Home Left

୧୦୦୦ ପୋଲିସ କର୍ମଚାରୀ କରୋନା ସଂକ୍ରମିତ

ନୂଆଦିଲ୍ଲୀ,୧୦ା୧: ରାଜଧାନୀ ଦିଲ୍ଲୀରେ କରୋନା ପରିସ୍ଥିତି ଅଣାୟତ୍ତ ହୋଇପଡ଼ିଛି। ସୋମବାର ଦିଲ୍ଲୀ ପୋଲିସର ପ୍ରାୟ ୧୦୦୦ କର୍ମଚାରୀ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଏହି ପୋଲିସ କର୍ମଚାରୀଙ୍କ ମଧ୍ୟରେ ଲୋକ ସମ୍ପର୍କ ଅଧିକାରୀ ଓ ଅତିରିକ୍ତ କମିଶନର ଚିନ୍ମୟ ବିଶ୍ୱାଳ ଅଛନ୍ତି।…

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସ୍ଥଗିତ ନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା

କଟକ ଅଫିସ,୧୦ା୧: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସ୍ଥଗିତ ନେଇ ହାଇକୋର୍ଟରେ ଭାରତୀୟ ବିକାଶ ପରିଷଦ ପକ୍ଷରୁ ଏକ ଜନସ୍ବାର୍ଥ ମାମଲା ରୁଜୁ କରାଯାଇଛି। ସୂଚନାନୁଯାୟୀ, ବର୍ତ୍ତମାନ ରାଜ୍ୟରେ ଦ୍ରୁତଗତିରେ କରୋନା ସଂକ୍ରମଣ ବଢୁଥିବା ବେଳେ ଓବିସି ବର୍ଗଙ୍କୁ ସଂରକ୍ଷଣ ତାଲିକାରୁ ବାଦ୍‌…

କାଶୀ ମନ୍ଦିର କର୍ମଚାରୀଙ୍କ ପାଇଁ ୧୦୦ ଯୋଡ଼ା ଜୋତା ପଠାଇଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ, ୧୦।୧ : କାଶୀର ମନ୍ଦିର କର୍ମଚାରୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୦୦ ଯୋଡ଼ା ଜୋତା ପଠାଇଛନ୍ତି। ଏଭଳି କରି ପ୍ରଧାନମନ୍ତ୍ରୀ ପୁଣି ଥରେ ହୃଦୟ ଜିଣିବା କାମ କରିଛନ୍ତି। କାଶୀକୁ ସ୍ବଚ୍ଛ ରଖୁଥିବା କର୍ମୀଙ୍କ ଲାଗି ପ୍ରଧାନମନ୍ତ୍ରୀଙ୍କ ଏଭଳି…

ଅପରାହ୍ନରେ କୋଭିଡ୍‌ ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୦।୧(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅପରାହ୍ନରେ ରାଜ୍ୟରେ କୋଭିଡ ସ୍ଥିତି ସମୀକ୍ଷା କରିବେ । ଏ ନେଇ ସାଢ଼େ ୫ଟାରେ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା ହେବ । ବୈଠକରେ ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ଶାସନ ସଚିବ ଆର.କେ ଶର୍ମା, ସ୍ବାସ୍ଥ୍ୟ…

ପ୍ରେମରେ ପଡ଼ିଲେ କି ସଲମାନ, ସତ କହିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ପ୍ରେମ ବ୍ୟାପାରରେ ଦବଙ୍ଗ ଖାନ୍‌ ସଲମାନଙ୍କ କନେକ୍ସନ ବହୁତ ଗଭୀର। ସବୁବେଳେ ପ୍ରେମ ଖବରକୁ ନେଇ ସେ ଚର୍ଚ୍ଚାରେ ରହିଥାନ୍ତି। ମାତ୍ର ନିଜକୁ ସବୁବେଳେ ସିଙ୍ଗଲ କୁହନ୍ତି ସଲ୍ଲୁ। ଏବେ ସଲମାନଙ୍କ ସହ ଆଉ ଜଣେ ହଲିଉଡ୍‌ ଅଭିନେତ୍ରୀଙ୍କ ନାଁ…

ଧୋନୀଙ୍କୁ ଟ୍ରୋଲ୍‌ କରିବାରୁ ଜାଡେଜା ଦେଲେ ମୁହଁତୋଡ ଜବାବ

ନୂଆଦିଲ୍ଲୀ,୧୦।୧:ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା କିମ୍ବଦନ୍ତୀ ଉଇକେଟ କିପର ବ୍ୟାଟ୍ସମ୍ୟାନ ମହେନ୍ଦ୍ର ସିଂ ଧୋନୀ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥାଇ ପାରନ୍ତି, କିନ୍ତୁ ତାଙ୍କ ପ୍ରଶଂସକଙ୍କ ହୃଦୟରେ ଏବେ ବି ସେ ରାଜ୍‌ କରୁଛନ୍ତି। ଆଇପିଏଲରେ ଚେନ୍ନାଇ ସୁପର…

ଆମେରିକାରେ ୬ କୋଟିରୁ ଅଧିକ କରୋନା ଆକ୍ରାନ୍ତ

ଓ୍ବାଶିଂଟନ,୧୦ା୧: ଆମେରିକାରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ପ୍ରଭାବ ବିସ୍ତାର କରିଛି। ସୋମବାର ସୁଦ୍ଧା ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୬ କୋଟି ପାର୍‌ କରିଛି। ଯାହା କି ବିଶ୍ୱ କରୋନା ସଂଖ୍ୟାର ପ୍ରାୟ ୨୦ ପ୍ରତିଶତ। ବିଶ୍ୱରେ କରୋନା ଭୂତାଣୁ ଦ୍ୱାରା…

ଦୁଇ ଟ୍ରକ୍‌ ମୁହାଁମୁହିଁ

ପାଟଣା,୧୦।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ୪୯ ନଂ. ଜାତୀୟ ରାଜପଥ ମୁମ୍ବାଇ-କୋଲକାତା କ୍ଷୀରେଇଟାଙ୍ଗିରି ପେଟ୍ରୋଲ ପମ୍ପ ନିକଟରେ ସୋମବାର ସକାଳୁ ଦୁର୍ଘଟଣା ଘଟିଛି। ରାସ୍ତାରେଛିଡ଼ା ହେଇଥିବା ଏକ ଟ୍ରକକୁ ଆଉ ଏକ ଟ୍ରକ ମୁଁହାମୁହିଁ ଧକ୍କା ଦେବା ଫଳରେ ଜଣେ ଡ୍ରାଇଭର ଗୁରୁତର…

ରାତିରେ ଚାଲିଥିଲା ପଞ୍ଚାୟତ ଅଫିସ କାର୍ଯ୍ୟ, ସବୁ ଖାଇଯିବେ ଭାବି ଘେରିଗଲେ ଲୋକେ

ବାଲେଶ୍ୱର ଅଫିସ,୧୦।୧: ବାଲେଶ୍ୱର ଜିଲା ବସ୍ତା ବ୍ଲକ ଭେଲୋରା ପଞ୍ଚାୟତ ଅଫିସ କାର୍ଯ୍ୟାଳୟରେ ରବିବାର ଉତ୍ତେଜନା ଦେଖାଦେଇଥିଲା। ଛୁଟିଦିନରେ ରାତି ଅଧିଆ ଅଫିସ କାର୍ଯ୍ୟ ଚାଲୁଥିବା ନେଇ ଲୋକଙ୍କ ମନରେ ସନ୍ଦେହ ଆସିଥିଲା। ପରେ ସେମାନେ ଏହାକୁ ବିରୋଧ କରିଥିଲେ। ସୂଚନାଯୋଗ୍ୟ,…

ଏହି ମିଠାର ଦାମ୍‌ ଜାଣି ହେବେ ଆଶ୍ଚର୍ଯ୍ୟ

ମିଠା ଖାଇବାକୁ ପ୍ରାୟ ସମସ୍ତେ ପସନ୍ଦ କରନ୍ତି। କୌଣସି ପବପର୍ବାଣୀ ହେଉ କିମ୍ବା ନ ହେଉ, ମିଠାର ସବୁବେଳେ ଚାହିଦା ଥାଏ। ନିକଟରେ ସୋସିଆଲ ମିଡିଆରେ ଏକ ନିଆରା ମିଠାର ଭିଡିଓ ଭାଇରାଲ ହୋଇଛି। ଏହି ମିଠାର ବିଶେଷତା ହେଉଛି ଏହାର…

ପ୍ରେମିକଙ୍କ ସହ ରୋମାଣ୍ଟିକ ହେଲେ ଏହି ଫିଲ୍ମ ନିର୍ମାତାଙ୍କ ଝିଅ

ମୁମ୍ବାଇ: ବଲିଉଡ୍‌ର ପ୍ରସିଦ୍ଧ ଫିଲ୍ମ ନିର୍ମାତା, ନିର୍ଦ୍ଦେଶକ ତଥା ଅଭିନେତା ଅନୁରାଗ କଶ୍ୟପଙ୍କ ଝିଅ ଆଲିଆ ଏବେ ଚର୍ଚ୍ଚାରେ ଅଛନ୍ତି। ଗତ ୮ ତାରିଖରେ ଆଲିଆ ତାଙ୍କର ୨୧ତମ ଜନ୍ମଦିନ ପାଳନ କରିଥିଲେ। ଏହି ଅବସରରେ ଆଲିଆ ସାଙ୍ଗ ଏବଂ ପ୍ରେମିକଙ୍କ…

ତପସ୍ବିନୀ -ସୁମିତ ମାମଲା, ଆଜି ଶୁଣାଣି

ବ୍ରହ୍ମପୁର ଅଫିସ,୧୦।୧: ବ୍ରହ୍ମପୁର ବ୍ରହ୍ମାନଗରର ବହୁଚର୍ଚ୍ଚିତ ତପସ୍ବିନୀ ଦାଶ ଓ ସୁମିତ ସାହୁଙ୍କ ପାରିବାରିକ ବିବାଦ ମାମଲା ତୁଟିବାର ନା ନେଉନି। ସୁମିତଙ୍କ ପରିବାର ଉପରେ ତପସ୍ବିନୀ ଦେଇଥିବା ପିଟିଶନର ଆଜି ଶୁଣାଣି ଏସ୍‌ଡିଜେମ୍‌ କୋର୍ଟରେ ହେବାରେ ଅଛି । ଏହାସହ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri