ହାତ ଯୋଡ଼ିଲେ ଭୋଜପୁରୀ ସୁପରଷ୍ଟାର
ନୂଆଦିଲ୍ଲୀ: ଏକ ବିବାଦକୁ ନେଇ ଚର୍ଚ୍ଚାରେ ଭୋଜପୁରୀ ସିନେମାର ସୁପରଷ୍ଟାର ଖେସାରୀ ଲାଲ ଯାଦବ। ସୋସିଆଲ ମିଡିଆରେ ତାଙ୍କ ଝିଅ ଏବଂ ସ୍ତ୍ରୀଙ୍କୁ ବଳାତ୍କାର ଧମକ ଦିଆଯାଇଛି। ଏହାକୁ ନେଇ ସେ ହାତ ଯୋଡ଼ି ଉକ୍ତ ବ୍ୟକ୍ତିଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ…
ବିଦ୍ୟୁତ୍ ନେଲା ନାବାଳିକାଙ୍କ ଜୀବନ, ଢୁଢୁଆରେ ଉତ୍ତେଜନା
ଭଞ୍ଜନଗର,୩।୫(ଡି.ଏନ୍.ଏ.): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ଢୁଢୁଆରେ ମଙ୍ଗଳବାର ପୂର୍ବାହ୍ନରେ ବିଦ୍ୟୁତ୍ ଆଘାତରେ ଜଣେ ନାବାଳିକାଙ୍କର ମୃତ୍ୟୁ ଘଟିଛି। ସେ ହେଲେ ରାଣୀ ନାଇକ (୧୪)। ଏହି ଘଟଣାକୁ ନେଇ ଚପା ଉତ୍ତେଜନା ଦେଖା ଦେଇଛି। ସୂଚନାଯୋଗ୍ୟ, ବୁଗୁଡ଼ା ଥାନା…
ଭାଜପାର ମୁହଁତୋଡ ଜବାବ ଦେଲା କଂଗ୍ରେସ: ପ୍ରକାଶ ଜାଭଡେକରଙ୍କ ସାମ୍ପେନ୍ ଫଟୋ ଶେୟାର କରି ପଚାରିଲା…
ନୂଆଦିଲ୍ଲୀ,୩।୫: ରାହୁଲ ଗାନ୍ଧୀଙ୍କ ପବ୍ର ଏକ ଭିଡିଓ ଭାଇରାଲ ହେବା ପରେ ଏବେ ଭାଜପା ଓ କଂଗ୍ରେସ ମୁହାଁମୁହିଁ ହେବା ସହ ଦୁହିଁଙ୍କ ମଧ୍ୟରେ ବାକ୍ଯୁଦ୍ଧ ଆରମ୍ଭ ହୋଇଯାଇଛି। ଯାହାକୁ ନେଇ ଭାଜପା କଂଗ୍ରେସକୁ ଟାର୍ଗେଟ କରିଛି। ଆଉ ଏହାର ଜବାବ…
ଅଧିନାୟକ ପ୍ରଶଂସାରେ ପୋତିଲେ, କହିଲେ ‘ରିଙ୍କୁ ଭବିଷ୍ୟତର ଷ୍ଟାର’
ମୁମ୍ବାଇ,୩।୫: ଆଇପିଏଲ୍ ୨୦୨୨ରେ କୋଲକାତା ନାଇଟ୍ ରାଇଡର୍ସ(କେକେଆର୍) ସୋମବାର ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚ୍କୁ ୭ ଉଇକେଟରେ ଜିତି ନେଇଛି। ଲଗାତର ୫ଟି ମ୍ୟାଚ୍ ହାରିବା ପରେ ଦଳ ବିଜେତା ହେବାରେ ସଫଳ ହୋଇଥିଲା। ତେବେ ଏଥିରେ ଅଧିନାୟକ ଶ୍ରେୟସ ଆୟର,…
ସାମ୍ପ୍ରଦାୟିକ ହିଂସା ପରେ ୧୦ଥାନା ଅଞ୍ଚଳରେ କର୍ଫ୍ୟୁ: ଭାଜପା ବିଧାୟକଙ୍କ ଘର ଆଗରେ ଦୁର୍ବୃତ୍ତ ଜାଳିଦେଲେ ବାଇକ୍
ଯୋଧପୁର,୩।୫: ଗତ କିଛି ଦିନରୁ ଦେଶରେ ସାମ୍ପ୍ରଦାୟିକ ହିଂସା ଦେଖିବାକୁ ମିଳିଛି। ଏହି କ୍ରମରେ ରାଜସ୍ଥାନ ମଧ୍ୟ ବାଦ୍ ପଡ଼ିନି। ରାଜସ୍ଥାନର ଯୋଧପୁରରେ ସୋମବାର ବିଳମ୍ବିତ ରାତିରେ ପତାକା ଓ ଲାଉଡସ୍ପିକରକୁ ନେଇ ହୋଇଥିବା ବିବାଦ ଥମିବାର ନା ନେଉନି। ମଙ୍ଗଳବାର…
ପ୍ଲେ-ଅଫ୍ରେ ସ୍ଥାନ ନିଶ୍ଚିତ କରିବାକୁ ଓହ୍ଲାଇବ ଗୁଜରାଟ
ମୁମ୍ବାଇ,୩।୫: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍)ରେ ମଙ୍ଗଳବାର ଖେଳାଯିବାକୁ ଥିବା ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସକୁ ଭେଟିବ ପଞ୍ଜାବ କିଙ୍ଗ୍ସ। ପ୍ରଥମ ଥର ଲାଗି ଆଇପିଏଲ୍ ଖେଳୁଥିବା ଗୁଜରାଟ ଟିମ୍ ପାଇଁ ଏଯାବତର ଯାତ୍ରା ବେଶ ପ୍ରଶଂସନୀୟ। ଦଳ ୯ ମ୍ୟାଚ୍ ଖେଳିଥିବା ବେଳେ…
ପୁରୀରେ ପହଞ୍ଚିଲା ସପ୍ତମ ପର୍ଯ୍ୟାୟ ରଥକାଠ
ପୁରୀ ଅଫିସ,୩।୫: ମଙ୍ଗଳବାର ପବିତ୍ର ଅକ୍ଷୟ ତୃତୀୟା ଅବସରରେ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ଏ ନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ତିନୋଟି ୧୨ ଫୁଟିଆ ଧଉରା କାଠ ରଖାଯାଇଛି। ଅନ୍ୟପଟେ ଆଜି ପୁରୀରେ ସପ୍ତମ ପର୍ଯ୍ୟାୟ ରଥକାଠ…
ବିବାହରେ ଯୋଗ ଦେବା ଅପରାଧ ତ ନୁହେଁ: ସୁରଜେୱାଲା
ନୂଆଦିଲ୍ଲୀ,୩ ।୫: ନିଜର ଜଣ ବନ୍ଧୁଙ୍କ ବିବାହରେ ଯୋଗ ଦେବାକୁ ନେପାଳ ଯାଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଏବେ ଏହାର ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ ସେ ଏକ ପବ୍ରେ ନଜର ଆସିଛନ୍ତି । ଏହି ଭିଡିଓକୁ…
ଇମ୍ରାନ୍ଙ୍କ ନାଁରେ ରୁଜୁ ହେଲା ମାମଲା
ଇସ୍ଲାମାବାଦ, ୩ା୫: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କ ବିରୋଧରେ ଧର୍ମନିନ୍ଦା ମାମଲା ରୁଜୁ ହୋଇଛି। ପ୍ରଧାନମନ୍ତ୍ରୀ ଶେହବାଜ୍ ଶରିଫ୍ ଗୁରୁବାର ସାଉଦିଆରବ ଗସ୍ତ କରିଥିବାବେଳେ ଇସ୍ଲାମର ଗୁରୁତ୍ୱପୂର୍ଣ୍ଣ ଧାର୍ମିକ ସ୍ଥଳ ମେଦିନାରେ ଶ୍ରଦ୍ଧାଳୁମାନେ ତାଙ୍କୁ ‘ଚୋର’, ‘ଦେଶଦ୍ରୋହୀ’ ବୋଲି କହି…
ମ୍ୟାଚ୍ ପୂର୍ବରୁ ପାପୁଲିରେ ଏମିତି କଥା ଲେଖିଥିଲେ ବ୍ୟାଟ୍ସମ୍ୟାନ୍: ପରେ ହେଲା ସତ
ମୁମ୍ବାଇ,୩।୫: ଆଇପିଏଲ ୨୦୨୨ର ୪୭ତମ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ରାଜସ୍ଥାନ ରୟାଲ୍ସକୁ ୭ ଉଇକେଟରେ ପରାସ୍ତ କରିଛି। କ୍ରମାଗତ ୫ ମ୍ୟାଚ୍ ହାରିବା ପରେ କେକେଆର୍ ବିଜୟର ସ୍ବାଦ ଚାଖିଛି। କୋଲକାତାର ବିଜୟର ହିରୋ ଥିଲେ ରିଙ୍କୁ ସିଂ। ରାଜସ୍ଥାନ…
ଗୌତମବୁଦ୍ଧ ନଗରରେ ମେ ୩୧ ପର୍ଯ୍ୟନ୍ତ ୧୪୪
ଲକ୍ଷ୍ନୌ,୩।୫: ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଉତ୍ତର ପ୍ରଦେଶ ସରକାର ଗୌତମବୁଦ୍ଧ ନଗରରେ ୧୪୪ ଧାରା ଲାଗୁ କରିଛନ୍ତି। କଟକଣା ମେ’ ୧ରୁ ୩୧ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଦେଶରେ କରୋନାର ଚତୁର୍ଥ ଲହର ସଂକ୍ରମଣ ଆଶଙ୍କା…
ଦିବ୍ୟାଙ୍ଗଙ୍କ ପାଇଁ ପ୍ରେରଣାର ଉତ୍ସ ଦୀପ୍ତି
ଦୃଢ଼ ଇଚ୍ଛାଶକ୍ତି ସଫଳତା ଆଣେ। ଏହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ସମ୍ବଲପୁର ଜିଲା ଧନକଉଡ଼ା ଗ୍ରାମର ମାତା ଜ୍ୟୋତ୍ସାମୟୀ ଏବଂ ପିତା ବିପିନ ବିହାରୀ ଦାଶଙ୍କ କନିଷ୍ଠ କନ୍ୟା ଦୀପ୍ତି ଦାଶ। ତୁଳସୀ ଦୁଇପତ୍ରରୁ ବାସିଲା ପରି ଛୋଟ ବେଳୁ ନାଚଗୀତ,…

