Home Left

ଚାଇନାର ଆଣବିକ ଅସ୍ତ୍ର ଦେଖି ଆମେରିକା ଛାନିଆ

ଓ୍ବାଶିଂଟନ,୭ା୧: ଆମେରିକା ପ୍ରତିରକ୍ଷା ବିଭାଗର ଏକ ରିପୋର୍ଟରେ କୁହାଯାଇଛି, ଚାଇନା ଆଣବିକ ଅସ୍ତ୍ରକୁ ଖୁବ୍‌ ଶୀଘ୍ର ବଢ଼ାଇ ଦେଇଛି। ଏନେଇ ଆମେରିକା ଚିନ୍ତାରେ ପଡ଼ିଛି। ତେବେ ଗତବର୍ଷର ସାଟେଲାଇଟ୍‌ ଫଟୋ ସାହାଯ୍ୟରେ ଆମେରିକା ଏହି ନୂତନ ସୂଚନାକୁ ସାର୍ବଜନୀନ କରିଛି। ଏହି…

ଦିନକ ମଧ୍ୟରେ ଉତ୍ତର ଦିଅ

ନୂଆଦିଲ୍ଲୀ,୭।୧: ପଞ୍ଜାବର ଫିରୋଜପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ଉପରେ ଭଠିଣ୍ଡା ପୋଲିସକୁ ନୋଟିସ ଜାରି କରିଛି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ। ଉତ୍ତର ରଖିବାକୁ ନୋଟିସରେ ମାତ୍ର ୨୪ ଘଣ୍ଟା ସମୟ ଦିଆଯାଇଛି। କୃଷକମାନେ ବାଟ ନ ଛାଡ଼ିବାରୁ…

ସାଢ଼େ ୮ ଲକ୍ଷ ହିତାଧିକାରୀଙ୍କ ଆକାଉଣ୍ଟକୁ ପଠାଗଲା ସହାୟତା ରାଶି

ଭୁବନେଶ୍ବର,୭।୧(ବ୍ୟୁରୋ): ରାଜ୍ୟ ସରକାର ଶୁକ୍ରବାର ଘର ମରାମତି ସହାୟତା ରାଶି ପ୍ରଦାନର ଶୁଭାରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ପକ୍କାଘର ପାଇଥିବା ହିତାଧିକାରୀଙ୍କୁ ୩ ହଜାର ଟଙ୍କା ଏବଂ ଘର ପାଇ ନ ଥିବା ହିତାଧିକାରୀଙ୍କୁ ୫ ହଜାର ଟଙ୍କାର…

ଘୋଡ଼ାକୁ ଆଲିଙ୍ଗନ କଲେ ସଲମାନ, ଲେଖିଲେ ଏମିତି…

ମୁମ୍ବାଇ: ବିଗ୍‌ ବସ୍‌ ସିଜନ-୧୫କୁ ନେଇ ଚର୍ଚ୍ଚାରେ ରହୁଥିବା ଅଭିନେତା ସଲମାନ ଖାନ ସୋସିଆଲ ମିଡିଆରେ ଏକ ନୂଆ ଫଟୋ ପୋଷ୍ଟ କରିଛନ୍ତି। ଯେଉଁଥିରେ ସେ ଏକ ଘୋଡ଼ାକୁ ଆଲିଙ୍ଗନ କରୁଥିବା ଦେଖାଯାଉଛି। ଏହି ଫଟୋଟି ସଲମାନଙ୍କ ଫାର୍ମ ହାଉସର ବୋଲି…

ନନ୍ଦନକାନନ ଟିକେଟ କାଉଣ୍ଟର ବନ୍ଦ: ହଟହଟା ପର୍ଯ୍ୟଟକ

ଭୁବନେଶ୍ୱର,୭।୧(ବ୍ୟୁରୋ): ନନ୍ଦନକାନନ ଟିକେଟ କାଉଣ୍ଟରକୁ ବନ୍ଦ କରିଦିଆଯାଇଛି। ସରକାରଙ୍କ ନୂଆ କୋଭିଡ ନିୟମ ଅନୁଯାୟୀ, ଶୁକ୍ରବାରଠାରୁ ଫେବୃୟାରୀ ପହିଲା ପର୍ଯ୍ୟନ୍ତ ନନ୍ଦନକାନନ ଟିକେଟ କାଉଣ୍ଟର ବନ୍ଦ ରହିବ। ପର୍ଯ୍ୟଟକ କେବଳ ଅନଲାଇନରେ ଟିକେଟ ବୁକ କରି ନନ୍ଦନକାନନ ବୁଲି ପାରିବେ ।…

ସରକାରଙ୍କ ବଡ଼ ଉପହାର; ଅଧା ହେଲା ବିଜୁଳି ଦର

ଲକ୍ଷ୍ନୌ,୭।୧: ରାଜ୍ୟର ବିଦ୍ୟୁତ୍‌ ଉପଭୋକ୍ତାମାନଙ୍କୁ ଖୁସି କଲାଭଳି ଘୋଷଣା ଉତ୍ତରପ୍ରଦେଶ ସରକାର କରିଛନ୍ତି। ବିଦ୍ୟୁତ୍‌ ଦର ୫୦% ପର୍ଯ୍ୟନ୍ତ ହ୍ରାସ କରିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି। କେବଳ ସାଧାରଣ ଗ୍ରାହକ ନୁହନ୍ତି, ବରଂ ରାଜ୍ୟର କୃଷକମାନେ ମଧ୍ୟ ଏହାର ଲାଭ…

