କାଳବୈଶାଖୀ ଦେଇଗଲା ଦୁଃଖ

କୋକସରା,୨୬ା୫(ଡି.ଏନ୍‌.ଏ.) କଳାହାଣ୍ଡି ଜିଲା କୋକସରା ବ୍ଲକ ଅଞ୍ଚଳରେ ଗୁରୁବାର କାଳବୈଶାଖୀ ପ୍ରଭାବରେ ଝଡ ତୋଫାନ ସହ କୁଆପଥର ବର୍ଷା ହୋଇଥିଲା। ଝଡତୋଫାନରେ ବ୍ଲକର କାଶିବାହଲ ପଞ୍ଚାୟତ ଅଧୀନ ଧନସରା ଗ୍ରାମରେ ରହୁଥିବା ଜୟରାମ ସତନାମୀଙ୍କ ଘର ଆଜ୍‌ବେଷ୍ଟସ ଉଡିଯାଇ କ୍ଷତିଗ୍ରସ୍ତ ହୋଇଛି। ଏପରିକି ବର୍ଷରେ ଧାନ, ଚାଉଳ, ଫଳରେ ଜୟରାମଙ୍କ ପରିବାର ଲୋକେ ଖୋଲା ଆକାଶ ତଳେ ଆଶ୍ରୟ ନେଇଛନ୍ତି। ସେ ଜଣେ ଗରୀବ ଶ୍ରେଣୀର ବ୍ୟକ୍ତି ହୋଇଥିବା ବେଳେ କିପରି ଘର ମରାମତି କରିବେ ସେନେଇ ସେ ଚିନ୍ତାରେ ପଡିଛନ୍ତି । ଏନେଇ ସେ ସ୍ଥାନୀୟ ରାଜସ୍ବ ନିରୀକ୍ଷକଙ୍କୁ ଜଣାଇଛନ୍ତି। କ୍ଷୟକ୍ଷତିର ଆକଳନ କରି ତୁରନ୍ତ ସହାୟତା ଯୋଗାଇ ଦେବାକୁ ଗ୍ରୋମବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୪୦ ବର୍ଷ ଧରି ସମାନ ସ୍ଥିତି: ଅସରାଏ ବର୍ଷାରେ ଘରେ ପଶୁଛି ପାଣି; ସ୍ଥାୟୀ ସମାଧାନ ଦାବି

ଚୌଦାର,୧୨।୭(ଡି.ଏନ୍‌.ଏ.): ମାସେ ନୁହେଁ କି ବର୍ଷେ ନୁହେଁ। ଆଜକୁ ୪୦ବର୍ଷରୁ ଊର୍ଦ୍ଧ୍ୱ ଦିନ ହେବ ବାସଗୃହ କରି ରହିଛନ୍ତି ଲୋକେ । ହେଲେ ଅସରାଏ ବର୍ଷା...

CORONAVIRUS UPDATE: ଓଡ଼ିଶାରେ କରୋନା ଆକ୍ରାନ୍ତ ସଂଖ୍ୟା ୧୦୦ ଛୁଇଁଲା

ଭୁବନେଶ୍ୱର,୨୫।୪: (ବ୍ୟୁରୋ)- ରାଜ୍ୟରେ ପୁଣି ୬କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ରେ ପହଞ୍ଚିଛି। ସମସ୍ତ ଆକ୍ରାନ୍ତ ଯାଜପୁର ଜିଲ୍ଲାର ଏବଂ...

ଭୟାବହ ଅଗ୍ନିକାଣ୍ଡ: ୧୮ ବଖରା ଘର ଜଳିଗଲା

ରାଜନଗର,୪।୧୨(ଡି.ଏନ.ଏ.): କେନ୍ଦ୍ରାପଡା ଜିଲା ରାଜନଗର ବ୍ଲକ ଘଡିଆମାଳ ଗ୍ରାମରେ ମଙ୍ଗଳବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି ୧୮ ବଖରା ଘର ଭସ୍ମିଭୂତ ହୋଇଯାଇଛି। ଗ୍ରାମର...

ଦାନା ଚିନ୍ତାରେ ଦୁଗ୍ଧଚାଷୀ

ଛେଣ୍ଡିପଦା,୧୭।୬: ଉତ୍ପାଦିତ ଦୁଗ୍ଧ ନେଉଥିଲା ଓମଫେଡ୍‌। ପ୍ରତି ୧୦ ଦିନରେ ବ୍ୟାଙ୍କ ଖାତାକୁ ଆସୁଥିଲା ଅର୍ଥ। ତେଣୁ ଋଣ ଶୁଝିବା ଓ ଗାଈ ପାଇଁ ଦାନା କିଣିବାରେ...

ଗଞ୍ଜେଇ ଜବତ, ଜଣେ ଗିରଫ

ଫିରିଙ୍ଗିଆ, ୩୦ା୯-ଗୋଚ୍ଛାପଡା ଥାନା ପୋଲିସ କ୍ରାଣ୍ଡିବାଲି ଛକରେ ଚଢ଼ାଉ କରି ଜଣେ ବାଇକ୍‌ ଚାଳକଙ୍କ ପାଖରୁ ୪୦ କେଜି ଗଞ୍ଜେଇ ଜବତ କରିଛି । ଏହି...

ଖେଳୁଥିବା ବେଳେ କାନ୍ଥ ଭାଙ୍ଗି ବାଳକ ମୃତ

ଠାକୁରମୁଣ୍ଡା,୨୮ା୮(ତାରାକାନ୍ତ ପଟ୍ଟନାୟକ): ମୟୂରଭଞ୍ଜ ଜିଲା କରଞ୍ଜିଆ ବ୍ଲକ ଚଢ଼େଇଭୋଳ ଫାଣ୍ଡି ଅଧୀନ ମୁର୍ଗାପାଟ ଗ୍ରାମରେ ରବିବାର କାନ୍ଥ ଭାଙ୍ଗି ଜଣେ ବାଳକଙ୍କ ମୃତ୍ୟୁ ହୋଇଛି। ସେ...

ଉପନ୍ୟାସ ‘ଗୋପଦାଣ୍ଡର ଧୂଳି’ ଉନ୍ମୋଚିତ

ଢେଙ୍କାନାଳ ଅଫିସ, ୧୩।୫:  ଢେଙ୍କାନାଳ ଜିଲା ଲେଖକ ସଂସଦ ଭବନରେ ଶନିବାର ଅପରାହ୍ନ ୫ଟାରେ ଶିକ୍ଷାବିତ୍‌ ତଥା ସ୍ତମ୍ଭକାର ପ୍ରଫେସର ନିତ୍ୟାନନ୍ଦ ମିଶ୍ରଙ୍କ ୭୭ତମ ଜନ୍ମ...

୪ଟି ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ ଫେରାର

ଡେରାବିଶ,୩୧ା୫ (ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ଡେରାବିଶ ଥାନା ଅନ୍ତର୍ଗତ ରଘୁଦେଇପୁର ପଞ୍ଚାୟତ ବେଲାରପୁର ଗ୍ରାମର ୫ ଜଣ ଅଭିଯୋଗକାରୀଙ୍କ ନାମରେ ୪ଟି ମାମଲା କରି ନ୍ୟାୟ...

Advertisement
Archives

Model This Week