Home Left

ଦୁଇ ଥର ପତକା ଉତ୍ତୋଳନ କଲେ ମନ୍ତ୍ରୀ

ଥିରୁବାନନ୍ଥପୁରମ,୨୬।୧: ଦେଶର ୭୩ତମ ସାଧାରଣତନ୍ତ୍ର ଦିବସରେ ଲଜ୍ଜିତ କଲା ଭଳି ଏକ ଘଟଣା ସାମ୍ନାକୁ ଆସିଛି। କେରଳର କାସାରାଗଡ୍‌ ଜିଲା କାର୍ଯ୍ୟାଳୟରେ ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ବନ୍ଦର ମନ୍ତ୍ରୀ ଅହାମଦ ଦେଭରକୋଇଲ ଓଲ୍‌ଟା ପତକା ଉତ୍ତୋଳନ କରିଛନ୍ତି। ପତକା ଉତ୍ତୋଳନ ପରେ…

ଅମୃତସର ପୂର୍ବରୁ ହେଭି ଓ୍ବେଟ୍‌ ଲଢ଼େଇ

ନୂଆଦିଲ୍ଲୀ,୨୬।୧: ପଞ୍ଜାବ ବିଧାନସଭା ନିର୍ବାଚନରେ ଅମୃତସର (ପୂର୍ବ) ଆସନରେ ହେବ ସବୁଠୁ ବଡ଼ ମୁକାବିଲା। ଏହି ଆସନରେ ପରସ୍ପରକୁ ଭେଟିବାକୁ ଯାଉଛନ୍ତି ରାଜ୍ୟର ଦୁଇ ହେଭିଓ୍ବେଟ ନେତା। ଗୋଟିଏ ପଟେ କଂଗ୍ରେସ ମୁଖ୍ୟ ନବଜୋତ ସିଂ ସିଦ୍ଧୁ ଥିବା ବେଳେ ତାଙ୍କ…

ନିର୍ଦ୍ୱନ୍ଦ୍ୱରେ ଜିତିଲେ ୩୬ ହଜାର ୫୨୩ ୱାର୍ଡ ମେମ୍ବର ପ୍ରାର୍ଥୀ

ଭୁବନେଶ୍ୱର,୨୬।୧(ବ୍ୟୁରୋ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ସରିଛି। ପ୍ରଚାର ମଧ୍ୟ ଆରମ୍ଭ କରିଦେଇଛନ୍ତି ପ୍ରାର୍ଥୀ । ଆଉ ରାଜ୍ୟର କିଛି ସ୍ଥାନରେ କେତେକ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚନ ଜିତିଛନ୍ତି । ଏ ସମ୍ପର୍କରେ ସୂଚନା ଦେଇଛନ୍ତି ରାଜ୍ୟ…

ବିଡିଓଙ୍କୁ ପୁରସ୍କୃତ କଲେ ମନ୍ତ୍ରୀ

ଗଞ୍ଜାମ,୨୬ା୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ଶ୍ରେଷ୍ଠ ବିଡିଓ ଭାବେ ଗଞ୍ଜାମ ବ୍ଲକ ବିଡିଓ ବିଶ୍ୱଜିତ ରାୟଙ୍କୁ ସାଧାରଣତନ୍ତ୍ର ଦିବସ ଅବସରରେ ଛତ୍ରପୁର ଷ୍ଟାଡିଅମଠାରେ ଶିଶୁ କଲ୍ୟାଣ ମନ୍ତ୍ରୀ ଟୁକୁନି ସାହୁ ସମ୍ମାନିତ କରିଛନ୍ତି। ସ୍ଥାନୀୟ ବିଧାୟକ ସୁବାସ ଚନ୍ଦ୍ର ବେହେରା, ଗଞ୍ଜାମ ଜିଲାପାଳ…

ଗଞ୍ଜାମ ପଞ୍ଚାୟତ ନିର୍ବାଚନ ରଣାଙ୍ଗନରେ ୧୩,୬୭୫ ପ୍ରାର୍ଥୀ

ଛତ୍ରପୁର,୨୬ା୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପଞ୍ଚାୟତ ନିର୍ବାଚନ ପାଇଁ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଜିଲାରେ ୫୦୩ ପଞ୍ଚାୟତ ପାଇଁ ସମୁଦାୟ ବିଭିନ୍ନ ପଦବୀ ନିମନ୍ତେ ୧୩ ହଜାର ୬୭୫ ପ୍ରାର୍ଥୀ ମୈଦାନରେ ରହିଛନ୍ତି। ସେଥି ମଧ୍ୟରୁ ୨୫୬ ଜିଲା ପରିଷଦ…

ବିନା ଡିଆର୍‌ଏସ୍‌ରେ ଖେଳାଯାଉଛି ବିପିଏଲ୍‌

ଢାକା,୨୬।୧: ବାଂଲାଦେଶର ଏକମାତ୍ର ଫ୍ରାଞ୍ଚାଇଜ ଭିତ୍ତିକ ଲିଗ୍‌ ବାଂଲାଦେଶ ପ୍ରିମିୟର ଲିଗ୍‌ (ବିପିଏଲ)ର ଚଳିତ ସଂସ୍କରଣ ବିନା ଡିସିଶନ ରେଭ୍ୟୁ ସିଷ୍ଟମ (ଡିଆର୍‌ଏସ୍‌)ରେ ଖେଳାଯାଉଛି। ଲିଗ୍‌ରେ ଡିଆର୍‌ଏସ୍‌ ସିଷ୍ଟମ ଉପଲବ୍ଧ କରାଇବାରେ ବିଫଳ ହୋଇଛି ବାଂଲାଦେଶ କ୍ରିକେଟ ବୋର୍ଡ(ବିସିବି)। ପୂରା ବିଶ୍ୱରେ…

ଶୀର୍ଷରେ ବାବର, କୋହଲି ଦ୍ୱିତୀୟ

ନୂଆଦିଲ୍ଲୀ,୨୬।୧: ଆଇସିସି ଦିନିକିଆ ର଼୍ୟାଙ୍କିଂରେ ନିଜ ସ୍ଥାନ ସୁରକ୍ଷିତ ରଖିଛନ୍ତି ଭାରତୀୟ କ୍ରିକେଟର ବିରାଟ କୋହଲି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭଲ ପ୍ରଦର୍ଶନ କରିଥିବା କୋହଲି ସଦ୍ୟ ଜାରି ହୋଇଥିବା ତାଲିକାରେ ଦ୍ୱିତୀୟ ସ୍ଥାନ ବଜାୟ ରଖିଛନ୍ତି। ସେହିଭଳି ଭାରତୀୟ ସୀମିତ…

ବଲ ଟ୍ୟାମ୍ପରିଂ ପାଇଁ ବାସନ୍ଦ

ଦୁବାଇ,୨୬।୧: ଆଫଗାନିସ୍ତାନ ବିପକ୍ଷ ତୃତୀୟ ଦିନିକିଆ ମ୍ୟାଚ୍‌ରେ ବଲ ଟ୍ୟାମ୍ପରିଂ କରିଥିଲେ ନେଦରଲାଣ୍ଡ୍ସ ପେସର ଭିଭିଆନ କିଙ୍ଗମା। ଦୋହାରେ ଖେଳାଯାଇଥିବା ୩ୟ ମ୍ୟାଚ୍‌ରେ ନେଦରଲାଣ୍ଡ୍ସକୁ ୭୫ ରନ୍‌ରେ ହରାଇ ଦେଇଥିଲା ଆଫଗାନିସ୍ତାନ। ମ୍ୟାଚ୍‌ର ୩୧ତମ ଓଭରରେ କିଙ୍ଗମା ନଖରେ ବଲକୁ ସ୍କ୍ରାଚ୍‌…

ଗର୍ଭବତୀ ମହିଳା, ଭିନ୍ନକ୍ଷମ ସରକାରୀ କର୍ମଚାରୀଙ୍କୁ ‘ଓ୍ବାର୍କ ଫ୍ରମ୍‌ ହୋମ୍‌’ ସୁବିଧା

ଲକ୍ଷ୍ନୌ,୨୬।୧: ଉତ୍ତରପ୍ରଦେଶରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ତଦନୁଯାୟୀ ଗର୍ଭବତୀ ମହିଳା ଏବଂ ଭିନ୍ନକ୍ଷମ ସରକାରୀ କର୍ମଚାରୀମାନଙ୍କୁ ‘ଓ୍ବାର୍କ ଫ୍ରମ୍‌ ହୋମ୍‌’ ସୁବିଧା ମିଳିବ। ପୂର୍ବରୁ ସରକାର ଅଫିସଗୁଡ଼ିକରେ ଭିଡ କମ୍‌ କରିବାକୁ ୫୦%…

୧୯ ବର୍ଷ ବୟସରେ ଅସ୍ରାବ୍ୟ ଗାଳି ଦେଇ ଚର୍ଚ୍ଚାରେ ଏହି ‘ଲେଡି ଡନ୍‌’; ଦୁଇ ଗ୍ୟାଙ୍ଗଷ୍ଟରଙ୍କୁ ପ୍ରେମରେ ଫସାଇ…

ଚର୍ଚ୍ଚାରେ ଲେଡି ଡନ୍‌ ରେଖା ମୀନା। ମିଡିଆଠାରୁ ଆରମ୍ଭ କରି ସୋସିଆଲ ମିଡିଆ ସବୁଆଡେ ତାଙ୍କୁ ନେଇ ଖବର ପ୍ରକାଶ ପାଉଛି। ତାଙ୍କ ବିଷୟରେ ଜାଣିବା ପାଇଁ ସୋସିଆଲ ପ୍ଲାଟଫର୍ମରେ ବହୁତ ଖୋଜାଯାଉଛି। ତେବେ ରେଖା ହେଉଛନ୍ତି ରାଜସ୍ଥାନର କରୌଲୀରେ ରହୁଥିବା…

ସ୍ବାଭିମାନ ଅଞ୍ଚଳରେ ଆରମ୍ଭ ହେଲା ବୋଟ୍‌ ଆମ୍ବୁଲାନ୍ସ ସେବା

ଚିତ୍ରକୋଣ୍ଡା,୨୬ା୧(ଡି.ଏନ୍‌.ଏ.): ୭୩ତମ ସାଧାରଣତନ୍ତ୍ର ଦିବସ ଅବସରରେ ଗୁରୁପ୍ରିୟା ସେତୁଠାରେ ବିଏସ୍‌ଏଫ୍‌ ଡିଆଇଜି ସଞ୍ଜୟ କୁମାର ସିଂ, ଚିତ୍ରକୋଣ୍ଡା ତହସିଲଦାର ଟି. ପଦ୍ମନାଭ ଦୋରା, ବିଡିଓ ରାହୁଲ ମଣ୍ଡଳ ତଥା ଓଡ଼ିଶା ପୋଲିସ ପ୍ରଶାସନ ଉପସ୍ଥିତିରେ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି। ଏହି…

‘ରାୟଗଡ଼ାକୁ ଏକ ଉନ୍ନତ ଜିଲାରେ ପରିଣତ କରିବା ସମସ୍ତଙ୍କ ଲକ୍ଷ୍ୟ ହେଉ’

ରାୟଗଡ଼ା ଅଫିସ,୨୬ା୧: ଜିଲାସ୍ତରୀୟ ୭୩ତମ ସାଧାରଣତନ୍ତ୍ର ଦିବସ ରାୟଗଡ଼ା ଜିଲା ସଦରମହକୁମାର ସ୍ଥାନୀୟ ଜି.ସି.ଡି ଉଚ୍ଚ ବିଦ୍ୟାଳୟ ପଡ଼ିଆଠାରେ ପାଳିତ ହୋଇଯାଇଛି। ଏହି ଉତ୍ସବରେ ଶକ୍ତି ଓ ଶିଳ୍ପ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri