Home Left

ଧୋନୀଙ୍କ ପରେ ଚେନ୍ନାଇ ମଙ୍ଗ ଧରିବେ ଏହି କ୍ରିକେଟର! କିଛି ଏଭଳି ହେଉଛି ଚର୍ଚ୍ଚା

ନୂଆଦିଲ୍ଲୀ,୧୫।୧: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ୧୫ତମ ସଂସ୍କରଣରେ ଚେନ୍ନାଇ ସୁପରକିଙ୍ଗ୍ସ(ସିଏସ୍‌କେ)ର ନୂଆ ଟିମ୍‌ର ମଙ୍ଗ ଧରିବ କିଏ। ସେନେଇ ଏବେଠାରୁ ଚର୍ଚ୍ଚା ଆରମ୍ଭ ହେଲାଣି। ଏମ୍‌ଏସ୍‌ ଧୋନୀଙ୍କ ପରେ ରବିନ୍ଦ୍ର ଜାଡେଜାଙ୍କୁ ଦଳର ଅଧିନାୟକ କରାଯାଇପାରେ ବୋଲି କୁହାଯାଉଛି। ରମେଶ ବାଲା…

ପୌରଧ୍ୟକ୍ଷ ପାଇଁ ସଂରକ୍ଷଣ ତାଲିକା ପ୍ରକାଶ

ଭୁବନେଶ୍ୱର, ୧୫।୧(ବ୍ୟୁରୋ): ପଞ୍ଚାୟତ ନିର୍ବାଚନ ପରେ ପର ନିର୍ବାଚନ ହେବ । ଏ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ରାଜ୍ୟର ୧୦୭ଟି ପୌର ପରିଷଦ ଅଧ୍ୟକ୍ଷ ପାଇଁ ଶନିବାର ସଂରକ୍ଷଣ ତାଲିକା ପ୍ରକାଶ ପାଇଛିି। ନଗର ଉନ୍ନୟନ ବିଭାଗ ପକ୍ଷରୁ…

ପୁଣି ବିଏମ୍‌ସି ଦକ୍ଷିଣ ପୂର୍ବ ଜୋନ୍‌ର ୪ କର୍ମଚାରୀ କରୋନା ପଜିଟିଭ୍‌

ଭୁବନେଶ୍ୱର,୧୫।୧(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ମୁଖ୍ୟ କାର୍ଯ୍ୟାଳୟର ଆଉ କିଛି କର୍ମଚାରୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ବିଏମ୍‌ସି ଦକ୍ଷିଣ ପୂର୍ବ ଜୋନ୍‌ର ୪ କର୍ମଚାରୀ କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ପ୍ରକାଶ ଯେ, ପୂର୍ବରୁ ବିଏମ୍‌ସିର ୨୨ କର୍ମଚାରୀ…

ଖୋର୍ଦ୍ଧାରେ ପୁଣି ପଶିଲା ହାତୀ

ଖୋର୍ଦ୍ଧା ଅଫିସ,୧୫।୧: ଖୋର୍ଦ୍ଧା ବନଖଣ୍ଡରେ ହାତୀ ଉପଦ୍ରବ ଲାଗି ରହିଛି। ନିକଟରେ ହାତୀ ମେଡିକାଲ ଭିତରେ ପଶିଥିଲା। ଗୁରୁବାର ବିଳମ୍ବିତ ରାତିରେ ଜରିପୁଟ ଜଙ୍ଗଲରୁ ଏକ ଦନ୍ତା ଲୋକେଶ୍ୱର ଦେଇ କୋଣାର୍କ ନଗର ପଛପଟ ଇଭିଏମ୍‌ ଗୋଦାମ ପାଚେରି, ଜାତୀୟ ରାଜପଥ…

ବିବାହ ବିଚ୍ଛେଦକୁ ନେଇ ଏବେ ମୁହଁ ଖୋଲିଲେ ଶ୍ୱଶୁର

ମୁମ୍ବାଇ: ଟଲିଉଡ୍‌ର ଚର୍ଚ୍ଚିିତ ଦମ୍ପତି ନାଗା ଚୈତନ୍ୟ-ସାମନ୍ଥା ରୁଥ୍‌ ପ୍ରଭୁ ନିଜର ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରୁହନ୍ତି। ଦୁହେଁ ଏକ ଫିଲ୍ମ ଶୁଟିଂ ସମୟରେ ପ୍ରେମରେ ପଡିଥିଲେ। କିଛି ଦିନ ଡେଟିଂ ପରେ ୨୦୧୭ରେ ପରସ୍ପର ବିବାହ…

୨୪ ଟନ୍‌ ଗୋମାଂସ ଜବତ: ଡ୍ରାଇଭର ଅଟକ

ଖୋର୍ଦ୍ଧା ଅଫିସ, ୧୫।୧: ଗୋଚାଲାଣ ପରେ ଗୋମାଂସ ଚାଲାଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ଶନିବାର ଭୋର ସମୟରେ କୋଲକାତାରୁ ଆନ୍ଧ୍ର ଅଭିମୁଖେ ଏକ କଣ୍ଟେନରରେ ଗୋମାଂସ ଚାଲାଣ ହେଉଥିବା ଖବରପାଇ ସ୍ଥାନୀୟ ବିଶ୍ବହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ୧୬ନଂ.…

ଲକ୍ଷଣ ନ ଥିଲେ କରନ୍ତୁ ନାହିଁ କରୋନା ଟେଷ୍ଟିଂ

ଭୁବନେଶ୍ୱର, ୧୫।୧(ବ୍ୟୁରୋ): କୌଣସି ଲକ୍ଷଣ ନ ଥିଲେ କୋଭିଡ୍‌-୧୯ ଟେଷ୍ଟିଂ କରନ୍ତୁ ନାହିଁ। ପଜିଟିଭ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ ମଧ୍ୟ ଯଦି ଆପଣଙ୍କ ପାଖରେ ଲକ୍ଷଣ ନାହିଁ, ତେବେ ଟେଷ୍ଟିଂ କରିବା ଆବଶ୍ୟକ ନାହିଁ । କେନ୍ଦ୍ର ସରକାରଙ୍କ ନୂଆ ଗାଇଡ୍‌ଲାଇନ୍‌…

ଅଖିଲେଶଙ୍କ ସହ ମେଣ୍ଟ କରିବେ ନାହିଁ ଚନ୍ଦ୍ରଶେଖର

ଲକ୍ଷ୍ନୌ,୧୫।୧: ଅଖିଲେଶଙ୍କ ସମାଜବାଦୀ ପାର୍ଟି ଏବଂ ଚନ୍ଦ୍ରଶେଖର ଆଜାଦଙ୍କ ଭୀମ ଆର୍ମି ମଧ୍ୟରେ ହେବାକୁ ଥିବା ମେଣ୍ଟରେ ଶେଷ ମୁହୁର୍ତ୍ତରେ ଫାଟ ଦେଖାଦେଇଛି। ଖବରଦାତା ସମ୍ମିଳନୀରେ ଚନ୍ଦ୍ରଶେଖର ଆଜାଦ ତାଙ୍କ ଦଳ ସମାଜବାଦୀ ପାର୍ଟି ସହ ହେବାକୁ ଥିବା ମେଣ୍ଟରେ ସାମିଲ…

ରାତି ହେଲେ ଗାଁକୁ ଆସୁଛି ଭାଲୁ, ମନ୍ଦିରରେ ପଶିଥିବାବେଳେ ଭିଡିଓ ଭାଇରାଲ

ନବରଙ୍ଗପୁର,୧୫।୧(ଡି.ଏନ୍‌.ଏ.): ଗ୍ରାମ ମନ୍ଦିର ପରିସରରେ ଭାଲୁ। ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଦହଣା ଗ୍ରାମରେ ଥିବା ହନୁମାନ ମନ୍ଦିର ଓ ଶିବ ମନ୍ଦିର ପରିସରରେ। ମା’ ସହ ଦୁଇ ଛୁଆ ଭାଲୁ ବୁଲୁଥିବା ଗ୍ରାମବାସୀ…

ମଦ ନେଲା ୫ ଜୀବନ

ପାଟନା,୧୫।୧: ବିହାରର ନାଳନ୍ଦା ଜିଲା ଅଞ୍ଚଳରେ ଶନିବାର ବିଷାକ୍ତ ମଦ ପିଇ ୫ଜଣଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଏ ନେଇ ପ୍ରଶାସନ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ନାଲନ୍ଦା ଜିଲାର ସୋହରସାଇ ଥାନା ଅଧୀନ…

ଦେଶରେ ଚିନ୍ତା ବଢାଉଛି କରୋନା, ଚିହ୍ନଟ ହେଲେ ୨,୬୮,୮୩୩ ପଜିଟିଭ୍‌

ନୂଆଦିଲ୍ଲୀ,୧୫।୧: କରୋନାର ତୃତୀୟ ଲହର ଦେଶରେ ବଢିଚାଲିଛି। ଗତ ୨୪ ଘଣ୍ଟାରେ ସଂକ୍ରମିତଙ୍କ ସଂଖ୍ୟା ୨,୬୮,୮୩୩ ଥିବା ଜଣାପଡିଛି। ଗତ କାଲିଠାରୁ ଆଜି ୪ ହଜାର ୬୩୧ଜଣ ଅଧିକ ସଂକ୍ରମିତ ହୋଇଛନ୍ତି। ଏହାସହ ୪୦୨ଜଣଙ୍କ ମୃତ୍ୟୁ ହୋଇଛି । ଏବେ ଆକ୍ଟିଭ…

ଫିଲ୍ମ ‘ବ୍ରହ୍ମାସ୍ତ୍ର’କୁ ନେଇ ଏଭଳି କହିଲେ ନାଗାର୍ଜୁନ

ମୁମ୍ବାଇ: ବଲିଉଡ୍‌ ଅଭିନେତା ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ବହୁ ଅଭିନୀତ ଫିଲ୍ମ‘ବ୍ରହ୍ମାସ୍ତ୍ର’କୁ ସମସ୍ତେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହି ଫିଲ୍ମ ଏ ପର୍ଯ୍ୟନ୍ତ ସବୁଠାରୁ ମହଙ୍ଗା ବଲିଉଡ୍‌ ଫିଲ୍ମ ବୋଲି କୁହାଯାଉଛି। ଆୟାନ ମୁଖାର୍ଜୀ ଏହି ଫିଲ୍ମକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri