ଅକ୍ଷୟ କୁମାର କରୋନା ପଜିଟିଭ୍‌, କେନ୍ସ୍‌ ଫିଲ୍ମ ଫେଷ୍ଟିଭାଲରେ ଦେବେନି ଯୋଗ…

ମୁମ୍ବାଇ, ୧୪।୫ : ବଲିଉଡ୍‌ ଅଭିନେତା ଅକ୍ଷୟ କୁମାରଙ୍କ ନମୁନା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ସେ ମେ’ ୧୭ରେ ହେବାକୁ ଥିବ ାକେନ୍ସ୍‌ ଫିଲ୍ମ ଫେଷ୍ଟିଭାଲ୍‌ରେ ଯୋଗ ଦେବେନି ବୋଲି ଶନିବାର ଟୁଇଟ୍‌ କରି ଜଣାଇଛନ୍ତି।

କିଛି ଦିନ ଧରି ତାଙ୍କ ଠାରେ କେତେକ ଲକ୍ଷଣ ପ୍ରକାଶ ପାଇଥିଲା। ଏନେଇ ଅକ୍ଷୟ ନିଜର ନମୁନା ପରୀକ୍ଷା କରାଇଥିଲେ। ଶନିବାର ତାଙ୍କ ରିପୋର୍ଟ ପଜିଟିଭ୍‌ ଆସିଛି। ଏହା ପୂର୍ବରୁ ୨୦୨୧ରେ ମଧ୍ୟ ଅକ୍ଷୟଙ୍କୁ କରୋନା ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଚର୍ଚ୍ଚାରେ ଅକ୍ଷୟଙ୍କ ‘ମିଶନ ମଙ୍ଗଲ’ ଟିଜର

ମୁମ୍ବାଇ: ବଲିଉଡ୍‌ ଖିଲାଡି ବୟେ ଅକ୍ଷୟ କୁମାରଙ୍କ ଅପ୍‌କମିଙ୍ଗ ଫିଲ୍ମ ‘ମିଶନ ମଙ୍ଗଲ’ର ପୋଷ୍ଟର ଆସି ସାରିଥିବା ବେଳେ ଏବେ ଏହାର ଟିଜରକୁ ନେଇ ଆରମ୍ଭ...

ଦାଦାଙ୍କ ସହ ଦାଦାଗିରି କରିବେ ଅନୁଭବ

ଭୁବନେଶ୍ୱର,୫।୨: ସାରା ବିଶ୍ୱରେ ଦାଦା ଭାବେ ବେଶ୍‌ ଲୋକପ୍ରିୟତା ହାସଲ କରିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ଅଧିନାୟକ ସୌରଭ ଗାଙ୍ଗୁଲି। ଶନିବାର ଜୀ ସାର୍ଥକରେ ପ୍ରସାରିତ...

ଫେରିଲେ ଦିଶା

ମୁମ୍ବାଇ: ବେଶ୍ କିଛିଦିନ ହେବ କରୋନା ପାଇଁ ବଲିଉଡ୍‌ର ଶୁଟିଂ ବନ୍ଦ ରହିଥିଲା । ପ୍ରାୟ ସମସ୍ତ ସେଲିବ୍ରିଟି ଘରେ ପରିବାର ସହ କ୍ୱାଲିଟି ଟାଇମ...

ଅମିରଙ୍କ ବିଜ୍ଞାପନକୁ ବିରୋଧ କଲେ ଭାଜପା ନେତା

ମୁମ୍ବାଇ: ଟାୟାର ପ୍ରମୁଖ ସିଟ ଲିମିଟେଡର ଏକ ବିଜ୍ଞାପନରେ ଅଭିନେତା ଅମିର ଖାନ୍‌ ଲୋକମାନଙ୍କୁ ରାସ୍ତାରେ ବାଣ ନ ଫୁଟାଇବାକୁ ପରାମର୍ଶ ଦେଉଛନ୍ତି। ଏହି ବିଜ୍ଞାପନ...

ଦୀପିକା, ପ୍ରିୟଙ୍କାଙ୍କଠାରୁ ପଛରେ ଅଛନ୍ତି ମୋଦି

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ ଥିବା ବେଳେ ନିକଟରେ ଇନଷ୍ଟାଗ୍ରାମରେ ତାଙ୍କ ଫଲୋୟର୍ସଙ୍କ ସଂଖ୍ୟା ୩୦ ମିଲିୟନ(୩କୋଟି)ରେ ପହଞ୍ଚିଛି। ହେଲେ...

ବଢ଼ୁଛି ସାମନ୍ଥାଙ୍କ କ୍ରେଜ୍‌

‘ଫିଲ୍ମ’ ପୁଷ୍ପାର ହିନ୍ଦୀ ଭର୍ସନ ରିଲିଜ ପରେ ତାହା ବକ୍ସ ଅଫିସରେ ସବୁ ରେକର୍ଡ ଭାଙ୍ଗିଛି। ପୁଷ୍ପାର ଗୀତ ଏବଂ ଡାଇଲଗଗୁଡିକ ବର୍ତ୍ତମାନ ସୋସିଆଲ ମିଡିଆରେ...

ଅଧାରେ ରହିଲା ଶୁଟିଂ, ହଟହଟା ହେଲେ ବଲିଉଡ୍‌ ଅଭିନେତ୍ରୀ

ଭୁବନେଶ୍ୱର,୧୫।୩(ବ୍ୟୁରୋ): ଭୁବନେଶ୍ୱର ଖଣ୍ଡଗିରି ଥାନା ଅନ୍ତର୍ଗତ ଜୟଦେବ ବାଟିକାରେ ମଙ୍ଗଳବାର ଏକ ହିନ୍ଦୀ ଆଲବମ୍‌ ଭିଡିଓ ଶୁଟିଂବେଳେ ହାଇଡ୍ରାମା ଦେଖିବାକୁ ମିଳିଛି। ଅଭିନେତା ଅଭିନେତା ହିତେଶ...

ଏକଦା ହ୍ରିତିଙ୍କ ସହିତ ପ୍ରେମ ସମ୍ପର୍କକୁ ନେଇ ଏମିତି କହିଥିଲେ ବେବୋ

ବଲିଉଡ ଅଭିନେତ୍ରୀ କରିନା କପୁର ଖାନ୍‌ ‘କଭି ଖୁସି କଭି ଗମ୍‌’ରେ ହ୍ରିତିକଙ୍କ ସହ ନଜର ଆସିଥିଲେ। ଉଭୟଙ୍କ କେମେଷ୍ଟିକୁ ପ୍ରଶଂସକ ବହୁତ ପସନ୍ଦ କରୁଥିଲେ।...

Advertisement
Archives

Model This Week