ସିନିୟର ଖେଳାଳିଙ୍କ ଭାଗ୍ୟ ଉପରେ ଏମିତି ସଙ୍କେତ ଦେଲେ ଡ୍ରାଭିଡ୍‌

ଜୋହାନ୍ସବର୍ଗ,୭।୧: ନ୍ୟୁ ଇୟର ଟେଷ୍ଟରେ ଭାରତ ପରାସ୍ତ ହୋଇଥିଲେ ମଧ୍ୟ ପରବର୍ତ୍ତୀ ମ୍ୟାଚ୍‌ ଲାଗି ଦୁଇ ବରିଷ୍ଠ ଖେଳାଳି ଚେତେଶ୍ୱର ପୂଜାରା ଓ ଅଜିଙ୍କ୍ୟ ରାହାନେଙ୍କୁ ଦଳରେ ସ୍ଥାନ ମିଳିବା ନିଶ୍ଚିତ। ଖରାପ ଫର୍ମ ସହ ସଂଘର୍ଷ କରୁଥିବା ଦୁଇ ଭେଟେରାନ…

ଜେଲ ଗଲେ ଦୁର୍ଦ୍ଦାନ୍ତ ଅପରାଧୀ ରାନୀ ପଣ୍ଡା

ବ୍ରହ୍ମପୁର ଅଫିସ,୭।୧: ବ୍ରହ୍ମପୁର ବଡ଼ବଜାର ଥାନା ପୋଲିସ କୁଖ୍ୟାତ ଗଞ୍ଜେଇ ଚାଲାଣକାରୀ ରାନୀ ପଣ୍ଡାଙ୍କୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି। କିଛି…

୮୦୦୦ ଫୁଟ ଉଚ୍ଚରେ ଗାଇଲେ ‘ମା ତୁଝେ ସଲାମ’

ଅନେକ ଦେଶପ୍ରେମୀ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ।  ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭାଇରାଲ ଭିଡିଓରେ ଦେଖିବାକୁ ମିଳିବ, ଜଣେ ବ୍ୟକ୍ତି ଆକାଶରେ ୮୦୦୦ ଫୁଟ ଉପରେ ରହିଛନ୍ତି। ତାଙ୍କ ସହିତ ଅନ୍ୟ ଜଣେ ବ୍ୟକ୍ତି ମଧ୍ୟ…

ଏଣିକି ୭ ଦିନ ବାଧ୍ୟତାମୂଳକ କ୍ୱାରାଣ୍ଟାଇନ୍‌ରେ ରହିବେ ବିଦେଶ ଫେରନ୍ତା

ନୂଆଦିଲ୍ଲୀ,୭।୧: ଦେଶରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଥିବାରୁ ଭାରତ ସରକାରଙ୍କ ପକ୍ଷରୁ ବିଦେଶ ଫେରନ୍ତାଙ୍କ ପାଇଁ ନୂଆ ଗାଇଡଲାଇନ ଜାରି କରାଯାଇଛି। ପୂର୍ବରୁ କେବଳ ଆଟ୍‌ ରିସ୍କ ଦେଶରୁ ଆସୁଥିବା ବିଦେଶ ଫେରନ୍ତାଙ୍କ ପାଇଁ ବାଧ୍ୟତାମୂଳକ କ୍ୱାରେଣ୍ଟାଇନ ବ୍ୟବସ୍ଥା ଥିଲା। ହେଲେ…

କ୍ଲିନ୍‌ ବୋଲ୍ଡ ହେବା ପରେ ବି ନଟ୍‌ଆଉଟ୍‌ ରହିଲେ ବ୍ୟାଟ୍ସମ୍ୟାନ୍‌: ସଚିନ ଆଶ୍ଚର୍ଯ୍ୟ,ଦେଖନ୍ତୁ ଭିଡିଓ

ସିଡନୀ,୭।୧: ସିଡନୀରେ ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ଆଶେସର ଚତୁର୍ଥ ଟେଷ୍ଟ ଖେଳାଯାଉଛି। ମ୍ୟାଚ୍‌ର ତୃତୀୟ ଦିନରେ ଏକ ନିଆରା ଘଟଣା ଦେଖିବାକୁ ମିଳିଥିଲା। କ୍ଲିନ୍‌ ବୋଲ୍ଡ ହେବା ପରେ ବି ବ୍ୟାଟ୍ସମ୍ୟାନ୍‌ ନଟ୍‌ଆଉଟ୍‌ ରହିଥିଲେ। ସମସ୍ତେ ଏହା ଦେଖି ଆଶ୍ଚର୍ଯ୍ୟ…

ମାଲିକଙ୍କ ସହ ବିଶ୍ୱାସ ଘାତକ କରି ବନ୍ଧାହେଲେ ଡ୍ରାଇଭର

ଚୌଦାର,୭।୧(ଡି.ଏନ୍‌.ଏ): ବିଶ୍ୱାସ ଘାତକ ସାଜିଲେ ଡ୍ରାଇଭର । ମାଲିକଙ୍କ ବିଶ୍ୱାସରେ ବିଷ ଦେଇ କଲେ ଲୁଟ୍‌ । ଶେଷରେ ଧରା ପଡ଼ି ଗଲେ ଜେଲ । ଏଭଳି ଘଟଣା ଘଟିଛି କଟକ ଜିଲା ଚୌଦ୍ୱାର ଥାନା ନୂଆପାଟଣା ମଧୁସୂଦନ ସେତୁ ନିକଟରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri