ଗଞ୍ଜାମ ପାଇଁ ଗୌରବ ଆଣିଲେ ରାଜେନ୍ଦ୍ର

ଗଞ୍ଜାମ,୧୪ା୫(ଡି.ଏନ୍‌.ଏ.): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ୭ ନଂ ଓ୍ବାର୍ଡ କୈବର୍ତ୍ତ ସାହିର ରାଜେନ୍ଦ୍ର କୁମାର ସାହୁ ୨୦୨୨ ଆଇଆଇଟି ପରୀକ୍ଷାରେ ସର୍ବ ଭାରତୀୟସ୍ତରରେ ୬୨୦ ନମ୍ବର ରଖି ଗଞ୍ଜାମ ପାଇଁ ଗୌରବ ଆଣିଛନ୍ତି। ରାଜେନ୍ଦ୍ର ଗଞ୍ଜାମ ଏନ୍‌ଏସି ନବନିର୍ବାଚିତ କାଉନସିଲର ପୁରୁଷୋତ୍ତମ ସାହୁଙ୍କ ପୁଅ ଅଟନ୍ତି। ଶନିବାର ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ଯୁବ ସ୍ବେଚ୍ଛାସେବୀ ସୁଧୀର କୁମାର ପାଢ଼ୀ, ବିଜେଡି ଯୁବନେତା ରାକେଶ ରଞ୍ଜନ ଦାସ, ପୂର୍ବତନ କାଉନସିଲର ଦଣ୍ଡପାଣି ପରିଡ଼ା ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲତଳକୁ ଖସିଲା ପୋଲିସ ଗାଡ଼ି, ଥାନାଧିକାରୀ ଗୁରୁତର

ରାଇକିଆ,୧୩।୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ରାଇକିଆଠାରେ ଏକ ଗଞ୍ଜେଇ ଗାଡ଼ିକୁ ପିଛା କରୁଥିବା ବେଳେ ସୋମବାର ପୂର୍ବାହ୍ନରେ ଭାରସାମ୍ୟ ହରାଇ  ପୋଲ ତଳକୁ ପୋଲିସ ଗାଡ଼ି ଖସିପଡ଼ିଛି।...

ପୌରରେ ଆସିବେ ନା ପଞ୍ଚାୟତ ଭଳି ରହିଯିବେ

ଭୁବନେଶ୍ୱର, ୯।୩(ବ୍ୟୁରୋ): ରାଜ୍ୟରେ ଗତ କିଛିଦିନ ହେଲା ପଞ୍ଚାୟତ ନିର୍ବାଚନ ଶେଷ ହୋଇଛି। ଏଥର ନିର୍ବାଚନରେ ବିଜେଡି ଏକପାଖିଆ ସଫଳତା ହାସଲ କରିଥିବା ବେଳେ ବିରୋଧୀ...

ଶୋଷଣ ନୁହେଁ ସେବାରେ ବିଶ୍ୱାସକରେ

ବଅଁରପାଳ,୧୬ା୭(ଡି.ଏନ.ଏ.) ଅନେକ ମେକାନିକ ଅଛନ୍ତି ଯେଉଁମାନେ ଗ୍ରାହକଙ୍କଠାରୁ ଅଧିକ ଅର୍ଥ ନେବାରେ ଆଗ୍ରହ ରଖନ୍ତି। ସେମାନେ ଦାବି କରିଥିବା ଅର୍ଥ ପରିଶ୍ରମର ଉଚିତ ମୂଲ୍ୟ କି ନୁହେଁ...

ଯୋଡ଼ାରେ ଲିଖିତ ପରୀକ୍ଷା, ଝାଡ଼ଖଣ୍ଡରେ ସାକ୍ଷାତକାର

ଯୋଡ଼ା,୧୯ା୧(ଡି.ଏନ୍‌.ଏ.)-କେନ୍ଦୁଝର ଜିଲା ଯୋଡ଼ା ଖଣିମଣ୍ଡଳରେ ଥିବା ଏକ କମ୍ପାନୀରେ ବିଭିନ୍ନ ପଦ ପଦବୀରେ ନିଯୁକ୍ତି ପାଇଁ ହୋଇଥିବା ପ୍ରାର୍ଥୀ ଚୟନ ପ୍ରକ୍ରିୟାରେ ଅର୍ଥ କାରବାର ହୋଇ...

କରତକଳ ଉପରେ ଚଢ଼ାଉ: ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ

ବନ୍ତ,୨୫।୮(ଡି.ଏନ୍‌.ଏ.): ଭଦ୍ରକ ଜିଲା ବନ୍ତ ବ୍ଲକ ପଧାନପଡ଼ା କେନାଲ ଛକ ନିକଟରେ ଥିବା ଏକ କରତକଳ ଉପରେ ଜିଲା ବନ ବିଭାଗ ପକ୍ଷରୁ ବୁଧବାର ଚଢ଼ାଉ...

ଲଘୁ ଖଣିଜ ଚୋରାଚାଲାଣ ରୋକିବାକୁ ଗୁରୁତ୍ୱ

ଜଗତ୍‌ସିଂହପୁର ଅଫିସ, ୨୭।୪: ଜଗତ୍‌ସିଂହପୁର ଜିଲାର ରାଜସ୍ବ ସମୀକ୍ଷା ବୈଠକ ମଙ୍ଗଳବାର ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟଜିତ୍‌...

ମାର୍ଚ୍ଚ ୩୧ ପରେ ବନ୍ଦ ହେବ ବିଏସ୍‌-୪ ଯାନ ବିକ୍ରି

କଟକ ଅଫିସ୍‌,୧୪।୨: ଭାରତ ଷ୍ଟେଜ୍‌(ବିଏସ୍‌) ୪ ଯାନଗୁଡ଼ିକ ଆସନ୍ତା ମାର୍ଚ୍ଚ ୩୧ ପରଠୁ ବିକ୍ରି କିମ୍ବା ପଞ୍ଜୀକରଣ ହୋଇପାରିବ ନାହିଁ। ଗୁରୁବାର ରାଜ୍ୟ ପରିବହନ ପ୍ରାଧିକରଣ(ଏସ୍‌ଟିଏ)...

ଶିକାରୀଙ୍କ ବିଦ୍ୟୁତ୍‌ ତାରରେ ଲାଗି ୨ ଭାଇ ମୃତ

ହିଞ୍ଜିଳିକାଟୁ,୫ା୯(ଡି.ଏନ୍‌.ଏ.)-ଗଞ୍ଜାମ ଜିଲା ହିଞ୍ଜିଳି ଥାନା ସିଙ୍ଗିପୁର ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ଶିକାର କରିବା ପାଇଁ ବିଛା ଯାଇଥିବା ବିଦ୍ୟୁତ୍‌ ତାର ସଂସ୍ପର୍ଶରେ...

Advertisement
Archives

Model This Week