Home Left

ରାଜଧାନୀର ୯ ଅଞ୍ଚଳ କଣ୍ଟେନ୍‌ମେଣ୍ଟ ଜୋନ୍‌

ଭୁବନେଶ୍ୱର,୧୩।୧(ବ୍ୟୁରୋ): ରାଜଧାନୀରେ କରୋନା ସଂକ୍ରମଣ ବଢିି ଚାଲିଛି। ତେବେ ଆଉ ୯ ଅଞ୍ଚଳକୁ ମାଇକ୍ରୋ କଣ୍ଟେନ୍‌ମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଯାଇଛି । କୋଭିଡ ପଜିଟିଭ୍‌ ବାହାରିବା ପରେ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଦକ୍ଷିଣ-ପୂର୍ବ…

ଏହି ଦେଶରେ ଏବେ ଚାଲିଛି ୨୦୧୩ ମସିହା, କାରଣ ଜାଣିଲେ…

ଦୁନିଆ ଏକ ନୂଆ ବର୍ଷରେ ପାଦ ଦେଇଛି। ଏବେ ଲୋକମାନେ ନୂଆବର୍ଷ ପାଳନ କରିବା ପରେ ନିଜ ନିଜ କାମକୁ ଫେରିଛନ୍ତି। କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଦୁନିଆରେ ଏପରି ଏକ ଦେଶ ଅଛି; ଯେଉଁଠାରେ ବର୍ତ୍ତମାନ ୨୦୧୩ ମସିହା…

‘ଅଳ୍ପ ଦିନରେ ଦ୍ୱିତୀୟ ଲହର ପିକ୍‌କୁ ଅତିକ୍ରମ କରିପାରେ’

ଭୁବନେଶ୍ୱର,୧୩।୧(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ବଢି ଚାଲିଛି। ଏ ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି। କୋଭିଡ ସଂକ୍ରମଣ ଉପର ମୁହାଁ ରହିଛି । ବହୁତ ଅଳ୍ପ ଦିନରେ ଦ୍ୱିତୀୟ ଲହର ପିକ୍‌ ଅତିକ୍ରମ କରିପାରେ। ସଂକ୍ରମଣ ପ୍ରଥମେ…

ଫାଣ୍ଡି ନିକଟରେ ପଡ଼ିଛି ଯୁବତୀଙ୍କ ମୃତଦେହ

ପାରଳାଖେମୁଣ୍ଡି,୧୩ା୧(ଡି.ଏନ୍‌.ଏ.): ଗଜପତି ଜିଲା ପାରଳାଖେମୁଣ୍ଡି ନୂଆ ବସଷ୍ଟାଣ୍ଡ ନିକଟରୁ ଯୁବତୀଙ୍କ କ୍ଷତ ବିକ୍ଷତ ମୃତଦେହ ଜବତ କରାଯାଇଛି। ପୋଲିସ ଫାଣ୍ଡିଠାରୁ ମାତ୍ର ୧୦୦ ମିଟର ଦୂରରେ ପଡ଼ିଥିଲା। ପାରଳାଖେମୁଣ୍ଡି ପୋଲିସ ଗୁରୁବାର ସକାଳେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ବିଳମ୍ବିତ ରାତିରେ…

ବିବାହ ବିଚ୍ଛେଦ ପରେ ମୁହଁ ଖୋଲିଲେ ଚୈତନ୍ୟ, କହିଲେ…

ମୁମ୍ବାଇ: ସାଉଥ୍‌ ଅଭିନେତା ନାଗା ଚୈତନ୍ୟ ଏବଂ ସାମନ୍ଥା ରୁଥ୍‌ ପ୍ରଭୁ ଗତ ବର୍ଷ ତାଙ୍କ ବିବାହ ବିଚ୍ଛେଦ ପାଇଁ ବେଶ୍‌ ଚର୍ଚ୍ଚାରେ ଥିଲେ। ଦୁହେଁ ଏବେ ନିଜ ନିଜ କାମରେ ବ୍ୟସ୍ତ ରହୁଥିବା ଦେଖିବାକୁ ମିଳିଛି। ନିକଟରେ ତାଙ୍କର ଆଗାମୀ…

ଏଇ ମାସରେ ବଧୂ ସାଜିବେ ମୌନୀ

ବମ୍ବେ: ବାଜିବ ସାହାନାଇ। ଚଳିତ ମାସରେ ହାତକୁ ଦୁଇ ହାତ ହେବେ ଟେଲି ପରଦାର ସୁନ୍ଦରୀ ନାଗୁଣୀ ତଥା ଅଭିନେତ୍ରୀ ମୌନୀ ରୟ। ଦୀର୍ଘଦିନ ଧରି ପ୍ରେମଜୀବନକୁ ନେଇ ଚର୍ଚ୍ଚାରେ ଥିଲେ ସେ। ହେଲେ ଏବେ ସବୁକିଛିରେ ପୂର୍ଣ୍ଣଚ୍ଛେଦ ପକାଇ ସେ…

ପାରାଦୀପ ସମେତ ୪ ସ୍ଥାନରେ ସରିଲା ପକ୍ଷୀ ଗଣନା

ପାରାଦୀପ,୧୩।୧(ସ୍ବ.ପ୍ର.): କୁଜଙ୍ଗ ବନାଞ୍ଚଳ ପକ୍ଷରୁ ପାରାଦୀପ ସମେତ ୪ଟି ସ୍ଥାନରେ ପକ୍ଷୀ ଗଣନା ସରିଛି। ତେବେ ଚଳିତ ବର୍ଷ ପକ୍ଷୀ ସଂଖ୍ୟା କମିଛି । ଆଉ ୬ ନୂଆ ପ୍ରଜାତିର ପକ୍ଷୀଙ୍କୁ ଚିହ୍ନଟ କରାଯାଇଛି । ୫ଟି ସେଗମେଣ୍ଟ ପାଇଁ ୪ଟି…

ଜଳିଗଲା ଧାନଗଦା: ଲକ୍ଷାଧିକ ଟଙ୍କାର ଧାନ ନଷ୍ଟ

ପଦ୍ମପୁର,୧୩ା୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ରାଜଘରପୋଖରୀ ପଞ୍ଚାୟତର ରାଉତ ସାହିସ୍ଥିତ ଧାନ ଗଦାରେ ବୁଧବାର ବିଳମ୍ବିତ ରାତିରେ ନିଆଁ ଲାଗି ୭ଟି ଗଦା ଧାନ ଜଳିଯାଇଛି। ସୂଚନାନୁଯାୟୀ, ଗ୍ରାମର ଜଗବନ୍ଧୁ ବିଶ୍ୱାଳ,ଗୌରାଙ୍ଗ ବିଶ୍ୱାଳ,ବଳରାମ ବିଶ୍ୱାଳ, ସୂର୍ଯ୍ୟମଣି ବିଶ୍ୱାଳଙ୍କ ୭ ଏକର…

ଗରୁଡ଼ ପକ୍ଷୀ ଉଦ୍ଧାର, ପୂଜାର୍ଚ୍ଚନା କଲେ ଗ୍ରାମବାସୀ

ବାଲେଶ୍ୱର ଅଫିସ,୧୩ା୧: ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ନାଚିନ୍ଦl ଗ୍ରାମରେ ଏକ ବିରଳ ପକ୍ଷୀ ଉଦ୍ଧାର ହୋଇଛି। ଏହି ପକ୍ଷୀଟି ଦେଖିବାକୁ ଠିକ ଗରୁଡ଼ ଭଳି ହୋଇଛି। ପୁରାଣରେ ଉଲ୍ଲେଖିତ ଅଛି ବିଷ୍ଣୁଙ୍କ ବାହନ ହେଉଛି ଗରୁଡ଼ ପକ୍ଷୀ। ସେଥିପାଇଁ ନାଚିନ୍ଦା…

ରାଜ୍ୟରେ ଆଉ ତିନି ଜଣଙ୍କ ଜୀବନ ନେଇଛି କରୋନା

ଭୁବନେଶ୍ୱର,୧୩।୧(ବ୍ୟୁରୋ): ରାଜ୍ୟରେ ଗୁରୁବାର କରୋନା ତିନି ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୮,୪୭୨କୁ ବୃଦ୍ଧି ପାଇଛି। ମୃତକଙ୍କ ମଧ୍ୟରେ ଅନୁଗୋଳ, କେନ୍ଦ୍ରାପଡା ଓ ନୟାଗଡ ଜିଲାର। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ…

ଆଜି ୧୪ ଜିଲାକୁ କୁଆପଥର ବର୍ଷା

ଭୁବନେଶ୍ୱର, ୧୩।୧(ବ୍ୟୁରୋ): ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଏଥିସହ କୁଆପଥର ମାଡ଼ ହେଉଛି। ୧୫ ତାରିଖ ପର୍ଯ୍ୟନ୍ତ ଏହା ଜାରି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛି। ଦକ୍ଷିଣ ଆଭ୍ୟନ୍ତରୀଣ…

ଓଡ଼ଗାଁରେ ଆରମ୍ଭ, ଭାପୁରରେ ଶେଷ

ନୟାଗଡ଼ ଅଫିସ,୧୩।୧: କରୋନାର ତୃତୀୟ ଲହର ସମୟରେ ପଞ୍ଚାୟତ ନିର୍ବାଚନ ଭୋଟରଙ୍କ ଭୟ ବଢ଼ାଇଛି। ତଥାପି ନିର୍ବାଚନ ବିଗୁଲ୍‌ ବାଜିବା ପରେ ନେତା ଓ ଆଶାୟଙ୍କ ଉତ୍କଣ୍ଠା ବଢ଼ିଛି । ବିଶେଷ କରି ଶାସକ ଦଳର କର୍ମୀ, ନେତା ଓ ସମର୍ଥକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri