Home Left

ଗୁଡ ନ୍ୟୁଜ ଶେୟାର କଲେ ଶିବାନୀ

ମୁମ୍ବାଇ: ଫରହାନ ଅଖତରଙ୍କୁ ନେଇ ଏକ ବଡ ଖବର ଆସିଛି । କଥା ହେଲା ଖୁବଶୀଘ୍ର ଆପଣମାନେ ଫରହାନଙ୍କୁ ମାର୍ବଲର ନୂଆ ସିରିଜ ‘ମିସ ମାର୍ବଲ’ରେ ଦେଖିପାରିବେ । ଏସବୁ ଭିତରେ ଫରହାନଙ୍କ ଫ୍ୟାନମାନଙ୍କ ପାଇଁ ଏହି ଗୁଡ ନ୍ୟୁଜ ଆସିଛି…

ଗିନିଜ ବୁକ୍‌ ଅଫ୍‌ ୱାର୍ଲଡ୍‌ ରେକର୍ଡସରେ ସ୍ଥାନ ପାଇଲା କେନ୍ଦୁଝରର ୭୨ ଫୁଟର ରଥ

କେନ୍ଦୁଝର,୭।୫(ସ୍ବ.ପ୍ର.): କେନ୍ଦୁଝରର କାଠରେ ନିର୍ମିତ ରଥ ବିଶ୍ୱର ସବୁଠାରୁ ଉଚ୍ଚ ରଥର ମାନ୍ୟତା ଲାଭ କରିବା ସହ ଗିନିଜ ବୁକ୍ସ ଅଫ୍‌ ୱାର୍ଲଡ୍‌ ରେକର୍ଡସରେ ସ୍ଥାନ ପାଇଛି। ଉପଜିଲାପାଳ ରାମଚନ୍ଦ୍ର କିସ୍କୁ ଏନେଇ ସୂଚନା ଦେଇଛନ୍ତି। କେନ୍ଦୁଝରର ରଥଯାତ୍ରାରେ ତିନି ଠାକୁର…

ମେ ୯ରୁ ଚାଲିବ ସ୍ବତନ୍ତ୍ର ଟ୍ରେନ୍‌: ସୌନ୍ଦର୍ଯ୍ୟ ଉପଭୋଗ କରିବେ ପର୍ଯ୍ୟଟକ

କୋରାପୁଟ,୭ା୫(ସ୍ବ.ପ୍ର.): କୋରାପୁଟ-ବିଶାଖାପାଟଣା ପାସେଞ୍ଜର ଟ୍ରେନ୍‌ରେ ସଂଯୋଗ ହେବ ଆଇସିଏଫ୍‌ ଭିଷ୍ଟାଡମ୍‌(ଶୀତତାପ ନିୟନ୍ତ୍ରିତ)କୋଚ୍‌। ମେ ୯ରୁ ଅଗଷ୍ଟ ୮ ପର୍ଯ୍ୟନ୍ତ ସ୍ବତନ୍ତ୍ର କୋଚ୍‌ ସୁବିଧା ସହ ଏହି ଟ୍ରେନ୍‌ ବିଶାଖାପାଟଣାରୁ କୋରାପୁଟ ଚଳାଚଳ କରିବ। ସେହିପରି ମେ ୧୦ରୁ ଅଗଷ୍ଟ ୯ ପର୍ଯ୍ୟନ୍ତ…

ସରକାରୀ ବସ୍‌ରେ ଯାତ୍ରା କଲେ ଷ୍ଟାଲିନ୍‌

ଚେନ୍ନାଇ,୭।୫: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ୍‌ଙ୍କ ଉଦାରତା ସାମ୍ନାକୁ ଆସିଛି। ସରକାରୀ ବସ୍‌ରେ ସାଧାରଣ ଜନତାଙ୍କ ସହ ଯାତ୍ରା କଲେ ଷ୍ଟାଲିନ୍‌। ଯାହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୂଚନାଯୋଗ୍ୟ, ଷ୍ଟାଲିନ୍‌ ସରକାର ଶନିବାର ନିଜର…

ଗୁଜରାଟରେ ସପ୍ତାହେ ମଧ୍ୟରେ ଘଟିଛି ଦୁଇଟି ହିଂସାକାଣ୍ଡ

ଅହମଦାବାଦ,୭।୫: ଲାଉଡ୍‌ସ୍ପିକର ବ୍ୟବହାରକୁ ନେଇ ଗୁଜରାଟରେ ସପ୍ତାହେ ମଧ୍ୟରେ ଦୁଇଟି ହିଂସାକାଣ୍ଡ ଘଟିଛି। ଏଥିରେ ଜଣଙ୍କର ପ୍ରାଣହାନୀ ଘଟିଛି। ଅହମଦାବାଦର ବାଭଲା ତାଲୁକ ଅନ୍ତର୍ଗତ ମିଠାପୁର ଗ୍ରାମରେ ଗତ ୨ତାରିଖରେ କିଛି ଲୋକ ମାରଣାସ୍ତ୍ରରେ ପରିବାରର ୯ଜଣଙ୍କୁ ଆକ୍ରମଣ କରିଥିଲେ। ଫଳରେ…

ଚର୍ଚ୍ଚିତ ସୁବେର ହତ୍ୟା ମାମଲାରେ ୩ଆରଏସ୍‌ଏସ୍‌ କର୍ମକର୍ତ୍ତା ଗିରଫ

ଥିରୁଭାନ୍ତପୁରମ,୭।୫: ସୁବେର ହତ୍ୟା ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କେରଳ ପୋଲିସ ୩ଜଣ ଆରଏସ୍‌ଏସ୍‌ କର୍ମକର୍ତ୍ତାଙ୍କୁ ଗିରଫ କରିଛି। ଶନିବାର ଏହି ହତ୍ୟା ମାମଲାରେ ସୁଚିତ୍ରାନ, ଗିରିଶ ଏବଂ ଜିନେଶ ନାମକ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା ପୋଲିସ ସୂଚନା ଦେଇଛି। ସୂଚନାଯୋଗ୍ୟ,…

ରୋଷେଇ ଶିଖୁଛନ୍ତି ସୋନମ

ମୁମ୍ବାଇ: ବଲିଉଡ ନାୟିକା ସୋନମ କପୁର ଖୁବଶୀଘ୍ର ମାଆ ହେବାକୁ ଯାଉଛନ୍ତି । ଏବେ ସେ ତାଙ୍କ ପ୍ରେଗ୍ନେସି ଟାଇମକୁ ଖୁବ୍ ଏନଜୟ କରୁଛନ୍ତି । ଏହାସହ ସୋସିଆଲ ମିଡିଆରେ ଆକ୍ଟିଭ ଥିବା ଏହି ଅଭିନେତ୍ରୀ ବେଳେବେଳେ ପ୍ରଶଂସକଙ୍କ ସହ ତାଙ୍କର…

ଭୁବନେଶ୍ୱର, ଯୋଧପୁର ଏମ୍ସକୁ ସୁପ୍ରିମକୋର୍ଟଙ୍କ ନୋଟିସ୍‌

ନୂଆଦିଲ୍ଲୀ,୭।୫: ଭୁବନେଶ୍ୱର ଏବଂ ଯୋଧପୁର ଏମ୍ସର ଓକିଲଙ୍କୁ ସୁପ୍ରିମକୋର୍ଟ ସମନ ଜାରି କରି ଅଦାଲତରେ ହାଜର ହେବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଏମ୍ସରେ ପୋଷ୍ଟ ଗ୍ରାଜୁଏଟ୍‌ ନାମଲେଖା ପାଇଁ ପ୍ରଚଳିତ ବ୍ୟବସ୍ଥାକୁ ଚ୍ୟାଲେଞ୍ଜ କରି ସର୍ବୋଚ୍ଚ ଅଦାଲତରେ ପିଟିଶନ ଦାଏର ହୋଇଥିଲା।…

ଟିଏମ୍‌ସି ଏମ୍‌ପିଙ୍କ ପତ୍ନୀ ରୁଜିରାଙ୍କ ନାଁରେ ଓ୍ବାରେଣ୍ଟ

କୋଲାକାତା,୭।୫: ତୃଣମୂଳ କଂଗ୍ରେସର ଏମ୍‌ପି ଅଭିଷେକ ବାନାର୍ଜୀଙ୍କ ପତ୍ନୀ ରୁଜିରା ବାନାର୍ଜୀଙ୍କ ବିରୋଧରେ ଓ୍ବାରେଣ୍ଟ ଜାରି କରାଯାଇଛି। କୋଇଲା ଚୋରା ଚାଲାଣ ମାମଲାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ବୋହୁ ରୁଜିରାଙ୍କ ନାଁରେ ୱାରେଣ୍ଟ ଜାରି ହୋଇଥିବା ଜଣାପଡ଼ିଛି। କୋଇଲା…

ଦେବଗଡ଼ ବିଧାୟକ ମିଳିଲା ଜାମିନ୍‌

ଦେବଗଡ଼,୭।୫(ଡି.ଏନ୍‌.ଏ.): ଦେବଗଡ଼ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କୁ ଶନିବାର ଜାମିନ୍‌ ମିଳିଛି। ଏ ନେଇ ବିଧାୟକଙ୍କ ଓକିଲ ସୂଚନା ଦେଇଛି । ୨ ଜାମିନ୍‌ଦାର ଓ ୫୦ ହଜାର ଟଙ୍କା ବ୍ୟକ୍ତିଗତ ମୁଚଲିକାରେ ମାନ୍ୟବର କୋର୍ଟ ଜାମିନ୍‌ ଦେଇଛନ୍ତି । ସୂଚନାନୁସାରେ,…

କାଳବୈଶାଖୀରେ ଭାଙ୍ଗିଲା ଗଛ, ଛିଣ୍ଡିଲା ବିଦ୍ୟୁତ୍‌ ତାର

ବରଗଡ଼ ଅଫିସ,୭।୫: ବରଗଡ଼ ଜିଲାରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି। ଝଡ଼ତୋଫାନ ସାଙ୍ଗକୁ ବର୍ଷା ଯୋଗୁ ବିଶେଷକରି ବରଗଡ଼ ସହରରେ ଏହାର ପ୍ରଭାବ ଅଧିକ ରହିଥିଲା। ପ୍ରବଳ ବେଗରେ ପବନ ବହିବାରୁ ସହରରେ ରହିଥିବା ବହୁ ଗଛ ଡାଳ ଭାଙ୍ଗି ଯାଇଛି।…

ବରଯାତ୍ରୀରେ ନାଚୁଥିବା ବେଳେ ଚାଲିଗଲା ଯୁବକଙ୍କ ଜୀବନ

ଉଜ୍ଜେନ,୭।୫: ମଧ୍ୟପ୍ରଦେଶର ଉଜ୍ଜେନରେ ଏକ ଅଘଟଣ ଘଟିଛି। ବରଯାତ୍ରୀରେ ଡିଜେ ବାଜୁଥିବା ବେଳେ ନାଚୁ ନାଚୁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଡିଜେର ତୀବ୍ର ଶବ୍ଦ ଯୋଗୁ ଉକ୍ତ ଯୁବକଙ୍କ ହାର୍ଟ ଆଟାକ୍‌ ହେବାରୁ ମୃତ୍ୟୁ ହୋଇଥିବା ନେଇ ଚିକିତ୍ସା କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?