ରାଜ୍ୟରୁ ଚିହ୍ନଟ ହେଲେ ୧୨ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୩୦।୪(ବ୍ୟୁରୋ): ରାଜ୍ୟରେ କମୁଛି ସଂକ୍ରମଣ। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୨ କରୋନା ସଂକ୍ରମଣ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍‌ ବୟସର ପିଲା ୩ ଜଣ ରହିଛନ୍ତି। ସେହିପରି କ୍ୱାରାଣ୍ଟାଇନ୍‌ରୁ ୭ ଜଣ ଚିହ୍ନଟ ହୋଇଥିବା ବେଳେ ୫ ଜଣ ଲୋକାଲ କେସ୍‌ ରହିଛି। ଏ ନେଇ ଶନିବାର ରାଜ୍ୟ ସୂଚନା ଏବଂ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଆକ୍ରାନ୍ତଙ୍କ ମଧ୍ୟରେ କଟକରୁ ୩ ଜଣ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୨ ଜଣ ଅଛନ୍ତି। ସେହିପରି ବଲାଙ୍ଗୀର, ଯାଜପୁର, ନୂଆପଡା, ରାୟଗଡା, ସମ୍ବଲପୁର, ସୁନ୍ଦରଗଡ ଏବଂ ଷ୍ଟେଟ୍‌ ପୁଲ୍‌ରୁ ଜଣେ ଲେଖାଏ ଆକ୍ରାନ୍ତ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏ ବର୍ଷ ବି ହେବନି ଭୁବନେଶ୍ୱର ବାଲିଯାତ୍ରା

ଭୁବନେଶ୍ୱର,୧୪।୧୧(ବ୍ୟୁରୋ): ଚଳିତ ବର୍ଷ ଭୁବନେଶ୍ବର ବାଲିଯାତ୍ରା ହେବନି । କଟକ ବାଲିଯାତ୍ରା ନ ହେବାନେଇ ବିଜ୍ଞପ୍ତି ଜାରି ହେବା ପରେ ବର୍ତ୍ତମାନ ଭୁବନେଶ୍ବର ମଧ୍ୟ ଚଳିତ...

ଅରୁଣ ବୋଥ୍ରା କରୋନା ସଂକ୍ରମିତ

ଭୁବନେଶ୍ୱର,୧୫।୧(ବ୍ୟୁରୋ): ପରିବହନ କମିଶନର ଅରୁଣ ବୋଥ୍ରା କରୋନାରେ ସଂକ୍ରମିତ ହୋଇଛନ୍ତି। ଏ ନେଇ ସେ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଗତ ପ୍ରାୟ...

ରୋଗୀଙ୍କ ସମ୍ପର୍କୀୟଙ୍କୁ ବାଉନ୍‌ସରଙ୍କ ଆକ୍ରମଣ

ଭୁବନେଶ୍ୱର,୨୧ା୧୦(ବ୍ୟୁରୋ) : ହସ୍ପିଟାଲ ପରିସରରେ ବାଉନ୍‌ସରଙ୍କ ଉପତ୍ାତ ଦିନକୁ ଦିନ ବଢ଼ିବାରେ ଲାଗିଛି। ରବିବାର ନୟାପଲ୍ଲୀ ଥାନା ଅଞ୍ଚଳରେ ଥିବା ଏକ ଘରୋଇ ହସ୍ପିଟାଲରେ ରୋଗୀଙ୍କ...

ପ୍ରକଳ୍ପରୁ ମିଳୁନି ପାନୀୟ ଜଳ: ପୋଖରୀ ପାଣି ଭରସା

ଖଣ୍ଡପଡ଼ା/ଭାପୁର,୨୭ା୪(ସ୍ବ.ପ୍ର./ଡି.ଏନ.ଏ.): ଭାପୁର ବ୍ଲକ ବାଇଗୁଣିଆଁ ପଞ୍ଚାୟତ କେଶରସିଂ ନୂଆସାହି ଗ୍ରାମବାସୀଙ୍କ ପାଇଁ ପାନୀୟଜଳ ମୁଖ୍ୟ ସମସ୍ୟା ହୋଇଛି। ପ୍ରକଳ୍ପ ଥିଲେ ବି ସେଥିରୁ ଜଳ ମିଳୁନି।...

ମଧ୍ୟପ୍ରଦେଶର ୫୦ ପ୍ରତିଶତ ଜିଲା କରୋନା ସଂକ୍ରମିତ: ୫ ହଟ୍‌ସ୍ପଟ୍‌,୧୧ ରେଡ୍‌ ଜୋନ୍‌

ଭୋପାଳ,୨୭।୪: ଭାରତରେ କରୋନା ସଂକ୍ରମିତ ତଥା ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ମଧ୍ୟପ୍ରଦେଶର ୫୨ ଜିଲାରୁ ୫୦ ପ୍ରତିଶତ ଜିଲା କରୋନା ଦ୍ୱାରା ସଂକ୍ରମିତ ହୋଇଛି।...

ବୁଥ୍‌ ଜବରଦଖଲ ଅଭିଯୋଗ

ନୟାଗଡ଼ ଅଫିସ,୨୦ା୨: ନୟାଗଡ଼ ବ୍ଲକର ୪ ଜିଲା ପରିଷଦ ଜୋନର ୨୯ ପଞ୍ଚାୟତରେ ଭୋଟଗ୍ରହଣ ଚାଲିଛି। ଏହାର ହରିପୁରର ୧୨ ନଂ ବୁଥ୍‌ରେ ଜବରଦଖଲ କରାଯାଇ...

କରୋନା ମୃତକଙ୍କ ପରିବାରକୁ ମିଳିବ ୫୦ହଜାର ଟଙ୍କା

ଭୁବନେଶ୍ୱର, ୨୯।୯(ବ୍ୟୁରୋ):କରୋନାରେ ମୃତ୍ୟୁ ହୋଇଥିଲେ ପରିବାରକୁ ମିଳିବ ୫୦ ହଜାର ଟଙ୍କା। ଏହି ସହାୟତା ଦେବେ ରାଜ୍ୟ ସରକାର। ଏନେଇ ଡିଏମ୍‌ଇଟି ଡା. ସିବିକେ ମହାନ୍ତି...

ବ୍ରଜରାଜନଗର ଉପନିର୍ବାଚନ: ୨୭୯ ବୁଥ୍‌ରେ ଭୋଟ୍‌ ଗ୍ରହଣ

ଝାରସୁଗୁଡା ଅଫିସ,୨୦।୫: ଆସନ୍ତା ୩୧ରେ ବ୍ରଜରାଜନଗରରେ ଉପନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ରାଜନୀତି ସରଗରମ ରହିଛି। ତେବେ ନିର୍ବାଚନରେ ୫ଟି ପିଙ୍କ୍‌ ବୁଥ୍‌କୁ ମିଶାଇ ମୋଟ...

Advertisement
Archives

Model This Week