Home Left

ମଙ୍ଗଳ ଗ୍ରହରେ ୬୦ କୋଟି ବର୍ଷ ପର୍ଯ୍ୟନ୍ତ ହୋଇଥିଲା ଗ୍ରହାଣୁପିଣ୍ଡ ବର୍ଷା…

ଓ୍ବାଶିଂଟନ, ୨୬।୧ : ଲାଲ ଗ୍ରହ ମଙ୍ଗଳ ସମ୍ପର୍କରେ ମହାକାଶ ବିଜ୍ଞାନୀମାନେ ଏକ ନୂଆ ରହସ୍ୟ ଜାଣିବାକୁ ସକ୍ଷମ ହୋଇ ପାରିଛନ୍ତି। ମଙ୍ଗଳ ଗ୍ରହରେ ଥିବା ବଡ଼ ବଡ଼ ଗର୍ତ୍ତର ଅଧ୍ୟୟନ କରି ଆବିଷ୍କାର କରିଛନ୍ତି ଯେ ପ୍ରାୟ ୬୦ କୋଟି…

ସ୍ପିକରଙ୍କ ଘର ଉପରକୁ ରକେଟ୍‌ ମାଡ

ବାଗଦାଦ,୨୬।୧: ଇରାକ ପାର୍ଲାମେଣ୍ଟ ସ୍ପିକର ମୋହମ୍ମଦ ଅଲ-ହଲବୁସୀଙ୍କ ଘର ଉପରକୁ ରକେଟ ମାଡ ହୋଇଛି। ଏହି ଘଟଣାରେ ସ୍ପିକରଙ୍କ ସ୍ଥିତି ସ୍ପଷ୍ଟ ହୋଇ ନ ଥିବା ବେଳେ ୨ ଛୁଆ ଗୁରୁତର ହୋଇଥିବା ଜଣାଯାଇଛି। ମଙ୍ଗଳବାର ବିଳମ୍ବିତ ରାତିରେ ହି ଘଟଣା…

ଭାରତୀୟ ଦଳର ଗୁମର ଖୋଲିଦେଲେ ଶାମି

ନୂଆଦିଲ୍ଲୀ,୨୬।୧: ଦକ୍ଷିଣ ଆଫ୍ରିକା ଗସ୍ତରେ ଟିମ ଇଣ୍ଡିଆର ପରାଜୟକୁ ନେଇ ବୋଲର୍‌ ମହମ୍ମଦ ସାମିଏକ ବଡ଼ ଖୁଲାସା କରିଛନ୍ତି। ବ୍ୟାଟ୍ସମ୍ୟାନ୍‌ଙ୍କ ଯୋଗୁ ଦଳ ଏହି ଗସ୍ତରେ ପରାଜୟ ଭୋଗିଥିଲା ବୋଲି ସେ କହିଛନ୍ତି। ଏକ ସାକ୍ଷାତକାରରେ ମହମ୍ମଦ ଶାମି କହିଛନ୍ତି ଯେ…

ବୌଦ୍ଧରେ ଜିଲାସ୍ତରୀୟ ୭୩ତମ ସାଧାରଣତନ୍ତ୍ର ଦିବସ ପାଳିତ

ବୌଦ୍ଧ,୨୬।୧(ସ୍ବ.ପ୍ର.): ବୌଦ୍ଧରେ ଜିଲାସ୍ତରୀୟ ୭୩ତମ ସାଧାରଣତନ୍ତ୍ର ଦିବସ କଚେରୀ ଖେଳପଡିଆଠାରେ ନିରାଡମ୍ବର ଭାବରେ ପାଳିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଜିଲାପାଳ ଲଲାଟେନ୍ଦୁ ମିଶ୍ର ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ମିଳିତ ପରେଡରେ ଅଭିିବାଦନ ଗ୍ରହଣ…

ସାଧାରଣତନ୍ତ୍ର ଦିବସରେ ଅମିତାଭ ବଚ୍ଚନ ଶେୟାର କଲେ ଏମତି ଫଟୋ, ହସି ହସି ଗଡିଲେ କପିଲ

ସାଧାରଣତନ୍ତ୍ର ଦିବସ ଅବସରରେ ବଲିଉଡ୍‌ ସୁପରଷ୍ଟାର୍‌ ଅମିତାଭ ବଚ୍ଚନ ନିଜ ପ୍ରଶଂସକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଅମିତାଭ ସୋସିଆଲ ମିଡିଆରେ ନିଜର ଏକ ଫଟୋ ଶେୟାର କରିଛନ୍ତି। ଫଟୋରେ ତାଙ୍କ ଦାଢି ତ୍ରିରଙ୍ଗା ଭଳି ରଙ୍ଗୀନ ଦେଖାଯାଉଛି। ଅମିତାଭଙ୍କ ଏହି ବିଶେଷ ଶୈଳୀକୁ…

ଗଜପତି ଷ୍ଟାଡିୟମଠାରେ ଜିଲାପାଳ କଲେ ପତାକା ଉତ୍ତୋଳନ

ପାରଳାଖେମୁଣ୍ଡି,୨୬।୧: ଗଜପତି ଷ୍ଟାଡିୟମଠାରେ ଜିଲାସ୍ତରୀୟ ୭୩ତମ ସାଧାରଣତନ୍ତ୍ର ଦିବସ କୋଭିଡ୍‌ କଟକଣାରେ ପାଳିତ ହୋଇଯାଇଛି। ଜିଲାପାଳ ଲିଙ୍ଗରାଜ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରିବା ସହ ପରେଡ ଅଭିବାଦନ ଗ୍ରହଣ କରିଛନ୍ତି। ପରେ ଜିଲାର ସ୍ବାଧିନତା…

ପୁରୁଷୋତ୍ତମପୁରରେ ସାଧାରଣତନ୍ତ୍ର ଦିବସ ପାଳିତ

ପୁରୁଷୋତ୍ତମପୁର,୨୬।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ପବିତ୍ର ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତରେ ବିଚାରପତି ଦିଲ୍ଲୀପ କୁମାର ବାରିକ ପତାକା ଉତ୍ତୋଳନ କରିଥିବା ବେଳେ ଏସ୍‌ଡିପିଓ ଅଫିସ ଓ ଥାନାରେ ଏସ୍‌ଡିପିଓ…

ଖବରକାଗଜ ବିତରଣ ସଂଘ ପକ୍ଷରୁ ସାଧାରଣତନ୍ତ୍ର ଦିବସ ପାଳିତ

ଖୋର୍ଦ୍ଧା ଅଫିସ,୨୬।୧ : ମା’ ବରୁଣେଇ ଖବରକାଗଜ ବିତରଣ ସଂଘ ଆନୁକୂଲ୍ୟରେ ୭୩ତମ ସାଧାରଣତନ୍ତ୍ର ଦିବସ ଖୋର୍ଦ୍ଧା କ୍ଲବ ନିକଟ ପେପର ପଏଣ୍ଟ ଠାରେ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ବରିଷ୍ଠ ବିତରକ ଘନଶ୍ୟାମ ମୁଦୁଲି ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ…

ପାକିସ୍ତାନ ରେଞ୍ଜର୍ସଙ୍କୁ ମିଠା ଦେଲେ ବିଏସଏଫ ଯବାନ

ନୂଆଦିଲ୍ଲୀ,୨୬।୧: ସାରା ଦେଶରେ ଆଜି ୭୩ ତମ ସାଧାରଣତନ୍ତ୍ର ଦିବସ ପାଳିତ ହେଉଛି। ଏହି ଅବସରରେ ଅଟ୍ଟାରୀ-ୱାଘା ସୀମାରେ ସୀମା ସୁରକ୍ଷା ବଳ (ବିଏସଏଫ) ଏବଂ ପାକିସ୍ତାନ ରେଞ୍ଜର୍ସ ମଧ୍ୟରେ ମିଠା ବିନିମୟ ହୋଇଥିଲା। ଏହା ପୂର୍ବରୁ ଦୀପାବଳିରେ ଭାରତ ଏବଂ…

ପଦ୍ମଭୂଷଣ ସମ୍ମାନ ନେବାକୁ ମନା କଲେ ବୁଦ୍ଧଦେବ

କୋଲକତା,୨୬।୧: ସାଧାରଣତନ୍ତ୍ର ଦିବସ ଅବସରରେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କୁ କେନ୍ଦ୍ର ସରକାର ପଦ୍ମ ଭୂଷଣ ସମ୍ମାନ ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। କିନ୍ତୁ ଏହାକୁ ସେ ପ୍ରତ୍ୟାଖ୍ୟାନ କରିଛନ୍ତି। ସେ କହିଛନ୍ତି, ପଦ୍ମ ଭୂଷଣ ପୁରସ୍କାର ବିଷୟରେ ମୁଁ…

ରାଜ୍ୟରୁ ପୁଣି ୧୦ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୨୬।୧(ବ୍ୟୁରୋ): ରାଜ୍ୟରେ ବୁଧବାର କରୋନା ଆଉ ୧୦ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୮,୫୦୪କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ମୃତକଙ୍କ ମଧ୍ୟରେ…

୭ ହଜାର ଉପରେ ଦୈନିକ ସଂକ୍ରମଣ: ଆଜି ୭୪୨୬ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୨୬।୧(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଚିନ୍ତା ବଢ଼ାଉଛି। ସଂକ୍ରମଣ ହୁ ହୁ ହୋଇ ବଢ଼ୁଛି। ବୁଧବାର ରାଜ୍ୟରେ ୭୪୨୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮୬୭ ଜଣ ପିଲା ଅଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୪୩୦୬ ଜଣ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri