ ନାୟକ ଓ ପ୍ରଭାତିଙ୍କ ପରଲୋକ ପରେ ନାବାଳକ ଝିଅପୁଅ ଏବେ ଅନାଥ ହୋଇଯାଇଛନ୍ତି। ତାଙ୍କର ଭରଣପୋଷଣ ସହ ପାଠପଢାରେ ସହଯୋଗ କରିବାକୁ କେହି ନ ଥିବାରୁ ଭଉଣୀଭାଇ ସରକାରୀ…
ଆଇପିଏଲ୍ରେ ପୁଅ କରୁଛନ୍ତି ଚମତ୍କାର, ସେପଟେ ରାସ୍ତାକଡ଼ରେ ଫଳ ବିକୁଛନ୍ତି ବାପା
ମୁମ୍ବାଇ,୨୯।୪:ଆଇପିଏଲ୍ ୨୦୨୨ରେ ଭାରତୀୟ ଯୁବ ଦ୍ରୁତ ବୋଲର ଉମ୍ରାନ ମଲିକଙ୍କ ଚର୍ଚ୍ଚା ସବୁଠି ଚାଲିଛି। ଉମ୍ରାନଙ୍କ ବୋଲିଂ ଗତି ଦେଖି କେବଳ କ୍ରିକେଟ୍ ପ୍ରଶଂସକ ନୁହେଁ,କ୍ରିକେଟ୍ ବିଶେଷଜ୍ଞ ମଧ୍ୟ ଆଶ୍ଚର୍ଯ୍ୟ ହୋଇଛନ୍ତି। କଶ୍ମୀରର ଏହି ଯୁବ ବୋଲର ଭାରତର ଭବିଷ୍ୟତ ବୋଲି…
୧୦୪ କେନ୍ଦ୍ରରେ ପରୀକ୍ଷା ଦେବେ ମାଟ୍ରିକ ଛାତ୍ରୀଛାତ୍ର
କେନ୍ଦ୍ରାପଡ଼ା ଅଫିସ,୨୯ା୪: ଚଳିତବର୍ଷର ମାଟ୍ରିକ ପରୀକ୍ଷା ଶୁକ୍ରବାର ହେବ। ଏହି ପରୀକ୍ଷା ମେ ୭ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ କେନ୍ଦ୍ରାପଡ଼ା ଜିଲା ଶିକ୍ଷା ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି। ଜିଲାର ୧୦୪ ପରୀକ୍ଷା କେନ୍ଦ୍ରରେ ମୋଟ ୨୧,୬୨୫ ଜଣ…

