ନଗଡ଼ାରେ ବାଲ୍ୟବିବାହ, ଜନସଂଖ୍ୟା ବଢୁଛି
ଯାଜପୁର ଅଫିସ,୯ା୫: ଆଉ ମାସକ ପରେ ଯାଜପୁର ଜିଲା ନଗଡ଼ାରେ ଶିଶୁ ମୃତ୍ୟୁ ଘଟଣାର ପର୍ଦ୍ଦାଫାସକୁ ୬ ବର୍ଷ ପୂରିବ। ଇତିମଧ୍ୟରେ ରାଜ୍ୟ ସରକାରଙ୍କ ତତ୍ପରତା ଅନୁପାତରେ ବିଭିନ୍ନ ଲୋକହିତକର ଯୋଜନା ସହିତ ନଗଡ଼ାକୁ ରାସ୍ତା ଫିଟିଛି। ତଥାପି ନଗଡ଼ାର ସାମାଜିକ…
ଡେପୁଟି ସୁପରିଟେଣ୍ଡେଣ୍ଟ୍ଙ୍କୁ ମାଡ଼ ମାରି ମୁଖ୍ୟ ଅଭିଯୁକ୍ତ ଗିରଫ, ୨ ଫେରାର
ପାଟଣା,୯ା୫(ସ୍ବ.ପ୍ର.): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ବିଲା ରାମଚନ୍ଦ୍ରପୁର ହାଇସ୍କୁଲ ପରୀକ୍ଷା କେନ୍ଦ୍ରରେ ଶନିବାର ଇତିହାସ ଭୂଗୋଳ ପରୀକ୍ଷା ସରିବା ପରେ କପିକୁ ପ୍ରଶୟ ନ ଦେବାରୁ ସେଣ୍ଟରର ଡେପୁଟି ସୁପରିଟେଣ୍ଡେଣ୍ଟ ଚିତ୍ତରଞ୍ଜନ ସାହୁଙ୍କୁ ବିଦ୍ୟାଳୟ ସମ୍ମୁଖ ଗେଟ ନିକଟରେ ମାଡ଼…
ଡାଲା ଅଟୋ-ଟ୍ରଲି ମୁହାଁମୁହିଁ ଧକ୍କା: ଚାଲିଗଲା ୯ ଜୀବନ, ୧୭ ଆହତ
ହାଇଦ୍ରାବାଦ୍,୯।୫: ତେଲେଙ୍ଗାନାର କାମାରେଡି ଜିଲାର ନିଜାମସାଗରର ହାସନପାଲି ଫାଟକରେ ଏକ ଡାଲା ଅଟୋ ଟ୍ରଲି ସହ ମୁହାଁମୁହିଁ ଧକ୍କା ହୋଇଛି। ଏହି ଭୟଙ୍କର ଦୁର୍ଘଟଣାରେ ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୭ ଜଣ ଆହତ ହୋଇଛନ୍ତି। ଏହି ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ…
ଭାଜପା ଜିଲା ସଭାପତିରୁ ଇସ୍ତଫା ଦେଲେ ମଙ୍ଗଳ ସାହୁ
ଝାରସୁଗୁଡ଼ା ଅଫିସ,୯ା୫: ବ୍ରଜରାଜନଗର ଉପନିର୍ବାଚନ ଆସନ୍ତା ୩୧ ତାରିଖରେ ହେବାକୁ ଥିବାବେଳେ ଦଳୀୟ ପ୍ରାର୍ଥୀ କିଭଳି ସଫଳତାର ସହ ବିଜୟୀ ହେବେ ଏନେଇ ଭାଜପା ତା’ର ରଣନୀତି ପ୍ରସ୍ତୁତ ଚଳାଇଛି। ଏଭଳି ସ୍ଥିତିରେ ଦଳର ଜିଲା ସଭାପତି ମଙ୍ଗଳ ସାହୁ ନିଜର…
ଝରକା ଗ୍ରୀଲ୍ ତାଡ଼ି ଲୁଟିନେଲେ ସୁନା ଅଳଙ୍କାର
ପାଟଣା,୯ା୫(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ଟାଇଁସିରା ଗ୍ରାମରେ ରବିବାର ବିଳମ୍ବିତ ରାତିରେ ଦୁଇ ଜଣଙ୍କ ଘରର ଝରକା ଗ୍ରୀଲ ତାଡ଼ି ଘର ଭିତରେ ପଶି ଆଲମୀରା ଭାଙ୍ଗି ସୁନା ଅଳଙ୍କାର ଲୁଟିନେଇଛନ୍ତି । ଟାଇଁସିରା ଗ୍ରାମର ବାଇଧର ସାହୁଙ୍କ ଘରେ…
ଦିବ୍ୟାଙ୍ଗ ପିଲାଟିକୁ ବିମାନରେ ଯାତ୍ରା କରିବାକୁ ମିଳିଲାନି ଅନୁମତି
ରାଞ୍ଚି,୯।୫: ଝାଡଖଣ୍ଡର ରାଞ୍ଚି ବିମାନବନ୍ଦରରେ ଏକ ଅମାନବୀୟ ଘଟଣା ଘଟିଛି। ଇଣ୍ଡିଗୋ ଏୟାରଲାଇନ୍ସର କର୍ମଚାରୀମାନେ ଜଣେ ଦିବ୍ୟାଙ୍ଗ ପିଲାକୁ ବିମାନରେ ବସିବାକୁ ଅନୁମତି ଦେଇନାହାନ୍ତି। ଏହି ଘଟଣା ସାମ୍ନାକୁ ଆସିବା ପରେ ବିମାନ ଚଳାଚଳ ନିୟନ୍ତ୍ରକ ଡିଜିସିଏ ତଦନ୍ତ ଆରମ୍ଭ କରିଛି।…
ମୁଁ ଗଣିତର ବଡ଼ ପ୍ରଶଂସକ ନୁହେଁ, କାହିଁକି ଏମିତି କହିଲେ ଧୋନୀ
ମୁମ୍ବାଇ,୯।୫: କ୍ରିକେଟ ଖେଳ ମଧ୍ୟ ବେଳେବେଳେ ଗଣିତର ଏକ କଠିନ ପ୍ରଶ୍ନ ପରି ହୋଇଯାଏ। ଏଠାରେ ଏକ ବିଜୟ ଏବଂ ପରାଜୟ ପରେ, ଅନେକ ସମୀକରଣ ତିଆରି ହୁଏ। ବେଳେବେଳେ ଏହାକୁ ବୁଝିବା କଷ୍ଟକର ହୋଇଯାଏ। ଆଇପିଏଲ୍ ୨୦୨୨ରେ ପ୍ଲେ’ ଅଫ୍ରେ…
ବାପା ହେବେ ପୁଟିନ୍, ଗର୍ଲଫ୍ରେଣ୍ଡ୍ ଆଲିନା ପୁଣି ଗର୍ଭବତୀ…
ମସ୍କୋ, ୯।୫ : ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୭୦ ବର୍ଷ ବୟସରେ ବାପା ହେବାକୁ ଯାଉଛନ୍ତି ବୋଲି ଚର୍ଚ୍ଚା ହେଉଛି। ତାଙ୍କର ୩୮ ବର୍ଷୀୟା ଗର୍ଲଫ୍ରେଣ୍ଡ ଆଲିନା କବାବା ପୁଣି ଥରେ ଗର୍ଭବତୀ ଅଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି…
ରାଜ୍ୟରେ ୧୨,୮୮,୨୧୦ ଛୁଇଁଲାଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା: ଆଜି ୮ ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର,୯ା୫(ବ୍ୟୁରୋ): ରାଜ୍ୟରୁ ସୋମବାର ୮ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୮,୨୧୦ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୫ ଜଣ ଚିହ୍ନଟ ହୋଇଥିବା…
ଇମ୍ରାନଙ୍କୁ ଚେତାବନୀ ଦେଲେ ଶରିଫ୍
ଇସଲାମାବାଦ,୯।୫: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହଓ୍ବାଜ୍ ଶରିଫ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଚେତାବନୀ ଦେଇଛନ୍ତି। ଦେଶରେ ଗୃହଯୁଦ୍ଧ ପାଇଁ ଷଡଯନ୍ତ୍ର କରୁଥିବା ଅଭିଯୋଗ କରି ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଏହି ଚେତାବନୀ ଦେଇଛନ୍ତି। ଇମ୍ରାନ ଏବଟାବାଦ୍ରେ ଦେଇଥିବା ଭାଷଣ…
ଗୁଜରାଟରେ କରୋନା ବିସ୍ଫୋରଣ: ଅହମଦାବାଦ ଇନଷ୍ଟିଚ୍ୟୁଟ କ୍ୟାମ୍ପସ କଣ୍ଟେନମେଣ୍ଟ ଜୋନ ଘୋଷଣା
ଗାନ୍ଧିନଗର,୯ ।୫: ଗୁଜରାଟରେ ବେଳକୁ ବେଳ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଅହମଦାବାଦରେ ଥିବା ନ୍ୟାଶନାଲ ଇନଷ୍ଟିଚ୍ୟୁଟ ଅଫ୍ ଡିଜାଇନରେ ୨୪ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ୧୭୮ ଜଣଙ୍କୁ କ୍ୱାରାଣ୍ଟାଇନରେ ରଖାଯାଇଛି । ଏହାକୁ ଦୃଷ୍ଟିରେ…
ରାସ୍ତାକାର୍ଯ୍ୟ ନିମ୍ନମାନର ଅଭିଯୋଗ
ପିପିଲି, ୯ା୫(ସ୍ବ.ପ୍ର.): ପିପିଲି ବ୍ଲକ ଅନ୍ତର୍ଗତ ୩୧୬ ନମ୍ବର ଜାତୀୟ ରାଜପଥଠାରୁ ବୀରପୁରୁଷୋତ୍ତମପୁର ଗ୍ରାମ୍ୟ ରାସ୍ତା ଆର୍ଡି ବିଭାଗ ଅଧୀନ ୫ କିଲୋମିଟର ନିର୍ମାଣ କରାଯାଉଛି। ଏହି ପ୍ରକଳ୍ପ ପାଇଁ ୧କୋଟି ୬୨ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ତେବେ ଏହି ରାସ୍ତା…

