ଜଙ୍ଗଲରେ ଚାଲିଥିଲା ଚୋରାଚାଲାଣ ପ୍ରସ୍ତୁତି, ପହଞ୍ଚିଗଲା ପୋଲିସ
ମାଲକାନଗିରି,୨୬।୫(ଡି.ଏନ.ଏ.): ମାଲକାନଗିରି ଜିଲା ମୁଦୁଲିପଡ଼ା ପୋଲିସ ପାଟ୍ରୋଲିଂ ସମୟରେ ଜଙ୍ଗଲରୁ ୧୧୨ କେଜି ଗଞ୍ଜେଇ ଏବଂ ୨ ବନ୍ଧୁକ ଜବତ କରିଛି। ଏହି ଘଟଣାରେ ସମ୍ପୃକ୍ତ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ସେ ହେଲେ ଜାମ୍ବାରିଗୁଡ଼ା ଗ୍ରାମର ଝମାରି ଖିଲ(୬୪)। ସୂଚନା…
ରାତିରେ ଯାଇଥିଲେ ଯାତ୍ରା ଦେଖିବାକୁ, ସକାଳୁ ମିଳିଲା ଯୁବତୀଙ୍କ ମୃତଦେହ
ଚନ୍ଦ୍ରପୁର,୨୬।୫(ଡି.ଏନ୍.ଏ.): ରାୟଗଡ଼ା ଜିଲା ଚନ୍ଦ୍ରପୁର ବ୍ଲକ ସଦର ପଞ୍ଚାୟତ ଅଧୀନ ଚିଚିପଙ୍ଗା ନିକଟ ମୁଖ୍ୟ ପୂର୍ତ୍ତ ବିଭାଗ ରାସ୍ତାପାର୍ଶ୍ୱରୁ ଗୁରୁବାର ଜଣେ ଯୁବତୀଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ଜବତ କରାଯାଇଛି। ସେ ହେଲେ ଚନ୍ଦ୍ରପୁର ପଞ୍ଚାୟତ ଅନ୍ତର୍ଗତ ଲତେଗୁଡ଼ା ଗ୍ରାମର ମିଟିକା…
‘ହିନ୍ଦୀ ଭଳି ତାମିଲକୁ ବି ମିଳୁ ସମାନ ଅଧିକାର’
ଚେନ୍ନାଇ,୨୬।୫: ଉଚ୍ଚ ନ୍ୟାୟାଳୟରେ ତାମିଲକୁ ଏକ ସରକାରୀ ଭାଷା ଭାବେ ସ୍ବିକୃତୀ ପ୍ରଦାନ କରାଯାଉ ବୋଲି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍.କେ ଷ୍ଟାଲିନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦାବି କରିଛନ୍ତି। ଗୁରୁବାର ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଚେନ୍ନାଇରେ ପହଞ୍ଚିଥିଲେ।…
ଆଇପିଏଲ୍ରେ ସ୍ବତନ୍ତ୍ର ରେକର୍ଡ କଲେ ରାହୁଲ
କୋଲକାତା,୨୬।୫: ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଅଧିନାୟକ ଲୋକେଶ ରାହୁଲ ଆଇପିଏଲ୍ ଇତିହାସରେ ପ୍ରଥମ ଖେଳାଳି ଭାବେ ୪ ସିଜନରେ ୬୦୦ରୁ ଅଧିକ ରନ୍ କରିଛନ୍ତି। ଇଡେନ ଗାର୍ଡେନ୍ସରେ ବୁଧବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ଖେଳାଯାଇଥିବା ଏଲିମିନେଟର ମ୍ୟାଚ୍ରେ ରାହୁଲ ଏହି…
ଶିଶୁ ମୃତ୍ୟୁହାର ହ୍ରାସରେ ଓଡ଼ିଶା ପ୍ରଥମ
ଭୁବନେଶ୍ୱର, ୨୬।୫(ବ୍ୟୁରୋ): ସ୍ବାସ୍ଥ୍ୟ କ୍ଷେତ୍ରରେ ଓଡ଼ିଶା ଏକ ମାଇଲଷ୍ଟୋନ ହାସଲ କରିଛି। ଶିଶୁ ମୃତ୍ୟୁହାର ହ୍ରାସ କ୍ଷେତ୍ରରେ ସମଗ୍ର ଦେଶରେ ଓଡ଼ିଶା ଦୃଷ୍ଟାନ୍ତମୂଳକ ଉଦାହରଣ ପାଲଟିଛି। ଏସ୍ଆର୍ଏସ୍ ବୁଲେଟିନ୍ ଅନୁଯାୟୀ ୨୦୦୫ରୁ ୨୦୨୦ ମସିହା ମଧ୍ୟରେ ରାଜ୍ୟରେ ଶିଶୁ ମୃତ୍ୟୁହାର ୩୯…
ମେ’ ୩୦ ଯାଏ କାର୍ତ୍ତି ଚିଦାମ୍ବରମଙ୍କୁ ମିଳିଲା ଅନ୍ତରୀଣ ସୁରକ୍ଷା
ନୂଆଦିଲ୍ଲୀ,୨୬।୫: ଚାଇନା ଭିସା ମାମଲାରେ ଛନ୍ଦି ହୋଇଥିବା ପୂର୍ବତନ ଗୃହମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି. ଚିଦାମ୍ବରମଙ୍କ ପୁଅ କାର୍ତ୍ତି ଚିଦାମ୍ବରମଙ୍କୁ ମିଳିଲା ଅନ୍ତରୀଣ ସୁରକ୍ଷା। ମେ’ ୩୦ ଯାଏ ଦିଲ୍ଲୀର ରୋଜ ଏଭିନ୍ୟୁ କୋର୍ଟ ତାଙ୍କୁ ଏହି ସୁରକ୍ଷା…
