ଜମାଟୋ, ସୁଇଗିରୁ ଖାଦ୍ୟ ଅର୍ଡର କରିବା ମହଙ୍ଗା ହେବ
ନୂଆଦିଲ୍ଲୀ,୩୦।୧୨: ଆସନ୍ତା ବର୍ଷ ୧ ତାରିଖରୁ ଜମାଟୋ, ସୁଇଗି ଭଳି ପ୍ଲାଟଫର୍ମରୁ ଖାଦ୍ୟ ଅର୍ଡର କରିବା ମହଙ୍ଗା ହେବାକୁ ଯାଉଛି। କାରଣ ଜାନୁୟାରୀ ପହିଲାରୁ କାର୍ଯ୍ୟକାରୀ ହେବାକୁ ଯାଉଛି ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ନୂଆ ନିୟମ। ଏହି ନିୟମ…
ରୋଲେକ୍ସ ଘଣ୍ଟା ପାଇଁ ଅଟକିଲା ବିମାନବନ୍ଦରର ଚେକିଂ
ନୂଆଦିଲ୍ଲୀ,୩୦।୧୨: ବେଙ୍ଗାଲୁରୁର କେମ୍ପେଗୌଡ଼ା ବିମାନ ବନ୍ଦରରେ ସୁରକ୍ଷା ଯାଞ୍ଚ ପ୍ରକ୍ରିୟାରେ ବାଧକ ସାଜିଥିଲେ ଜଣେ ଯାତ୍ରୀ। ବାଧ୍ୟତାମୂଳକ ସୁରକ୍ଷା ଯାଞ୍ଚ ବେଳେ ଉକ୍ତ ଯାତ୍ରୀ ୪୦ ଲକ୍ଷ ଟଙ୍କାର ରୋଲେକ୍ସ ଘଣ୍ଟାକୁ ଟ୍ରେରେ ରଖିବାକୁ ମନା କରି ଦେଇଥିଲେ। ଏଥି ଯୋଗୁ…
‘ବିଶ୍ୱର ଶ୍ରେଷ୍ଠ ୩ ପେସରଙ୍କ ମଧ୍ୟରେ ଶାମି ଜଣେ’
ସେଞ୍ଚୁରିଆନ,୩୦।୧୨: ମହମ୍ମଦ ଶାମି ବିଶ୍ୱର ଶ୍ରେଷ୍ଠ ୩ ପେସରଙ୍କ ମଧ୍ୟରୁ ଜଣେ। ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟକୁ ୧୧୩ ରନ୍ରେ ଜିତିବା ପରେ ଭାରତୀୟ ପେସରଙ୍କୁ ଏଭଳି ପ୍ରଶଂସା କରିଛନ୍ତି ଅଧିନାୟକ ବିରାଟ କୋହଲି। ସେଞ୍ଚୁରିଆନ ଟେଷ୍ଟର ପ୍ରଥମ ଇନିଂସରେ…
ଏହି ୪ ରାଶିର ଯୁବତୀ ବହୁତ ସଚ୍ଚୋଟ, ପ୍ରେମିକଙ୍କୁ ଦିଅନ୍ତି ନାହିଁ ଧୋକା…
ଜୀବନସାଥୀ ନଚେତ ପ୍ରେମିକା ସଚ୍ଚୋଟ ହୁଅନ୍ତୁ, ତାଙ୍କୁ କୌଣସି କଥା ଲୁଚାନ୍ତୁ ନାହିଁ ବୋଲି ସମସ୍ତେ ଚାହାନ୍ତି। କାରଣ ସମ୍ପର୍କ ମଜଭୂତ କରିବା ଲାଗି ପ୍ରେମ ଯେତିକି ଜରୁରୀ ସେତିକି ସଚ୍ଚୋଟତା ଲୋଡ଼ା। ନଚେତ ଧୋକା ମିଳିବାଟା ସାର। ଜ୍ୟୋତିଷଶାସ୍ତ୍ର ଅନୁଯାୟୀ…
ମହିଳାଙ୍କୁ ଗଣବଳାତ୍କାର ଘଟଣାରେ ରାସ୍ତାକୁ ଓହ୍ଲାଇଲେ ବିରୋଧୀ
ଜୟପୁର, ୩୦ା୧୨ (ନି.ପ୍ର.): ସ୍ବାମୀ ଓ ପୁଅକୁ ବନ୍ଧୁକ ଦେଖାଇ ମହିଳାଙ୍କୁ ଗଣବଳାତ୍କାର ଘଟଣାର ୬ ଦିନ ବିତି ଯାଇଥିଲେ ମଧ୍ୟ ପୋଲିସ ହାତ ଖାଲି ପଡିଛି। ଅଭିଯୁକ୍ତମାନେ ବାହାରେ ନିର୍ଭୟରେ ବୁଲୁଛନ୍ତି। ପ୍ରମାଣ ନଷ୍ଟ ପାଇଁ ଉଦ୍ୟମ କରି ସାକ୍ଷୀଙ୍କୁ…
ଦଳ ଚୟନ ପ୍ରକ୍ରିୟାରେ ପରିବର୍ତ୍ତନ ଚାହାନ୍ତି ଶାସ୍ତ୍ରୀ
ନୂଆଦିଲ୍ଲୀ,୩୦।୧୨: ଭାରତୀୟ ଦଳର ପୂର୍ବତନ ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ ୨୦୧୯ ଦିନିକିଆ ବିଶ୍ୱକପ୍ ଲାଗି ଦଳ ଚୟନ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଦଳରେ ୩ ଉଇକେଟକିପର ବ୍ୟାଟରଙ୍କୁ ନିଆଯିବାରେ ସେ ଖୁସି ନ ଥିଲେ। ଏପରିକି ନ୍ୟୁଜିଲାଣ୍ଡ ବିପକ୍ଷ…
କପିଳ ଦେବଙ୍କ ଭଳି କିମ୍ବଦନ୍ତୀଙ୍କ ତାଲିକାରେ ବୁମରା
ନୂଆଦିଲ୍ଲୀ,୩୦।୧୨: ଦକ୍ଷିଣ ଆଫ୍ରିକା ବିପକ୍ଷ ସେଞ୍ଚୁରିଆନ ଟେଷ୍ଟର ଉଭୟ ଇନିଂସରେ ମୋଟ ୫ ଉଇକେଟ ନେଇଥିବା ଯଶପ୍ରୀତ ବୁମରା ଏକ ସ୍ବତନ୍ତ୍ର ତାଲିକାରେ ସ୍ଥାନ ପାଇଛନ୍ତି। ବିଦେଶୀ ମାଟିରେ ୨୫ତମ ଟେଷ୍ଟ ମ୍ୟାଚ୍ରେ ବୁମରା ୧୦୦ ଉଇକେଟ ପୂରଣ କରିଛନ୍ତି। ଏଥିସହିତ…
ପୁଣି ବାଘଛାଲ ଜବତ
ଭୁବନେଶ୍ୱର,୩୦।୧୨(ବ୍ୟୁରୋ): ପୁଣି ଏସଟିଏଫ ଦ୍ବାରା ବାଘଛାଲ ଜବତ ହୋଇଛି। ଖୋର୍ଦ୍ଧା ଜିଲା ବାଣପୁର ଗମ୍ଭାରୀପଡାରୁ ଏସଟିଏଫ ବାଘଛାଲ ଜବତ କରିଛି । ଏ ନେଇ ଜଣଙ୍କୁ ଗିରଫ କରାଯାଇଛି। ସେହେଲେ ରତ୍ନାକର ନାମକ ବ୍ୟବସାୟୀ। ବିଭିନ୍ନ ସ୍ଥାନରେ ଚଢାଉ କରି ୨୨ଟି…
ଆଶାକର୍ମୀଙ୍କୁ ନୂଆବର୍ଷ ଭେଟି:ମାସକୁ ୨୫୦୦ ଟଙ୍କା ଭତ୍ତା
ଚଣ୍ଡିଗଡ,୩୦।୧୨: ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ୍ ଚନ୍ନି ନୂତନ ବର୍ଷର ଉପହାର ଭେଟି ଦେଇଛନ୍ତି। ରାଜ୍ୟର ୬୪,୫୦୦ ଆଶା କର୍ମୀ ଏବଂ ମଧ୍ୟାହ୍ନ ଭୋଜନ କର୍ମଚାରୀଙ୍କ ପାଇଁ ୧୨୫ କୋଟି ଟଙ୍କା ବୋନସ ଘୋଷଣା କରିଛନ୍ତି। ଗୁରୁବାର ଶ୍ରୀ ଚମକୌର ସାହିବରେ ଆୟୋଜିତ…
୨୦୨୧ରେ ସବୁଠାରୁ ଅଧିକ ସର୍ଚ୍ଚ କରାଯାଇଥିବା ନାୟିକା ତାଲିକାରେ ଟପ୍ରେ କରିନା
ମୁମ୍ବାଇ: ବଲିଉଡରେ ଏମିତି କେତେଜଣ ନାୟିକା ଅଛନ୍ତି ଯେଉଁମାନେ ନିଜର କାମ ପାଇଁ ଅନେକଙ୍କର ପ୍ରିୟ ହୋଇଥାଆନ୍ତି । ନିକଟରେ ମୋଷ୍ଟ ସର୍ଚ୍ଚ ଫିମେଲ ସେଲିବ୍ରିଟିଙ୍କର ଏକ ତାଲିକା ପ୍ରକାଶ କରାଯାଇଛି । ଆଉ ଏଥିରେ ଥିବା ଅଭିନେତ୍ରୀଙ୍କ ତାଲିକାରେ ବାଜି…
ଅଚାନକ ଦେଶରେ ଓମିକ୍ରନ ସଂଖ୍ୟା ବଢିଲା: ୮ ରାଜ୍ୟକୁ ସତର୍କ କରାଇଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ,୩୦।୧୨:କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଦେଶରେ ଆତଙ୍କ ସୃଷ୍ଟି କରିଛି। ମୁମ୍ବାଇ ଏବଂ ଦିଲ୍ଲୀରେ କରୋନା ମାମଲା ବିପଜ୍ଜନକ ଭାବେ ବୃଦ୍ଧି ପାଇବାରେ ଲାଗିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଏହି ଦୁଇଟି ମେଟ୍ରୋରେ ଗୋଟିଏ ଦିନରେ ମାମଲା ଦ୍ୱିଗୁଣିତ ହୋଇଛି। ଦେଶର…
ବିଛଣାରୁ ଉଠି ପାରୁନାହାନ୍ତି ନୋରା
ମୁମ୍ବାଇ: ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ବଲିଉଡ୍ ଫିଲ୍ମ ଇଣ୍ଡଷ୍ଟ୍ରି ଉପରେ ମଧ୍ୟ ଏହାର କୁପ୍ରଭାବ ପଡ଼ିଛି। ଅର୍ଜୁନ କପୁର ଏବଂ ରିୟା କପୁର କରୋନା ଆକ୍ରାନ୍ତ ହେବା ପରେ ଏବେ ନୃତ୍ୟଶିଳ୍ପୀ ତଥା ଅଭିନେତ୍ରୀ ନୋରା…
Archives