କାଳବୈଶାଖୀ ଦେଇଗଲା ଦୁଃଖ
କୋକସରା,୨୬ା୫(ଡି.ଏନ୍.ଏ.) କଳାହାଣ୍ଡି ଜିଲା କୋକସରା ବ୍ଲକ ଅଞ୍ଚଳରେ ଗୁରୁବାର କାଳବୈଶାଖୀ ପ୍ରଭାବରେ ଝଡ ତୋଫାନ ସହ କୁଆପଥର ବର୍ଷା ହୋଇଥିଲା। ଝଡତୋଫାନରେ ବ୍ଲକର କାଶିବାହଲ ପଞ୍ଚାୟତ ଅଧୀନ ଧନସରା ଗ୍ରାମରେ ରହୁଥିବା ଜୟରାମ ସତନାମୀଙ୍କ ଘର ଆଜ୍ବେଷ୍ଟସ ଉଡିଯାଇ କ୍ଷତିଗ୍ରସ୍ତ ହୋଇଛି।…
୮ଘଣ୍ଟା ଧରି କାର୍ତ୍ତିଙ୍କୁ ଜେରା
ନୂଆଦିଲ୍ଲୀ,୨୬।୫: ୨୦୧୧ରେ ୨୬୩ ଚାଇନା ନାଗରିକଙ୍କୁ ଭିସା ପ୍ରଦାନ ସହ ଜଡିତ ଏକ ସ୍କାମରେ କଂଗ୍ରେସ ନେତା ତଥା ଏମ୍ପି କାର୍ତ୍ତି ଚିଦାମ୍ବରମ ଗୁରୁବାର ସିବିଆଇ ସମ୍ମୁଖରେ ହାଜର ହୋଇଛନ୍ତି। ଦିଲ୍ଲୀର ସିବିଆଇ ତାଙ୍କୁ ପ୍ରାୟ ଆଠ ଘଣ୍ଟା ଧରି ପଚରାଉଚରା…
ନାବାଳିକା ସହ ପ୍ରେମ ମହଙ୍ଗା ପଡିଲା, ଜେଲଗଲେ ବିବାହିତ ପ୍ରେମିକ
ତରଭା, ୨୬ା୫(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ତରଭା ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ପ୍ରେମ କରି ଜଣେ ବିବାହିତ ପ୍ରେମିକ ଗୁରୁବାର ଜେଲ ଯାଇଛନ୍ତି। ସମ୍ପୃକ୍ତ ଯୁବକ ଜଣକ ହେଲେ ସିଂହାରି ପଞ୍ଚାୟତ ଅନ୍ତର୍ଗତ ପୁଟକିପାଲି ଗ୍ରାମର ରଜିନ ନାଗ(୨୮)। ଥାନା ଅନ୍ତର୍ଗତ…
ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ କେସିଆର
ବେଙ୍ଗାଲୁରୁ,୨୬।୫: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ ଜନତା ଦଳ(ସେକ୍ୟୁଲାର)ର ମୁଖ୍ୟ ଏଚ୍ଡି ଦେବେଗୌଡାଙ୍କୁ କର୍ନାଟକ ସ୍ଥିତ ତାଙ୍କ ବାସଭବନରେ ଗୁରୁବାର ଭେଟିଛନ୍ତି। ଏହି ସାକ୍ଷାତକାର ସମୟରେ ଦୁଇ ନେତାଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ଏହି ସମୟରେ ପୂର୍ବତନ ପ୍ରଧାନମନ୍ତ୍ରୀ…
ବିମାନରେ ଗୁଟଖା ଖାଇ ଛେପ ପକାଇଲେ ଯାତ୍ରୀ,ଭାଇରାଲ ହେଲା ଫଟୋ
ନୂଆଦିଲ୍ଲୀ,୨୬।୫: କେନ୍ଦ୍ର ସରକାରଙ୍କ ସ୍ବଚ୍ଛ ଅଭିଯାନରେ ବ୍ୟତିକ୍ରମ ଦେଖିବାକୁ ମିଳିଛି। ପାନ ଓ ଗୁଟଖା ଖାଇ ରାସ୍ତାଘାଟରେ ଛେପ ପକାଉଥିଲେ। ହେଲେ ଏବେ ବିମାନରେ ବି ପାନ ଓ ଗୁଟଖା ଛେପ ପକାଉଥିବା ଦେଖିବାକୁ ମିଳିଛି। ଏଭଳି ଏକ ଦୃଶ୍ୟକୁ ନିଜ…
ଦାଦନ ଖଟିବାକୁ ଯାଇଥିଲେ ଛାତ୍ର, ଘରକୁ ଆସିଲା ମୃତଦେହ
କୋକସରା,୨୬ା୫(ଡି.ଏନ.ଏ) କଳାହାଣ୍ଡି ଜିଲା କୋକସରା ବ୍ଳକରେ ଦାଦନ ଦୁଃଖ ଥମିବାର ନାଁ ଧରୁନାହିଁ। ଦିନକୁ ଦିନ ଦାଦନ ସମସ୍ୟା ଉଗ୍ର ରୂପ ନେଇଥିବା ବେଳେ ରାଜ୍ୟ ବାହାରକୁ କାମ କରିବାକୁ ଯାଇ ଗତ ୨ ମାସ ଭିତରେ ବ୍ଳକରେ ୩ଜଣ ଦାଦନ…

